• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

India\'s New World Record | Over 2.5 Crore Vaccinated On PM Modi’s Birthday
ଟିକାକରଣରେ ବିଶ୍ୱରେକର୍ଡ

ଟିକାକରଣରେ ବିଶ୍ୱରେକର୍ଡ। ଗୋଟିଏ ଦିନରେ ୨କୋଟି ୫୦ଲକ୍ଷରୁ ଅଧିକ ଟିକାକରଣ।

Bar In Bhubaneswar Raided For Flouting Covid Norms
ବାରରେ ରେଡ୍

ରାଜଧାନୀରେ ବାର୍ ଉପରେ ପୋଲିସର ଚଢାଉ। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଏକ ବାରରେ ପୋଲିସ ରେଡ୍।

Aadhaar-PAN Linking Deadline Extended Till March 31, 2022
୬ମାସ ବଢିଲା ପାନ୍ ଆଧାର ଲିଙ୍କ୍

ଆଉ ୬ ମାସ ବଢିଲା ପାନ୍ କାର୍ଡ ସହ ଆଧାର ଲିଙ୍କ୍ ଅବଧି। ଆସନ୍ତା ମାର୍ଚ୍ଚ ୩୧ ତାରିଖ ଯାଏଁ ବଢିଲା ସମୟସୀମା। କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି।

Migrant Labourer From Odisha Dies In Oman, Family Heartbroken
ଓମାନରେ ଚାଲିଗଲା ଓଡ଼ିଆ ପୁଅର ଜୀବନ, ଘରେ ପଡ଼ିଛି କାନ୍ଦ ବୋବାଳି

ମସ୍କଟରେ ଦିନରାତିକୁ ଏକ କରି ଖଟୁଥିଲେ। ଦରମା ମିଳିଲେ ଘରକୁ ପଠାଇବେ। ପରିବାର ଭଲରେ ଚଳିବ।

Water Level Stable At Mundali
ମୁଣ୍ଡଳିରେ ହୀରାକୁଦ ବନ୍ୟା ଜଳ

ମୁଣ୍ଡଳିରେ ହୀରାକୁଦ ବନ୍ୟା ଜଳ। ରାତି ୧୧ଟା ପରଠାରୁ ମୁଣ୍ଡଳିରେ ଜଳସ୍ତର ସ୍ଥିର ରହିଛି। ହୀରାକୁଦର ବନ୍ୟା ଜଳ ପହଞ୍ଚି ସାରିଥିଲେ ବି ଜଳସ୍ତର ସ୍ଥିର।

Youth Found Hanging Inside Kalyan Mandap In Bhubaneswar
'ମୋ ପୁଅକୁ ମାରି ଦେଇଛନ୍ତି'

କଲ୍ୟାଣୀ ମଣ୍ଡପରେ କର୍ମଚାରୀଙ୍କର ମିଳିଲା ଝୁଲାନ୍ତ ଅବସ୍ଥାରେ ମୃତଦେହ। ତାଙ୍କ ନାଁ ହେଉଛି ପ୍ରକାଶ ବଳ। ସେ ଯାଜପୁର ଅଞ୍ଚଳର ହୋଇଥିବା ବେଳେ, ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରୁଛନ୍ତି ପରିବାର ଲୋକେ।

Special Story | Marriage Is Valid Only After 7 Rounds Around Fire, Says Gwalior High Court
ମାଳା ପିନ୍ଧାଇଦେଲେ ବାହାଘର ହୁଏ ନାହିଁ, ବିଧି ବିଧାନ ଅନୁସାରେ ସାତ ଫେରା ନେବା ଜରୁରୀ

କେବଳ ମାଳ ଅଦଳ ବଦଳ କଲେ ହୁଏନାହିଁ ବାହାଘର। ରୀତିନୀତି ଅନୁସାରେ ସାତ ଫେରା ନେବା ଜରୁରୀ

Karanjia
ଫୋର୍ଡ ମଡେଲ କାର୍ ତିଆରି କଲେ ଚାଷୀ, ଥରେ ଚାର୍ଜ ହେଲେ ଗଡ଼ିବ ୪ଶହ କିମି

କାର୍ ତିଆରି କଲେ ଚାଷୀ । ଇଞ୍ଜିନିୟରିର ପାଠ ପଢ଼ିନାହାନ୍ତି କିନ୍ତୁ କାମ ଇଂଜିନିୟରିର ଠାରୁ ବଳି । ସଫଳ ବ୍ୟବସାୟୀ ତଥା ଚାଷୀ ସୁଶୀଲ କୁମାର ଅଗ୍ରୱାଲ ଗତ ଲକଡାଉନରେ ମଧ୍ୟ ଏକ ଗାଡ଼ି ତିଆରି କରିଥିବା ବେଳେ ଏଥର ଲକଡାଉନରେ ମଧ୍ୟ ଆଉ ଏକ ନୂଆ ଉଦ୍ଭାବନ କରି କରଞ୍ଜିଆ ଅଞ୍ଚଳରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି

