ଟ୍ବିନସିଟିରେ ଗତ ୩ ଦିନ ଭିତରେ ୨ଟି ଲୁଟ୍ ଅଭିଯୋଗ । ମାଲିକ ନଥିବା ଜାଣି ଚନ୍ଦକା ଆକ୍ରୋପଲିସରେ ଲୁଟପାଟ୍ । ଚନ୍ଦକା ଆକ୍ରୋପଲିସର ଏକ ଫ୍ଲାଟରୁ ୫୦ ଭରି ସୁନା ଗହଣା ଲୁଟ୍ ।
ସନ୍ଦିଗ୍ଧ ଜଣକ ଭାଟିଆଙ୍କୁ ସିମ ଆପ୍ଲିକେସନ୍ରେ eSIM ଫିଚର ଚୟନ କରିବାକୁ କହିଥିଲେ। ଏହାପରେ ମେସେଜ୍ରେ ଯାଇଥିବା ଓଟିପି ଦେବାକୁ କହିଥିଲେ। ମହିଳାଜଣକ ଏପରି କରିବା ପରେ ତାଙ୍କ ସିମ୍ ତୁରନ୍ତ ନିଷ୍କ୍ରିୟ ହୋଇଯାଇଥିଲା।
ବଲାଙ୍ଗିର ଟିଟିଲାଗଡ଼ ଥାନା ମନି ଗାଁର ସିଏସସି କର୍ମଚାରୀ ଆକାଶ ସାହୁ ସୁଭଦ୍ରା ଫର୍ମ ପୂରଣ କରିବାକୁ ଟଙ୍କା ନେଉଥିବା ଅଭିଯୋଗ ହୋଇଥିଲା।
ସାପକୁ କିଏ ମାରି ଖଣ୍ଡଖଣ୍ଡ କରିବା କେବେ ଶୁଣିଛନ୍ତି କି ? ଅଜଗର ସାପକୁ ଅତି ନିର୍ମମ ଭାବେ ପିଟି ପିଟି ମାରିବା ସହ କାଟି ଖଣ୍ଡଖଣ୍ଡ କରିଥିବା ଅଭିଯୋଗ ହୋଇଛି।
ସଂସାର ଆଶାରେ ଘର ଛାଡ଼ି ପ୍ରେମିକ ସହ ଥିବା ପ୍ରେମିକାର ପ୍ରାଣହାନୀ । ଖଣ୍ଡଗିରି ଅଞ୍ଚଳରେ ପ୍ରେମିକାର ଶବକୁ ଛାଡ଼ି ପ୍ରେମିକ ଗାୟବ ।
୨ ଯୁବତୀଙ୍କ ମରଣ ପଛରେ ହତ୍ୟା ଭଳି ସଂଗୀନ ଅଭିଯୋଗ, ସଭ୍ୟ ସମାଜକୁ ଦୋହଲାଇ ଦେଇଛି। ଉଭୟ ଘଟଣାର ତଦନ୍ତ ଚଳାଇଛି ପୋଲିସ।
ମାତିଛି ରସିକିଆ ଠକ । ମାଟ୍ରିମୋନିଆଲ୍ ସାଇଟ୍ ରେ ଫେକ୍ ଆଇଡି କରି ମହିଳାଙ୍କୁ ଟାଗେର୍ଟ କରୁଥିଲା ।
କଟକ ବିଜୁ ପଟ୍ଟନାୟକ ଛକରେ ୨ ଜଣଙ୍କୁ ଧକ୍କା ଦେଇ ନାଳରେ ପଶିଲା ପୋଲିସ ଗାଡ଼ି । ଜଣେ ଜୋତା ମରାମତି ଦୋକାନୀ ଓ ଜଣେ ସାଇକେଲ ଆରୋହୀ ଆହତ ।
ଭୁବନେଶ୍ୱର ଖଣ୍ଡଗିରି ଥାନା ଅଧୀନରେ ଏକ ଘର ଭିତରେ ଜଣେ ଯୁବତୀଙ୍କ ମୃତଦେହ ସନ୍ଦେହଜନକ ଭାବେ ଉଦ୍ଧାର କରାଯାଇଛି । ଏହି ଘଟଣାପରେ ଲିଭ-ଇନରେ ରହୁଥିବା ପୁରୁଷ ବନ୍ଧୁ ଫେରାର ହୋଇଯାଇଛି ।
