ଗ୍ରାହକଙ୍କ ଅଜାଣତରେ ତାଙ୍କ ନାଁରେ ଲୋନ । ଆକାଉଣ୍ଟରୁ ବି ଉଠାଇ ନିଆଯାଇଛି ଋଣ ଟଙ୍କା ।
ବ୍ୟବସାୟୀଙ୍କ ସମ୍ପତ୍ତି ସିଲ୍ କଲା ବ୍ୟାଙ୍କ । ୪ କୋଟି ଟଙ୍କାର ଋଣ ଖିଲାପ ଅଭିଯୋଗରେ ସିଲ୍ କଲା ଏନଫୋର୍ସମେଣ୍ଟ ଟିମ୍ ।
ଲଗାତର ନିଜ ସଂପାଦକୀୟ ପ୍ରହାରରେ ସରକାର, ଫାଇଭ୍ଟି ସଚିବ ଓ ନିଜ ଦଳ ବିଜେଡିକୁ ଘାଇଲା କରିବା ପରେ ପ୍ରଥମେ ଗତ ୧୨ ତାରିଖରେ ବିଧାୟକ ସୌମ୍ୟରଞ୍ଜନଙ୍କୁ ଉପସଭାପତି ପଦରୁ ହଟାଇଥିଲା ବିଜେଡି । ଆଉ ଏହାର ୯ ଦିନ ପରେ ଲୋନ୍ ଦୁର୍ନୀତି ଭଳି ଜନବିରୋଧୀ ଷ୍ଟାମ୍ପ ମାରି ଦଳରୁ ତଡ଼ି ଦେଇଥିଲେ ସୁପ୍ରିମୋ ।

ଏମାନଙ୍କ ନାଁରେ ଜମି ଖଣ୍ଡେ ନାହିଁ। ଋଣ କ’ଣ ଏମାନେ ଜାଣନ୍ତି ନାହିଁ। ହେଲେ କୃଷିଋଣ ନାଁରେ କୋଟି କୋଟି ଟଙ୍କା ଏମାନଙ୍କ ନାମରେ ଉଠାଯାଇଛି। ଏମିତି ଜାଲିଆତିର ଗୁମର ଖୋଲିଛି...
ଗଞ୍ଜାମ : କୃଷି ଋଣ ନାଁରେ ସାଧାରଣ ଗ୍ରାହକଙ୍କୁ ଠକେଇ। ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଛନ୍ତି ନିଜେ ବ୍ରାଞ୍ଚ୍ ମ୍ୟାନେଜର। ଗଞ୍ଜାମ ବୁଗୁଡ଼ା ବ୍ଲକ୍ କରଚୁଲି ଷ୍ଟେଟ୍ ବ୍ୟାଙ୍କ୍ ଶାଖାର ପୂର୍ବତନ ବ୍ରାଞ୍ଚ୍ ମ୍ୟାନେଜର ୭ ଜଣଙ୍କ ନାଁରେ ଚୂନ ଲଗାଇ ଟଙ୍କା ଉଠାଇ ନେଇଥିବା ଅଭିଯୋଗ କରିଛନ୍ତି ଉଦୟପୁର ଗାଁର କିଛି ହିତାଧିକାରୀ। ଏମାନଙ୍କ କହିବା କଥା, ୨୦୧୫ରେ କୃଷି ଋଣ ଦେବା ବାହାନାରେ କିଛି ଗ୍ରାହକଙ୍କୁ ଡକ୍ୟୁମେଣ୍ଟ୍ ଦେବା ଲାଗି କହିଥିଲେ ନିର୍ମଦ […]