କେବେ ଦେଖିଛନ୍ତି ଭିନ୍ନ ପ୍ରଜାତୀର ପଶୁମାନଙ୍କ ସ୍ନେହ ପ୍ରେମ! ସାଧାରଣତଃ ଦେଖାଯାଏ ଯେ ବତକ ଛୁଆମାନଙ୍କୁ କୁକୁର ଦେଖିଲ୍ ମାରିଦିଏ ଅନାଥ ବତକଙ୍କ ବାପା ହୋଇ ସାହାରା ହେଲା କୁକୁର ଦେଖିଲେ ମାରିଦିଏ। କିନ୍ତୁ ଏଠି ଦେଖାଯାଏ ଯେ ଏକ କୁକୁର କିପରି ଅନାଥ ବତକଙ୍କ ବାପା ହୋଇ ସେମାନଙ୍କ ଯତ୍ନ ନେଉଛି।
କୁହାଯାଏ ପୋଲିସ୍ ସାହସର ପ୍ରତୀକ। ଯଦି ଜଣେ ପୋଲିସ୍ ଡରିଯାଏ ତେବେ କଥା ସରିଲା। କିନ୍ତୁ ଜଣେ ପୋଲିସ୍ କର୍ମଚାରୀ ଡାକରଙ୍କ ହାତରେ ଇଞ୍ଜେକ୍ସନ ଦେଖି ଏମିତି କାନ୍ଦୁଛନ୍ତି ଯେ ଆପଣ ଦେଖିଲେ ହସି ହସି ଗଡିଯିବେ।
୩ ସନ୍ତାନର ଏହି ମହିଳା ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ। ସାରା ଶରୀରକୁ ଲୁଚେଇବା ପାଇଁ ରଙ୍ଗ ବୋଲି କରିଛନ୍ତି ଟାଟୁ। ଦେଖିଲେ ଆଶ୍ଚର୍ଯ୍ୟ ହେବେ।
ସରକାରଙ୍କ ବଡ଼ ନିଷ୍ପତ୍ତି। ଏଣିକି ଟ୍ରାଫିକ ନିୟମ ଭାଙ୍ଗିଲେ କେବଳ ଜୋରିମାନା ନୁହେଁ ବରଂ ମେଡ଼ିକାଲରେ ଯାଇ କରିବାକୁ ପଡ଼ିବ ରକ୍ତଦାନ। ଯଦି ନିୟମ ନମାନନ୍ତି, ତେବେ ଜାଣନ୍ତୁ କଣ ରହିଛି ନୂଆ ନିୟମ..
ବାପାମା’ଙ୍କୁ କାନ୍ଧରେ ଧରି କାଉଡ଼ିଆ ଯାତ୍ରାରେ ପୁଅବୋହୂ ।
ଦିନେ ଠେଲା ଗାଡ଼ିରେ ଗାଁକୁ ଗାଁ ବୁଲି ବରା, ସିଙ୍ଗଡ଼ା ବିକ୍ରି କରୁଥିଲେ। ସଂଘର୍ଷ ପରେ ବି ହାର୍ ମାନିନଥିଲେ। ପରିଶ୍ରମ କରି ପାଠ ପଢିଲେ ଆଉ ମାଟ୍ରିକ୍ରେ ୫୩୨ ନମ୍ବର ରଖିଲେ। ଏବେ ଡାକ୍ତର ହେବାକୁ ସ୍ୱପ୍ନ ଦେଖୁଛନ୍ତି ବିକାଶ। କିନ୍ତୁ ଅର୍ଥ ସାଜିଛି ବାଧକ । ସରକାରୀ ସହାୟତା ମିଳିଲେ ବିକାଶଙ୍କ ସାକାର ହେବ ସ୍ୱପ୍ନ ।
ପ୍ରେମ ଆଗରେ ହାର ମାନିଲା ବୟସ। ନିଜ ପ୍ରତି ଅହେତୁକ ଭଲ ପାଇବା ଦେଖି ୨୭ ବର୍ଷ ବଡ ନିଜ ଫ୍ୟାନକୁ ବାହା ହେଇଗଲେ ପପ୍ଷ୍ଟାର୍ ଯୁବତୀ। ସେମାନଙ୍କ ପ୍ରେମ କାହାଣୀ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ।
