ଯୁଦ୍ଧ ପରଠୁ ସବୁବେଳେ ଚର୍ଚ୍ଚାରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ୍। କେତେବେଳେ ଝିଅକୁ ନେଇ ତ କେତେବେଳେ ରଣ କୌଶଳକୁ ନେଇ। ଆଜି ଆମେ କହୁଛୁ ପୁଟିନଙ୍କ ଗୁପ୍ତ ଜାହାଜ ବିଷୟରେ। ଯେଉଁଥିରେ ରହିଛି ହେଲିପ୍ୟାଡ୍-ସ୍ପା-ସେଲୁନ୍ ଭଳି ଅନେକ ସୁବିଧ
ୟୁକ୍ରେନ୍ରେ ବର୍ତ୍ତମାନ ସୁଦ୍ଧା ୯ ହଜାରରୁ ଅଧିକ ରୁଷ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ୟୁକ୍ରେନ୍।
ଇସଲାମବାଦ: ଭାରତର ପ୍ରଶଂସାରେ ଶତମୁଖ ପାକ୍ ପିଏମ୍ ଇମ୍ରାନ୍। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭାରତର ସ୍ୱାଧୀନ ବିଦେଶ ନୀତିକୁ ପ୍ରଶଂସା କରିବା ସହ, ଏହା ଲୋକଙ୍କ ପାଇଁ ବୋଲି କହିଛନ୍ତି। ଖାଇବର୍ ପଖ୍ତୁଆନାରେ ଏକ ଜନସଭାକୁ ଉଦବୋଧନ ଦେଇ ଇମ୍ରାନ୍ କହିଛନ୍ତି ଯେ, ମୁଁ ହିନ୍ଦୁସ୍ତାନକୁ ସାବାସୀ ଦେଉଛି, କାରଣ ସେମାନଙ୍କର ସର୍ବଦା ସ୍ୱାଧୀନ ବିଦେଶ ନୀତି ରହିଛି।
ଚୀନରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ୧୩୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ଯାତ୍ରୀବାହୀ ବିମାନଟି ଦକ୍ଷିଣପଶ୍ଚିମ ଚୀନରେ କ୍ରାଶ୍ ହୋଇଯାଇଛି। ବିମାନ ଦୁର୍ଘଟଣାଗ୍ରସ୍ତର କାରଣ ଜଣାପଡ଼ି ନାହିଁ।
ବଡ଼ ବଡ଼ କୋଠା, ରିଲିଫ୍ କ୍ୟାଂପ ଉପରେ ମଧ୍ୟ ଆକ୍ରମଣ କରିଛି ରୁଷ୍।
ଋଷ୍-ୟୁକ୍ରେନ୍ ଯୁଦ୍ଧ ବେଳେ ଋଷର ଲୋକମାନେ ମଧ୍ୟ ୟୁକ୍ରେନର ଲୋକଙ୍କୁ ସମର୍ଥନ କରୁଛନ୍ତି। ଏହି କାରଣରୁ ସେମାଙ୍କୁ ସମାଲୋଚିତ ହେବାକୁ ପଡୁଛି ଏହି ସମୟରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଋଷ୍ର ମହାକାଶଚାରୀମାନେ ମଧ୍ୟ ୟୁକ୍ରେନ୍କୁ ସମର୍ଥନ କରୁଥିବା ଜଣାପଡିଛି।
ଆସନ୍ତା ୨୫ ତାରିଖରେ ପାକ୍ ସଂସଦରେ ଭୋଟିଂ ହେବ।
