ଜଣେ ବୃଦ୍ଧ ଦମ୍ପତିଙ୍କ ଠାରୁ ୫ ଲକ୍ଷ ଟଙ୍କାର ଗହଣା ଲୁଟି ଚମ୍ପଟ ମାରିଲା ଲୁଟେରା । ଅତି ସାଧାରଣ ଭାବେ ଜଣେ ଯୁବକ ମହିଳାଙ୍କ ନିକଟରୁ ଲୁଟ୍ କରିନେଇଛି । ଯାହାର ଦୃଶ୍ୟ ଦେଖିଲେ ଆପଣ ବିଶ୍ବାସ କରିପାରିବେନି ।
ମାତ୍ର କେଇଟା ସେକେଣ୍ଡ । ଚାହୁଁ ଚାହୁଁ ଲୁଟ୍ ହୋଇଗଲା ୫ ଲକ୍ଷ ଟଙ୍କା । ଗଣେ ବୃଦ୍ଧ ଦମ୍ପତିଙ୍କ ଠାରୁ ୫ ଲକ୍ଷ ଟଙ୍କାର ଗହଣା ଲୁଟି ଚମ୍ପଟ ମାରିଲା ଲୁଟେରା । ଅତି ସାଧାରଣ ଭାବେ ଜଣେ ଯୁବକ ମହିଳାଙ୍କ ନିକଟରୁ ଲୁଟ୍ କରୁଛନ୍ତି ।
ଓଡ଼ିଆ ମୌଲବୀ ସହ ଏହି ଗ୍ୟାଙ୍ଗ ଧରାପଡ଼ିବା ପରେ ୟୁପି ପୋଲିସର ଆଖି ଏବେ ଓଡ଼ିଶା ଉପରେ।...
ୟୁପି ଆତଙ୍କୀ କାର୍ଯ୍ୟକଳାପରେ ଓଡ଼ିଶା କନେକ୍ସନ । ପ୍ରୟାଗରାଜରେ ଛାପୁଥିଲେ ମାଳ ମାଳ ନକଲି ନୋଟ୍ । ପଢ଼ାଉଥିଲେ ଦେଶଦ୍ରୋହର ପାଠ ।
ମଦ୍ରାସାରେ ଜାଲ୍ ନୋଟ୍ କାରବାର। ଅଚାନକ ରେଡ୍ ପରେ ମିଳିଲା ହଜାର ହଜାର ଜାଲ୍ ନୋଟ୍। ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମାଷ୍ଟରମାଇଣ୍ଡ ଜଣେ ଓଡ଼ିଆ ବୋଲି ଜଣାପଡିଛି।
ନାରୀଟିଏ କେଉଁଠି ସୁରକ୍ଷିତ ? ଅଫିସ, ଘର, ରାଜରାସ୍ତା ଆଉ ମା’ର ଜରାୟୁ। ସୃଷ୍ଟି ଆରମ୍ଭ ଦିନରୁ ଏ ନେଇ ଚାଲିଛି କେତେ ତର୍ଜମା। ନାରୀ ନିଜକୁ ଏ ପ୍ରଶ୍ନ ପଚାରେ, ସେ କେଉଁଠି ସୁରକ୍ଷିତ !
ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଘଟଣାକୁ ନେଇ ଉତ୍ତେଜନା । ନାକଟିଦେଉଳ ଥାନା ଝାରବେଡ଼ା ଜଙ୍ଗଲରୁ ମିଳିଥିଲା ଯୁବତୀଙ୍କ ମୃତଦେହ ।
ଅଗଷ୍ଟ ୨୩ ତାରିଖରେ ହୋଇଥିବା ଆକ୍ରମଣ ପାଇଁ ଗୋରକ୍ଷକ ସଂଗଠନର ୫ଜଣ ସଦସ୍ୟ ଗିରଫ । ଭୁଲବଶତଃ ମୃତ ଛାତ୍ରକୁ ଗୋଚାଲାଣକାରୀ ସନ୍ଦେହ କରିଥିଲେ ଗୋରକ୍ଷକ ।
କଡ଼ା ଦାଗିଦ୍ । ଶୀଘ୍ର ଚାକିରି ଛାଡ଼ନ୍ତୁ । ସ୍ଥାନୀୟ ଲୋକ ଓ ସରକାରଙ୍କ ନାଲି ଆଖିକୁ ଦେଖି ଅଗଷ୍ଟ ୫ ତାରିଖରୁ ବର୍ତ୍ତମାନ ସୁଦ୍ଧା ୫୦ ଜଣ ଶିକ୍ଷକ ଚାକିରି ଛାଡ଼ି ସାରିଲେଣି ।
ଅଭୟାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବଡ଼ ସସପେନ୍ସ । ଗିରଫର ୨୫ ଦିନ ପରେ ନିଜକୁ ନିର୍ଦ୍ଦୋଷ କହୁଛି ଅଭିଯୁକ୍ତ ସଞ୍ଜୟ । ନିଜ ଓକିଲ ନିକଟରେ ସଞ୍ଜୟ ଡାକ୍ତରୀ ଛାତ୍ରୀଙ୍କୁ ନେଇ ବଡ଼ ବୟାନ ରଖିଛି ।
ଆଶ୍ଚର୍ଯ୍ୟଜନକ କଥା ହେଲା, ଏସବୁ ମାମଲାରୁ ମାତ୍ର ୯ଟିରେ ହିଁ ଦୋଷୀମାନଙ୍କୁ ଦଣ୍ଡିତ କରାଯାଇ ପାରିଛି।
ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ । ରେଡ୍ ବେଳେ ବାବୁଙ୍କ ଠାରୁ ଭିଜିଲାନ୍ସ ପାଇଛି ଆଖି ଖୋସିଗଲା ଭଳି ସଂପତ୍ତି ।
