• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Crime
ସମସ୍ତଙ୍କ ଆଖି ସାମ୍ନାରେ ହେଉଛି ଚୋରି, ହେଲେ କାହାରିକୁ କିଛି ଦେଖାଯାଉନି !

ସବୁ ନିୟମ ଯେମିତି ଫସର ଫାଟି ଯାଏ ବଡ଼ବଡିଆ ଠିକା ସଂସ୍ଥା ନିକଟରେ । ସରକାରୀ ବାବୁମାନେ ସବୁ ଜାଣିଶୁଣି ଚୁପ ରହିଯାଆନ୍ତି ।

eow
୬ କୋଟି ୮୧ ଲକ୍ଷର ଠକେଇ : ୨ ଭାଇ ଗିରଫ

କେବଳ ମିଛ ବିଲ୍ ଓ ଦସ୍ତାବିଜରେ କୃଷି ଉପକରଣ ବିକ୍ରି କରାଯାଇଥିବା ଦର୍ଶାଇ ସରକାରୀ ସବସିଡି ଟଙ୍କା ହଡ଼ପ କରୁଥିଲେ ଦୁଇଭାଇ

remand
ସ୍ତ୍ରୀ ଖୋଲିବ ୪୨୦ ସ୍ୱାମୀର ଗୁମର, ୫ ଦିନିଆ ରିମାଣ୍ଡରେ ଯିବେ କମଳା ସ୍ୱାଇଁ

୭ ଦିନ ରିମାଣ୍ଡ ପାଇଁ ଆବେଦନ ହୋଇଥିଲା ତେବେ କୋର୍ଟ ୫ ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଛନ୍ତି ।

sharmitha
ମାନସ ସ୍ୱାଇଁ ହତ୍ୟା ମାମଲା : ଆଜି କୋର୍ଟରେ ହାଜର ପରେ ପୁଣି ଜେଲ ଯିବେ ଅଭିଯୁକ୍ତ ଶର୍ମିଷ୍ଠା ଓ ଝୁନା

ଶର୍ମିଷ୍ଠା ଓ ଝୁନାର ରିମାଣ୍ଡ ଅବଧି ସରିଥିବାରୁ ସେମାନଙ୍କୁ ଆଜି କୋର୍ଟରେ ହାଜର କରାଯିବ

A joint team of WCCB, and forest officials seizes leopard hide following a raid near Jashipur
ବାଘ ଚମଡ଼ା ବିକ୍ରି କରୁଥିବା ସମୟରେ ବନ ବିଭାଗର ଚଢ଼ାଉ

ବାଘ ଚମଡ଼ା ବିକ୍ରି ପାଇଁ ଡିଲ୍ ବେଳେ ବନ ବିଭାଗର ଚଢ଼ାଉ । ରେଡ୍‌ରେ ୭ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି ।

Robbers Loot Cash By Uprooting ATM In Bhubaneswar
ରାଜସ୍ଥାନ ATM ଲୁଟ୍‌ ସହ ଭୁବନେଶ୍ୱର ଲୁଟ୍‌ର ରହିଛି କି ସାମଞ୍ଜସ୍ୟ ? କ୍ଲୁ ଖୋଜୁଛି ପୋଲିସ୍‌

ସିସିଟିଭି ସର୍ଭେଲାନ୍ସରେ ଥିବା ଏଟିଏମକୁ ଦୁର୍ବୃତ୍ତମାନେ କିଭଳି ଭାବେ ତାଡ଼ି ନେଇ ଲକ୍ଷାଧିକ ଟଙ୍କା ଲୁଟ୍‌ କରିବାରେ ସଫଳ ହେଲେ, ତାହା କମିଶନରେଟ୍‌ ପୋଲିସ୍‌ ପାଇଁ ଏକ ଖୋଲା ଚ୍ୟାଲେଞ୍ଜ ହୋଇଛି। ତେବେ ଏହି ଘଟଣାରେ ରାଜସ୍ଥାନରେ ହୋଇଥିବା ଏଟିଏମ୍ ଲୁଟ୍‌ ଘଟଣାର ଲିଙ୍କ୍ ଥିବା ସନ୍ଦେହ କରାଯାଉଛି। 

