ଅଭିନୟ ସାଙ୍ଗକୁ ଇଶ୍ୱରଙ୍କ ପୂଜାର୍ଚ୍ଚନା କରିବାକୁ ଭୁଲନ୍ତି ନାହିଁ ଶାହାରୁଖ । ମୁସଲିମ ଧର୍ମ ଅନୁଯାୟୀ ମସଜିଦ୍ରେ ନମାଜ ପାଠ କରି ମୁଣ୍ଡ ଟେକିବା ପରେ ଏବେ ଶାହରୁଖ ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିରରେ ଶରଣ ପସିଛନ୍ତି ।
ନିକଟରେ ନର୍ଦ୍ଦନ୍ ଆର୍ମି କମାଣ୍ଡର ଲେଫଟାନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱବେଦୀ କହିଥିଲେ, ଯଦି ସରକାର ନିର୍ଦ୍ଦେଶ ଦେବେ ତେବେ ଆମେ ପିଓକେ ଦଖଲ କରିବାକୁ ପ୍ରସ୍ତୁତ ।
ଭାରତୀୟ ସେନାକୁ ଇଙ୍ଗିତ କରି କ୍ଷମା ମାଗିଲେ ଅଭିନେତ୍ରୀ ।
ଦୁଇଟି ପ୍ଲେଟ୍କୁ ଏବେ ଦେଖିଲେ ଲାଗୁଛି ଯେମିତି ଏଥିରେ ହୀରା ଖଞ୍ଜାଯାଇଛି । ତେବେ ଏହାକୁ ନେଇ ସୋସିଆଲ ମିଡିଆରେ ଏବେ ଖୁବ୍ ଚର୍ଚ୍ଚା ଚାଲିଛି ।
୭୮ ବର୍ଷ ବୟସରେ ହୃଦଘାତରେ ପରଲୋକ, କିଛି ଦିନ ତଳେ ମେଡିକାଲରେ ଭର୍ତ୍ତି ହୋଇଥିଲେ
ବୋନି କପୁରଙ୍କ ବିବୃତ୍ତିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି ଯେ, ସେ ବଲିଉଡ୍ର ଖିଲାଡ଼ି କୁମାର ବା ଅକ୍ଷୟ କୁମାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ।
ଏହି ପୋଷ୍ଟ ପାଇଁ ୟୁଜର୍ସମାନେ ଖୁବ୍ ଏଣ୍ଟରଟେନ୍ ହୋଇଛନ୍ତି ।
ମୋର ଏହି ମନ୍ତବ୍ୟ ଶୁଣିବା ପରେ କିଛି ଲୋକମାନେ ଆପତ୍ତି ଉଠାଇପାରନ୍ତି।
ଅଜି ହଠାତ୍ ଅକ୍ଷୟ କୁମାରଙ୍କୁ ନେଇ କାହିଁକି ଏତେ ଚର୍ଚ୍ଚା । ଏଭଳି ପ୍ରଶ୍ନ ଆପଣଙ୍କ ମନରେ ଆସିବା ସ୍ୱାଭାବିକ୍ କଥା ।
ପତଳାପଣ ପାଇଁ ଅନେକ ଥର ରିଜେକ୍ଟ ହେବାପରେ କିପରି ସୁପରଷ୍ଟାର ହେଲେ ହେମା ମାଳିନୀ ?
ଏବେ ସୁଦ୍ଧା ପାଖାପାଖି ୨୦୦ରୁ ଅଧିକ ଫିଲ୍ମରେ ସେ ଅଭିନୟ କରିସାରିଛନ୍ତି । ଭାରତୀୟ ଫିଲ୍ମ ଜଗତରେ ଏମିତି କୌଣସି ପୁରସ୍କାର ନାହିଁ ଯାହା ତାଙ୍କୁ ନମିଳିଛି ।
ବ୍ରହ୍ମାସ୍ତ୍ର ଫିଲ୍ମ ପାଇଁ ପୂର୍ବରୁ ଟ୍ରୋଲ ହୋଇଥିଲେ ରଣବୀର । ହେଲେ ଏବେ ତ ସେହି ବିଷୟ ପୁରୁଣା ହୋଇସାରିଲାଣି । ତାହାଲେ କାହିଁକି ସୋସିଆଲ ମିଡିଆରେ ରଣବୀରଙ୍କୁ କରାଯାଉଛି ତାତ୍ସଲ୍ୟ ।
ସାରା ଦୁନିଆଁ ଆଜି ତାଙ୍କୁ ତାଙ୍କର କଣ୍ଠ ସ୍ୱର ଓ ଉଚ୍ଚତା ପାଇଁ ଜାଣିଛି । ତାଙ୍କର ହାଇଟ୍ ୬ ଫୁଟ୍ ୬ ଇଞ୍ଚ । ଖାଲି ସେତିକି ନୁହେଁ ତାଙ୍କୁ ଅଭିନୟ ଜଗତର ବେତାଜ୍ ବାଦ୍ଶାହ ବୋଲି ମଧ୍ୟ କୁହାଯାଏ । କିନ୍ତୁ ତାଙ୍କ ଆଖିରେ ସତସତିକା ଲୁହ କେବେ ଦେଖିଛନ୍ତି ?
ଜାକଲିନଙ୍କ ଓକିଲ ଆବେଦନ କରିଥିବା ବେଲର ଶୁଣାଣି କରି କୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।
EOW ର ଯୁଗ୍ମ କମିଶନର ଛାୟା ଶର୍ମା ଏବଂ ସ୍ୱତନ୍ତ୍ର କମିଶନର ରବିନ୍ଦ୍ର ଯାଦବଙ୍କ ନେତୃତ୍ୱରେ ଅଧିକାରୀଙ୍କ ଏକ ଟିମ୍ ଅଭିନେତ୍ରୀଙ୍କୁ ପଚରାଉଚରା କରିଥିବା ଜଣାପଡିଛି ।
ବିଭିନ୍ନ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ବ୍ୟକ୍ତିତ୍ୱ ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ସୋସିଆଲ ମିଡିଆରେ ତାଙ୍କୁ ନେଇ ଢ଼େର ଚର୍ଚ୍ଚା ମଧ୍ୟ ହୋଇଛି ।
ରାଜୁଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ସମସ୍ତେ ଚିନ୍ତା ପ୍ରକଟ କରୁଥିବା ବେଳେ ବିଗ୍ ବି ଅମିତାଭ୍ଙ୍କ ଅଡିଓ ମେସେଜ ରାଜୁଙ୍କ ପାଇଁ ସଂଜିବନୀ ସଦୃଶ ହୋଇପାରେ ବୋଲି ଡାକ୍ତରମାନେ ଆଶା କରୁଛନ୍ତି।
ଯଦି ଆମୀରଙ୍କ ସହ ସମସ୍ୟା ତେବେ ତାଙ୍କୁ ବିରୋଧ ହେଉ, ତାଙ୍କ ସିନେମାକୁ ନୁହେଁ...
ପ୍ରଥମ ଦିନ ୧୨ କୋଟି ଓ ଦ୍ୱିତୀୟ ଦିନ ପ୍ରାୟ ୮ କୋଟି ଟଙ୍କା ବେପାର ହୋଇଛି ଏହି ଫିଲ୍ମ । ଆମୀରଙ୍କ ପୂର୍ବ ସିନେମା ଅପେକ୍ଷା ଏହା ବହୁତ କମ୍ । ଏପରିକି ୨୦୦୮ର ଗଜନୀ ପରେ ଏହା ସବୁଠୁ କମ୍ ଆୟ କରିଛି ବୋଲି କୁହାଯାଉଛି ।
ଅଗଷ୍ଟ ୨୨ରେ ଥାନାରେ ହାଜର ପାଇଁ ନିର୍ଦ୍ଦେଶ । ମୁମ୍ବାଇ ଘରକୁ ଯାଇ ନୋଟିସ୍ ଦେଲା ପୋଲିସ୍ ।
ଆସନ୍ତାକାଲି ରିଲିଜ୍ ହେଉଛି ଲାଲ୍ ସିଂ ଚଢା
ଫିଲ୍ମ ନିର୍ମାତା ଓ ଅନ୍ୟ କଳାକାର ମଧ୍ୟ କହିଛନ୍ତି, ଏଭଳି ପୋଷ୍ଟର ତିଆରି ପଛରେ କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା । ଜାଣିଶୁଣି କାହାରିକୁ ଅପମାନିତ କରିବା ପାଇଁ ଏଭଳି ପୋଷ୍ଟର କରାଯାଇ ନାହିଁ ।
ହତ୍ୟା ଧମକ ମିଳିବା ପରେ ଫ୍ୟାନ୍ସମାନେ ଓ ଖୋଦ୍ ସଲୁ ଭାଇ ମଧ୍ୟ ଚିନ୍ତାରେ ।
ଅର୍ଜୁନ କପୁର, ତାରା ସୁତରିଆ, ଜନ୍ ଆବ୍ରାହମ୍ ଏବଂ ଦିଶା ପଟାନୀ । ୪ ଜଣଙ୍କ ଭିତରୁ କେହି ବି ଆକ୍ଟିଂ କରିନାହାନ୍ତି ।