• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Ollywood Updates

Pushkara’
ଜୀବନ୍ତ କାହାଣୀ ସାଙ୍ଗକୁ ଦମଦାର ଅଭିନୟ, ଆଜି ରିଲିଜ୍ ହେବ ସିନେମା ‘ପୁଷ୍କରା’

ରାଜ୍ୟରେ ୨୫ରୁ ଅଧିକ ସହରରେ ହେବ ରିଲିଜ୍..

  • Tuesday, 19 September 2023
Mohammad Mohsin
ମନେ ପଡ଼ନ୍ତି ମହମ୍ମଦ ମହସୀନ..ଓଡ଼ିଆ ଚଳଚ୍ଚିତ୍ର ଜଗତ ପ୍ରତି ତାଙ୍କ ଅବଦାନ ଅତୁଳନୀୟ

ମହମ୍ମଦ ମହସୀନଲେଜ ସମୟରୁ ହିଁ କଳା ଏବଂ ନାଟକ ପ୍ରତି ମୋହସୀନଙ୍କ ଆଗ୍ରହ ବାରି ହୋଇ ପଡ଼ୁଥିଲା । ସେ ରେଭେନ୍ସା କଲେଜର ଡ୍ରାମାଟିକ୍ ସୋସାଇଟିର ସେକ୍ରେଟେରୀ ଭାବରେ ମଧ୍ୟ ନିର୍ବାଚିତ ହୋଇଥିଲେ ।

Commissionerate Police issues lookout circular against singer Sourin Bhatt in harassment case
କେଉଁଠି ଅଛନ୍ତି କଣ୍ଠଶିଳ୍ପୀ ସୌରିନ ଭଟ୍ଟ ? ଲୁକ୍ ଆଉଟ୍ ନୋଟିସ୍ ଜାରି କଲା ପୋଲିସ...

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି ହୋଇଛି। ସୌରିନଙ୍କ ବିରୋଧରେ କମିଶନରେଟ୍ ପୋଲିସ ଏହି ନୋଟିସ୍‌ ଜାରି କରିଛି। 

  • Monday, 11 September 2023
Ollywood singer Sourin Bhatt
ଯୌନ ନିର୍ଯାତନା ମାମଲା; ସୌରିନ୍‌ କହିଲେ, ମୋ ବିରୋଧରେ ଅଭିଯୋଗ ମିଛ

କଟକ ମହିଳା ଥାନାରେ ସୌରିନ୍ ହାଜର ହୋଇଥିବାବେଳେ ଥାନାକୁ ଯିବା ସମୟରେ ଗଣମାଧ୍ୟମ ଆଗାରେ ସେ ପ୍ରତିକ୍ରିୟା ରଖିଛନ୍ତି ।

Anubhav-Varsha marital discord
ବିବାହ ବିଚ୍ଛେଦ ମାମଲା; ବର୍ଷାଙ୍କୁ ଚାଲିଛି ଚୂଡ଼ାନ୍ତ ଜେରା

ବର୍ଷାଙ୍କୁ ଛାଡ଼ପତ୍ର ମାମଲାରେ ଚୂଡ଼ାନ୍ତ ଜେରା ଆରମ୍ଭ କରାଯାଇଛି । ପୂର୍ବରୁ ବର୍ଷାଙ୍କ ଜେରା ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।

Odia film on Lord Jagannath
Ratha Jatra 2023: ଓଡ଼ିଆ ଫିଲ୍ମରେ ପ୍ରଭୁ ଜଗନ୍ନାଥ; କେଉଁଠି ମୁଖ୍ୟ, କେଉଁଠି ଝଲକ୍

ପ୍ରତି ଓଡ଼ିଆର ଜୀବନ ଜଗନ୍ନାଥରୁ ଆରମ୍ଭ ହୋଇଥାଏ ଆଉ ଜଗନ୍ନାଥରେ ଶେଷ ହୋଇଥାଏ। ସେ ଭଜନ ହେଉ ବା ଜଣାଣ ହେଉ ଜଗନ୍ନାଥଙ୍କ ବିନା ସବୁ ନିରସ। ଫିଲ୍ମ ଦୁନିଆ ଏଥିରୁ ବାଦ୍ ଯିବ ବା କେମିତି। ତେବେ ଆସନ୍ତୁ ଏମିତି ୫ଟି ଫିଲ୍ମ ଉପରେ ନଜର ପକେଇ ନେବା।

