ତୁମ ବୁଦ୍ଧିକୁ ଶହେ ସଲାମ : ଅବକାରୀ ବାବୁଙ୍କୁ ଡରି ଗଛ ଉପରେ ଲୁଚାଯାଇଥିଲା ଦେଶୀ ମଦ, ଆଉ ତା'ପରେ ହେଲା କଣ?
ଘଞ୍ଚ ଜଙ୍ଗଲରେ ଗଛ ଉପରେ ରଖାଯାଇଥିଲା ଦେଶୀ ମଦ ଓ ପୋଚ୍। ହେଲେ ଚୋର ଡାଳେ ଡାଳେ ଗଲେ ପୋଲିସ୍ ପତ୍ରେ ପତ୍ରେ ଭଳି ଯାଇ ରେଡ୍ କରିଥିଲା।
ଜନ୍ମରୁ ଦୃଷ୍ଟିହୀନ, ସଂସାରର ଭଲ-ମନ୍ଦ ଦେଖିପାରୁନଥିଲେ ମଧ୍ୟ ସେମାନେ ସ୍ୱାବଲମ୍ବୀ । ନିଜ ଗୋଡରେ ନିଜେ ଠିଆ ହୋଇଛନ୍ତି । ନିଜ ହାତରେ ଧୂପକାଠି ମଧ୍ୟ ତିଆରି କରୁଛନ୍ତି । ତେବେ ଆସନ୍ତୁ ଭେଟିବା ସେଭଳି କିଛି ଦିବ୍ୟାଙ୍ଗ ମାନଙ୍କୁ ଯିଏକି ନିଜ ଦୃଢ ଆଶା ବଳରେ ଆଜି ସମାଜରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ।
ଗୋଟିଏ ସମୟରେ ଦୁଇ ହାତରେ ଲେଖି ରେକର୍ଡ କଲେ ମୁସ୍କାନ। ଗୋଟିଏ ଟାଇମ୍ରେ ସିଧା ଏବଂ ଓଲଟା ଲେଖି ଇଣ୍ଡିଆ ବୁକ୍ ଅଫ ରେକର୍ଡ଼ କଲେ...ଏମିତି ବିରଳ ପ୍ରତିଭା ପାଇଁ ଅନେକ ଥର ସମ୍ବର୍ଦ୍ଧିତ ମଧ୍ୟ ହେଲେ...ଦେଖନ୍ତୁ ସେହି ଭିଡ଼ିଓ
ମଣିଷର ଜୀବନ ସରିଯାଏ କିନ୍ତୁ ସରେନି ସ୍ୱପ୍ନ। ଜୀବନର ସ୍ୱଳ୍ପତା ହେତୁ ମଣିଷ ପୂରଣ କରିପାରେନି ଦେଖୁଥିବା ସ୍ୱପ୍ନକୁ। ଥରେ ଭାବନ୍ତୁ ତ ଯଦି ମଣିଷର ବୟସ ୨୦୦ ହୋଇଯାଏ ତେବେ କେମିତି ହେବ?
ଘଣ୍ଟାକୁ ୪୮ ମହିଳା ହେଉଛନ୍ତି ଦୁଷ୍କର୍ମର ଶିକାର। ପୁଲିସ ଓ ସୈନିକମାନେ ଦେଉଛନ୍ତି ନିର୍ଯାତନା। ଅଭିଯୋଗ କଲେ କେହି ନାହିଁ ଶୁଣିବାକୁ।
ମିଠା ତ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। କିନ୍ତୁ ବେଳେ ବେଳେ ଏହାର ମୂଲ୍ୟ ମନକୁ ଖଟା କରିଦିଏ। ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏମିତି ଏକ ମିଠା ଭାଇରାଲ ହେଉଛି ଯାହା ଦାମ ଶୁଣି ଆପଣଙ୍କ ହୋସ୍ ଉଡିଯିବ।
ଦୁନିଆର ଭିନ୍ନ ଭିନ୍ନ ସଂପ୍ରଦାୟରେ ରହିଛି ଅଜବ ଅଜବ ନିୟମ। ଯାହାକୁ ଜାଣିଲେ ବିଶ୍ୱାସ କରି ହୁଏନି। ତେବେ ଏଠି ଏମିତି ଏକ ସଂପ୍ରଦାୟ ଅଛନ୍ତି ଯେଉଁମାନେ ନିଜ ମରଦପଣିଆ ପ୍ରମାଣିତ ପାଇଁ ଦେଇଥାନ୍ତି ଏମିତି କଠୋର ପରୀକ୍ଷା।
