• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Powerful Tornado Wreaks Havoc In US, Death Toll Mounts To 80
ଛିନଭିନ୍ ଆମେରିକାର କେଣ୍ଟୁକି

ଆମେରିକା ଛାତିରେ ତାଣ୍ଡବ କରିଛି ଟର୍ଣ୍ଣାଡୋ । ଭୟଙ୍କର ଟର୍ଣ୍ଣାଡ଼ୋରେ ଛିନଭିନ୍ ଆମେରିକାର କେଣ୍ଟୁକି । ଦେଖନ୍ତୁ ଏହାର ଭୟଙ୍କର ରୂପ ।

vaccine
୨୪ ଘଣ୍ଟାରେ ୧୦ ଥର କରୋନା ଭ୍ୟାକ୍ସିନ୍ ନେଲେ ଯୁବକ, ଜୀବନ ପ୍ରତି ବିପଦ ଥିବା କହିଲେ ବିଶେଷଜ୍ଞ ଟିମ୍

ଆଶ୍ଚର୍ଯ୍ୟ ହେଲେ ବି ସତ । ଗୋଟିଏ ଦିନରେ ୧୦ ଥର କରୋନା ଭ୍ୟାକ୍ସିନ୍ ନେଲେ ଯୁବକ ।

 tornadoes
ଭୟଙ୍କର ଟର୍ଣ୍ଣାଡୋରେ ଛିନଭିନ୍ ‌ଆମେରିକାର କେଣ୍ଟୁକି ! ପ୍ରବଳ ଜୋରରେ ପବନ ବହିବାରୁ ଧ୍ୱଂସସ୍ତୁପରେ ପରିଣତ ହୋଇଛି ମେ-ଫିଲ୍ଡ ଟାଉନ

ଆମେରିକାର କେଣ୍ଟୁକିରେ ଭୟଙ୍କର ଟର୍ଣ୍ଣାଡ଼ୋ । ଏଥିରେ ପ୍ରାୟ ୭୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

omicron variant
ଓମିକ୍ରନ୍‌କୁ ନେଇ ବଢ଼ୁଛି ଚିନ୍ତା, ଆସିଲା ଚିନ୍ତାଜନକ ରିପୋର୍ଟ...

ବର୍ତ୍ତମାନ ସୁଦ୍ଧା ୫୯ଟି ଦେଶରେ କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌ ବ୍ୟାପି ସାରିଥିବା ବେଳେ ଆମେରିକାରେ ଏହା ଲୋକଙ୍କ ଚିନ୍ତା ବଢ଼ାଇଛି। ବୁଷ୍ଟର ଡୋଜ୍‌ ନେବା ପରେ ମଧ୍ୟ ଲୋକମାନେ ଓମିକ୍ରନ୍‌ରେ ସଂକ୍ରମିତ ହେଉଥିବା ସୂଚନା ମିଳିଛି।

plane
ଆକାଶରେ ନ ଉଡି ଗଡିଲା ବିମାନ ! ଦମ ଲଗେଇ ଠେଲିଲେ ଯାତ୍ରୀ

ଦୁଇ ଚକିଆ ବା ଚାରି ଚକିଆ ଗାଡ଼ିକୁ ପେଲିବା ଆପଣ ଦେଖିଥିବେ, ହେଲେ ବିମାନକୁ ଲୋକମାନେ ପେଲିବା ଦୃଶ୍ୟ କେବେ ହେଲେ ଦେଖି ନଥିବେ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଏୟାରପୋର୍ଟରେ। ଆକାଶରେ ବିମାନ ନ ଉଡି ରାସ୍ତାରେ ଗଡିଲା

Women Torture
ଚୋର ଚୋର କହି ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇଲେ....

