/odishatv-khabar/media/post_attachments/uploadimage/library/16_9/16_9_0/IMAGE_1671159686.jpg)
JEE Main 2023
ଏ ବର୍ଷ ମଧ୍ୟ ଓଡ଼ିଆ ଭାଷାରେ ହେବ ଜେଇଇ ମେନ୍ ପରୀକ୍ଷା । ଓଡ଼ିଆକୁ ମିଶାଇ ମୋଟ ୧୩ଟି ଭାଷାରେ ଏହି ପରୀକ୍ଷା ହେବ । ଇଂରାଜୀ ଓ ହିନ୍ଦି ସହିତ ଆସାମୀ, ବଙ୍ଗାଳି, ଗୁଜରାତି, କନ୍ନଡ଼, ମାଲାୟଲମ୍, ମରାଠି,ପଂଜାବୀ, ତାମିଲ, ତେଲୁଗୁ ଓ ଉର୍ଦ୍ଦୁ ଭାଷାରେ ଏହି ଏଣ୍ଟ୍ରାନ୍ସ ହେବ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଏହି ସୂଚନା ମିଳିଛି ।
Advertisment
ଏଥର ଜେଇଇ ମେନ୍ ୨୦୨୩ ଦୁଇଟି ସେସନ୍ରେ ହେବ । ପ୍ରଥମ ସେସନ୍ ୨୦୨୩ ଜାନୁଆରୀ ଓ ଦ୍ୱିତୀୟ ସେସନ୍ ଏପ୍ରିଲ ମାସରେ ହେବ ବୋଲି କୁହାଯାଇଛି ।
ଅଧିକ ପଢ଼ନ୍ତୁ: ଓଡ଼ିଆରେ OAS ପରୀକ୍ଷା; ଷ୍ଟଡି ମାଟେରିଆଲ୍କୁ ନେଇ ଆଶଙ୍କାରେ ପରୀକ୍ଷାର୍ଥୀ
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)