ଏହି ଘଟଣା ମୁସ୍ରିଘରାରୀ ପୋଲିସ୍ ଷ୍ଟେସନ ଅଞ୍ଚଳର ଗଙ୍ଗାପୁରରେ ଅବସ୍ଥିତ ଆରବିଏସ୍ ହେଲ୍ଥ କେୟାରରେ ଘଟିଛି ।
ଅଭିନେତ୍ରୀ ମଲାଇକା ଅରୋରା ବାପାଙ୍କ ଆତ୍ମହତ୍ୟାକୁ ନେଇ ଏବେ ଚାଲିଛି ଜୋରଦାର ଖୋଳତାଡ଼ । କାହିଁକି ଆତ୍ମହତ୍ୟା କଲେ ଅନୀଲ ଅରୋରା ? ଆତ୍ମହତ୍ୟା ପଛର କାରଣ କ’ଣ ? ମାନସିକ ଚାପ ନା ଅନ୍ୟକିଛି ? ଏଭଳି ଅନେକ ପ୍ରଶ୍ନକୁ ନେଇ ଏବେ ମୁମ୍ବାଇ ପୋଲିସ ତଦନ୍ତ କରୁଛି ।
ଦ୍ୱିତୀୟ ବିବାହକୁ ନେଇ ଆକ୍ଷେପ କରାଯାଉଛି। ସାଇବର ପୋଲିସ ମନୋଜଙ୍କ ଏତଲାକୁ ଗ୍ରହଣ କରି ମାମଲା ରୁଜୁ କରିଛି ।
ଶିକ୍ଷା ବର୍ଷ ମଧ୍ୟରେ ଜାଲ ଜାତିଗତ ପ୍ରମାଣପତ୍ର, ଜାଲ ଆୟ ପ୍ରମାଣପତ୍ର, ଛାତ୍ରଛାତ୍ରୀ ନଥାଇ ବା ଭୂତ ନାଁ ରେ କୋଟି କୋଟି ଟଙ୍କାର ବୃତ୍ତି ଟଙ୍କା ହଡପ ହୋଇଛି।
ଚଳିତବର୍ଷ ପୂଜା ହେବ କ୍ରାଇମ ଫ୍ରି । ପାର୍ବଣ ପୂର୍ବରୁ ହାର୍ଡକୋର୍ ଅପରାଧୀଙ୍କୁ ସହରରୁ ତଡ଼ିପାର୍ ପାଇଁ କମିଶନରେଟ ପୋଲିସର ଯୋଜନା।
ହସ୍ପିଟାଲ ଭିତରେ ପୁଣି ଲଜ୍ଜା । ପୁଣି ଜଣେ ମହିଳା ଜୁନିଅର ଡାକ୍ତରଙ୍କୁ ଅସଦାଚରଣ ଅଭିଯୋଗ ।
ମଧ୍ୟପ୍ରଦେଶ ଇନ୍ଦୋରରେ ଲଜ୍ଜା। ଦୁଇ ଟ୍ରେନି ଆର୍ମି ଅଫିସରଙ୍କୁ ଲୁଟ୍ପାଟ୍ ପରେ ସେମାନଙ୍କ ବାନ୍ଧବୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ। ଏଭଳି ଘଟଣା ଘଟିଛି ଇନ୍ଦୋର ଜାମଗେଟ୍ ଅଞ୍ଚଳରେ ।
ଭୁବନେଶ୍ବରର ୨ ଜନସେବା କେନ୍ଦ୍ର କର୍ମଚାରୀଙ୍କୁ ଗିରଫ କଲା ପୋଲିସ । ସୁଭଦ୍ରା ଯୋଜନାରେ ଫର୍ମ ଆଣିବା କିମ୍ବା ଆବେଦନ ସମ୍ପୂର୍ଣ୍ଣ ମାଗଣାରେ କରାଯାଉଥିବାବେଳେ ୨ ଜନସେବା କେନ୍ଦ୍ରର କର୍ମଚାରୀ ଅର୍ଥ ଦାବି କରିଥିଲେ।