ପାକିସ୍ତାନରେ ଦିନକୁ ଦିନ ମହିଳାଙ୍କ ଉପରେ ଅତ୍ୟାଚାର ବଢୁଥିବାର ଖବର ସାମ୍ନାକୁ ଆସିବାରେ ଲାଗିଛି । ତେବେ ଏହାରି ମଧ୍ୟରେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦେଖିବାକୁ ମିଳିଛି ଯେ ଜଣେ ମହିଳାଙ୍କୁ ଚୋର କହି ବିଚ୍ ରାସ୍ତାରେ ନଗ୍ନ ଅବସ୍ଥାରେ ବୁଲାଯାଉଥିବାର ଦେଖିବାକୁ ମିଳିଛି ।

Thailand
ଗାଳି ଦେଲେ ବସ୍, ପ୍ରତିଶୋଧ ପରାୟଣ ହୋଇଉଠିଲେ ମହିଳା ! କୋଟି କୋଟି ଟଙ୍କାର ତେଲ ଗୋଦାମରେ ନିଆଁ ଲଗାଇଦେଲେ . .

ଗାଳି ଦେଲେ ବସ୍ , ଆଉ ବସଙ୍କୁ ପାନେ ଚଖାଇବାକୁ ତେଲ ଗୋଦାମରେ ନିଆଁ ଲଗାଇଦେଲେ ମହିଳା କର୍ମଚାରୀ

Passengers Push Aeroplane
ଆକାଶରେ ନ ଉଡି ଗଡିଲା ବିମାନ, ଦମ ଲଗେଇ ଠେଲିଲେ ଯାତ୍ରୀ

ଦୁଇ ଚକିଆ ବା ଚାରି ଚକିଆ ଗାଡ଼ିକୁ ପେଲିବା ଆପଣ ଦେଖିଥିବେ, ହେଲେ ବିମାନକୁ ଲୋକମାନେ ପେଲିବା ଦୃଶ୍ୟ କେବେ ହେଲେ ଦେଖି ନଥିବେ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଏୟାରପୋର୍ଟରେ। ଆକାଶରେ ବିମାନ ନ ଉଡି ରାସ୍ତାରେ ଗଡିଲା...

UAE
ସପ୍ତାହରେ ସାଢ଼େ ଚାରି ଦିନ ୱର୍କିଂ ଡେ : ଏବେ କର୍ମଚାରୀଙ୍କୁ ମିଳିବ ଅଢ଼େଇ ଦିନର ଅଫ୍

ବିଶ୍ୱର ଅଧିକାଂଶ ଦେଶରେ ୫ ଦିନିଆ ସାପ୍ତାହିକ କାର୍ଯ୍ୟଦିବସ ରହିଛି । କିନ୍ତୁ କର୍ମଚାରୀଙ୍କୁ ଅଢ଼େଇ ଦିନ ଛୁଟି ଦେବାରେ ୟୁଏଇ ବିଶ୍ୱର ପ୍ରଥମ ଦେଶ ପାଲଟିଛି ।

Death Device
ଏ ମେସିନରେ ୧ ମିନିଟ୍ ରେ ଚାଲିଯିବ ଜୀବନ

ଶାନ୍ତିରେ ମରିବାକୁ ତିଆରି ହୋଇଛି ମେସିନ୍। ବିଭିନ୍ନ ଦୁରାରୋଗରେ ପୀଡ଼ିତ ଲୋକଙ୍କ ସହଜ ମୃତ୍ୟୁ ପାଇଁ ଏଭଳି ଏକ ମେସିନ ବାହାର କରିଛି ସ୍ୱିଜରଲାଣ୍ଡ। ଏହା କେଉଁ ମେସିନ ଏବଂ କିପରି କାମ କରିଥାଏ

100 Ft Long,26 Wheeler Car
କାର୍‌ ଭିତରେ ରହିଛି ସୁଇମିଂ ଫୁଲ ଓ ହେଲିପ୍ୟାଡ୍‌, ଜାଣନ୍ତୁ ଦାମ କେତେ?

ବିଶ୍ୱର ବିଳାସପୂର୍ଣ୍ଣ କାର୍‌। ଭିତରେ ରହିଛି ସୁଇମିଂ ଫୁଲ ସହ ହେଲିପ୍ୟାଡ୍‌, ଦାମ କେତେ ଜାଣିବା ଆପଣ ନିହାତି ଦରକାର...

