• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Education Updates

Special story
ସକାଳ ହେଲେ ବୁଲି ବୁଲି ଖବରକାଗଜ ବାଣ୍ଟନ୍ତି ବାପା : ଏବେ ଡାକ୍ତର ହେବ ପୁଅ

ପୁଅ ହେବ ତ ଏମିତି । ଗରିବ ବାପାଙ୍କ ଦୁଃଖ ବୁଝି କଠିନ ପରିଶ୍ରମ କରିଥିଲେ, ଆଜି ସେ ସଫଳତା ହୋଇଛନ୍ତି ।

teacher
ପିଲାଙ୍କୁ ପାଠ ପଢ଼ାଉଛନ୍ତି ଅଣତାଲିମପ୍ରାପ୍ତ ଶିକ୍ଷକ : ତାଲିକା ମାଗିଲା କେନ୍ଦ୍ର ଶିକ୍ଷା ବିଭାଗ

ଗଣଶିକ୍ଷା ବିଭାଗକୁ ଘାରିଲା ଅଣ ତାଲିମପ୍ରାପ୍ତ ଶିକ୍ଷକଙ୍କ

Special story
ବିନା କୋଚିଂରେ ସଫଳତା : NEET ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଚା’ ଦୋକାନୀଙ୍କ ପୁଅ

ଗରିବ ବାପାର ପୁଅ ଆଜି ଝାଳବୁହା ପରିଶ୍ରମର ମାନ ରଖିଛି ।

Special story
ନିଇତି ଡେରିରେ ଆସୁଛନ୍ତି ଦିଦି ଆଉ ସାର୍‌...ଆଜି ହାବୁଡି ଗଲା କ୍ୟାମେରା...

ନିଇତି ଏମିତି ମନଇଚ୍ଛା ସ୍କୁଲ ଆସୁଛନ୍ତି ଦିଦି ଆଉ ସାର୍‌। କେତେବେଳେ ୧୦ଟା ୧୦ ତ ଆଉ କେତେବେଳେ ୧୦.୩୦। ବେଳେବେଳେ ମୂଳରୁ ଆସୁନାହାନ୍ତି। ପାଠ ପଢିବା ପାଇଁ ଏଇ ଗଛ ମୂଳେ ଅପେକ୍ଷା କରି କରି ଘରକୁ ଫେରୁଛନ୍ତି ପିଲା। ହେଲେ ଆଜି କ୍ୟାମେରା ସାମ୍ନାରେ ଧରାପଡ଼ିବା ପରେ...

School
୧୦ଟା ପରେ ବି ଖୋଲୁନି ସ୍କୁଲ୍‌, ମନ ଇଚ୍ଛା ଆସୁଛନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ

ସରକାରୀ ନିୟମକୁ ଫୁ’ । ଇଚ୍ଛା ହେଲେ ସ୍କୁଲ ଖୋଲୁଛନ୍ତି ନହେଲେ ନାହିଁ । ପାଠ ପାଇଁ ଗଛ ମୂଳେ ଅପେକ୍ଷା କରୁଛନ୍ତି ପିଲା ।

  • Saturday, 10 September 2022
Special story
ବନ୍ଧା ପଡିଛି ଅଙ୍ଗନୱାଡି କେନ୍ଦ୍ର : ୬ ବର୍ଷ ଧରି ଚାଳଘରେ ଗଢ଼ା ହେଉଛି କୋମଳମତିଙ୍କ ଭବିଷ୍ୟତ

୪ ଲକ୍ଷ ଟଙ୍କାରେ ଠିକାଦାରଙ୍କ ହାତରେ ବନ୍ଧା ପଡିଛି ଅଙ୍ଗନୱାଡି

PM-SHRI Scheme
କେନ୍ଦ୍ର କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି ! ୧୪ ହଜାର ସ୍କୁଲର ହେବ ନବକଳେବର, ଫାଇଦା ପାଇବେ ୧୮ ଲକ୍ଷ ଛାତ୍ରଛାତ୍ରୀ

ପିଏମ୍-ଶ୍ରୀ ସ୍କୁଲ ଯୋଜନାରେ ଉପକୃତ ହେବେ ୧୮ ଲକ୍ଷ ଛାତ୍ରଛାତ୍ରୀ ବୋଲି ଧର୍ମେନ୍ଦ୍ର ସୂଚନା ଦେଇଛନ୍ତି ।

  • Wednesday, 07 September 2022
  • PM-Sri
Special story
ଓଡ଼ିଶାରୁ ଈଶ୍ୱର ସାର୍‌ ପାଇଲେ ଜାତୀୟ ଶିକ୍ଷକ ସମ୍ମାନ

ଓଡିଶାରୁ ଈଶ୍ୱର ଚନ୍ଦ୍ର ନାୟକ ଆଜି ଗୁରୁଦିବସ ଅବସରରେ ସମ୍ବର୍ଦ୍ଧିତ ହୋଇଛନ୍ତି ।

Dearth of special educators
ଗୋଟିଏ ବି ସରକାରୀ ସ୍କୁଲରେ ନାହାନ୍ତି ସ୍ପେଶାଲ୍ ଏଜୁକେଟର: ରାଜ୍ୟରେ କେମିତି ପଢୁଛନ୍ତି ଦିବ୍ୟାଙ୍ଗ ଶିଶୁ?