କ୍ରାଉଡ୍ଫଣ୍ଡିଂକୁ ନେଇ ଜଣେ ଯୁବତୀ ସୋସିଆଲ ମିଡିଆରେ ହେଉଛନ୍ତି ଟ୍ରୋଲ୍। ଯୁବତୀ ଜଣଙ୍କ ଲୋକଙ୍କ ଆର୍ଥିକ ସହାୟତା ଚାହୁଁଛନ୍ତି, କିନ୍ତୁ କୌଣସି ରୋଗର ଚିକିତ୍ସା ପାଇଁ ନୁହେଁ ବରଂ ବିଦେଶ ଯିବା ପାଇଁ। ଜାଣନ୍ତୁ ଏହି ଯୁବତୀ କିଏ ଓ କୋଉଠିକାର।
ଆମେରିକାର ଏରିଆ ୫୧କୁ ଯିବା କାହାକୁ ଅନୁମତି ନାହିଁ। ଏଠାରେ ଏଲିଏନମାନଙ୍କୁ କଏଦ କରି ରହିଛି ଆମେରିକା। ଏରିଆ ୫୧ରେ କାମ କରିଥିବା ଜଣେ ଇଞ୍ଜିନିୟର ଏମିତି କହିଛନ୍ତି।
ଭାରତରେ ଅଛି ଏମିତି ଗାଁ ଯେଉଁଠି କାହାକୁ ବି ଛୁଇଁନି କରୋନା ଭାଇରସ୍। ଏହି ଗାଁର ସମସ୍ତେ କରନ୍ତି ଯୋଗ। ଯୋଗ ହିଁ ସେମାନଙ୍କୁ ଭାଇରସରୁ ରକ୍ଷା କରିଛି ବୋଲି ସେମାନେ କୁହନ୍ତି। ଜାଣନ୍ତୁ ଏହି ଗାଁ କେଉଁଠି…
୨୦୨୨ ମସିହା ପାଇଁ ବାବା ଭଙ୍ଗା କରିଥିଲେ ୬ ଭବିଷ୍ୟବାଣୀ। ସେଥିରୁ ୨ଟି ସତ ହୋଇସାରିଲାଣି। ବାକି ଥିବା ୪ ଭବିଷ୍ୟବାଣୀକୁ ନେଇ ଲୋକେ ଏବେ ଭୟଭୀତ। ଏଥିରେ ବି ଅଛି ଏଲିଏନ୍ମାନଙ୍କର ପୃଥିବୀ ଆକ୍ରମଣ।
ଏହି ଦୋକାନରେ ମିଳୁଛି ବାହୁବଳି ସିଙ୍ଗେଡା। ଯିଏ ଅଧ ଘଣ୍ଟାରେ ଗୋଟିଏ ସିଙ୍ଗେଡା ଖାଇ ଶେଷ କରିଦେବେ ତାଙ୍କୁ ମିଳିବ ୫୧ ହଜାର ଟଙ୍କା ପୁରସ୍କାର। ଦୋକାନ ଆଗରେ ଜମୁଛି ଭିଡ…
ଭାଇର ମା’ ହେବାକୁ ନେଇ ଏମିତି କହିଲେ ମହିଳା। ସେ ପରୋପକାର କରିଛନ୍ତି। ଏହାକୁ ନେଇ ସେ ଖୁବ୍ ଖୁସି ବୋଲି କହିଛନ୍ତି।
ହୃଦୟ ଛୁଇଁବା ପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଜୀବନର ଅନ୍ତିମ ବୟସରେ ବି ସେ ଦେଶ ପାଇଁ ଆଣିଛନ୍ତି ଗୌରବ। ଫିନ୍ଲ୍ୟାଣ୍ଡ୍ରେ ଆୟୋଜିତ ବିଶ୍ୱ ମାଷ୍ଟର୍ସ ଆଥ୍ଲେଟିକ୍ସ ଚାମ୍ପିଅନ୍ସିପ୍ରେ ୯୪ ବର୍ଷୀୟ ଜଣେ ଜେଜେମା ସ୍ୱର୍ଣ୍ଣ ପଦକ ଜିତିଛନ୍ତି।
ଅପୂର୍ବ ଗୁରୁ-ଶିଷ୍ୟ ବନ୍ଧନ ଦେଖିବାକୁ ମିଳିଛି। ଜଣେ ଶିକ୍ଷକଙ୍କ ବଦଳିକୁ ସହିପାରି ନାହାନ୍ତି ଛାତ୍ରଛାତ୍ରୀ। ସେ ସ୍କୁଲ୍ ଛାଡି ଗଲାବେଳେ ତାଙ୍କୁ ଘେରି କାନ୍ଦିବାକୁ ଲାଗିଛନ୍ତି।
