• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Goods Worth Rs 80 Lakhs Found Inside Ground Bunker
ଅଣ୍ଡରଗ୍ରାଉଣ୍ଡ୍‌ ବଙ୍କର: ମିଳିଲା ୮୦ ଲକ୍ଷ ଟଙ୍କାର ଜିନିଷ, ଲାଇଟ୍‌ ଓ ଫ୍ୟାନ୍‌ ସହ ଥିଲା ଏମିତି ସୁବିଧା...

ଏକ ନିଛାଟିଆ ସ୍ଥାନରେ ଥିବା ଅଣ୍ଡରଗ୍ରାଉଣ୍ଡ୍‌ ବଙ୍କରରୁ ୮୦ ଲକ୍ଷ ଟଙ୍କାର ଜିନିଷ ମିଳିଛି। ଏହାସବୁ ଲୁଟ୍‌ ସାମଗ୍ରୀ ବୋଲି ଜଣାପଡ଼ିଛି।

Sri Lanka Crisis Ranil Wickremesinghe Sworn In As Interim President
ରାନିଲ ବିକ୍ରମାସିଂଘେ ଶ୍ରୀଲଙ୍କାର କାମଚଳା ରାଷ୍ଟ୍ରପତି

ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ରାନିଲ ବିିକ୍ରେମାସିଂଘେ ଦେଶର କାମଚଳା ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ବିିକ୍ରେମାସିଂଘେ ଜୁଲାଇ ୨୦ ପର୍ଯ୍ୟନ୍ତ କାର୍ଯ୍ୟକାରୀ ରାଷ୍ଟ୍ରପତି ରହିବେ।

Bill Gates says he doesn't want to be rich anymore
‘ମୁଁ ଆଉ ଧନୀ ହେବାକୁ ଚାହୁଁନି, ଏବେ ସବୁ ବାଣ୍ଟିବି’

ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ମାଇକ୍ରୋସଫ୍ଟ କୋ-ଫାଉଣ୍ଡର ବିଲ୍‌ ଗେଟ୍ସ ଆଉ ଧନୀ ହେବାକୁ ଚାହୁଁ ନାହାନ୍ତି। ୨୦ ଅରବ ଡଲାର ଦାନ କରିବା ପାଇଁ ସେ ଘୋଷଣା କରିଛନ୍ତି।

Gotabaya Rajapaksa
ଶେଷରେ ଇସ୍ତଫା ଦେଲେ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସା

ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ପ୍ରଥମେ ମାଳଦ୍ୱୀପ ଓ ସେଠାରୁ ସିଙ୍ଗାପୁର ଚାଲି ଯାଇଥିବା ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ଶେଷରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ଦାବି କରି ଶ୍ରୀଲଙ୍କାରେ ଆନ୍ଦୋଳନ ତୀବ୍ର ହେଉଥିବାରୁ ଆଜି ସନ୍ଧ୍ୟାରେ ସେ ରାଷ୍ଟ୍ରପତି ପଦ ଛାଡ଼ି ଦେଇଛନ୍ତି।

Sri Lanka crisis: Gotabaya Rajapaksa leaves Maldives for Singapore
ଶରଣ ସନ୍ଧାନରେ ଗୋଟାବାୟା: ମାଳଦ୍ୱୀପ ଓ ସିଙ୍ଗାପୁର ପରେ ଏବେ ସାଉଦିରବ ପଳାଇଯିବା ଚର୍ଚ୍ଚା

ଦେଶକୁ ଦେଶ ଘୁରି ବୁଲୁଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସେ ....

island wide curfew to be imposed till 5 am Today
କଲମ୍ବୋରେ କର୍ଫ୍ୟୁ: ମଧ୍ୟାହ୍ନରୁ ଆସନ୍ତାକାଲି ସକାଳ ୫ଟା ପର୍ଯ୍ୟନ୍ତ କଟକଣା

ରାଷ୍ଟ୍ରପତି ଗୋଟାବାୟାଙ୍କ ପଳାୟନ ସତ୍ତ୍ୱେ ଶ୍ରୀଲଙ୍କାରେ ଥମୁନି ଅଶାନ୍ତିର ନିଆଁ...