ବନ ବିଭାଗର ବୁଦ୍ଧି, ଧୈର୍ଯ୍ୟ ଓ କୌଶଳ ବଳରେ ନୂଆ ଜୀବନ ପାଇଲା ହାତୀ ଛୁଆ। ସୁରକ୍ଷିତ ଉଦ୍ଧାର ସହ ଅନ୍ୟ ହାତୀଙ୍କ ସହ ଜଙ୍ଗଲକୁ ଫେରିଲା ହାତୀ ଶାବକ। ଗତକାଲି ମୟୂରଭଞ୍ଜ ରାସଗୋବିନ୍ଦପୁର ରେଞ୍ଜର ସୁରେଇଡିହି ଗାଁରେ ଏକ କୂଅ ଭିତରେ ଏକ ୩ ମାସର ହାତୀ ଛୁଆ ଫସି ଯାଇଥିବା ବେଳେ ଦୀର୍ଘ ୧୦ ଘଣ୍ଟାର ପରିଶ୍ରମ ପରେ ସଫଳ ହୋଇଛି ଅପରେସନ୍ ଗଜରାଜ।
ସମୀକ୍ଷକ କହିଲେ ଫାଇଦା ପାଉଛନ୍ତି ନିର୍ଦ୍ଦିଷ୍ଟ କୋଟେରୀ ଅଫିସର । ଉତ୍କଟ ବେକାରୀ ବେଳେ ନିଷ୍ପତ୍ତିର ଔଚିତ୍ୟକୁ ନେଇ ପ୍ରଶ୍ନ ।
ମୟୂରଭଞ୍ଜ ରାସଗୋବିନ୍ଦପୁରରେ କୂଅରେ ପଡ଼ିଥିବା ହାତୀ ଶାବକ ୧୦ ଘଣ୍ଟା ପରେ ଉଦ୍ଧାର । ରେସ୍କ୍ୟୁ ଅପରେସନର ଶେଷ ୧୦ ମିନିଟ୍ ଥିଲା ଗୋଲଡେନ୍ ଆଓ୍ୱାର ।
ଦୁଇ ହାତରେ ସମାନ ସ୍ପିଡ୍ରେ ଲେଖିପାରୁଛନ୍ତି ଯୁବତୀ । ଅକ୍ଷର ଗୁଡ଼ିକ ବି ବେଶ୍ ଗୋଲ ଗୋଲ ରହିଛି।
ବ୍ରହ୍ମପୁର ପରେ ବ୍ରହ୍ମଗିରିରେ ପୁଣି ସାମ୍ନାକୁ ଆସିଲେ ଆଉ ଜଣେ ତପସ୍ୱିନୀ : ବିବାହ ପରେ ଲକ୍ଷ୍ମୀପ୍ରିୟାଙ୍କୁ ନିର୍ଯାତନା ଦେଉଥିଲେ ଶ୍ୱଶୁର ଘର ଲୋକେ...ମାଡ଼ ମରାଯାଇଥିବା ନେଇ ଆସିଲା ଅଭିଯୋଗ
ପ୍ରାୟତଃ ସମସ୍ତ ଭାରତୀୟଙ୍କ ପାଖରେ ଆଧାର କାର୍ଡ ରହିଥାଏ । ଆଧାର ସହ ପାନ୍ ଲିଙ୍କ କରିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂର୍ବରୁ ଅନେକ ବିଜ୍ଞପ୍ତି ଜାରି କରାଯାଇଛି । ଏହାସହ ପାନ୍ ସହ ଆଧାର ଲିଙ୍କ କରିବାର ତାରିଖ ମଧ୍ୟ ପୂର୍ବରୁ ଅନେକ ଥର ବୃଦ୍ଧି କରାଯାଇଛି ।
ସମାଧାନ ବାଟ ବାହାରିଲାନି। ଶାଶୂଘର ଲୋକଙ୍କ ନିର୍ଯାତନା ସହି ନପାରି ଶେଷରେ ଏହାକୁ ହିଁ ବାଛିନେଲେ।
ଖବର ପ୍ରସାରଣ ପରେ ସ୍ପଷ୍ଟୀକରଣ ରଖିଲା ଜନ ସ୍ମଲ ଫାଇନାନ୍ସ ବ୍ୟାଙ୍କ : ଠକେଇ ଅଭିଯୋଗକୁ କଲା ସଂପୂର୍ଣ୍ଣ ଖଣ୍ଡନ : ଶୁଣନ୍ତୁ କଣ କହିଛି ବ୍ୟାଙ୍କ୍...