Youtube
ୟୁଟ୍ୟୁବରେ ରୋଷେଇ ଶିଖେଇ ଲକ୍ଷପତି ପାଲଟି ଗଲେ ୭୦ ବର୍ଷୀୟା ଆଈ

୭୦ ବର୍ଷରେ ବି କରୁଛନ୍ତି ଭଲ ରୋଷେଇ। ସାରା ଦେଶରେ ସେ ଏବେ ଚର୍ଚ୍ଚାରେ।

Special Story | Taliban Leader Mullah Baradar In Time Magazine’s 100 Most Influential Persons List
ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ତାଲିବାନୀ ନେତା ବରାଦର୍

ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିଛି ଟାଇମ୍ ମାଗାଜିନ୍। ତାଲିକାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାଁ ରହିଛି।

Special Story | Ravenshaw Student Provides Free Tuition To Needy Students From His Stipend
ଷ୍ଟାଇପେଣ୍ଡ ଟଙ୍କାରେ ଗାଁ ପିଲାଙ୍କୁ ପାଠ ପଢ଼ାଉଛନ୍ତି ରେଭେନ୍ସାର ଏମ୍.ଫିଲ୍ ଛାତ୍ର

ସେ ରେଭେନ୍ସା କଲେଜରେ ଏମ୍.ଫିଲ୍ କରୁଛନ୍ତି। ଏବେବି ନିଜେ ଚାକିରି ବାକିରି କରିନାହାଁନ୍ତି। କିନ୍ତୁ ଗାଁ ପାଇଁ ସ୍ୱପ୍ନ ଦେଖିବା ଛାଡ଼ି ନାହାଁନ୍ତି। ସ୍କୁଲ ବନ୍ଦ ଥିବାରୁ ଗାଁ ପିଲାଙ୍କୁ ସକାଳେ ଓ ରାତିରେ ମାଗଣାରେ ପଢ଼ାଉଛନ୍ତି।

Baijayant Panda
ମୋଦିଜୀଙ୍କ ଜୀବନ ଆମକୁ ଅନୁପ୍ରାଣିତ କରିଛି: ବୈଜୟନ୍ତ ପଣ୍ତା

୭୧ତମ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସେ ତାଙ୍କୁ ବିଶ୍ୱର ଜଣେ ଲୋକପ୍ରିୟ ଏବଂ ପରିଶ୍ରମୀ ନେତା ବୋଲି ସମ୍ବୋଧନ କରିଛନ୍ତି।

sainik school
ପ୍ରାଥମିକ ପର୍ଯ୍ୟାୟରେ ୧୦ ଜଣ ଛାତ୍ରୀଙ୍କୁ ନାମ ଲେଖାର ସୁଯୋଗ

ଭୁବନେଶ୍ୱର ସୈନିକ ସ୍କୁଲରେ ପ୍ରାଥମିକ ପର୍ଯ୍ୟାୟରେ ୧୦ ଜଣ ଛାତ୍ରୀଙ୍କୁ ନାମ ଲେଖାର ସୁଯୋଗ ମିଳିଥିବାବେଳେ ଆଗମୀ ଦିନରେ ଏହି ସଂଖ୍ୟା ବଢ଼ିପାରେ । ସ୍କୁଲ ପାଇଁ ୧୦୦ ବେଡ଼ ବିଶିଷ୍ଟ ଛାତ୍ରୀ ନିବାସ ପାଇଁ ଅନୁମୋଦନ ମିଳିସାରିଛି । ଆଜି ଏହି ସୂଚନା ଦେଇଛନ୍ତି ମଧ୍ୟ ଭାରତ GOC ବା ଜେନେରାଲ ଅଫିସର କମାଣ୍ଡିଙ୍ଗ, ଲେଫଟାଣ୍ଟ ଜେନେରାଲ ଏସ. ମୋହନ।

