Advertisment

୧୦ ମିନିଟ୍‌ର ଗୋଲଡେନ୍ ଆଓ୍ୱାର ଭିତରେ ସଫଳ ହେଲା ଅପରେସନ୍ ଗଜରାଜ

ବନ ବିଭାଗର ବୁଦ୍ଧି, ଧୈର୍ଯ୍ୟ ଓ କୌଶଳ ବଳରେ ନୂଆ ଜୀବନ ପାଇଲା ହାତୀ ଛୁଆ। ସୁରକ୍ଷିତ ଉଦ୍ଧାର ସହ ଅନ୍ୟ ହାତୀଙ୍କ ସହ ଜଙ୍ଗଲକୁ ଫେରିଲା ହାତୀ ଶାବକ।  ଗତକାଲି ମୟୂରଭଞ୍ଜ ରାସଗୋବିନ୍ଦପୁର ରେଞ୍ଜର ସୁରେଇଡିହି ଗାଁରେ ଏକ କୂଅ ଭିତରେ ଏକ ୩ ମାସର ହାତୀ ଛୁଆ ଫସି ଯାଇଥିବା ବେଳେ ଦୀର୍ଘ ୧୦ ଘଣ୍ଟାର ପରିଶ୍ରମ ପରେ ସଫଳ ହୋଇଛି ଅପରେସନ୍ ଗଜରାଜ।

author-image
Chandan Shishu

Odisha Operation Gajraj
Advertisment
Advertisment