Odia Movie Sala Budha
ପରଦାରେ ବହୁ ଚର୍ଚ୍ଚିତ ଫିଲ୍ମ ‘ଶଳା ବୁଢ଼ାର ବଦଲା’, ସମ୍ବଲପୁରୀ-କୋସଲି ପରେ ଏବେ ଓଡ଼ିଆ ଭାଷାରେ...

ପ୍ରାୟ ସବୁ ବୟସର ଦର୍ଶକ ଥିଏଟରରେ ନିଚ୍ଛକ ଓଡ଼ିଆ କାହାଣୀକୁ ଅତି ପାଖରୁ ଦେଖିଛନ୍ତି । ଆଉ ନାଚି ନାଚି ସିନେମାର ରିଭ୍ୟୁ ଦେଇଛନ୍ତି ।

  • Saturday, 27 May 2023
Tarang has announced to launch of their dual mega serials
Tarang: ଆସୁଛି ତରଙ୍ଗର ଦୁଇ ମେଗା ସିରିୟଲ୍; କହିବ ନିଆରା ପ୍ରେମ କାହାଣୀ

ଆସୁଛି ତରଙ୍ଗର ଦୁଇ ମେଗା ସିରିୟଲ୍। ଏହି ଦୁଇ ସିରିୟଲ୍ ମହିଳାକେନ୍ଦ୍ରୀକ ହୋଇଥିବା ବେଳେ ଏଥିରେ ଦର୍ଶକଙ୍କୁ ମିଳିବ ଭରପୂର ପ୍ରେମ କାହାଣୀ। ଆସନ୍ତୁ ଜାଣିବା କେବେ ଓ କେଉଁ ସମୟରେ ଦର୍ଶକ ଏହାକୁ ଦେଖିବାର ସୁଯୋଗ ପାଇବେ।

Web Series Chhadapatra Start Streaming
Tarang Plus: ଦର୍ଶକଙ୍କ ଅପେକ୍ଷାର ଅନ୍ତ; ଷ୍ଟ୍ରିମିଙ୍ଗ୍ ହେଲା ‘ଛାଡ଼ପତ୍ର’

ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଛି। ଶେଷରେ ସେମାନଙ୍କ ପ୍ରିୟ ନାୟକ ଜଗଜିତ୍ ଓ ନାୟିକା ଶ୍ରଦ୍ଧାଙ୍କ ଅଭିନୀତ ୱେବ୍ ସିରିଜ୍ ‘ଛାଡ଼ପତ୍ର’ ଷ୍ଟ୍ରିମିଙ୍ଗ୍ ହୋଇଛି। ଦର୍ଶକମାନେ ଏହାକୁ ଏବେ ‘ତରଙ୍ଗ ପ୍ଲସ୍‌’ରେ ଦେଖିପାରିବେ। ଚ୍ୟାନେଲ୍ ଏହାର ପ୍ରଥମ ସିଜିନ୍‌ରେ ୬ଟି ଏପିସୋଡ୍ ରିଲିଜ୍ କରିଛି।

The second trailer of 'Chhadapatra' was released
Tarang Plus: ରିଲିଜ୍ ହେଲା ‘ଛାଡପତ୍ର’ର ଦ୍ୱିତୀୟ ଟ୍ରେଲର୍; ଲୋକେ କହିଲେ…

ରିଲିଜ୍ ହୋଇଛି ‘ତରଙ୍ଗ ପ୍ଲସ୍‌’ର ନୂଆ ୱେବ୍ ସିରିଜ୍ ‘ଛାଡପତ୍ର’ର ଦ୍ୱିତୀୟ ଟ୍ରେଲର୍। ଏଥିରେ ସିରିଜ୍‌ର ଝାପ୍‌ସା ଛୁଙ୍କ ଦିଆଯାଇଛି। ଦେଖିଲେ ପୂରା କାହାଣୀ ଦେଖିବାକୁ ଉତ୍ସାହ ବଢିଯିବ।