UK PM Race: Rishi Sunak Leads
UK PM Race: ସବୁଠାରୁ ଆଗରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ୍‌

ବ୍ରିଟେନ ପ୍ରଧାନମନ୍ତ୍ରୀ ନିର୍ବାଚନ ରେସ୍‌ର ସବୁଠାରୁ ଆଗରେ ଭାରତୀୟ ବଂଶୋଦ୍ଭବ ତଥା କନଜରଭେଟିଭ୍ ପାର୍ଟି ନେତା ଋଷି ସୁନକ୍‌ ଅଛନ୍ତି। ୮୮ ଭୋଟ୍‌ ସହ ସବୁଠାରୁ ଆଗରେ ରହିଛନ୍ତି ଋଷି ସୁନକ୍‌।

Lankan President Rajapaksa
ମାଳଦ୍ୱୀପ ଛାଡ଼ି ସିଙ୍ଗାପୁର ଗଲେ ରାଷ୍ଟ୍ରପତି ରାଜପକ୍ସେ

ସାଉଦି ଏୟାରଲାଇନ୍ସ ଯୋଗେ ସିଙ୍ଗାପୁର ଗଲେ ରାଜପକ୍ସେ, ପୂର୍ବରୁ ଦେଶ ଛାଡ଼ି ମାଳଦ୍ୱୀପରେ ଥିଲେ

Special story
ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସେ ଦେଶଛାଡି ମାଳଦ୍ୱୀପ ପଳାଇବା ପରେ ଆହୁରି ଉଗ୍ର ହୋଇଛି ଆନ୍ଦୋଳନ

ଦେଶରେ ସ୍ଥିତି ନିୟନ୍ତ୍ରଣ ଲାଗି ବିକ୍ରମସଙ୍ଘେ ଦେଶରେ ଜରୁରୀକାଳୀନ ସ୍ଥିତି ଜାରି କରିଛନ୍ତି ।

Special story
ଗୋଟାବାୟାଙ୍କ ପଳାୟନ ପରେ ଲଙ୍କାରେ ଉଗ୍ର ଆନ୍ଦୋଳନ: ପ୍ରଧାନମନ୍ତ୍ରୀଙ୍କ ଅଫିସକୁ ଧସେଇ ପଶିଲେ ହଜାର ହଜାର ଲୋକ

ଏପଟେ ଦେଶରେ ଜରୁରୀ ପରିସ୍ଥିତି ଲାଗୁ କଲେ କାମଚଳା ରାଷ୍ଟ୍ରପତି ବିକ୍ରମାସିଂଘେ

Who Is The Next UK PM ?
କିଏ ହେବେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ? ବୋରିସ୍ ଜନ୍‌ସନ୍‌ଙ୍କ ଇସ୍ତଫା ପରେ ରେସ୍‌ରେ ଅଛନ୍ତି ଏମାନେ...

ବୋରିସ ଜନସନ୍‌ଙ୍କ ଇସ୍ତଫା ପରେ ଏବେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀଙ୍କୁ  ନେଇ ଏବେ ଚର୍ଚ୍ଚା ଲାଗି ରହିଛି। ବୋରିସ୍ ଜନ୍‌ସନ୍‌ଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ଭାରତୀୟ ବଂଶୋଦ୍ଭବ ଋଷି ସନକ୍ ବ୍ରିଟେନ୍‌ର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି କୁହାଯାଉଛି। 

Sri Lanka doctors warn of drug shortage
ଡାକ୍ତରଙ୍କ ଇମୋସନାଲ୍‌ ମେସେଜ୍‌- ‘ରୋଗରେ ପଡ଼ନ୍ତୁ ନାହିଁ, ଦେଶରେ ଆଉ ଔଷଧ ନାହିଁ’

‘ରୋଗରେ ପଡ଼ନ୍ତୁ ନାହିଁ କି, ଦୁର୍ଘଟଣାର ଶିକାର ହୁଅନ୍ତୁ ନାହିଁ।’ କାରଣ ଦେଶରେ ଆଉ ଔଷଧ ନାହିଁ। ଏଭଳି କିଛି ଭାବପ୍ରବଣ ବାର୍ତ୍ତା ଦେଇଛନ୍ତି ଶ୍ରୀଲଙ୍କାର ଡାକ୍ତର।

Special story
ଦୁଇ ଛୁଆ ବୁଡ଼ି ଯାଉଥିବା ଦେଖି ସମୁଦ୍ରକୁ ଲମ୍ଫଦେଲା ବାପା, ତା’ପରେ...

