• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

petrol price
ପାକିସ୍ତାନରେ କ୍ଷଣିକେ ୫୯ ମହଙ୍ଗା ହେଲା ଡିଜେଲ : ପେଟ୍ରୋଲ ଲିଟର ପିଛା ଦର ୨୩୩

ପେଟ୍ରୋଲିୟମ ଉତ୍ପାଦ ଉପରେ ସବସିଡି ପ୍ରଦାନ କରିବା ସ୍ଥିତିରେ ନାହାନ୍ତି ପାକିସ୍ତାନ ସରକାର ।

putin
ଥରୁଛନ୍ତି ଋଷ୍‌ ରାଷ୍ଟ୍ରପତି : ସିଧା ଛିଡ଼ା ହେବାପାଇଁ ସଂଘର୍ଷ କରୁଥିବାର ଭିଡିଓ ଭାଇରାଲ୍

ପୋଡିୟମ ପାଖରେ ଠିଆ ହୋଇଥିବା ବେଳେ ପୁଟିନ ଗୋଡ ହଲାଉଥିବା ନଜର ଆସୁଛନ୍ତି । ପୁଟିନ ଛିଡ଼ା ହେବାରେ ଅସୁବିଧା ଭୋଗୁଥିବା ଜଣାପଡ଼ୁଛି ।

Special story
ଚୀନର ଗତିବିଧିକୁ ଦେଖି ଭାରତ ତୟାର୍ : ଡ୍ରାଗନ ବିରୋଧରେ ଭାରତର ଯେସାକୁ ତେସା ନୀତି

ସଦ୍ୟତମ ସୂଚନା ଅନୁସାରେ ଚୀନ୍ J-20 ମୁତୟନ କରିଥିବା ସ୍ପଷ୍ଟ ହୋଇଛି

Women of Himba
ବିବାହ ଦିନ ଥରେ ଗାଧାନ୍ତି, ଆଉ ଗାଧାନ୍ତିନି ଏଇ ମହିଳା

ଯାହା ଚଳି ଆସୁଛି ତାହା ହିଁ ପରମ୍ପରା । ଏଇ ମହିଳାମାନେ ଜୀବନରେ ଥରେ ଗାଧାନ୍ତି । କିନ୍ତୁ ବର୍ଷସାରା ବାମ୍ଫ ନିଅନ୍ତି । ଯେଉଁଦିନଠୁ ପିଲା କଥା ଭାବନ୍ତି, ସେଇ ଦିନକୁ ପାଳନ କରନ୍ତି ପିଲାର ଜନ୍ମଦିନ ।

China, India,
ସୀମା ବିବାଦର ସମାଧାନ ଚାହୁଁନି କି ଚୀନ୍ ? LAC ନିକଟରେ ଜାରି ରଖିଛି ଭିତ୍ତିଭୂମି ନିର୍ମାଣ

ଲଦାଖରେ ଶାନ୍ତି ଫେରାଇ ଆଣିବା ଲାଗି ପ୍ରତିରକ୍ଷା ଓ କୂଟନୀତି ସ୍ତରୀୟ ଆଲୋଚନା ଜାରି ରହିଥିବା ବେଳେ ଏଯାଏଁ ସଂପୂର୍ଣ୍ଣ ସ୍ୱାଭାବିକ ହୋଇନି ସ୍ଥିତି । ଏବେବି କିଛି ସ୍ଥାନରେ ମୁହାଁମୁହିଁ ଛିଡ଼ା ହୋଇଛନ୍ତି ଭାରତ-ଚୀନ୍ ସେନା

Pervez Musharraf
ମୁସାରଫ ବଞ୍ଚିଛନ୍ତି ! ଟ୍ୱିଟ୍‌ କରି ସୂଚନା ଦେଲେ ପରିବାର ଲୋକ

ମୁସାରଫ ଚିକିତ୍ସାଧିନ ଅଛନ୍ତି, କିନ୍ତୁ ଭେଣ୍ଟିଲେଟରରେ ନାହାନ୍ତି । ତାଙ୍କ ଅବସ୍ଥା ଏମିତି ଏକ ସ୍ଥିତିରେ ରହିଛି, ଯେଉଁଠି ଆରୋଗ୍ୟ ହେବାର କୌଣସି ସମ୍ଭାବନା ନାହିଁ ।