ପରୀକ୍ଷା ଦିନ ହିଁ ଆଖି ବୁଜିଦେଲେ ମା। ପୁଅ କିନ୍ତୁ ହରେଇ ନଥିଲେ ଧୈର୍ଯ୍ୟ। ଛାତିରେ କୋହ ଆଉ ଆଖିରେ ଲୁହ ନେଇ ଦେଇଥିରେ ପରୀକ୍ଷା। ମିଳିଗଲା ସଫଳତା, କ୍ଲିୟର୍ ହେଲା JEE ମେନ୍।
ପୁଣି ସୋସିଆଲ ମିଡ଼ିଆରେ ଚମକିଲେ ଦୁଇ ଭାଇରାଲ ଭଉଣୀ । ଏଥର ହେଲମେଟ୍ ଉପରେ ୨ ମିନିଟ୍ର କଲେ ଫିଲ୍ମ । ପୂର୍ବରୁ ବି ଅନେକଥର ଭିଡ଼ିଓ କରି ପ୍ରଶଂସା ସାଉଁଟିଥିଲେ ଶ୍ରୁତି ଓ ପ୍ରୀତି।
ପୋଲିସ୍ ସାଜିଛନ୍ତି ଗୁରୁ। ବସ୍ତି ପିଲାଙ୍କୁ ନିଜ ଖର୍ଚ୍ଚରେ ଦେଉଛନ୍ତି ଶିକ୍ଷା। ସେ ଏବେ ସାଜିଛନ୍ତି ସେମାନେ ଭାଗ୍ୟ ବିଧାତା। ତାଙ୍କୁ ନେଇ ପିଲାମାନେ ଦେଖିଛନ୍ତି ନୂଆ ସ୍ୱପ୍ନ।
ଚାକିରି ପାଇଁ ଆବେଦନ କରିବା ବେଳେ ସିଭିର ଆବଶ୍ୟକ ଜରୁରୀ ହୋଇଥାଏ। କିନ୍ତୁ ଏହା କିପରି କରାଯାଏ ତାହା ଜାଣିବା ଜରୁରୀ। ଏମିତି କିଛି ତଥ୍ୟ ନ ରହିବା ଉଚିତ। ନଚେତ ଚାକିରି ନ ମିଳିପାରେ!
ସାରା ରାସ୍ତାରେ ପାଣି ମାଡିଯାଇଛି। ପାଣିରେ ଯେପରି ତା’ କୁନି ଭଉଣୀର ପାଦ ଓଦା ହେବ ନାହିଁ, ତେଣୁ ଭାଇ ତା’ ଭଉଣୀକୁ ପିଠି ଲାଉ କରି ଖାଲି ପାଦରେ ଚାଲି ରାସ୍ତା ପାର କରିଦିଏ।
ଭାଇରାଲ୍ ହେଉଛି ଏକ କଙ୍କଡାର ଫଟୋ। ଏହାର ରହିଛି ମଣିଷ ପରି ଦାନ୍ତ। ଇଣ୍ଟରନେଟ୍କୁ ଥରାଇ ଦେଇଛି ଏହି ଫଟୋ।
ପାଟି ଠିକ୍ ସେ ଖୋଲି ନଥିଲେବି ପ୍ରଖର ବୁଦ୍ଧି ସମସ୍ତଙ୍କୁ କରୁଛି ଚକିତ।
କୁକୁରମାନଙ୍କ ପାଇଁ ମଧ୍ୟ ସ୍ପେଶାଲ ହୋଇଗଲା ଏକ ରବିବାର। ଜଣେ ସେଲିବ୍ରେଟି ଏମିତି କରିଦେଲେ। ସେ ରାସ୍ତାକଡ କୁକୁରଙ୍କୁ ସ୍ୱତନ୍ତ୍ର ଖାଦ୍ୟ ବାଣ୍ଟି ସମସ୍ତଙ୍କ ପ୍ରଶଂସାକୁ ସାଉଁଟୁଛନ୍ତି।
ଆଜି ଆକାଶରେ ଦେଖାଦେବ 'ସୁପରମୁନ୍'। ଅନ୍ୟ ଦିନ ଅପେକ୍ଷା ଆଜି ଚନ୍ଦ୍ର ବହୁତ ବଡ, ଉଜ୍ଜ୍ୱଳ ଏବଂ ଗୋଲାପୀ ଦେଖାଯିବ। ଚନ୍ଦ୍ର ପୃଥିବୀ ନିକଟକୁ ଚାଲି ଆସିବ।