ଜନ୍ମଦିନ ପାଳନ ପାଇଁ ଘରକୁ ଫେରୁଥିଲେ ଦୁଇବନ୍ଧୁ। ଦୁର୍ଘଟଣା ଘଟିବାରୁ ଡାକ୍ତରଖାନାରେ ମୃତ୍ୟୁ ସହ ଲଢ଼ି ଲଢ଼ି ଶେଷରେ ଚାଲିଗଲେ। କିନ୍ତୁ ମୃତ୍ୟୁ ପରେ ଏମାନେ ଭଗବାନ ପାଲଟିଗଲେ। ନିଜର ଅଙ୍ଗଦାନ କରି ଏମାନେ ୧୨ ଜଣଙ୍କୁ ଦେଇଗଲେ ନୂଆ ଜୀବନ। ଡାକ୍ତରଖାନା କମ୍ପୁଥିଲା କ୍ରିସ୍ ମିତ୍ ଅମର ରହେ ନାରାରେ। ଏମାନଙ୍କ ଅଙ୍ଗ ନିଆଯିବା ବେଳର ଦୃଶ୍ୟ ବି ଥିଲା ଦେଖିବା ଭଳି।
Published: Prangyan Parimita
Last updated: 02 September 2021, 10:59 AM IST
ଲୋକଙ୍କୁ ମିଳୁନି, ରାସ୍ତାରେ ଫିଙ୍ଗା ଯାଉଛି ଔଷଧ । ବହୁ ପରିମାଣର ଦରକାରୀ ଔଷଧ ଫୋପାଡ଼ି ଦିଆଯାଇଛି । ତେବେ ରୋଗୀଙ୍କୁ ଔଷଧ ନଦିଆଯାଇ ଫୋପାଡ଼ା ଗଲା କାହିଁକି ବୋଲି ଉଠିଲା ପ୍ରଶ୍ନ ?