Aamir liaquat
ଚାଲିଗଲେ ସୋସିଆଲ ମିଡିଆର ଚର୍ଚ୍ଚିତ ଚେହେରା ଅମିର ଲିଆକତ

ଲିଆକତଙ୍କ ଡ୍ରାଇଭର ଡାଭେଦଙ୍କୁ ପଚରାଉଚରା କରୁଛି ପୋଲିସ।   

Elon Musk
ଏଲନ୍‌ଙ୍କ ଟ୍ୱିଟ୍‌ ପରେ ସୋସିଆଲ ମିଡିଆରେ ହଙ୍ଗାମା ! ୟୁଟ୍ୟୁବ୍‌ କିଣିବାକୁ ଉସ୍‌କାଉଛନ୍ତି ୟୁଜର୍ସ

ଏବେ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ଏଲନଙ୍କର ହୋଇପାରି ନାହିଁ ଟ୍ୱିଟର । କାରଣ ଏଲନ୍‌ ମସ୍କ ଏବଂ ଟ୍ୱିଟର ମଧ୍ୟରେ ବାଧା ସୃଷ୍ଟି କରିଛି ଡକ୍ୟୁମେଣ୍ଟ ।

Drug Gang Leade
ସ୍କର୍ଟ, ବ୍ଲାଉଜ୍‌ ପିନ୍ଧି ଖସିବାକୁ ଉଦ୍ୟମ କରୁଥିଲା କୁଖ୍ୟାତ ଅପରାଧୀ : ଧରି ପକାଇଲା ପୋଲିସ୍‌

ମହିଳା ବେଶରେ ଫେରାର ମାରିବା ସମୟରେ ଅପରାଧୀକୁ ଧରିଲା ପୋଲିସ ।

UK workers begin world's biggest trial of 4-day week
କର୍ମଚାରୀଙ୍କ ପାଇଁ ଖୁସି ଖବର: ଏଣିକି ସପ୍ତାହରେ ୪ ଦିନ କାମ

ରାଣୀ ଏଲିଜାବେଥ୍‌ଙ୍କ ଶାସନର ପ୍ଲାଟିନମ ଜୁବୁଲି ପାଳନ ଅବସରରେ ଗତ ସୋମବାରଠାରୁ ପରୀକ୍ଷାମୂଳକ ଭାବେ ପ୍ରାୟ ୭୦ଟି ସଂସ୍ଥାର ୩ ହଜାର ୩ଶହ କର୍ମଚାରୀଙ୍କୁ ନେଇ ଏହା କାର୍ଯ୍ୟକାରୀ ହୋଇଛି।

bullet train
ସାଧାରଣ ଟ୍ରେନ୍ ଠାରୁ କିପରି ଭିନ୍ନ ବୁଲେଟ୍ ଟ୍ରେନ୍ ? ପ୍ରଥମେ କେଉଁଠି ଗଡ଼ିଥିଲା ?

ବୁଲେଟ୍ ଟ୍ରେନ୍ ଏପରି ଏକ ରେଲେଓ୍ୱ ସିଷ୍ଟମ୍ ଯାହା ସାଧାରଣ ଟ୍ରେନ ଠାରୁ ଢେର୍ ଗୁଣ ଅଧିକ ବେଗରେ ଗଡ଼ିଥାଏ

cigarettes
Quit Smoking Campaign : ସିଗାରେଟ୍‌ ଛାଡ଼ିଲେ ୪୦ ହଜାର ନଗଦ ପୁରସ୍କାର

ନିଶା ଛଡ଼ାଇବା ପାଇଁ ସରକାରଙ୍କ ପ୍ରୟାସ

Jhonny Deep
ପତ୍ନୀଙ୍କ ବିରୋଧରେ କେସ୍‌ ଜିତି ଖୁସି ମନାଇଲେ ହଲିଉଡ୍ ଷ୍ଟାର ଜନି ଡେପ୍‌ ! ଗୋଟିଏ ରାତିରେ ଖର୍ଚ୍ଚ କଲେ ୪୮ ଲକ୍ଷ