Tarang Plus new web series Chhadapatra streaming on may 9
Tarang Plus: ରିଲିଜ୍ ହେଲା ‘ଛାଡ଼ପତ୍ର’ର ଟ୍ରେଲର୍: ଜାଣନ୍ତୁ କେବେ ହେବ ଷ୍ଟ୍ରିମିଙ୍ଗ୍

ରିଲିଜ୍ ହୋଇଛି ତରଙ୍ଗପ୍ଲସ୍‌ର ନୂଆ ୱେବ୍‌ସିରିଜ୍ ‘ଛାଡ଼ପତ୍ର’ର ଟ୍ରେଲର୍। ଟ୍ରେଲର୍‌ରେ ହିରୋଙ୍କ ଜବରଦସ୍ତ ଏଣ୍ଟ୍ରୀ ଆଉ ଦମଦାର ଡାଏଲଗ୍ ଦର୍ଶକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଛି। ବିବାହ ଆଉ ବିଚ୍ଛେଦର କାହାଣୀକୁ ନେଇ ଆସୁଛି ଏହି ସିରିଜ୍।

Odia Web Series Chhadapatra Teaser released
TarangPlus: ରିଲିଜ୍ ହେଲା ଟିଜର୍: ବିବାହ-ବିଚ୍ଛେଦର କାହାଣୀ କହିବ ‘ଛାଡ଼ପତ୍ର’

ବିବାହ ଓ ବିଚ୍ଛେଦର କାହାଣୀକୁ ନେଇ ପ୍ରସ୍ତୁତ ହେଉଛି ‘ତରଙ୍ଗ ପ୍ଲସ୍‌’ର ନୂଆ ସିରିଜ୍ ‘ଛାଡ଼ପତ୍ର’। ଏହାର ଟିଜର୍ ୟୁଟ୍ୟୁବ୍‌ରେ ରିଲିଜ୍ ହୋଇଛି। ଲୋକେ ଏହାକୁ ଖୁବ ପ୍ରଶଂସା କରୁଛନ୍ତି।

Tarang TV new theme song Ama ranga odia ama dhanga odia
‘ତରଙ୍ଗ’ର ନୂଆ ଥିମ୍ ସଙ୍ଗ୍‌ “ଆମ ରଙ୍ଗ ଓଡ଼ିଆ… ଆମ ଢଙ୍ଗ ଓଡ଼ିଆ…”

ଓଡ଼ିଆ ନୂଆବର୍ଷରେ ନୂଆ ରୂପରେ ଆସିଲା, ଓଡ଼ିଶାର ନମ୍ବର-୧ ମନୋରଂଜନ ଚ୍ୟାନେଲ୍ ‘ତରଙ୍ଗ’ର ଥିମ୍ ସଂଗ୍- ଆମ ରଙ୍ଗ ଓଡ଼ିଆ.. ଆମ ଢଙ୍ଗ ଓଡ଼ିଆ। ଚ୍ୟାନେଲ୍‌ର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ଏହି ଗୀତଟି ପୋଷ୍ଟ ହୋଇଥିବା ବେଳେ ଏହାକୁ ଭରପୂର ଦର୍ଶକୀୟ ଆଦର ମିଳୁଛି।

Ollywood Producer Arrested
ଓଲିଉଡ୍ ପ୍ରଯୋଜକ ଅଜିତାଭ ମଲିକ ଗିରଫ

ଓଲିଉଡରେ ପୁଣି ଥରେ ବିବାଦ ଦେଖାଦେଇଛି । ଘର ବିକ୍ରି କରିବା ନାଁରେ ଜଣେ ଫିଲ୍ମ ପ୍ରଡ୍ୟୁସର ଗିରଫ ହୋଇଛନ୍ତି । ୭୫ ଲକ୍ଷ୍ୟ ଟଙ୍କା ଠକେଇ ମାମଲାରେ ଫିଲ୍ମ ପ୍ରଡ୍ୟୁସର ଅଜିତାଭ୍ ମଲ୍ଲିକଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ ।