ଜେଲ୍ ୱାର୍ଡରଙ୍କଠୁ ଆରମ୍ଭ କରି ସୁପରିଟେଣ୍ଡେଣ୍ଟଙ୍କ ଯାଏଁ ପଚରାଉଚରା କରିଥିବାବେଳେ କାଲି ଆକ୍ରମଣର ଶିକାର ସୌମ୍ୟକାନ୍ତ ମହାନ୍ତିଙ୍କ ହାତଲେଖା ଚିଠିକୁ ନେଇ ବଢ଼ିଛି ଚିନ୍ତା।
କୋଲକାତା ହାଇକୋର୍ଟରେ ଏନେଇ ମାମଲା ବି କରିଥିଲେ। ପରେ ସିବିଆଇ ଏହା ଉପରେ ତଦନ୍ତ କରିଥିଲା। କଲେଜରେ ତାଙ୍କ ଚାକିରି ସମୟରେ ସନ୍ଦୀପ ବିଭିନ୍ନ ଆର୍ଥିକ ଅନିୟମିତତା କରିଥିବା ନେଇ ସିବିଆଇ ଏଫଆଇଆର ମଧ୍ୟ ରୁଜୁ କରିଥିଲା । ଆଜି ତାଙ୍କୁ ଗିରଫ କରାଯାଇଛି।
ବିଚାରାଧୀନ କଏଦୀଙ୍କୁ ହାଇଦର ପୁଅର ଆକ୍ରମଣର ଖୋଳତାଡ଼ । ସମସ୍ୟା ବଢ଼ାଇଛି ହାଉଜାଉ କଏଦୀ ।
ଛୋଟ ଭୁଲ୍ ପାଇଁ ଚାଲିଗଲା ଜୀବନ । ନିଶାସକ୍ତ ଯାତ୍ରୀଙ୍କ ପାଇଁ ଜୀବନ ହରାଇଲେ ମହିଳା । ଏମିତି କାଣ୍ତ କଲେ ଯେ, ୯ ଜଣ ବ୍ୟକ୍ତିଙ୍କ ଉପରେ ମାଡ଼ିଗଲା ବସ୍ ।
ଗୌତମ ଓ ମାନ୍ୟା ୬ମାସ ତଳେ ପରିବାର ଲୋକଙ୍କ ସହମତି ବିନା ବିବାହ କରିଥିଲେ। ଏହାପରେ ସେମାନେ ନିଜ ନିଜ ପରିବାର ଲୋକଙ୍କ ସହ ରହିଆସୁଥିଲେ।
ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ରେଡ୍ ମାରିଛି ଭିଜିଲାନ୍ସ ।
କୋଲକାତା ଆରଜି କର ମେଡିକାଲ୍ କଲେଜରେ ଦୁଷ୍କର୍ମ ଓ ହତ୍ୟା ମାମଲା। ତଦନ୍ତକୁ ଆହୁରି ବ୍ୟାପକ କରିଛି ସିବିଆଇ।
ଫେସବୁକରେ ନିଜକୁ ଇନ୍ସପେକ୍ଟର ଭାବେ ପରିଚୟ ଦେଇ ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ ।
ଗୋଟିଏ କି ଦୁଇଟି ନୁହେଁ ଲୁଟିନେଲେ ୧୫୦୦ରୁ ଅଧିକ ଆଇଫୋନ୍। ଡ୍ରାଇଭରକୁ ନିଶାଦେଇ ଲୁଟ୍ ପରେ ଛୁ ମାରିଛନ୍ତି ଲୁଟେରା ।
ଞ୍ଜେଇ ବିକ୍ରି ଟଙ୍କାରେ ରିଲ୍ସ କରିବା ପାଇଁ କୋଲକାତାରୁ ମଡେଲ ମଗାଉଥିଲା। ଓଡ଼ିଶାରୁ କୋଲକାତାକୁ ଗଞ୍ଜେଇ ଚାଲାଣ ପାଇଁ ଗାଡ଼ି ଭଡ଼ା ଦେଉଥିଲା ଲକ୍ଷେ ଟଙ୍କା।
କାଶୀପୁରର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିବା ସମୟରେ ସେ ମୂର୍ଚ୍ଛା ହୋଇଯାଇଥିଲେ।
ସାବତ ଝିଅକୁ ବିବାହ କରିବା ପାଇଁ ନିଜ ସ୍ତ୍ରୀକୁ ବିଷ ଦେଇ ହତ୍ୟା ଉଦ୍ୟମ। ଆମେରିକାର ଇଣ୍ଡିଆନାର ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ବରମୁଣ୍ଡା ବସଷ୍ଟାଣ୍ଡରୁ ମହିଳାଙ୍କ ମୃତଦେହ ଉଦ୍ଧାର । ହତ୍ୟା ସନ୍ଦେହରେ ତଦନ୍ତ ଆରମ୍ଭ କଲା ପୋଲିସ୍ । ମହିଳା ଜଣକ ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳର ସୂଚନା