ସମୁଦ୍ର ଦେଖା ହେଲା କାଳ । ବାପା ଓ ଦୁଇ ଛୁଆ ସମୁଦ୍ରରେ ଭାସିଗଲେ ।

Srilanka
ଖୁବ୍‌ଶୀଘ୍ର ଶ୍ରୀଲଙ୍କା ଦଶା ଭୋଗିବ ପାକିସ୍ତାନ, ଅନ୍ୟ ୪ ଦେଶର ବି ସମାନ ସ୍ଥିତି

ପାକିସ୍ତାନ ମଧ୍ୟ ଅନାହାର ଓ ଦାରିଦ୍ର୍ୟ ଆଡ଼କୁ ଗତି କରୁଛି ବୋଲି ବିଭିନ୍ନ ଆନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ।

Srilanka Crisis
ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ରାଷ୍ଟ୍ରପତି ଗୋଟାବାୟା ମାଳଦ୍ୱୀପକୁ ଚାଲି ଆସିଥିବା ସୂଚନା ମିଳିଛି। 

Srilanka President
ଦେଶ ଛାଡ଼ି ମାଳଦ୍ୱୀପ ପଳାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି

ସାଜିଥ ପ୍ରେମଦାସାଙ୍କୁ ଅନ୍ତରୀଣ ରାଷ୍ଟ୍ରପତି ପାଇଁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିବା ଜଣାପଡ଼ିଛି।

Srilanka Crisis
ଶ୍ରୀଲଙ୍କାରେ ରାଜନୈତିକ ଅଚଳାବସ୍ଥା ଜାରି; ଦେଶ ଛାଡ଼ି ଗୋଟାବାୟାଙ୍କ ପଳାୟନ ଉଦ୍ୟମ ଫେଲ୍‌

ସାରା ବିଶ୍ୱର ନଜର ଏବେ କଲମ୍ବୋ ସ୍ଥିତ ରାଷ୍ଟ୍ରପତି ଭବନ ଉପରେ ଥିବା ବେଳେ, ତେଣେ ବାହାରେ ଜନତାଙ୍କ ଦୁର୍ଦ୍ଦଶାରେ କୌଣସି ସୁଧାର ଆସିନି । ପେଟ୍ରୋଲ ଓ ଡିଜେଲ ପାଇଁ  କଲମ୍ବୋରେ ଲମ୍ବା ଲାଇନ୍‌ ଲାଗିଛି ।

Inside the presidential palace now full of Sri Lankans
ଶ୍ରୀଲଙ୍କା ରାଷ୍ଟ୍ରପତି ଭବନ ଦେଖିବାକୁ ଲୋକଙ୍କ ଲମ୍ୱା ଲାଇନ୍‌...

ରାଷ୍ଟ୍ରପତିଙ୍କ ବାସଭବନ ଦେଖିବାକୁ ଜନତାଙ୍କ ଉତ୍କଣ୍ଠା । ଲମ୍ବା ଲାଇନ୍‌ରେ ଛିଡ଼ା ହୋଇଛନ୍ତି ହଜାର ହଜାର ଲୋକ...

Special story
ଶ୍ରୀଲଙ୍କାରେ ହଠାତ୍‌ ବଢ଼ିଲା ସାଇକେଲର ଚାହିଦା, କାରଣ କହିଲେ ସାଧାରଣ ଲୋକ

ପେଟ୍ରୋଲ କି ଡିଜେଲ୍‌ ମିଳୁନି, ସାଇକେଲ ଆଡ଼କୁ ଢ଼ଳୁଛନ୍ତି ଶ୍ରୀଲଙ୍କାବାସୀ ।

Sri Lanka
ଶ୍ରୀଲଙ୍କାକୁ ସଂକଟରୁ ମୁକୁଳାଇ ପାରିବ କି ମଧ୍ୟବର୍ତ୍ତିକାଳୀନ ସରକାର ?