କେବେ ଘଟିବ ଋଷିଆ-ୟୁକ୍ରେନ ଯୁଦ୍ଧର ଅନ୍ତ । କେବେ ଆଶ୍ୱସ୍ତି ପାଇବେ ଯୁଦ୍ଧ ଘନଘଟାରେ ଫସିଥିବା ଲକ୍ଷ ଲକ୍ଷ ନିରୀହ ନାଗରିକ । ବାରମ୍ବାର ଆଲୋଚନା ସତ୍ତ୍ୱେ ଦୁଇ ପକ୍ଷ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରୁନଥିବା ବେଳେ, ଅର୍ଥସଙ୍ଗତ ଆଲୋଚନା ଉପରେ ଗୁରୁତ୍ୱ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସ୍କି ।
ୟୁକ୍ରେନ ସେନା ଋଷିଆର ଜବରଦସ୍ତ ମୁକାବିଲା କରିବା ଓ ନିଜ ଯୋଜନା ଠିକଣାବାଟରେ ଆଗକୁ ବଢୁନଥିବାରୁ ଅଧିକ ଆକ୍ରମଣାତ୍ମକ ହେଉଛନ୍ତି ପୁଟିନ ।
ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା । ଦେଶରେ କାଗଜ କିଣିବାକୁ ମଧ୍ୟ ଟଙ୍କା ନାହିଁ
ୟୁକ୍ରେନ-ଋଷିଆ ଯୁଦ୍ଧବେଳେ ୟୁକ୍ରେନକୁ ଆତ୍ମଘାତୀ ଡ୍ରୋନ ଦେଲା ଆମେରିକା। ଚିନ୍ତାରେ ପୁଟିନ୍ ସେନା...ଯୁଦ୍ଧରେ ଶତ୍ରୁଙ୍କୁ ସାବାଡ୍ କରିବା ସହ ଗେମ୍ ଚେଞ୍ଜ କରିଦେବ ଏହି ସ୍ୱତନ୍ତ୍ର ଡ୍ରୋନ୍...
୨୫ ଦିନର ଏହି ଯୁଦ୍ଧରେ ୮୪୭ ଜଣ ୟୁକ୍ରେନିୟ ନାଗରିକଙ୍କ ମୃତ୍ୟୁ ହୋଇଥିବା କହିଛି ୟୁଏନ୍ ହ୍ୟୁମାନ ରାଇଟ୍ ଅଫିସ
ୟୁକ୍ରେନ୍ ବି ଜବାବୀ ହମ୍ଲା ଜୋରଦାର କରିଛି।
ରୁଷିଆର କିନଜାଲ୍ ହାଇପରସୋନିକ୍ ମିଜାଇଲର ଗତି ଶବ୍ଦ ଗତିର ୧୦ ଗୁଣା।
ଟଳମଳ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ଆସନ । ତାଙ୍କ ସରକାରକୁ କ୍ଷମତାଚ୍ୟୁତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ତାଙ୍କରି ଦଳ PTIର ସାଂସଦ ।
ଋଷ ୟୁକ୍ରେନ ଯୁଦ୍ଧ ନେଇ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଆଲୋଚନା ହୋଇଛି । ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ଦେଢ ଘଣ୍ଟା ଧରି ଅଲୋଚନା ହୋଇଥିଲା ।
ସହର କହିଲେ ଭାଙ୍ଗିରୁଜି ଯାଇଥିବା ଦରପୋଡ଼ା କୋଠା, ଥୁଣ୍ଟା ଗଛ, ଖାଁଖାଁ ପରିବେଶ । ଆଉ ଏଣେତେଣେ ପଳାଉଥିବା ଭିତତ୍ରସ୍ତ ଲୋକ । ୟୁକ୍ରେନର ଦକ୍ଷିଣ ପୂର୍ବରେ ଥିବା ପ୍ରମୁଖ ବନ୍ଦର ନଗରୀ ମାରିଉପୋଲର ଦୃଶ୍ୟ ଅତି ଦୟନୀୟ