Elephant Attack
ମରୁ ମରୁ ବଞ୍ଚିଲେ ସଫାରି ଗାଇଡ୍: ଦେଖନ୍ତୁ ଏହି ଭିଡିଓ...

ଦକ୍ଷିଣ ଆଫ୍ରିକାର ସେଲାଟି ଗେମ୍ ରିଜର୍ଭ ଜଙ୍ଗଲରେ ହାତୀ ଆକ୍ରମଣ । ଜୀବନ ବଞ୍ଚାଇବା ପାଇଁ ଦୌଡିଲେ ଗାଇଡ୍ । ତେବେ ଏଭଳି ଅଭାବନୀୟ ଘଟଣା କ୍ରୁଗ ନ୍ୟାସନାଲ ପାର୍କରେ ଦେଖିବାକୁ ମିଳିଛି । ତେବେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

Moon Surface
ଚନ୍ଦ୍ରରେ ଦିଶିଲା ଏକ କ୍ୟୁବ୍ ଆକୃତିର ବସ୍ତୁ; କ’ଣ ସେ ବସ୍ତୁ, ଆସନ୍ତୁ ଜାଣିବା..

ଚନ୍ଦ୍ରପୃଷ୍ଠରେ ଦିଶିଲା ଏକ ଅଦ୍ଭୂତ ଦୃଶ୍ୟ । କ୍ୟୁବ୍ ଆକୃତିର ଏକ ବସ୍ତୁ ଚନ୍ଦ୍ରପୃଷ୍ଠରେ ପଡିରହିଥିବାର ଦେଖାଇଛି ଚାଇନାର ଏକ ସ୍ପେସ ଏଜେନ୍ସି ୟୁଟୁ-୨ ଚନ୍ଦ୍ର ରୋଭର୍। ଏହି ଅଦ୍ଭୂତ ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

Indonesia
ଦିନ ହୋଇଗଲା ରାତି, ଚାହୁଁ ଚାହୁଁ ମାଡ଼ି ଆସିଲା ଲାଭା

ଦିନ ହୋଇଗଲା ରାତି, ଚାହୁଁ ଚାହୁଁ ମାଡ଼ି ଆସିଲା ଲାଭା । ଜୀବନ ବଂଚାଇବା ପାଇଁ ଦୌଡ଼ୁଥିଲେ ଲୋକେ ଆଉ ଜୀବନ ନେବା ପାଇଁ ସତେ ଯେମିତି ଗୋଡ଼ାଉଥିଲା ଯମ ।

Indonesia
ହଠାତ୍ ଦିନରେ ଅନ୍ଧାର ଛାଇଗଲା, ଦେଖୁ ଦେଖୁ ମାଡିଆସିଲା ଉତ୍ତପ୍ତ ଲାଭା !

ହଠାତ୍ ଦିନରେ ଅନ୍ଧାର ଛାଇଗଲା । ଦେଖୁ ଦେଖୁ ମାଡିଆସିଲା ଉତ୍ତପ୍ତ ଲାଭା । ଲୋକ ଜୀବନ ବଂଚାଇ ଦୌଡିବାକୁ ଲାଗିଲେ । କେହି କିଛି ଭାବିବା ପୂର୍ବରୁ ଆରମ୍ଭ ହୋଇସାରିଥିଲା ଧ୍ୱଂସଲୀଳା ।

Indian-American mathematician Nikhil Srivastava helps to solve famous 1959 math problem
ଭାରତୀୟ-ଆମେରିକୀୟ ଗଣିତଜ୍ଞ ନିଖିଲ ଶ୍ରୀବାସ୍ତବଙ୍କୁ ସିପ୍ରିଆନି ଫୋଏସ୍ ପୁରସ୍କାର