୧୩ରେ ରାଷ୍ଟ୍ରପତି ଗୋଟାବାୟାଙ୍କ ଗାଦି ଛାଡିବା ପୂର୍ବରୁ ବଢୁଛି ଉତ୍କଣ୍ଠା । ଆନ୍ଦୋଳନକାରୀ କହିଲେ ରାଷ୍ଟ୍ରପତିଙ୍କ ଇସ୍ତଫା ପରେ ହିଁ ଘରକୁ ଯିବୁ ।

Work from Home
ସରକାରଙ୍କ ବଡ଼ ନିଷ୍ପତ୍ତି : ୱର୍କ ଫ୍ରମ୍‌ ହୋମ୍‌ କର୍ମଚାରୀଙ୍କ ଆଇନଗତ ଅଧିକାର

ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ରିପୋର୍ଟ ଅନୁସାରେ ଏହି ଆଇନ୍‌ ଦ୍ୱାରା କର୍ମଚାରୀ କାମ ଓ ବ୍ୟକ୍ତିଗତ ଜୀବନ ଭିତରେ ସନ୍ତୁଳନ ରକ୍ଷା କରିପାରିବେ ଓ ଯାତାୟାତ ସମୟ ମଧ୍ୟ ବଞ୍ଚିଯିବ

Srilankan Minister Resigns
ଶ୍ରୀଲଙ୍କା ସଙ୍କଟର ସଂକଟମୋଚକ ହେବେ କି ସର୍ବଦଳୀୟ ଅନ୍ତରୀଣ ସରକାର ?

ଶ୍ରୀଲଙ୍କାରେ ଲାଗି ରହିଥିବା ଅଚଳାବସ୍ଥା ମଧ୍ୟରେ ଆଜି ଦୁଇ ଦୁଇଟି ଭିନ୍ନ ଘଟଣା ଘଟିଛି । ପ୍ରଥମତଃ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାକୁ ରାଜି ହେବା ସହ ଏନେଇ ଘୋଷଣା କରିଛନ୍ତି ଗୋଟାବାୟା ରାଜପାକ୍ସେ। ଏହାର କିଛି ସମୟ ମଧ୍ୟରେ ହିଁ ଶ୍ରୀଲଙ୍କା ସରକାରର ସମସ୍ତ ମନ୍ତ୍ରୀ ଆଜି ସାମୁହିକ ଇସ୍ତଫା ଦେଇଛନ୍ତି। ଶ୍ରୀଲଙ୍କାକୁ ଶାସନ କରିବେ ବିରୋଧୀ !

Special story
ଶ୍ରୀଲଙ୍କା ମହାସଂକଟ : ରାଷ୍ଟ୍ରପତିଙ୍କ ପଳାୟନ ଓ ପିଏମଙ୍କ ଇସ୍ତଫା ସତ୍ତ୍ୱେ ପ୍ରେସିଡେନ୍ସିଆଲ୍ ପ୍ୟାଲେସ୍ ଛାଡ଼ୁ ନାହାନ୍ତି ପ୍ରଦର୍ଶନକାରୀ

ତେବେ ପ୍ରଶ୍ନ ଉଠୁଛି ତା ପରେ କଣ ହେବ । ଶ୍ରୀଲଙ୍କାରେ କିଏ ଗଢ଼ିବ ନୂଆ ସରକାର? କିଏ ହେବ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ? ନା ଜାରି ରହିବ ଅରାଜକତା?

Britain Home Minister Priti Patel Biography
ଭାରତୀୟ ମୂଳ ମହିଳା କେମିତି ହେଲେ ବ୍ରିଟେନ୍‌ର ଗୃହମନ୍ତ୍ରୀ

ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଭାରତୀୟ ମୂଳ ମହିଳା ମଧ୍ୟ ଅଛନ୍ତି। ବୋରିସ୍ ଜନ୍‌ସନ୍‌ଙ୍କ ଜଣେ ସମର୍ଥକ ଭାବରେ ବିବେଚିତ ହୋଇଥିବା ପ୍ରୀତି ପଟେଲ ମଧ୍ୟ ତାଙ୍କ ଇସ୍ତଫା ଦାବି କରିଛନ୍ତି।