ଭୁବନେଶ୍ୱର ସୈନିକ ସ୍କୁଲରେ ପ୍ରାଥମିକ ପର୍ଯ୍ୟାୟରେ ୧୦ ଜଣ ଛାତ୍ରୀଙ୍କୁ ନାମ ଲେଖାର ସୁଯୋଗ ମିଳିଥିବାବେଳେ ଆଗମୀ ଦିନରେ ଏହି ସଂଖ୍ୟା ବଢ଼ିପାରେ । ସ୍କୁଲ ପାଇଁ ୧୦୦ ବେଡ଼ ବିଶିଷ୍ଟ ଛାତ୍ରୀ ନିବାସ ପାଇଁ ଅନୁମୋଦନ ମିଳିସାରିଛି । ଆଜି ଏହି ସୂଚନା ଦେଇଛନ୍ତି ମଧ୍ୟ ଭାରତ GOC ବା ଜେନେରାଲ ଅଫିସର କମାଣ୍ଡିଙ୍ଗ, ଲେଫଟାଣ୍ଟ ଜେନେରାଲ ଏସ. ମୋହନ।
Published: Sarbeswar
Last updated: 17 September 2021, 06:28 PM IST
ବୁଷ୍ଟର ଡୋଜ୍ ନୁହେଁ ଡବଲ୍ ଡୋଜକୁ ଗୁରୁତ୍ୱ ଦିଆଯାଉ। ସମସ୍ତେ ଯେଭଳି ଡବଲ୍ ଡୋଜ୍ ଟିକା ନେବେ, ତାହାକୁ ଦିଆଯାଉଛି ପ୍ରାଥମିକତା। ସ୍ପଷ୍ଟ କଲେ ଆଇସିଏମ୍ଆର୍ ମୁଖ୍ୟ ଡାକ୍ତର ବଳରାମ ଭାର୍ଗବ।