Siddhant Mohapatra in OTV Foresight 2023
OTV Foresight 2023: ବକ୍ସି ଜଗବନ୍ଧୁ ଓ ଖାରବେଳଙ୍କ ଉପରେ ଫିଲ୍ମ ନ ହେବା ପଛରେ ଆମେ ଦାୟୀ; ସିଦ୍ଧାନ୍ତ ମହାପାତ୍ର

କେଉଁଠି ନା କେଉଁଠି ନିର୍ମାତା ଓ ନିର୍ଦ୍ଦେଶକମାନେ ଅଣଓଡିଆ ଚଳଚ୍ଚିତ୍ରର ଭାଷା ଓ କାହାଣୀକୁ କପି କରୁଥିବା ନଜର ଆସେ। ଏହାକୁ ନେଇ କ୍ଷୋଭ ପ୍ରକାଶ କରିବା ସହିତ ଯେଉଁଥିରେ ଓଡିଆର ମୌଳିକତା ନଥିବ ସେଭଳି ଫିଲ୍ମ ବା ଗୀତ କରିବେ ନାହିଁ ବୋଲି ସିଦ୍ଧାନ୍ତ କହିଛନ୍ତି।

Pintu Nanda
ସ୍ୱର୍ଗଦ୍ୱାରରେ ପିଣ୍ଟୁ ନନ୍ଦଙ୍କୁ ଅଶ୍ରୁଳ ବିଦାୟ

ପରିବାର, ପ୍ରୀୟଜନ, ବନ୍ଧୁ ତାଙ୍କ ଅନ୍ତିମ ସତ୍କାରରେ ସାମିଲ ହୋଇଛନ୍ତି । ଭୁବନେଶ୍ୱର ପଟିଆ ସ୍ଥିତ ବାସଭବନରେ ପିଣ୍ଟୁଙ୍କୁ ଆଜି ଶହ ଶହ ଫ୍ୟାନ୍ସ ଓ ସମର୍ଥକ ଶେଷ ଦର୍ଶନ କରିଥିଲେ ।

Jatra artist Rani Priyadarshini mourns death of Actor Pintu Nanda
ଭୋ ଭୋ ହୋଇ କାନ୍ଦିଲେ ରାନୀ, କହିଲେ- ‘ଭାଇ କଥା ଦେଇଥିଲେ ସୁସ୍ଥ ହୋଇ ଫେରିବେ, ହେଲେ ଆମ ସମସ୍ତଙ୍କୁ ଠକି ଦେଲେ’

ପିଣ୍ଟୁଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ଭୋ ଭୋ ହୋଇ କାନ୍ଦିଛନ୍ତି ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ। ସେ କହିଛନ୍ତି, ‘ଭାଇ ମୋତେ କଥା ଦେଇଥିଲେ, ମୁଁ ସୁସ୍ଥ ହୋଇ ଫେରିବି।’

Odia Actor Pintu Nanda Passes Away
୪୭ ବର୍ଷରେ ଆଖି ବୁଜିଲେ ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦ

ପରଲୋକରେ ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦ।  ବୁଧବାର ରାତି ୧୧ଟା ୨୫ ମିନିଟ୍‌ରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।

Pintu Nanda
ଚିକିତ୍ସା ପାଇଁ ଦିଲ୍ଲୀ ଗଲେ ପିଣ୍ଟୁ ନନ୍ଦ

ଦର୍ଶକଙ୍କ ଭଲ ପାଇବା ସାଉଁଟି ମୁଁ ଦିଲ୍ଲୀ ଯାଉଛି, ମୋର ଆଶା ଓ ବିଶ୍ୱାସ ଭଲ ହୋଇ ଫେରିବି; ପିଣ୍ଟୁ ନନ୍ଦ