ଏମ୍ବର ହର୍ଡ ମାମଲାରେ କୋର୍ଟଙ୍କ ରାୟ ଜନି ଡେପ୍‌ଙ୍କ ସପକ୍ଷରେ ଯିବା ପରେ ସେ ବିଜୟ ଉତ୍ସବ ମନାଇଛନ୍ତି । ଇଂଲଣ୍ଡରେ ଏହି ରେସ୍ତୋରାଂ ଭାରତୀୟ ଖାଦ୍ୟ ପରିବେଷଣ କରିଥାଏ । ଯେଉଁଠି ୪୮ ଲକ୍ଷ ଖର୍ଚ୍ଚ କରିଛନ୍ତି ସେ ।

'Still in the middle of youth': 83-year-old Japanese man crosses Pacific Ocean solo
ବୟସ ୮୩, ହେଲେ ଏକା ଏକା ସମୁଦ୍ର ଯାତ୍ରା କରି କଲେ ରେକର୍ଡ

ଏକାକୀ ପ୍ରଶାନ୍ତ ମହାସାଗର ଯାତ୍ରା କରି ରେକର୍ଡ କରିଛନ୍ତି ୮୩ ବର୍ଷୀୟ ବୃଦ୍ଧ...

100 days of war: 10 pictures that will pierce your heart | A photo diary
୧୦୦ ଦିନରେ ଋଷ୍‌-ୟୁକ୍ରେନ୍‌ ଯୁଦ୍ଧ: ଦେଖନ୍ତୁ ଯୁଦ୍ଧର ବିକଳ ଦୃଶ୍ୟ...

ଗତ ୧୦୦ ଦିନ ଧରି ଋଷ୍‌-ୟୁକ୍ରେନ୍‌ ମଧ୍ୟରେ ଲାଗିରହିଛି ଘମାଘୋଟ ଯୁଦ୍ଧ । ଯୁଦ୍ଧରେ ସାଧାରଣ ଜନତାଙ୍କ ସମେତ ସୁରକ୍ଷାକର୍ମୀ ଜୀବନ ହରାଇଛନ୍ତି । ଏହାସହ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଲୋକ ଭୟଭୀୟ ଅବସ୍ଥାରେ ଅଛନ୍ତି । ଏମିତିକି ଲୋକେ ନିଜ ଘରଦ୍ୱାର ତଥା ଧନଜୀନବ ହରାଇ ବେସାହାରା ପାଲଟିଛନ୍ତି । ସ୍ଥିତି ଏମିତି ହେଲାଣି ଯେ ଚାରିଆଡେ ହାହାକାର ପରିସ୍ଥିତି ଉପୁଜିଛି...ଦେଖନ୍ତୁ କିପରି ଲୋକେ ନିଜ ଜୀବନ-ମରଣ ସହ ସଙ୍ଘର୍ଷ କରୁଛନ୍ତି ।

Johnny Depp
ମାନହାନି ମୋକଦ୍ଦମାରେ ହଲିଉଡ଼ ଷ୍ଟାର ଜନି ଡେପ୍‌ଙ୍କ ସପକ୍ଷରେ ଆସିଲା ଜୁରୀଙ୍କ ରାୟ

ହଲିଉଡ଼ ଷ୍ଟାର ଜନି ଡେପ୍ ଏବଂ ତାଙ୍କ ପୂର୍ବତନ ପତ୍ନୀ ତଥା ଅଭିନେତ୍ରୀ ଅମ୍ବର ହର୍ଡଙ୍କ ମଧ୍ୟରେ ଚାଲିଥିବା ହାଇ ପ୍ରୋଫାଇଲ ମାନହାନି ମୋକଦ୍ଦମାର ରାୟ ପ୍ରକାଶ ପାଇଛି। ବୁଧବାର ଏକ ଖଣ୍ଡପୀଠ ଏହାର ଶୁଣାଣି କରି ଜନି ଡେପଙ୍କ ସପକ୍ଷରେ ରାୟ ଦେଇଛନ୍ତି।

Oklahoma hospital shooting
ଆମେରିକାରେ ପୁଣି ଗର୍ଜିଲା ବନ୍ଧୁକ : ମେଡିକାଲ ପରିସରରେ ଗୁଳିମାଡ଼ କଲା ଆତତାୟୀ, ୪ ମୃତ

ଓକ୍ଲାହୋମାରର ତୁଲସା ସହର ସ୍ଥିତ ସିଟି ଫ୍ରାନ୍ସିସ୍ ହସ୍ପିଟାଲରେ ଗତକାଲି ଘଟିଛି ଏପରି ନାରକୀୟ କାଣ୍ଡ