Sambalpur Murder Case
BREAKING ! ରୋଗୀଙ୍କ ସମ୍ପର୍କୀୟଙ୍କୁ ହତ୍ୟା

ରୋଗୀ ସମ୍ପର୍କୀୟଙ୍କୁ ହତ୍ୟା । ସମ୍ୱଲପୁର ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ରୋଗୀଙ୍କ ସମ୍ପର୍କୀୟଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

Cameraman Manas Swain
ଭାରି ନିଷ୍ଠୁର ନିରଞ୍ଜନ-ସର୍ମିଷ୍ଠା ! ମାନସକୁ ଜୀବନରେ ମାରିବା ପୂର୍ବରୁ ମଧ୍ୟ ଚିପ୍‌ ପାଇଁ ନିର୍ଧୁମ ପିଟିଥିଲେ

 ଶର୍ମିଷ୍ଠା, ନିରଞ୍ଜନ ଚିପ୍ ମାଗିବା ସହ ଉଭୟ ମାନସଙ୍କୁ ମାଡ଼ ମାରିଥିଲେ । ସଂପୂର୍ଣ୍ଣ ଅଫିସରେ ମାଡ଼ ମାରି ସେଠାରୁ ମାନସଙ୍କୁ ଦୟାଲ ଆଶ୍ରମ ନେଇଥିଲେ । ଦୟାଲ ଆଶ୍ରମରେ ମାନସ ଠାରୁ ତାଙ୍କ କ୍ୟାମେରା ଛଡ଼ାଇ ଆଣିଥିଲେ ଶର୍ମିଷ୍ଠା, ନିରଞ୍ଜନ ।

Father And 3 Sons Sentenced To Life Imprisonment
ପିଟି ପିଟି ମାରି ଦେଇଥିଲେ ବାପା ଓ ଭାଇ, ଏବେ ଜେଲ୍‌ରେ କଟିବ ଜୀବନ

ସାମାନ୍ୟ ଜମି ପାଇଁ ନିଜ ଜନ୍ମ କଲା ପୁଅକୁ ପିଟି ପିଟି ମାରିଦେଲେ ବାପା ଓ ଭାଇ। ସମ୍ପତ୍ତି ଭାଗବଣ୍ଟାକୁ ନେଇ ୨ ବର୍ଷ ପୂର୍ବେ ଘଟିଥିଲା ରକ୍ତପାତ। ଦୀର୍ଘ ୨ ବର୍ଷରେ ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ମୃତକଙ୍କ ବାପା ଓ ୩ ଭାଇଙ୍କୁ ମିଳିଛି ଆଜୀବନ କାରାଦଣ୍ଡ। ନବରଙ୍ଗପୁର ଜିଲ୍ଲାରେ ଏହି ଘଟଣା ଘଟିଛି।

  • Wednesday, 06 April 2022
  • Murder
Fake Doctor Second Wife
ସାତ ଦିନିଆ ରିମାଣ୍ତରେ ଯିବେ ରସିକିଆ ଡାକ୍ତରଙ୍କ ଦ୍ୱିତୀୟ ପତ୍ନୀ !

ଦ୍ୱିତୀୟ ପତ୍ନୀ ରମେଶଙ୍କ ଅର୍ଥ କାରବାର ବୁଝୁଥିବାରୁ ରିମାଣ୍ଡରେ ନେବାକୁ ଯୋଜନା କରୁଛି ମହିଳା ଥାନା । ରମେଶଙ୍କ ଆକାଉଣ୍ଟରୁ କମଳାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣାପଡ଼ିଛି ।

vigilance raid
ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ, ଏକାସାଙ୍ଗେ ୬ଟି ସ୍ଥାନରେ ରେଡ୍‌

ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟର ଆଉ ଜଣେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍।

