ଆମେ ଯେମିତି ବଣଭୋଜି କରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମଧ୍ୟ ସାଙ୍ଗସାଥିଙ୍କୁ ଧରି ବଣଭୋଜି କରିବାକୁ ଯାଆନ୍ତି
କିଛିଦିନ ପରେ ଧରାବତରଣ କରିବେ ଜଗତ ଜନନୀ ମାଆ ଦୁର୍ଗା। ଏଥିପାଇଁ ସଜେଇ ହେଉଛି ଧରା।
'ଆପଣମାନେ ଜାଣିଛନ୍ତି ଓଡ଼ିଶାର ଗୋଟେ କ୍ରୀଡ଼ାବିତ୍ ଯିଏ କି ଦୂତି ଚାନ୍ଦ୍ ନ୍ୟାସନାଲ୍ ଲେଭଲରେ ୧୫୦୦ରୁ ଅଧିକ ମେଡାଲ୍ ହାସଲ୍ କରିଛି'।
ଜରିପାଲ ତଳେ ୫ ପ୍ରାଣୀ କୁଟୁମ୍ବ, ବିଜେଡ଼ି କହୁଛି ଆମେ ନମ୍ବର ୱାନ୍ । ଆମ ସରକାର କାଳେ ସବୁଥିରେ ନମ୍ବର ୱାନ୍ । ଯୋଜନା କରିବାରେ ନମ୍ବର ୱାନ୍, ନିୟମ କରିବାରେ ନମ୍ବର ୱାନ୍, ନିୟମ ଭାଙ୍ଗିବାରେ ବି ନମ୍ବର ୱାନ୍ ।
ଜେଲ୍ ଗଲେ ଗିରଫ ମାନସ ଦାସ ଓ ପୁଅ ମନୋରଞ୍ଜନ । ଅଧିକ ପଚରାଉଚରା ପାଇଁ ପୋଲିସ ରିମାଣ୍ଡରେ ନେଇପାରେ ।
ଲୋକପ୍ରିୟ ଟିଭି ତାରକା ତଥା ବିଗ୍ ବସ୍ ୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ଖବର ଶୁଣି ସାରା ବଲିଉଡ ଆଶ୍ଚର୍ଯ୍ୟ ହୋଇଯାଇଛି। ଆଜି ସିଦ୍ଧାର୍ଥ ଶୁକ୍ଲାଙ୍କ ହେବ ଶେଷକୃତ୍ୟ।
ବର୍ଷା ଅଭାବରୁ ମରୁଡ଼ି ହେତୁ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ। ବଲାଙ୍ଗିର ତୁରେଇକେଲା ବ୍ଲକ କାଦୋବେରା ଗାଁର ଚାଷୀଙ୍କ ଆତ୍ମହତ୍ୟା।
ମାଛଧରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ। କୃଷ୍ଣପ୍ରସାଦ ଝାରକଟା ଗାଁରେ ହୋଇଛି ସଂଘର୍ଷ। ପରସ୍ପର ମଧ୍ୟରେ ଲାଠି ମାଡ଼ରେ ୧୦ରୁ ଅଧିକ ଆହତ।
ଓୟୁଏଟି ଭିସି ଅଫିସରେ ତାଲା। ପରୀକ୍ଷା ବିଳମ୍ବକୁ ବିରୋଧ,ଏବେ ବି କିଛି ପିଲା କରୋନା ସଂକ୍ରମିତ ତେବେ ଅଫଲାଇନ ନୁହେଁ ବରଂ ଅନଲାଇନ ପରୀକ୍ଷା ଦାବି କଲେ ଛାତ୍ରଛାତ୍ରୀ।
ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲା ବିଜୟଓ୍ୱାଡ଼ା ନିକଟ ଗ୍ୟାନଭରମ ସ୍ପେଶାଲ ଇକୋନୋମିକ ଜୋନରେ ଥିବା ଏକ ସ୍ପିନିଂ ମିଲରେ ଭୟାବହ ଅଗ୍ନିକାଣ୍ଡ୍। ବିଦ୍ୟୁତ୍ ସଟ୍ ସର୍କିଟ କାରଣରୁ ନିଆଁ ଲାଗିଥିବାର ସୂଚନା।
ସୁରଙ୍କ ତେରେଛା ବାଣ। ୫% ଭୋଟ ପାଇଁ ମାନସ ଦାସକୁ ପୁରେଇ ଦେଲେ ନବୀନ। ନିର୍ବାଚନ ଆସିବା କାରଣରୁ ମାନସ ଦାସଙ୍କୁ ଗିରଫ କରାଗଲା ବୋଲି କହିଲେ ସୁର।
ଡ୍ରଗ୍ସ ମାମଲାରେ ଜେରା ହେଲେ ଅଭିନେତ୍ରୀ ରକୁଲପ୍ରୀତ। ୨୦୧୭ ହାଇପ୍ରୋଫାଇଲ୍ ଡ୍ରଗ୍ସ ଓ ମନି ଲଣ୍ଡରିଂ ମାମଲା। ହାଇଦ୍ରାବାଦ୍ ଇଡି ଅଫିସରେ ହେଲେ ହାଜର। ନାରକୋଟିକ୍ସ ତଦନ୍ତ ବ୍ୟୁରୋ ଦ୍ୱାରା ପଚରାଉଚରା।
ଲୋକପ୍ରିୟ ଅଭିନେତା ତଥା ବିଗ୍ବସ -୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କର ଗତକାଲି ଦେହାନ୍ତ ହୋଇଯାଇଛି । ଆଜି ତାଙ୍କ ମର ଶରୀରର ଅନ୍ତିମ ସଂସ୍କାର କରାଯିବ।