କେନ୍ଦ୍ର ସରକାରଙ୍କ ୨୦୨୦-୨୧ ବର୍ଷ ୟୁଡିଆଇଏସ୍ଇ ପ୍ଲସ୍ ରିପୋର୍ଟର ତଥ୍ୟ ଅନୁସାରେ ରାଜ୍ୟରେ ମୋଟ୍ ୧ ଲକ୍ଷ ୩ ହଜାର ୫୮ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ନାଁ ଲେଖାଇଛନ୍ତି।

Special OJEE
୨୮ଟି ସହରରେ ୩୮ଟି ପରୀକ୍ଷା କେନ୍ଦ୍ର, କୋଲକତା-ରାଞ୍ଚି-ପାଟନାରେ ବି ପିଲା ଦେବେ ପରୀକ୍ଷା

ଚଳିତବର୍ଷ ୨୮ ହଜାର ୬୦୦ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । କମ୍ପ୍ୟୁଟର ବେସଡ୍ ଟେଷ୍ଟ ମାଧ୍ୟମରେ ଦୈନିକ ୪ଟି ସିଫ୍ଟରେ ପରୀକ୍ଷା  ।

OJS-OAS
ବଡ଼ ସମସ୍ୟା, ଚିନ୍ତାରେ ପରୀକ୍ଷାର୍ଥୀ ! OCS-OJS ପରୀକ୍ଷା ଖାତା ଦେଖିବାକୁ ନାହାନ୍ତି ଏକ୍‌ଜାମିନର..

ପରୀକ୍ଷାର ୮ମାସ ପରେ ବି ବାହାରିପାରୁନି OCS ଓ OJS ଫଳ । ମୂଲ୍ୟାୟନକାରୀ ନଥିବାରୁ ଉଚ୍ଚଶିକ୍ଷା ବିଭାଗକୁ OPSCର ଚିଠି  ।

Special story
ମା’ ଶିକ୍ଷୟିତ୍ରୀ, ହେଲେ ସ୍କୁଲରେ ପାଠ ପଢ଼ାଉଛି ଝିଅ

ରାଜକନିକା ବ୍ଲକ ରାଉତବର୍ତ୍ତନି ସ୍କୁଲରେ ଏପରି ଅଭାବନୀୟ ଘଟଣା ଘଟିଛି ।

Special story
ଅନ୍ୟ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ମହଙ୍ଗା ପଡ଼ିଲା : ନିଲମ୍ବିତ ହେଲେ ମଦ୍ୟପ ଶିକ୍ଷକ ଜଗଦୀଶ ବେହେରା

ମଦ୍ୟପାନ କରି ଶିକ୍ଷକ ଅନ୍ୟ ସ୍କୁଲରେ ପଶି ପିଲାଙ୍କୁ ମାଡ଼ ମାରିବା ଘଟଣାରେ ସମ୍ପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Special story
ମନ୍ଦିରରେ ସ୍କୁଲ : ଯେଉଁଠି ଭକ୍ତ ଆସି ପୂଜାପାଠ କରନ୍ତି, ସେଇଠି ବସି ପାଠ ପଢ଼ନ୍ତି ଛୋଟ ଛୋଟ ପିଲା

ପୂଜାପାର୍ବଣ ଆସିଲେ, ମନ୍ଦିରରେ ଗହଳି ବଢ଼େ, ତେଣୁ ସ୍କୁଲ ବନ୍ଦ। ଆଉ ମଧ୍ୟାହ୍ନ ଭୋଜନ ହୁଏ ମନ୍ଦିର ପ୍ରାଙ୍ଗଣରେ।

OPSC ASO Exam 2022 To Be Held Today
ଆଜି ASO ପରୀକ୍ଷା, ୭୯୬ ପୋଷ୍ଟ୍‌କୁ ଅଢ଼େଇ ଲକ୍ଷ ଆଶାୟୀ

ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୧ ତାରିଖରେ ହେବାକୁ ଥିବା ପରୀକ୍ଷା ୨୭ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ASO ପରୀକ୍ଷା ପାଇଁ ଖୋର୍ଦ୍ଧା ଜିଲ୍ଲାରେ ୧୩୯ଟି ପରୀକ୍ଷା କେନ୍ଦ୍ର କରାଯାଇଛି।

Geography Book Error
ଦଶମ ଶ୍ରେଣୀ ଭୂଗୋଳ ବହିରେ ବଡ଼ ତ୍ରୁଟି

ଦଶମ ଶ୍ରେଣୀର ଭୂଗୋଳ ବହିରେ ଭୁଲ୍। ଯାହା ଭୁଲ୍ ହୋଇଛି ତା’ ଓଡ଼ିଶା ଆନ୍ଧ୍ର ବିବାଦକୁ ଆଉ ଟିକେ ଖୋରାକ ଯୋଗାଇଛି। ଏହି ଭୁଲ୍ ଖୋଦ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରକାଶିତ ଦଶମ ଶ୍ରେଣୀର ଭୂଗୋଳ ବହିରେ ହୋଇଛି।

Ragging Allegations
କଲେଜ ପରେ ଏବେ ସ୍କୁଲ୍‌ରେ ରାଗିଂ, ଅଶ୍ଲୀଳ ଭିଡିଓ ନଦେଖିବାରୁ ମାଡ଼ ମାରି ପିଆଇଲେ ପରିଶ୍ରା !

ନବରଙ୍ଗପୁର ଉମରକୋଟର ଗୁରୁକୃପା ଆବାସିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଛାତ୍ରକୁ ରାଗିଂ ଅଭିଯୋଗ । ୫ ସହପାଠୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ଅଷ୍ଟମ ଶ୍ରେଣୀ ଛାତ୍ର ।

Keonjhar Medical College
କେନ୍ଦୁଝର ମେଡିକାଲ କଲେଜରେ ଏଥର ୧୦୦ ସିଟ୍‌ରେ ନାମଲେଖା

ଏହି ମେଡିକାଲ କଲେଜ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ବାରିପଦା ଅଧୀନରେ ରହିବ ।

Plus Two Exam
+2 ରେ ଏଥର ବି ହେବ ତ୍ରୈମାସିକ ପରୀକ୍ଷା

୨୦୨୨-୨୩ରେ ପ୍ଲସ୍ ଟୁ କ୍ୱାଟର୍‌ଲି ପରୀକ୍ଷା । CHSE କୁ ଚିଠି ଲେଖିଲା ଗଣଶିକ୍ଷା ବିଭାଗ  ।

Student Locked
ସ୍କୁଲ୍‌ ଫି ନଦେବାରୁ ପିଲାଙ୍କୁ ବନ୍ଦୀ

ସ୍କୁଲ ଫି ନଦେବାରୁ ଗତକାଲି ୫ ଘଣ୍ଟା ଧରି ୩୪ ଜଣ ପିଲାଙ୍କୁ ସ୍କୁଲ ଘରେ କର୍ତ୍ତୃପକ୍ଷ ବନ୍ଦ କରି ରଖିଥିବା ଅଭିଯୋଗ ହୋଇଛି ।

Odisha Plus 3 admission to start from today
ବଢ଼ିଲା +୨ ନାମ ଲେଖା ଅବଧି

ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ଦାଶ ଏନେଇ ସୂଚନା ଦେଇଛନ୍ତି ।

ASO Exam
ବନ୍ୟା ଯୋଗୁ ଘୁଞ୍ଚିଥିବା ASO ପରୀକ୍ଷା ୨୭ ରେ ହେବ

ଗୁରୁବାର ତଥା ଅଗଷ୍ଟ ୨୧ (ରବିବାର) ୨୦୨୨ରେ ହେବାକୁ ଥିବା ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ASO) ପରୀକ୍ଷା ୨୭ରେ ହେବ ବୋଲି OPSC ଅଧ୍ୟକ୍ଷ ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ।

Glitches During Computer Based Test For Odisha Police SI Exam
ଓଡ଼ିଶା ପୋଲିସ SI ପରୀକ୍ଷାରେ ବିଭ୍ରାଟ !

ଟେକ୍ନିକାଲ ସମସ୍ୟା ଯୋଗୁ ଓଡ଼ିଶା ପୋଲିସ SI ପରୀକ୍ଷାରେ ବିଭ୍ରାଟ ଦେଖିବାକୁ ମିଳିଛି। ପରୀକ୍ଷାର୍ଥୀଙ୍କ ଅଭିଯୋଗ, ପ୍ରଶ୍ନପତ୍ର ଡାଉନ୍‌ଲୋଡ୍‌ ହୋଇପାରୁନାହିଁ।