ଅପରେଟର ଥିଓରିରେ ପ୍ରଥମ ସିପ୍ରିଆନି ଫୋଏସ୍ ପୁରସ୍କାରରେ ସମ୍ମାନୀତ ହେଲେ ଭାରତୀୟ-ଆମେରିକୀୟ ଗଣିତଜ୍ଞ ନିଖିଲ ଶ୍ରୀବାସ୍ତବ। ଆମେରିକୀୟ ଗଣିତ ସୋସାଇଟି ଦ୍ୱାରା ମନୋନୀତ ହେଲେ।

twitter
ଭାରତ ଜନ୍ମିତ ଟ୍ୱିଟରର ନୂଆ ସିଇଓ ପରାଗ ଅଗ୍ରୱାଲଙ୍କ ଦରମା କେତେ ?

ପରାଗ ଙ୍କୁ ବର୍ଷକୁ ବଡ ପ୍ୟାକେଜ ଟ୍ୱିଟର କଂପାନୀ ? କୋଟି କୋଟି ଟଙ୍କା ଦରମା ସହ ପାଉଛନ୍ତି ଏସବୁ ସୁବିଧା . . .

taliban
ତାଲିବାନ୍ ଶାସନରେ ମହିଳାଙ୍କୁ ଅଧିକାର : ବଳପୂର୍ବକ ବିବାହ ଉପରେ ଲାଗିଲା ରୋକ୍

ପୂର୍ବରୁ ମହିଳାଙ୍କୁ ବଳ ପୂର୍ବକ ବିବାହ କରୁଥିବା ଅଭିଯୋଗ ହେଉଥିଲା। ହେଲେ ଆଜି ତାଲିବାନ୍ ଏହି ବଳପୂର୍ବକ ବିବାହ ଉପରେ ରୋଗ ଲଗାଇଛି ।

Special Story
ଭାରତର ଗହମ ଲୁଟିବାକୁ ଷଡ଼ଯନ୍ତ୍ର କରୁଛି ଇମ୍ରାନ ସରକାର, ଧରାପଡିଲା ସତ

ଏ କେମିତିକା ପ୍ରଧାନମନ୍ତ୍ରୀ କେଜାଣି। ଚିହ୍ନୁ ନାହାନ୍ତି ଭୋକିଲାଙ୍କ ପେଟ। ଆଫଗାନକୁ ଯାଉଥିବା ଗହମ ଲୁଟିବାକୁ କରୁଛନ୍ତି ଉଦ୍ୟମ। ସର୍ତ୍ତ ରଖି ରାସ୍ତା ବ୍ୟବହାର କରିବାକୁ ଦେଲେ ଅନୁମତି..

North korea
ଅଜବ ନିୟମ ! ଅନ୍ୟ ଦେଶର ଫିଲ୍ମ ଦେଖିବାରୁ ୧୪ ବର୍ଷର ଛାତ୍ରକୁ ୧୪ ବର୍ଷ ଜେଲ୍‌

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ-ଜୋଙ୍ଗ ଏବଂ ତାଙ୍କର ସରକାର, ସବୁବେଳେ ନିଜର ଅଜବ ଗଜବ ନିଷ୍ପତି ପାଇଁ ଚର୍ଚ୍ଚାରେ ରହିଥାନ୍ତି । ଉତ୍ତର କୋରିଆବାସୀ ଅନେକ ପ୍ରତିବନ୍ଧକ ମଧ୍ୟରେ ଜୀବନ ବିତାଉଛନ୍ତି ।

transit facility
ଭୋକିଲାଙ୍କ ରୁଟି ଉପରେ ପାକିସ୍ତାନର ନଜର : ଆଫଗାନିସ୍ତାନକୁ ଭାରତ ପଠାଉଥିବା ଗହମ ଚୋରି କରିବାକୁ ଚେଷ୍ଟା କରୁଛନ୍ତି ଇମ୍ରାନ୍ ସରକାର

ସୁଧୁରିବନି ପାକିସ୍ତାନ୍ । ଆତଙ୍କରେ ଅନ୍ଧ ଥିବା ଦେଶ ଭୋକିଲାଙ୍କ ଭୋକକୁ ମଧ୍ୟ ଚିହ୍ନିପାରୁନି ।

Special Story
ଚୀନର ପାଗଳାମୀ ; ପିଲାଙ୍କୁ ଦେଉଛି କୁକୁଡା ରକ୍ତର ଇଞ୍ଜେକ୍ସନ୍‌!

