• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Migrant Labour Death

ବୁଲୁଛି ରଥ, ଫେରୁଛି ଶବ
Migrant Laborer: ପ୍ରଶାସନ ବୁଲାଉଛି ସଚେତନତା ରଥ, ହେଲେ ଶବ ହୋଇ ଫେରୁଛନ୍ତି ଦାଦନ ଶ୍ରମିକ

ହଜାର ହଜାର ଲୋକ ଚାଲାଣ ହୋଇ ଯାଉଛନ୍ତି । ସେଠି ନିର୍ଯାତିତ ହୋଇ ଫେରୁଛନ୍ତି । ଏବର୍ଷ ବର୍ତ୍ତମାନ ଯାଏ ପାଖାପାଖି ୨୦ ଶ୍ରମିକ ଶବ ହୋଇ ଫେରିଲେଣି । କିନ୍ତୁ ପ୍ରଶାସନର ଚିନ୍ତା ନାହିଁ କି ରୋକ ବି ନାହିଁ । ଏପରିକି ନିଜ ସଂର୍ପକୀୟଙ୍କ ଶବ ଆଣିଥିବା ଶ୍ରମିକ ମାନଙ୍କୁ ବି ପୁଣିଥରେ ଦାଦନ ଯାଇ, ମୃତ ଶବର ଟଙ୍କା କରଜ ସୁଝିବା ପାଇଁ ବାଧ୍ୟ କରୁଛନ୍ତି ସ୍ଥାନୀୟ ସର୍ଦ୍ଦାର ।

Migrant Labour Death
ପିଲାଙ୍କ ମୁହଁରେ ଆହାର ଦେବାକୁ ମାଆ ଯାଇଥିଲା ଦାଦନ ଖଟି..ହେଲେ ଫେରିଲା ଶବ ହୋଇ

ଛାତି ଫାଟିଯାଉଛି...ସ୍ୱାମୀ ରୋଗରେ ପଡିଲା ବୋଲି ପିଲାଙ୍କ ମୁହଁରେ ଆହାର ଦେବା ପାଇଁ ଦାଦନ ଖଟିବାକୁ ଯାଇଥିଲା ମାଆ । ସେଠି ଏମିତି ନିର୍ଯାତନା ପାଇଲା ଯେ ପ୍ରାଣ ହାରିଦେଲା ମାଆ...।

Worker
ପୈତୃକ ଘରକୁ ଫେରୁଛି ଓମାନରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ମୃତ ଦେହ

ବିଦେଶରୁ ଆସୁଛି ଓଡ଼ିଆ ଶ୍ରମିକଙ୍କ ମର ଶରୀର। ଓମାନରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକ ପ୍ରଦୀପ ପାହାନଙ୍କ ମର ଶରୀରକୁ ଏୟାର ଇଣ୍ଡିଆ ବିମାନରେ ଅଣାଯାଉଛି। ବାହାରିନ୍ ପ୍ରବାସୀ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅରୁଣ କୁମାର ପ୍ରହରାଜଙ୍କ ପ୍ରୟାସରେ ତାଙ୍କର ମର ଶରୀରକୁ ଓଡ଼ିଶା ଅଣାଯାଉଛି

Migrant Labourer From Odisha Dies In Oman, Family Heartbroken
ଓମାନରେ ଚାଲିଗଲା ଓଡ଼ିଆ ପୁଅର ଜୀବନ, ଘରେ ପଡ଼ିଛି କାନ୍ଦ ବୋବାଳି

ମସ୍କଟରେ ଦିନରାତିକୁ ଏକ କରି ଖଟୁଥିଲେ। ଦରମା ମିଳିଲେ ଘରକୁ ପଠାଇବେ। ପରିବାର ଭଲରେ ଚଳିବ।