ATM Loot
ରାଜଧାନୀରେ ଏଟିଏମ୍ ଲୁଟେରାଙ୍କ ନୂଆ ତରିକା

ସିସିଟିଭି ସର୍ଭେଲାନ୍ସରେ ଥିବା ଏଟିଏମକୁ ଅନାୟାସରେ ତାଡ଼ି ନେଇ ସେଥିରୁ ପ୍ରାୟ ୨୦ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେବାରେ ସଫଳ ହୋଇଛନ୍ତି ଲୁଟେରା ଦଳ । ଗତକାଲି ମଧ୍ୟରାତ୍ରୀରେ ଭୁବନେଶ୍ୱର ଲିଙ୍ଗିପୁର ଅଞ୍ଚଳରେ ଏକ SBI ଏଟିଏମରୁ ଏଭଳି ଲୁଟ୍ ହୋଇଛି । ମେସିନ୍ ଲୁଟ୍ ପରେ ସେଥିରୁ ସବୁ ଟଙ୍କା ନେଇ ଭଙ୍ଗା ମେସିନକୁ ବି ଫିଙ୍ଗି ଦେଇଛନ୍ତି ଲୁଟେରା।

Cameraman Manas Swain
ମାନସ ସ୍ୱାଇଁ ହତ୍ୟା ମାମଲା: ଯୋଡ଼ି ହେଲା ନୂଆ ପର୍ଦ୍ଧ, ଜଣାପଡ଼ିଲା କେମିତି ହୋଇଥିଲା ହତ୍ୟା

ବାଉଁଶ ଓ କାଠ ଫାଳିଆରେ ପିଟି ପିଟି କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ । ମାନସ ହତ୍ୟାରେ ବ୍ୟବହୃତ ହୋଇଥିବା ବାଉଁଶ ଓ କାଠ ଫାଳିଆକୁ ଜବତ କରିଛି କ୍ରାଇମବ୍ରାଞ୍ଚ୍ ଟିମ୍ ।

ATM Loot
ରାଜଧାନୀରେ ପ୍ରଥମ ଥର ପାଇଁ ନୂଆ ଷ୍ଟାଇଲ୍‌ ଚୋରି, ଏଟିଏମ୍‌ ସହ ଉଠାଇନଲେ ! ଟେର୍ ପାଉନି ପୋଲିସ

ମଧ୍ୟରାତ୍ରୀରେ ଭୁବନେଶ୍ୱର ଲିଙ୍ଗିପୁର ଅଞ୍ଚଳରେ ଏକ SBI ଏଟିଏମ୍‌ରୁ ଏଭଳି ଲୁଟ୍ ହୋଇଛି । ମେସିନ୍ ଲୁଟ୍ ପରେ ସେଥିରୁ ସବୁ ଟଙ୍କା ନେଇ ଭଙ୍ଗା ମେସିନଙ୍କୁ ବି ଫିଙ୍ଗି ଦେଇଛନ୍ତି ଲୁଟେରା ।

BJB College
BJB କଲେଜରେ ନକଲି ଛାତ୍ରଛାତ୍ରୀ, ଥାନାରେ ଅଭିଯୋଗ କଲେ କର୍ତ୍ତୃପକ୍ଷ

ବିଜେବି ସ୍ୱୟଂଶାସିତ କଲେଜର ଅଧ୍ୟକ୍ଷ ନିରଞ୍ଜନ ମିଶ୍ର ଏନେଇ ବଡ଼ଗଡ଼ ଥାନାରେ ଏତଲା ଦେଇଛନ୍ତି । ପୋଲିସ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

fake doctor
ବହୁପତ୍ନୀକ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଦ୍ୱିତୀୟ ପତ୍ନୀ ଗିରଫ, ଝାଡ଼ଖଣ୍ଡରୁ ଗିରଫ କଲା କମିଶନରେଟ୍ ପୋଲିସ୍

ବନ୍ଧା ହେଲେ ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଦ୍ୱିତୀୟ ପତ୍ନୀ । ରମେଶଙ୍କ ଦ୍ୱିତୀୟ ପତ୍ନୀ କମଳା ସ୍ୱାଇଁଙ୍କୁ ଝାଡ଼ଖଣ୍ଡରୁ ଗିରଫ କଲା କମିଶନରେଟ୍ ପୁଲିସ୍ ।

atm loot
ରାଜଧାନୀରେ ପୁଣି ମାତିଲେ ଏଟିଏମ୍ ଲୁଟେରା : ପୂରା ଏଟିଏମ ମେସିନକୁ ତାଡ଼ିନେଲେ ଦୁର୍ବୃତ୍ତ