  • Tuesday, 07 February 2023
  • Delhi
Ailing Ollywood actor Pintu Nanda leaves for Delhi for treatment
ଚିକିତ୍ସା ପାଇଁ ଦିଲ୍ଲୀ ଗଲେ ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦ

ଉନ୍ନତ ଚିକିତ୍ସା ପାଇଁ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦଙ୍କ ଆଜି ଦିଲ୍ଲୀ ଯାଇଛନ୍ତି। ଦିଲ୍ଲୀ ସ୍ଥିତ ଘରୋଇ ହସ୍ପିଟାଲ ILBSରେ ତାଙ୍କର ଚିକିତ୍ସା କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି।

Pintu
ପିଣ୍ଟୁଙ୍କୁ ସାହାଯ୍ୟ କର

ଉତ୍ତମ ଚିକିତ୍ସା ପାଇଁ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀ ନିଆଯିବ ବୋଲି ଜଣାପଡ଼ିଛି । ଏବେ ଆପଣମାନଙ୍କଠାରୁ ସାହାଯ୍ୟ ଅପେକ୍ଷାରେ ରହିଛନ୍ତି ପିଣ୍ଟୁ ନନ୍ଦ...

  • Friday, 03 February 2023
Humane sagar
ହ୍ୟୁମାନଙ୍କ ଘରେ ଧର୍ମକୁ ନେଇ ଦାମ୍ପତ୍ୟ କଳି, ନା ଦାମ୍ପତ୍ୟ କଳିରେ ପଶିଛି ଧର୍ମ ? 

ଜଗନ୍ନାଥଙ୍କୁ ଘରେ ରଖି ପୂଜା କରୁଥିବାର ଦେଖାଇଲେ ଦୃଶ୍ୟ । ଧର୍ମାନ୍ତରୀକରଣ ଅଭିଯୋଗକୁ ଖଣ୍ଡନ କଲେ ହ୍ୟୁମାନଙ୍କ ମାଆ ।

Babushan Mohanty
ଛିଣ୍ଡୁନି ଷ୍ଟାର କଳି ! ୫ କୋଟିର ମାନହାନି ମକଦ୍ଦମା, ୟୁଟ୍ୟୁବ୍‌ରୁ ଭିଡିଓ ଡିଲିଟ୍ ପାଇଁ ପ୍ରକୃତିଙ୍କ ଆବେଦନ

ଅଭିନେତା ବାବୁସାନଙ୍କ ପତ୍ନୀ ତୃପ୍ତି ଏବଂ ଶ୍ୱଶୁର ଲଳିତ ଶତପଥୀଙ୍କ ବିରୋଧରେ ଭୁବନେଶ୍ୱର କୋର୍ଟରେ ଦାୟର କରିଛନ୍ତି ୫ କୋଟିର ମାନହାନି ମୋକଦ୍ଦମା ।

Prakruti Mishra
ହାଇକୋର୍ଟ ଗଲେ ପ୍ରକୃତି, ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ କଲେ ଦାବି

ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଜଣାଇଲେ । ବାବୁସାନଙ୍କ ପତ୍ନୀ ତୃପ୍ତି ଓ ଶ୍ୱଶୁରଙ୍କ ନାଁରେ ଏତଲା କରିଥିଲେ ।

Babushan
୩୭ ସେକେଣ୍ଡର ଭିଡିଓରେ ସାମ୍ନାକୁ ଆସିଲେ ବାବୁଶାନ୍, କହିଲେ ଭୁଲ ହୋଇଗଲା ! ଦେଖନ୍ତୁ...

ନିଜର ଭୁଲ ସ୍ୱୀକାର କରିବା ସହ ପୁରା ଓନିଶାବାସୀଙ୍କୁ କ୍ଷମା ପ୍ରାର୍ଥନା କଲେ ଅଭିନେତା ବାବୁସାନ୍‌ । ଏକ ଭିଡିଓ ବାର୍ତ୍ତା ଜାରି କରି ବାବୁଶାନ୍‌ ଏଭଳି କହିଛନ୍ତି ।