ଦୀର୍ଘ ସମୟ ଧରି ସାମ୍ବାଦିକ ମାନେ ତାଙ୍କ ଘର ସାମ୍ନରେ ରହିଥିବାରୁ, ଅଯଥା କଷ୍ଟ ନକରି ଘରକୁ ଫେରିଯିବାକୁ ସେ ଅନୁରୋଧ କରିଥିଲେ । ନିଜ ନିଜ ଘରକୁ ଫେରିଯାଇ ବିଶ୍ରାମ ନେବାକୁ ସାମ୍ବାଦିକଙ୍କୁ ଅନୁରୋଧ କଲେ ।
ଝିଅ, ଜ୍ୱାଇଁ, ପତ୍ନୀ ଓ ପୁତୁରାଙ୍କୁ ପଚରାଉଚରା କରାଯାଇଛି
କମିଶନରେଟ୍ ପୋଲିସର ଏକ ୪ ଜଣିଆ ଟିମ୍ ଗତକାଲି ରାଇମୋହନଙ୍କ ଘରେ ପହଞ୍ଚି ତାଙ୍କ ପତ୍ନୀ, ଦୁଇ ଝିଅ, ଜ୍ୱାଇଁ ଓ ପୁତୁରାଙ୍କୁ ପଚରାଉଚରା କରିଛନ୍ତି ।
ରାଇମୋହନଙ୍କ ମୃତ୍ୟୁ ପାଇଁ ଦାୟୀ କିଏ? ସନ୍ଦେହ ଭିତରେ ଖଳନାୟକଙ୍କ ମୃତ୍ୟୁ ଘଟଣା . ..
ଖବର ପାଇବା ମାତ୍ରେ ତାଙ୍କ ପାଖ ପଡ଼ୋଶୀଙ୍କଠାରୁ ଆରମ୍ଭ କରି ଓଡ଼ିଆ ସିନେ ଜଗତର ଅନେକ କଳାକାର ତାଙ୍କ ଶେଷ ଦର୍ଶନ ପାଇଁ ବାସଭବନ ଆଗରେ ରୁଣ୍ଡ ହୋଇଥିଲେ । ଆଉ ସମସ୍ତଙ୍କ ମୁହଁରେ ଥିଲା ସେଇ ଗୋଟିଏ ପ୍ରଶ୍ନ ।
ରାଇମୋହନଙ୍କ ପରଲୋକ ଖବର ପାଇବା ପରେ ଲୁବୁନ୍ ତାଙ୍କ ବାସଭବନରେ ପହଞ୍ଚିଥିଲେ । ସେଠାରେ ଓଟିଭି ଆଗରେ ନିଜର ଦଃଖ ପ୍ରକାଶ କରିବା ସହ ଗତକାଲି ରାଇମୋହନଙ୍କୁ ଭେଟିଥିବା ସେ କହିଥିଲେ ।
ସେ ସବୁବେଳେ କହେ ମୋର ଆହୁରି କିଛି କରିବାର ଅଛି, ଆହୁରି କିଛି ଶିଖିବାର ଅଛି । ଅଭିନୟ ଦିଗରେ ଆଶା ବହୁତ ଥିଲା ।
ସମସ୍ତଙ୍କ ମନରେ ସେଇ ଗୋଟିଏ କଥା, ରାଇମୋହନ ଆତ୍ମହତ୍ୟା କରିଛନ୍ତି ବୋଲି ବିଶ୍ୱାସ ହେଉନି । ସବୁବେଳେ ବିନ୍ଦାସ ରହୁଥିବା ଲୋକଟି କେମିତି ବା ଆତ୍ମହତ୍ୟା କରିପାରିବ ?
ସେ ସେମିତିଆ ପିଲା ନୁହେଁ । କେତେ ଦୁଃଖ ଆଉ ସଂଘର୍ଷରୁ ବାହାରି ଆସିଛି ।
ସେ ଚାଲିଗଲେ ସତ ହେଲେ ଦର୍ଶକଙ୍କୁ ସବୁଦିନ ପାଇଁ ମନେ ପଡ଼ିବ ତାଙ୍କର ଦମଦାର ଡାଇଲଗ୍
ରାଇମୋହନ ଜଣେ ଲୋକପ୍ରିୟ ଅଭିନେତା ଥିଲେ । ଦର୍ଶକଙ୍କ ମନରେ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ରହିଥିଲା ।
୨୦୦୮ରେ ଆରମ୍ଭ ହୋଇଥିବା ଏହି ଚ୍ୟାନେଲ ଅନେକ ମନୋରଂଜନ ଭିତ୍ତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଭେଟିଦେଇଛି ।
ବିରାଜଙ୍କ ପରଲୋକ ନେଇ ସାନ ପୁଅ ଅର୍ଣ୍ଣବ ଦାସଙ୍କ ସୂଚନା । ଅନେକ ଟିଭି ସିରିୟଲ ଓ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରିଥିଲେ ବିରାଜ ।
ଢେଙ୍କାନାଳର ବିଭିନ୍ନ ଜଙ୍ଗଲରେ ପ୍ରାୟ ୧୦ରୁ ଅଧିକ କଲରାପତରିଆ ବାଘ ଥିବା ଅନୁମାନ କରାଯାଉଛି ।
ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ ଥିଲେ ସିଡିଏସ୍ ବିପିନ ରାଓ୍ୱତ । ୨୦୧୭ ନଭେମ୍ବର ୨୫ ତାରିଖରେ ପୁରୀ ଆସି ଶ୍ରୀଜଗନ୍ନାଥଙ୍କ ଆର୍ଶୀବାଦ ନେଇଥିଲେ । ସାଥିରେ ଥିଲେ ତାଙ୍କର ଧର୍ମପତ୍ନୀ ।
କେବଳ ଏତିକି ନୁହେଁ ବରଂ କୌଣସି ବଡ଼ ଗଣମାଧ୍ୟମ ସଂସ୍ଥା ଏମିତି ଖବର ପରିବେଷଣ କରୁନାହାନ୍ତି, ତେଣୁ ଦୟାକରି ଏପରି ମିଛ ଖବର ପ୍ରଚାର କରନ୍ତୁ ନାହିଁ ବୋଲି ଅସୀମା କହିଛନ୍ତି। ବର୍ତ୍ତମାନ ମୋ ପରିବାରର ଖରାପ ସମୟ ପଡ଼ିଛି
ପୁଣି ଥାନାକୁ ଗଲା ଅନୁଭବ-ବର୍ଷା କଳି। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୁଣିଥରେ ପୁରୀଘାଟ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ଅନୁଭବ ମଧ୍ୟ ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି।