• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Lal Singh Chaddha

Aamir Khan fees for laal singh chaddha
‘ଲାଲ୍‌ ସିଂହ ଚଡ୍‌ଢା’ ପାଇଁ ଏତେ ନେଇଥିଲେ ଆମିର ଖାନ

‘ଲାଲ୍‌ ସିଂହ ଚଡ୍‌ଢା’ ବକ୍ସ ଅଫିସ୍‌ରେ ଫ୍ଲପ୍ ହେଇଛି। ସୋସିଆଲ୍‌ ମିଡିଆ ‘ବୟକଟ୍’ ଟ୍ରେଣ୍ଡ୍ ଯୋଗୁଁ ସେମିତି ଭଲ ରୋଜଗାର କରିପାରିନି ଏହି ଫିଲ୍ମ। କିନ୍ତୁ ଏହି ଫିଲ୍ମ କରିବାକୁ ଆମିର୍ ଖାନ ଯେତିକି ଟଙ୍କା ନେଇଥିଲେ ତାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ।

'Lal Singh Chadha' has a chance to become a superhit
ଫ୍ଲପ୍ ହେଇନି 'ଲାଲ୍‌ ସିଂହ ଚଡ୍‌ଢା': ସୁପର୍‌ହିଟ୍ ହେବା ନେଇ ଏହି ସୁଯୋଗ ଅଛି

ଏବେ ବି ପ୍ଲପ୍ ହେଇନି ଆମିରଙ୍କ ଲାଲ୍‌ ସିଂହ ଚଡ୍‌ଢା'। ତାଙ୍କ ହାତରେ ଏମିତି ଏକ ସୁଯୋଗ ଅଛି ଯାହା ତାଙ୍କ ଫିଲ୍ମକୁ ସୁପର୍‌ହିଟ୍ କରିପାରିବ। ଏହି ସୁଯୋଗ ହିଁ ପୂର୍ବରୁ ତାଙ୍କର ଅନେକ ଫିଲ୍ମକୁ ସୁପର୍‌ହିଟ୍ କରିବାରେ ସହଯୋଗ କରିଛି। ଜାଣନ୍ତୁ ସେହି ସୁଯୋଗଟି କ’ଣ…

Ekta Kapoor supports film laal singh chaddha and said aamir khan
ଆମିର୍ ଖାନ୍ ବଲିଉଡ୍‌ର ଲିଜେଣ୍ଡ୍, ଆମେ ତାଙ୍କୁ ବୟକଟ୍ କରିପାରିବୁ ନାହିଁ : ଏକତା କପୁର

ଆମିର ଖାନ୍‌ଙ୍କୁ ନେଇ ସାରା ଦେଶରେ ବିରୋଧ ସୃଷ୍ଟି ହେଉଥିବା ବେଳେ ବଲିଉଡ୍ ତରଫରୁ ତାଙ୍କୁ ମିଳୁଛି ଆଶ୍ୱାସନା। ସବୁ କଳାକାର ତାଙ୍କୁ ସହଯୋଗର ହାତ ବଢଉଛନ୍ତି। ଏବେ ଏକତା କପୁର କହିଛନ୍ତି ଯେ ଆମିର ଖାନ୍‌ଙ୍କୁ ବୟକଟ୍ କରାଯାଇ ପାରିବ ନାହିଁ।

Laal Singh Chaddha box office collection day 5
ଧିମା ଗତିରେ ଚାଲୁଛି 'ଲାଲ ସିଂହ ଚଡ୍‌ଢା'

ସମସ୍ତ ବିରୋଧ ପରେ ମଧ୍ୟ ପର୍‌ଫେକ୍ଟନିଷ୍ଟ ଆମିରଙ୍କ ଫିଲ୍ମକୁ ପ୍ରଶଂସା କରାଯାଉଛି। ସମାଲୋଚକମାନେ ଏହି ଫିଲ୍ମକୁ ମିଶ୍ରିତ ପ୍ରତିକ୍ରିୟା ଦେଉଛନ୍ତି। ଫିଲ୍ମ ଆରମ୍ଭ ଦିନର ଆୟ ଆଶା ଠାରୁ କମ୍ ଥିଲା ଏବଂ ଦ୍ୱିତୀୟ ଦିନରେ ଏହାର ଆୟରେ ମଧ୍ୟ ହ୍ରାସ ଘଟିଥିଲା।