Vaccination
ବୁଷ୍ଟର ଡୋଜ୍ ନୁହେଁ ଡବଲ୍ ଡୋଜକୁ ଗୁରୁତ୍ୱ

ବୁଷ୍ଟର ଡୋଜ୍ ନୁହେଁ ଡବଲ୍ ଡୋଜକୁ ଗୁରୁତ୍ୱ ଦିଆଯାଉ। ସମସ୍ତେ ଯେଭଳି ଡବଲ୍ ଡୋଜ୍ ଟିକା ନେବେ, ତାହାକୁ ଦିଆଯାଉଛି ପ୍ରାଥମିକତା। ସ୍ପଷ୍ଟ କଲେ ଆଇସିଏମ୍ଆର୍ ମୁଖ୍ୟ ଡାକ୍ତର ବଳରାମ ଭାର୍ଗବ।

cricket match
ପାକିସ୍ତାନ-ନ୍ୟୁଜିଲାଣ୍ଡ ଦିନିକିଆ ବାତିଲ

ପଡ଼ିଆକୁ ଓହ୍ଲାଇବା ପୂର୍ବରୁ ପାକିସ୍ତାନ ସହ ଦିନିକିଆ ମ୍ୟାଚ୍ ବାତିଲ କଲା ନ୍ୟୁଜିଲାଣ୍ଡ। ସୁରକ୍ଷା ଦୃଷ୍ଟିକୋଣରୁ ଆଜି ହିଁ ପାକିସ୍ତାନ ଛାଡିବାକୁ ଟିମକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ କାହିଁକି ବ୍ଲାକ୍ କ୍ୟାପ୍ ବାତିଲ କଲା ସିରିଜି ? କେବେଠାରୁ ବିଦେଶୀ ଟିମ୍ ଯାଇ ନାହାନ୍ତି ପାକିସ୍ତାନ ? କାହିଁକି ପାକିସ୍ତାନରେ କ୍ରିକେଟ୍ ଖେଳିବାକୁ ଡରୁଛନ୍ତି ଅନ୍ୟ ଟିମ୍?

2 brother
ଲୁଣା ନଦୀରେ ବୁଡ଼ିଗଲେ ଦୁଇ ନାବାଳକ ଭାଇ

ପୁରୀ ଡେଲାଙ୍ଗ ଲୁଣା ନଦୀରେ ବୁଡ଼ି ଦୁଇ ନାବାଳକ ଭାଇଙ୍କ ମୃତ୍ୟୁ। ଗାଧୋଇବା ବେଳେ ଭାସି ଯାଇଥିଲେ ଦୁଇ ଭାଇ। ଉଦ୍ଧାର କରି ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆ ଯାଇଥିଲା। ମୃତ ଦୁଇ ଭାଇଙ୍କ ବୟସ ୭ ବର୍ଷ ଏବଂ ୩ ବର୍ଷ।

Prasad
ଆନ୍ଧ୍ର ପ୍ରଦେଶର ପୂର୍ବତନ ବିଧାୟକ ପ୍ରସାଦଙ୍କୁ ଗିରଫ

ଆନ୍ଧ୍ର ପ୍ରଦେଶର ପୂର୍ବତନ ବିଧାୟକଙ୍କ ଗିରଫ ମାମଲା। ଲୋକଙ୍କୁ ମିଛ କହି ଟଙ୍କା ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ୱେଲଫେୟାର ଗ୍ରୁପ୍ ଅଫ୍ କମ୍ପାନୀ ନା ରେ ୧୨୦୦ କୋଟି ଟଙ୍କାର ଠକେଇ କରିବାର ଅଭିଯୋଗ ରହିଛି।

baitarani river
କାଠ ଲୋଭରେ ଭାସିଗଲେ ୩ ଜଣ

ଲୋଭ ହେଲା କାଳ ! ବନ୍ୟା ପାଣିରୁ କାଠ ଆଣିବାକୁ ଯାଇଥିବା ବେଳେ ୩ ଜଣ ବ୍ୟକ୍ତି ବନ୍ୟା ପାଣିରେ ଭାସି ଯାଇଥିବା ସୂଚନା ମିଳିଛି। ଅଗ୍ନିଶମ ବାହିନୀ ଜଣଙ୍କୁ ଉଦ୍ଧାର କରି ଥିବାବେଳେ ୨ ଜଣ ନିଖୋଜ ଅଛନ୍ତି। ଆଜି ବୈତରଣୀ ନଦୀର ଆନନ୍ଦପୁର ବ୍ୟାରେଜରେ ଏହି ଘଟଣା ଘଟିଛି।