ସହର କହିଲେ ଭାଙ୍ଗିରୁଜି ଯାଇଥିବା ଦରପୋଡ଼ା କୋଠା, ଥୁଣ୍ଟା ଗଛ, ଖାଁଖାଁ ପରିବେଶ, ଆଉ ଏଣେତେଣେ ପଳାଉଥିବା ଭିତତ୍ରସ୍ତ ଲୋକ। ଇଏ ୟୁକ୍ରେନ୍ର ଦକ୍ଷିଣ ପୂର୍ବରେ ଥିବା ପ୍ରମୁଖ ବନ୍ଦର ନଗରୀ ମାରିଉପୋଲର ଦୃଶ୍ୟ।
ଋଷ ବ୍ଲାକ୍ ସିରୁ ଲିଭିବ୍ରୁ ୬ଟି ମିଜାଇଲ୍ ଛାଡ଼ିଥିବା ବେଳେ, ସେଥିରୁ ୨ଟିକୁ ଆକାଶମାର୍ଗରେ ନଷ୍ଟ କରିଦେଇଥିବା ଦାବି କରିଛି ୟୁକ୍ରେନ୍।
ପୁଟିନ୍ଙ୍କ ବଡ଼ ନିଷ୍ପତ୍ତି। ଯୁଦ୍ଧବେଳେ ଯେଉଁମାନେ ବିଶ୍ୱାସଘାତକ କରିଛନ୍ତି ସେମାନଙ୍କର ହେବ ମୁଣ୍ଡକାଟ। ଆମେରିକା ଓ ଏହି ଦେଶକୁ ନେଇ ଦେଲେ କଡ଼ା ଟିପ୍ପଣୀ
ଗୁରୁବାର ରାତିରେ ବାଂଲାଦେଶର ରାଜଧାନୀ ଢ଼ାକାର ଏକ ମନ୍ଦିରକୁ କିଛି ଉଗ୍ରବାଦୀ ଟାର୍ଗେଟ କରିଥିଲେ । ମନ୍ଦିରରେ ଭଙ୍ଗାରୁଜା କରିବା ସହ ଲୁଟପାଟ୍ କରିଥିବା ଜଣାପଡ଼ିଛି
କେବଳ ଏତିକି ନୁହେଁ ବରଂ ଋଷିଆରେ ରହି ଯେଉଁମାନେ ଋଷର ପଦକ୍ଷେପକୁ ସମାଲୋଚନା କରୁଛନ୍ତି ସେମାନଙ୍କୁ ମଧ୍ୟ ପୁଟିନ୍ କଡ଼ା ଚେତାବନୀ ଦେଇଛନ୍ତି ।
ଏଏନ୍ଆଇ ପକ୍ଷରୁ ମିଳିଥିବା ଖବର ଅନୁଯାୟୀ, ସିଂଘର ଜମଶୁର ଇଲାକାରେ ଗୁରୁବାର ଦିନ ୧୨ଟା ସମୟରେ ଅଦ୍ଭୁତ ଧରଣର କିଛି ଜିନିଷ ଆକାଶରୁ ଖସୁଥିବା ଲୋକେ ଦେଖିଥିଲେ ।
ୟୁକ୍ରେନ ସପକ୍ଷରେ ଯିଏ ବାହାରିବ ତାକୁ ଦୃଢ ଜବାବ ଦିଆଯିବ। ଯୁଦ୍ଧ ସମୟରେ କ୍ଷେପଣାସ୍ତ୍ର ଭିଡିଓ ଜାରି କରି ସାରା ବିଶ୍ୱକୁ ଏମିତି ଚେତାବନୀ ଦେଇଛି ଋଷ। ଆଉ ବିଶ୍ୱକୁ ଚେତାଇ ଦେଇଛି ଯଦି ୟୁକ୍ରେନ ଯୁଦ୍ଧରେ କେହି ହସ୍ତକ୍ଷେପ କରେ ତାକୁ କେତେବେଳେ ଟାର୍ଗେଟ କରାଯିବ, ତାହା ଜାଣି ହେବନାହିଁ। ଏବେ ଦେଖନ୍ତୁ ସେହି ଭିଡିଓ...
ରୁଷ୍ ସେନା ପକ୍ଷରୁ ହୋଇଥିବା ଆକ୍ରମଣରେ ୟୁକ୍ରେନର ଖାର୍କିଭରେ ରହୁଥିବା ଅଭିନେତ୍ରୀ ଓକସାନାଙ୍କ ମୃତ୍ୟୁ ହୋଇଛି। ରୁଷ୍ର ରକେଟ୍ ମାଡରେ ଓକସାନା ଆଖି ବୁଜିଛନ୍ତି।