Saudi Arab, Tallest Building
୫ ଶହ ବିଲିୟନ୍‌ ଡଲାରରେ ନିର୍ମାଣ ହେବ ଦୁନିଆର ସବୁଠୁ ବଡ଼ ବିଲ୍ଡିଂ

ଏଠାରେ ରହିବାକୁ ଘର ବ୍ୟବସ୍ଥା କରାଯିବା ସହ ମାର୍କେଟ କମ୍ପ୍ଲେକ୍ସ, ଅପିସ୍, ରିଟେଲ ଅଫିସ୍ ଆଦି ରହିବ । ଖାଲି ସେତିକି ନୁହେଁ ଏହା ଲାଲ ସାଗର କୂଳେ ମରୁଭୂମିରେ ନିର୍ମାଣ କରାଯିବ ।

agatha
୧୬୫ କିମି ବେଗରେ ବହିଲା ପବନ : ୧୦ ମୃତ, ୨୦ ନିଖୋଜ

ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଛି ଅଗାଥା ବାତ୍ୟା । ଫଳରେ ଦକ୍ଷିଣ ମେକ୍ସିକୋରେ ଅନେକ କ୍ଷୟକ୍ଷତି ହୋଇଛି । ଏଥିରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ୧୦ ଜଣ ନିଖୋଜ ହୋଇଯାଇଛନ୍ତି ।

Russia Scrambles
ରୁଷରେ ଦେଖାଦେଲାଣି କି ସେନା ସଂକଟ?

ଆଗକୁ ପୁଟିନ ଡୋନବାସ ଅଞ୍ଚଳରେ ଯୁଦ୍ଧ ଜୋରଦାର କରିବାକୁ ଚାହୁଁଛନ୍ତି

nepal-plane-crash
ନେପାଳ ବିମାନ ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା

ନେପାଳ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଏଥିରେ ଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି।

zoom meet
୪୫ ମିନିଟ୍ ପର୍ଯ୍ୟନ୍ତ ଲାଇଭ୍‌ ଚାଲିଲା ରୋମାନ୍ସ : ଧାର୍ମିକ କାର୍ଯ୍ୟକ୍ରମ ପାଇଁ ଚାଲିଥିଲା ଜୁମ୍‌ ମିଟିଂ

ଅନଲାଇନ୍ ମିଟିଂ ଚାଲିଥିବା ବେଳେ ରୋମାନ୍ସ କରି ଅପଦସ୍ତ ହେଲେ ଦମ୍ପତି ।

Nepal Plane Crash Last Time Pilot Contact With Jomsom ATC
ବିମାନ ଦୁର୍ଘଟଣା ପୂର୍ବରୁ ପାଇଲଟ୍‌ଙ୍କ ଶେଷ କଥା, ତା’ପରେ ଅଚାନକ୍‌...

ଗତକାଲି ଦୁର୍ଘଟଣାଗ୍ରସ୍ତ ହୋଇଥିବା ତାରା ଏୟାରର 9N-AET ବିମାନର ପାଇଲଟ୍‌ ନେପାଳର ଜୋମ୍‌ସୋମ୍‌ ଏୟାର ଟ୍ରାଫିକ କଣ୍ଟ୍ରୋଲ (Air traffic control) ସହ କଥା ହୋଇଥିଲେ। ଏହି ସମୟରେ ପାଣିପାଗ ସମ୍ପର୍କରେ ସେ ପଚାରି ବୁଝିଥିଲେ।

Missing Tara Air plane crashed: 14 bodies recovered
ବିମାନ ଦୁର୍ଘଟଣାସ୍ଥଳରୁ ମିଳିଲା ୧୪ ଯାତ୍ରୀଙ୍କ ମୃତଦେହ

ବିମାନ ଦୁର୍ଘଟଣାସ୍ଥଳରୁ ନେପାଳ ସେନା ୧୪ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ମୃତଦେହ ଗୁଡ଼ିକ ସମ୍ପୂର୍ଣ୍ଣ ଜଳି ଯାଇଥିବାରୁ, କାହାକୁ ଚିହ୍ନି ହେଉନଥିବା ନେପାଳ ପୋଲିସ ସୂଚନା ଦେଇଛି।