durga puja
ମୂର୍ତ୍ତି ଉଚ୍ଚତା ବିବାଦ, ହାଇକୋର୍ଟରେ ଆବେଦନ ଖାରଜ

କଟକରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ରାୟ ଶୁଣାଇଛନ୍ତି ହାଇକୋର୍ଟ। ମୂର୍ତ୍ତି ଉଚ୍ଚତା ବୃଦ୍ଧି ନେଇ ହୋଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ୪ ଫୁଟ ଉଚ୍ଚତାକୁ ନେଇ କଟକ ବାଲୁବଜାର ପୂଜା କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

jagannath temple
ଆଜି ଶ୍ରୀମନ୍ଦିର ବନ୍ଦ

ଆଜି ଶ୍ରୀମନ୍ଦିର ବନ୍ଦ। ଆଜି ବିଶ୍ୱକର୍ମା ପୂଜା ଏବଂ ବଡ଼ ଏକାଦଶୀ ଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ହେବା ଆଶଙ୍କାରେ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛି। ଆଜି ବିଶ୍ୱକର୍ମା ପୂଜା ସହ ବାମନ ଜନ୍ମ, ପାର୍ଶ୍ୱ ପରିବର୍ତ୍ତନ ବା ବଡ଼ ଏକାଦଶୀ, ସଂକ୍ରାନ୍ତି ମଧ୍ୟ ପଡ଼ିଛି।

Special Story | Hair Stylist From Berhampur Makes A Name In Bollywood
ଓଡିଆ ପୁଅଙ୍କୁ ଖୋଜନ୍ତି ମଲାଇକା ଆରୋରା, ଟାଇଗର ଶ୍ରଫ୍

ଚାରି ଟଙ୍କାରେ ଚୁଟି କାଟିଥିଲେ, ଅଢେଇ ଟଙ୍କାରେ ଦାଢି। ବାପାଙ୍କ ସେଲୁନରୁ କାମ ଆରମ୍ଭ କରି ଏବେ ବଲିଉଡ୍ ଷ୍ଟାରଙ୍କ ପର୍ସନାଲ୍ ହେୟାର୍ ଡ୍ରେସ୍ ଆର୍ଟିଷ୍ଟ୍ ହୋଇ ପାରିଛନ୍ତି।

Special Story | Locals In Angul Forget COVID Restrictions To Catch Fish In River
ଆଜି ମାଗୁର ଓ ଶେଉଳ ଝୋଳଟେ ହବ... ଦେଖନ୍ତୁ ଡିଜିଟାଲ୍ ଫ୍ୟୁଜ୍

ଆଜି ପୁଅ ମାଗୁର, ସେଉଳ ଝୋଳ ଟେ ହବ। ଘରେ ଆଗତା ସୋରିଷ ବେସର ବଟା ହେଇଛି। ଠକରା ଆମ୍ବୁଲ ଖଣ୍ଡେ ପଡ଼ିବ। ଜୁକୁଜୁକିଆ ରାନ୍ଧଣାଟେ ହବ।

Special Story | Human Life Expectancy To Increase By 50 Years, Must Know Details
ମଣିଷର ଆୟୂଷ ବଢିବ ୫୦ ବର୍ଷ, କେହି ଆଉ ବୁଢା ହେବେନି !

ବିଜ୍ଞାନକୁ ମିଳିପାରେ ବଡ଼ ଉପଲବ୍ଧି। ଆଉ ଦିନ କେଇଟା ପରେ ସବୁ ମଣିଷଙ୍କର ୫୦ ବର୍ଷ ଲେଖାଏଁ ବଢିଯାଇପାରେ ଆୟୂଷ। ଜାଣନ୍ତୁ କ’ଣ ରହିଛି ପୂରା ଘଟଣା...

JEE Main 2021 | Odisha Topper Gautam Das Shares His Secrets Of Success
ଜେଇଇମେନରେ ଓଡ଼ିଶାରେ ୧ନମ୍ବର ଗୌତମ ଦାସ

ଜେଇଇ ମେନରେ ଓଡିଶାର ଏକ ନମ୍ବର ହୋଇଛନ୍ତି ଗୌତମ ଦାସ । ସେ ୯୯.୯୯ ପରସେଣ୍ଟ ରଖି ସାରା ଦେଶରେ ୨୮ତମ ରାଙ୍କରେ ରହିଛନ୍ତି ।

PM Modi\'s Birthday | Major Push To Covid Vaccination Drive & More
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ପ୍ରଧାନମନ୍ତ୍ରୀଙ୍କ ୭୧ତମ ଜନ୍ମ ଦିନ ଅବସରରେ ଆରମ୍ଭ କରାଯିବ ସେବା ଓ ସମର୍ପଣ ଅଭିଯାନ ।