ବରଗଡ଼ ଜିଲ୍ଲାପାଳଙ୍କୁ ମିଠା ପ୍ୟାକେଟ୍ ରେ ଟଙ୍କା ଦେଇ ବନ୍ଧାହେଲେ । ଛତିଶଗଡ଼ର ଏକ ସିମେଣ୍ଟ କମ୍ପାନୀର ସିଏମଓ ରାମଭବ ଗଟ୍ଟୁ ଗିରଫ ।
ସୁଭଦ୍ରା ଯୋଜନା ଫର୍ମ ବାଣ୍ଟିବା ହେଲା କାଳ। ଶେଷରେ ମାଡ଼ ଖାଇଲେ ଅଙ୍ଗନବାଡ଼ି କର୍ମୀ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି ।
ମୋତେ ଛାଡ଼ିଦିଅ...ମୁଁ ମରିବାକୁ ଚାହୁଁଛି । ଏମିତି କହି ଟ୍ରେନ୍ ଲାଇନ୍ ଆଗରେ ଆତ୍ମହତ୍ୟା କରିବାକୁ ଶୋଇଥିବା ଜଣେ ଝିଅକୁ ଉଦ୍ଧାର କରିଛନ୍ତି ଲୋକୋ ପାଇଲଟ୍ ।
ଝିଅର ପ୍ରେମିକକୁ ହତ୍ୟା କଲା ପ୍ରେମିକାର ବାପା । ଏଭଳି କିଛି ଜଘନ୍ୟକାଣ୍ଡ ଘଟିଛି ରାୟଗଡ଼ା କାଶୀପୁର ଥାନା ଅଡ଼ାଜୋର ଗାଁରେ ।
ରକ୍ତାକ୍ତ ଅବସ୍ଥାରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ MKCG ମେଡିକାଲରେ ଭର୍ତ୍ତି କରାଯାଇଛି । ପୂରା ମାମଲାରେ ଏବେ ପୋଲିସ୍ ତଦନ୍ତ କରୁଛି ।
ବ୍ରହ୍ମପୁର ତୁଳସୀନଗରର ୪ ମହଲା ବିଶିଷ୍ଟ ବିଲଡିଂ, ଭଞ୍ଜନଗର ଏନଏସିରେ ଥିବା ନିର୍ମାଣାଧୀନ ଏକ ଦୁଇ ମହଲା ଘର ଓ ଏକ ତିନି ମହଲା ଘରେ ଚାଲିଛି ରେଡ୍ ।
ସୀମା ଟପିଗଲା ବର୍ବରତା। ଅସହାୟ ଯୁବତୀଙ୍କୁ ମାସ ମାସ ଧରି କରାଯାଉଥିଲା ଗଣବଳାତ୍କାର। ପୀଡିତା ଗର୍ଭବତୀ ଥିଲେ ବି ଯୌନ ପିଶାଚ ତାଙ୍କୁ ଛାଡି ନ ଥିଲେ ।
ବଲାଙ୍ଗିରରେ ଦୁଇ ପଡ଼ୋଶୀଙ୍କ ଭିତରେ ଗଣ୍ଡଗୋଳ। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁତର ହୋଇଛନ୍ତି ୨ ଜଣ।