ସାରା ବିଶ୍ୱକୁ ପୁଣି ଆଶ୍ଚର୍ଯ୍ୟଚକିତ କଲା ଚୀନ । କରୋନାର ବିସ୍ତାର ପାଇଁ ଚୀନ ବିରୁଦ୍ଧରେ ହୋଇଥିବା ଅଭିଯୋଗ ଥମି ମଥିବା ବେଳେ ଏବେ ଆଉ ଏକ ଖବର ଶୁଣି ସାରା ବିଶ୍ୱ ଆଶ୍ଚର୍ଯ୍ୟଚକିତ ହୋଇପଡିଛି । କରୋନାକୁ ଜାଣିଶୁଣି ବିସ୍ତାର କରିବା ନେଇ ଥିବା ଅଭିଯୋଗକୁ ଚୀନ ବାରମ୍ବାର ଖଣ୍ତନ କରିବାରେ ଲାଗିଛି । ଏବେ ଚୀନରେ ଏକ ଅଜବ ଖବର ଶୁଣିବାକୁ ମିଳିଛି । ତେବେ କ’ଣ ରହିଛି ସେହି ଖବର, ଆସନ୍ତୁ ଜାଣିବା ।

Now, Reliance Jio Raises Prepaid Tariffs By Around 20%
ଜୋରଦାର ଝଟକା ଦେଲା ଜିଓ, ମହଙ୍ଗା ହେଲା ରିଚାର୍ଜ ପ୍ଲାନ୍

ଝଟକା ଦେଲା ଜିଓ। ସବୁ ପ୍ଲାନ ହେଲା ମହଙ୍ଗା। ୧୨୯ ପ୍ଲାନ ହେଲା ୧୫୫। ଆଉ ୨୩୯୯ ପ୍ଲାନ ହେଲା ୨୮୭୯ ଟଙ୍କା। ଏହା ସହ...

Having Girl Friend Is Illegal In Pakistan
ଗାର୍ଲଫ୍ରେଣ୍ଡ ରଖିଲେ ଏଣିକି ଯିବାକୁ ପଡ଼ିବ ଜେଲ, ଆସିଲା ନୂଆ ଆଇନ...

ଯୁବପୀଢିଙ୍କ ପାଇଁ ଆସିଲା ସବୁଠୁ ବଡ଼ ଖବର। ଏଣିକି ଗାର୍ଲଫ୍ରେଣ୍ଡ ରଖିଥିଲେ ଯିବାକୁ ପଡ଼ିପାରେ ଜେଲ୍‌। ସରକାର ଆଣିଲେ ଏମିତି ନୂଆ ଆଇନ। ଜାଣନ୍ତୁ, କ’ଣ କହୁଛି ଆଇନ..

North Korea Bans Leather Coats To Stops Its People From Copying Kim Jong Un\'s Style
ଲେଦର ଜ୍ୟାକେଟ ପିନ୍ଧିପାରିବେନି ଉତ୍ତର କୋରିଆବାସୀ

ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନଙ୍କ ଆଉ ଏକ ଅଜବ ନିୟମ। ଏଣିକି ଲେଦର ଜ୍ୟାକେଟ ପିନ୍ଧିପାରିବେନି ଉତ୍ତର କୋରିଆବାସୀ। ତେବେ କାହିଁକି ଏଭଳି ନିୟମ କରିଛନ୍ତି କିମ୍ ଜଙ୍ଗ, ଭିଡିଓରୁ ଜାଣି ନିଅନ୍ତୁ ।