କ୍ରିକେଟ୍ ପଡ଼ିଆରେ ଛକି ବସିଥିଲା ମୃତ୍ୟୁ । ଶେଷ ଓଭରର ଶେଷ ବଲରେ ବ୍ୟାଟ୍ସମ୍ୟାନ୍କୁ ବିଟ୍ କରି ନିଜ ଟିମ୍ ପାଇଁ ବିଜୟ ଆଣିଲେ ସତ, ହେଲେ ସେଇ ଖୁସିକୁ ଅନୁଭବ କରୁ କରୁ ସେଇ ପଡ଼ିଆରେ ଟଳି ପଡ଼ିଲେ । ଚାଲିଗଲା ଜୀବନ ।
Published: Satyendu Shekher Mishra
Last updated: 22 December 2021, 10:07 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।