ଭାରତୀୟ ପରମ୍ପରା ବୃଦ୍ଧଙ୍କୁ ଆଦର କରେ, ସେମାନଙ୍କୁ ସମ୍ମାନ ଦିଏ। କିନ୍ତୁ ତାମିଲନାଡୁରେ ଏମିତି ପରମ୍ପରା ଅଛି ଯେଉଁଠି ବୃଦ୍ଧ ହୋଇଯାଆନ୍ତି ଅଲୋଡା, ଶେଷରେ ହୁଅନ୍ତି ହତ୍ୟାର ଶିକାର।
ପ୍ରେସ୍ ରିଲିଜ୍ ଜାରି କରି ସଂସ୍ଥା ଠକେଇ ଅଭିଯୋଗକୁ ସଂପୂର୍ଣ୍ଣ ଖଣ୍ଡନ କରିଛି।
ସମ୍ବଲପୁର ବୁର୍ଲାସ୍ଥିତ ପାୱାର ଚାନେଲରେ ମାଆ ସହ ଗାଧୋଇବା ବେଳେ ଭାସିଗଲା ୮ବର୍ଷ ବୟସର ନାବାଳକ । ଶିବ ମନ୍ଦିର ଘାଟରେ ଗାଧୋଇବା ସମୟରେ କୌଣସି କାରଣରୁ ପିଲାଟି ଭାସି ଯାଇଥିଲା । ସେଠାରେ ସ୍ରୋତ ପ୍ରଖର ଥିବାରୁ ପିଲାଟି ତଳକୁ ତଳକୁ ଭାସି ଯାଇଥିଲା । ନାବାଳକର ଘର ବୁର୍ଲା ୱାନ-ଆର କଲୋନୀରେ ବୋଲି ଜଣାପଡ଼ିଛି । ଭାସି ଯାଇଥିବା ବାଳକର ନାଁ ରୋନକ ପଞ୍ଚବିହାର । ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ପିଲାଟିର ଏପର୍ଯ୍ୟନ୍ତ ପତ୍ତା ମିଳିନାହିଁ ।
ଶିବ ମନ୍ଦିର ଘାଟରେ ଗାଧୋଇବା ସମୟରେ କୌଣସି କାରଣରୁ ପିଲାଟି ଭାସି ଯାଇଥିଲା । ସେଠାରେ ସ୍ରୋତ ପ୍ରଖର ଥିବାରୁ ପିଲାଟି ତଳକୁ ତଳକୁ ଭାସି ଯାଇଥିଲା ।
ରାତି ପାହିଲେ ଯେଉଁ ନଦୀରୁ ମସ୍ୟଜୀବୀମାନେ ମାଛ ମାରି ପେଟ ପୋଷନ୍ତି, ଏବେ ସେହି ନଦୀ ଉପରେ ପଡିଛି ଦୁର୍ବୃତ୍ତଙ୍କ ଲୋଲୁପ ଦୃଷ୍ଟି। କେତେବେଳେ ବିଷ ପକାଇ ଦୁର୍ବୃତ୍ତମାନେ ମାଛ ମାରୁଛନ୍ତି ତ ଆଉ କେତେବେଳେ ବୁଲୁଛି ବେଆଇନ୍ ଟ୍ରଲର।
ଦିନେ ବ୍ରାହ୍ମଣୀ ନଦୀ କୂଳେ କୂଳେ ଉଡ଼ିବୁଲୁଥିଲେ କାଜ ଚକୁଆ। ଶୀତ ଦିନିଆ କଅଁଳି ଖରା ଟିକିଏ ପୋଇଁ ହେଉଥିଲେ। ପାଣିରେ ପହଁରୁଥିଲେ। ଖାଦ୍ୟ ଖୋଜି ଖୋଜି ଖାଉଥିଲେ। ସେମାନେ ଆମ ଅତିଥି ସାଜୁଥିଲେ। ଏଇ କାଜ ଚକୁଆଙ୍କୁ ଦେଖିଲେ ଲାଗନ୍ତି ସତେକି ଶୀତ ଋତୁର ପ୍ରେମ ପକ୍ଷୀ ଉଡ଼ି ଆସିଛନ୍ତି ଦୂର ରାଇଜରୁ। ହେଲେ ଆମ ମଣିଷ ସମାଜ ଉପରୁ ସେମାନେ ବିଶ୍ୱାସ ତୁଟାଇ ଦେଲେଣି। ଆଗରୁ ହଜାର ହଜାର ଆସୁଥିଲେ। ଏବେ ଆଉ ଆସୁ ନାହାନ୍ତି।
ଆଜି ଜମିଲା ରବିବାର। ମାଛ ଓ ଅଣ୍ଡାକୁ ମିଶାଇ ତିଆରି ହେବ ଏହି ଆଇଟମ୍। ଯାହାକୁ ଆପଣ ଖାଇବେ ଓ ଖୁଆଇବାକୁ ମନ ବଳାଇବେ.
ଏବେ ବେଳ କାଳ ଠିକ୍ ନାହିଁ। ହେଲେ ସୁର ଭାଇଙ୍କ ମୁହଁରେ ଏ କି କଥା। କହୁଛନ୍ତି, ରେଡି ତ... ମାଡି ଚାଲ... ସବୁ ଖୋଲି ଦିଅ... ବିୟୁଟି ଫୁଲ୍...
ଦିନେ ବ୍ରାହ୍ମଣୀ ନଦୀ କୂଳେ କୂଳେ ଉଡ଼ିବୁଲୁଥିଲେ କାଜ ଚକୁଆ। ଶୀତ ଦିନିଆ କଅଁଳି ଖରା ଟିକିଏ ପୋଇଁ ହେଉଥିଲେ। ପାଣିରେ ପହଁରୁଥିଲେ। ଖାଦ୍ୟ ଖୋଜି ଖୋଜି ଖାଉଥିଲେ। ସେମାନେ ଆମ ଅତିଥି ସାଜୁଥିଲେ। ଏଇ କାଜ ଚକୁଆଙ୍କୁ ଦେଖିଲେ ଲାଗନ୍ତି ସତେକି ଶୀତ ଋତୁର ପ୍ରେମ ପକ୍ଷୀ ଉଡ଼ି ଆସିଛନ୍ତି ଦୂର ରାଇଜରୁ