Advertisment

ପ୍ରେମ-ପ୍ରତାରଣାର ସାଂଘାତିକ ସାଇଡ୍ ଇଫେକ୍ଟ

୨ ଯୁବତୀଙ୍କ ମରଣ ପଛରେ ହତ୍ୟା ଭଳି ସଂଗୀନ ଅଭିଯୋଗ, ସଭ୍ୟ ସମାଜକୁ ଦୋହଲାଇ ଦେଇଛି। ଉଭୟ ଘଟଣାର ତଦନ୍ତ ଚଳାଇଛି ପୋଲିସ।

author-image
Satyendu Shekher Mishra

ପ୍ରେମ-ପ୍ରତାରଣାର ସାଂଘାତିକ ସାଇଡ୍ ଇଫେକ୍ଟ। ଯାହା ସହ ମନ ମିଶିଲା ବୋଲି ଘରଦ୍ବାର ଛାଡ଼ି ସେହି ମନର ମଣିଷ ସହିତ ରହୁଥିଲା ପ୍ରେମିକା, ସେହି ପ୍ରିୟତମାର ପ୍ରାଣ ଚାଲିଯାଇଛି ରହସ୍ୟଜନକ ଭାବେ। ଗୋଟିଏ କାହାଣୀ ହେଉଛି ରାଜଧାନୀ ଭୁବନେଶ୍ବରର, ଆଉ ଗୋଟିଏ  ହେଉଛି ଷ୍ଟିଲ୍ ସିଟି ରାଉରକେଲାର। ୨ ଯୁବତୀଙ୍କ ମରଣ ପଛରେ ହତ୍ୟା ଭଳି ସଂଗୀନ ଅଭିଯୋଗ, ସଭ୍ୟ ସମାଜକୁ ଦୋହଲାଇ ଦେଇଛି। ଉଭୟ ଘଟଣାର ତଦନ୍ତ ଚଳାଇଛି ପୋଲିସ।

Advertisment
Advertisment
Advertisment