ପ୍ରତିଦିନ : ଏହି ଭିଡ଼ିଓରେ ଦେଖନ୍ତୁ ଦିନ ତମାମ୍ର ଅନେକ ଗୁରୁତ୍ୱପୂର୍ଣ୍ଣ ଖବର
ବିଜେବି କଲେଜରେ ୨ ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ପିଟାପିଟି। ଗଣ୍ଡଗୋଳରେ ୨ ହଷ୍ଟେଲର ୧୫ରୁ ଊର୍ଦ୍ଧ୍ୱ ଛାତ୍ର ଆହତ। ଖାରବେଳ ଓ ଆମ୍ବେଦକର ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ।
ମାନସ ଦାସଙ୍କୁ ଉଠାଇ ନେଲା ପୋଲିସ। ଗିରଫ ହେଲେ ଆତ୍ମଘୋଷିତ ଗୁରୁଜୀ ମାନସ ଦାସ। ଏକାଧିକ ଅଭିଯୋଗ ଆସିବା ପରେ ପୋଲିସ ସହିଦ ନଗର ସ୍ଥିତ ଘରୁ ତାଙ୍କୁ ଉଠାଇ ନେଇଛି।
ଟ୍ରେନ୍ ଧକ୍କାରେ ଗୋଟିଏ ପରିବାରର ୩ ମହିଳା ସମେତ ୪ ମୃତ। ଝାଡ଼ଖଣ୍ଡ ଚକ୍ରଧରପୁର ଷ୍ଟେସନ ନିକଟରେ ବଡ଼ ଧରଣର ଅଘଟଣ।
ଗଣେଶ ପୂଜା ନେଇ BMC ପକ୍ଷରୁ ନୂଆ ଗାଇଡଲାଇନ। ମଣ୍ଡପ/ପେଣ୍ଡାଲରେ କୋଭିଡ କଟକଣାରେ ପୂଜା ଅନୁମତି। ପୂଜା ପାଇଁ କମିଶନରେଟ ପୋଲିସର ଅନୁମତି ନେବାକୁ ପଡ଼ିବ।
ଅଭିନେତା ସିର୍ଦ୍ଧାଥ ଶୁକ୍ଳାଙ୍କ ପରଲୋକ। ହୃଦଘାତରେ ସିର୍ଦ୍ଧାଥଙ୍କ ମୃତ୍ୟୁ ହୋଇଥିବା ସୂଚନା। ମୁମ୍ବାଇର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ସିର୍ଦ୍ଧାଥ।
ଜନ୍ମଦିନ ପାଳନ ପାଇଁ ଘରକୁ ଫେରୁଥିଲେ ଦୁଇବନ୍ଧୁ। ଦୁର୍ଘଟଣା ଘଟିବାରୁ ଡାକ୍ତରଖାନାରେ ମୃତ୍ୟୁ ସହ ଲଢ଼ି ଲଢ଼ି ଶେଷରେ ଚାଲିଗଲେ।
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଟ ଫିଟିଲା! ଓଡ଼ିଶା ପଞ୍ଚାୟତ ଆଇନ ସଂଶୋଧନ ପ୍ରସ୍ତାବ ଅନୁମୋଦନ ପାଇଥିବା ସୂଚନା। ଜିଲ୍ଲା ପରିଷଦ ଆଇନ ଓ ସମିତି ସଭ୍ୟ ଆଇନ ସଂଶୋଧନ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଥିବା ସୂଚନା।
ଇ-ଭେଇକିଲ ନୀତି ୨୦୨୧କୁ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି। ରାଜ୍ୟ ପରିବହନ ବିଭାଗ ତରଫରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ।
ACF ସୌମ୍ୟରଂଜନ ମୃତ୍ୟୁ ମାମଲାରେ ଆଜି ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ। ବିଭିନ୍ନ ପ୍ରଶ୍ନର ଉତ୍ତର ଖୋଜିବ ତଦନ୍ତକାରୀ ଟିମ୍।
ଆଜିଠୁ ଇଣ୍ଡିଆ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ। ଓଭାଲରେ ଖେଳାଯିବ ସିରିଜର ଚତୁର୍ଥ ମ୍ୟାଚ। ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିପାରନ୍ତି ଇଶାନ୍ତ ଶର୍ମା।
ଜାମ୍ମୁ ଓ କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ଗିଲାନୀଙ୍କ ପରଲୋକ। ୯୨ ବର୍ଷ ବୟସରେ ସୟଦ ଅଲ୍ଲି ଶାହା ଗିଲାନୀଙ୍କ ପରଲୋକ। ସୁରକ୍ଷା ଦୃଷ୍ଟିରୁ କାଶ୍ମୀରରେ ଇଣ୍ଟରନେଟ ସେବା ବନ୍ଦ।