• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Assistant Engineer

contractor
ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଆସବାବପତ୍ର ଆଟାଚ୍

#ଯନ୍ତ୍ରୀଙ୍କ_କାର୍ଯ୍ୟାଳୟର_ଆସବାବପତ୍ର_ଆଟାଚ୍ ସମ୍ବଲପୁରପୁରସ୍ଥିତ ଜାତୀୟ ରାଜପଥ ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଫିସ୍ ଆସବାବପତ୍ର ଆଟାଚ୍ । ଏକ ଠିକା ସଂସ୍ଥାର ବକେୟା ପ୍ରାପ୍ର୍ୟ ନଦେବାରୁ କୋର୍ଟଙ୍କ ନିର୍ଦ୍ଦେଶରେ ସମ୍ପତ୍ତି ଆଟାଚ୍ ହୋଇଛି। ଅଫିସର ସମସ୍ତ ଅସ୍ଥାବର ସଂପତ୍ତି ଆଟାଚ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି।

Vigilance Raid
ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୮ଟି ସ୍ଥାନରେ ଚାଲିଛି ଚଢ଼ାଉ

ବ୍ରହ୍ମପୁର ତୁଳସୀନଗରର ୪ ମହଲା ବିଶିଷ୍ଟ ବିଲଡିଂ, ଭଞ୍ଜନଗର ଏନଏସିରେ ଥିବା ନିର୍ମାଣାଧୀନ ଏକ ଦୁଇ ମହଲା ଘର ଓ ଏକ ତିନି ମହଲା ଘରେ ଚାଲିଛି ରେଡ୍ ।

Vigilance Raid
ଜେଲ୍ ଗଲେ ଜଟଣୀର ଯନ୍ତ୍ରୀ ମାଡାମ୍, ପାରାଦୀପ ଇଲିସି ଓ ବାଳକାଟୀ ଖାସି ପାଇଁ କରୁଥିଲେ ଡିମାଣ୍ଡ

ସପ୍ତାହ ଭିତରେ ଭିଜିଲାନ୍ସ ଜାଲରେ ପଡିଲେଣି ତିନି ତିନି ଜଣ ବଡ଼ ବାବୁ। ପ୍ରଥମେ ଲୋୟର ସୁକତେଲ ପ୍ରକଳ୍ପ ମୁଖ୍ୟ ଯନ୍ତ୍ରୀ ସୁନୀଲ କୁମାର ରାଉତ, ପରେ ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର ଏବଂ ଏବେ ପାଳି ପଡିଛି ଜଟଣୀ ବ୍ଲକ୍ ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତିଙ୍କର।

JOB
OPSC ପକ୍ଷରୁ ବାହାରିଲା ଆସିଷ୍ଟାଣ୍ଟ ଇଞ୍ଜିନିୟର ଚାକିରି, ତୁରନ୍ତ କରନ୍ତୁ ଆବେଦନ

ସିଭିଲ ଓ ମେକାନିକାଲ ଉଭୟ କ୍ଷେତ୍ରରେ ଆସିଷ୍ଟାଣ୍ଟ ଇଞ୍ଜିନୟର ପାଇଁ ମୋଟ ୬୨୧ ପଦବୀ ପୁରଣ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ସେଥିମଧ୍ୟରୁ ସିଭିଲ ପାଇଁ ୫୮୦ ପଦବୀ ଓ ମେକାନିକାଲ ପାଇଁ ୪୧ ପଦବୀ ଖାଲି ରହିଛି ।