• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଏ ବର୍ଷ ମଧ୍ୟ ଓଡ଼ିଆ ଭାଷାରେ ହେବ ଜେଇଇ ମେନ୍ ପରୀକ୍ଷା । ଓଡ଼ିଆକୁ ମିଶାଇ ମୋଟ ୧୩ଟି ଭାଷାରେ ଏହି ପରୀକ୍ଷା ହେବ । ଇଂରାଜୀ ଓ ହିନ୍ଦି ସହିତ ଆସାମୀ, ବଙ୍ଗାଳି, ଗୁଜରାତି, କନ୍ନଡ଼, ମାଲାୟଲମ୍, ମରାଠି,ପଂଜାବୀ, ତାମିଲ, ତେଲୁଗୁ ଓ ଉର୍ଦ୍ଦୁ ଭାଷାରେ ଏହି ଏଣ୍ଟ୍ରାନ୍ସ ହେବ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଏହି ସୂଚନା ମିଳିଛି । 

ଏଥର ଜେଇଇ ମେନ୍ ୨୦୨୩ ଦୁଇଟି ସେସନ୍‌ରେ ହେବ । ପ୍ରଥମ ସେସନ୍ ୨୦୨୩ ଜାନୁଆରୀ ଓ ଦ୍ୱିତୀୟ ସେସନ୍ ଏପ୍ରିଲ ମାସରେ ହେବ ବୋଲି କୁହାଯାଇଛି ।

ଅଧିକ ପଢ଼ନ୍ତୁ: ଓଡ଼ିଆରେ OAS ପରୀକ୍ଷା; ଷ୍ଟଡି ମାଟେରିଆଲ୍‌କୁ ନେଇ ଆଶଙ୍କାରେ ପରୀକ୍ଷାର୍ଥୀ

OTV is now on Whatsapp

Join and get latest news update delivered to you via whatsapp

Join Now