କଲ୍ୟାଣୀ ମଣ୍ଡପରେ କର୍ମଚାରୀଙ୍କର ଝୁଲାନ୍ତ ଅବସ୍ଥାରେ ମୃତଦେହ ମିଳିଲା । ତାଙ୍କ ନାଁ ହେଉଛି ପ୍ରକାଶ ବଳ। ସେ ଯାଜପୁର ଅଞ୍ଚଳର ହୋଇଥିବା ବେଳେ, ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରୁଛନ୍ତି ପରିବାର ଲୋକେ।
Published: Prangyan Parimita
Last updated: 18 September 2021, 04:30 PM IST
୭୦ ବର୍ଷରେ ବି କରୁଛନ୍ତି ଭଲ ରୋଷେଇ। ସାରା ଦେଶରେ ସେ ଏବେ ଚର୍ଚ୍ଚାରେ।