Laal Singh Chaddha worldwide box office collection
ଭଲ ରୋଜଗାର କରୁଛି 'ଲାଲ୍‌ ସିଂହ ଚଡ୍‌ଢା'

ଆମିର୍‌ଙ୍କ ପାଇଁ ଖୁସି ଖବର। ଭାରତରେ 'ଲାଲ୍‌ ସିଂହ ଚଡ୍‌ଢା'ର ରୋଜଗାର ଧିରେ ଧିରେ ବଢୁଛି। ନିଜ ଦେଶରେ ଆମିରଙ୍କ ଏହି ଫିଲ୍ମକୁ ଘୋର ବିରୋଧ କରାଯାଉଥିବା ବେଳେ ବିଦେଶରେ କିନ୍ତୁ ଦମଦାର ଚାଲୁଛି। ଆସନ୍ତୁ ଜାଣିବା କେଉଁଠି କେତେ ରୋଜଗାର କଲାଣି।

Hrithik Roshan review Aamir Khan film laal singh chaddha
'ଲାଲ୍‌ ସିଂହ ଚଡ୍‌ଢା' ଖୁବ ବଢିଆ ଆଉ ଦମଦାର ହୋଇଛି - ହ୍ରିତିକ ରୋଶନ

'ଲାଲ୍‌ ସିଂହ ଚଡ୍‌ଢା' ଅତ୍ୟନ୍ତ ସୁନ୍ଦର ହୋଇଛି। ଏହି ସୁଯୋଗକୁ ହାତଛଡା କରନ୍ତୁ ନାହିଁ ବନ୍ଧୁମାନେ! ଯାଆନ୍ତୁ! ବର୍ତ୍ତମାନ ଯାଆନ୍ତୁ! ଏହାକୁ ଦେଖନ୍ତୁ। ଏହା ଖୁବ ବଢିଆ ଆଉ ଦମଦାର ହୋଇଛି। ଏମିତି କହିଲେ ହ୍ରିତିକ ରୋଶନ।

Aamir Khan and Kareena Kapoor strrer laal singh chaddha on Oscars official page
‘ଲାଲ୍‌ ସିଂହ ଚଡ୍‌ଢା'କୁ ସପୋର୍ଟ କଲା ଓସ୍କାର୍‌

‘ଲାଲ୍‌ ସିଂହ ଚଡ୍‌ଢା'କୁ ନେଇ ଏବେ ଚାରିଆଡେ ବିବାଦ। ଅନେକ ଏହାକୁ ବୟକଟ୍ କରିଛନ୍ତି। ଏହାରି ଭିତରେ ଆମିର ଖାନ୍‌ଙ୍କୁ ମିଳିଛି ଆଶ୍ୱସ୍ତି। ଓସ୍କାର୍‌ ତରଫରୁ ଏହାକୁ ମିଳିଛି ସପୋର୍ଟ।

Aamir Khan become part of har ghar tiranga abhiyan
‘ହର୍‌ ଘର୍‌ ତ୍ରିରଙ୍ଗା ଅଭିଯାନ’ରେ ସାମିଲ ହେଲେ ଆମିର, ଉଡେଇଲେ ତ୍ରିରଙ୍ଗା

ନିଜ ଫିଲ୍ମକୁ ନେଇ ବିବାଦରେ ଫଶିଥିବା ଆମିର 'ହର ଘର ତ୍ରିରଙ୍ଗା ଅଭିଯାନ'ରେ ସାମିଲ୍ ହୋଇ ତାଙ୍କ ମୁମ୍ବାଇସ୍ଥିତ ଘରେ ତ୍ରିରଙ୍ଗା ଉଡାଇଛନ୍ତି। ‘ଆଜାଦୀ କା ଅମୃତ ମହୋତ୍ସବ’ ସାରା ଦେଶରେ ପାଳନ କରାଯାଉଛି। ବଲିଉଡ୍‌ ଅଭିନେତା ଆମିର ଖାନ ମଧ୍ୟ ଏହାର ଏକ ଅଂଶ ହୋଇଛନ୍ତି।