• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Vishakhapatnam

୪ ବର୍ଷ ବିଳମ୍ବରେ ପହଞ୍ଚିଲା ଟ୍ରେନ୍
Train Late For 4 Years: ଅଧାରାସ୍ତାରେ ବାଟବଣା ହୋଇଗଲା ଟ୍ରେନ ! ରାସ୍ତା ଖୋଜି ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ନେଇଥିଲା ୪ ବର୍ଷ

୨୦୧୪ ନଭେମ୍ବର ୧୦ ତାରିଖର ଘଟଣା । ବିଶାଖାପଟନମରୁ ବାହାରିଥିଲା ଏକ ଟ୍ରେନ । ୪ ବର୍ଷ ପରେ ପହଞ୍ଚିଥିଲା ଲକ୍ଷ୍ୟ ସ୍ଥଳରେ । ଅର୍ଥାତ ୨୦୧୮ ଜୁଲାଇ ୨୫ ତାରିଖରେ ଉତ୍ତରପ୍ରଦେଶର ବସ୍ତି ଷ୍ଟେସନରେ ପହଞ୍ଚିଥିଲା ଏହି ମାଲ୍‌ଗାଡ଼ି । ଏହି ଟ୍ରେନ୍ ତା’ର ଯାତ୍ରା ପୂରା କରିବାକୁ ନେଇଥିଲା ୩ ବର୍ଷ ୮ମାସ ୭ ଦିନ । ଏହି ଟ୍ରେନ ଯାତ୍ରାକୁ ଭାରତୀୟ ରେଳ ଇତିହାସର ସବୁଠାରୁ ଅଧିକ ବିଳମ୍ବ ଟ୍ରେନ ବୋଲି ବିଚାର କରାଯାଏ ।

Prasad
ଆନ୍ଧ୍ର ପ୍ରଦେଶର ପୂର୍ବତନ ବିଧାୟକ ପ୍ରସାଦଙ୍କୁ ଗିରଫ

ଆନ୍ଧ୍ର ପ୍ରଦେଶର ପୂର୍ବତନ ବିଧାୟକଙ୍କ ଗିରଫ ମାମଲା। ଲୋକଙ୍କୁ ମିଛ କହି ଟଙ୍କା ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ୱେଲଫେୟାର ଗ୍ରୁପ୍ ଅଫ୍ କମ୍ପାନୀ ନା ରେ ୧୨୦୦ କୋଟି ଟଙ୍କାର ଠକେଇ କରିବାର ଅଭିଯୋଗ ରହିଛି।