ନୂଆ ତରିକାରେ ଶିଶୁପାଳଗଡ଼ ଇନ୍ଦିରାକଲୋନୀ ଏସବିଆଇ ଏଟିଏମ ଲୁଟ କରାଯାଇଛି । କେବଳ ଟଙ୍କା ନୁହେଁ ମେସିନ୍‌ ମଧ୍ୟ ନେଇ ପଳାଇ ଯାଇଛନ୍ତି ଲୁଟେରା ।

CameraMan MurderCase
ମାନସଙ୍କ ଅଧାପୋଡ଼ା ଚପଲ, ଇୟରଫୋନକୁ ଚିହ୍ନିଲେ ପରିବାର ଲୋକେ

୩ ଦିନିଆ ରିମାଣ୍ଡରର ଆଜି ଦ୍ୱିତୀୟ ଦିନ। ମୁହାଁମୁହିଁ କରି ସତ ବାହାର କରୁଛି କ୍ରାଇମବ୍ରାଞ୍ଚ।

Manas Swain
ମାନସ ସ୍ୱାଇଁ ହତ୍ୟା ମାମଲାରେ ନୂଆ ମୋଡ଼ ! ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ, CBI ତଦନ୍ତ ଦାବି

କ୍ରାଇମବ୍ରାଞ୍ଚ ପ୍ରଥମେ ଅଭିଯୁକ୍ତ ଶର୍ମିଷ୍ଠାକୁ ୫ ଦିନ ରିମାଣ୍ଡ ଆଣି ତଦନ୍ତ ଚଳାଇଥିବା ବେଳେ ପୁଣି ଦ୍ୱିତୀୟ ଥର ପାଇଁ ୩ ଦିନ ରିମାଣ୍ଡରେ ନେଇଛି ।

LOOT
ଓଡ଼ିଶାକୁ ବ୍ୟବସାୟ ପାଇଁ ଆସି ଲୁଟ୍‌ର ଶିକାର ହେଲେ ଆନ୍ଧ୍ର ବ୍ୟବସାୟୀ

ବନ୍ଧୁକ ଦେଖାଇ ଲୁଟି ନେଲେ ୫୦ ଲକ୍ଷ ଟଙ୍କାର ସୁନା । ରାୟଗଡ଼ା ଶେଷଖାଲ ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏହି ଘଟଣା ।

death
ପୂର୍ବ ଶତ୍ରୁତାରୁ ଶାଳୀକୁ ହାଣି ହତ୍ୟା କଲା ଭିଣୋଇ : ରେଢ଼ାଖୋଲ ଥାନା କାଣ୍ଡତଇଲା ଗାଁରେ ଜଘନ୍ୟ ହତ୍ୟାକାଣ୍ଡ

ଶାଳୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ଭିଣୋଇ । ପୂର୍ବ ଶତ୍ରୁତା ପାଇଁ ଚାଲିଗଲା ଜୀବନ ।

Koraput police nab kingpin of fake job racket
ଚାକିରି ନାଁରେ ଲୁଟୁଥିଲେ ପୁଳା ପୁଳା ଟଙ୍କା, ଏବେ ହାଜତ ଭିତରେ...

ବଡ଼ କଂପାନୀରେ ଚାକିରି କରାଇଦେବାକୁ କହି ବଡ଼ ଧରଣର ଠକେଇ । କୋରାପୁଟରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ।

Body of man found in Berhampur
ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗ୍ୟାରେଜରୁ ମିଳିଲା ମୃତଦେହ

ଦେଶୀ ପିସ୍ତଲରେ ନିଜକୁ ଗୁଳି କରି ଗ୍ୟାରେଜ ଦୋକାନୀଙ୍କ ଆତ୍ମହତ୍ୟା। କୌଣସି କାରଣକୁ ନେଇ ଗତକାଲି ସକାଳେ ପତ୍ନୀଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା।

manas murder case
ସିନ୍ ରିକ୍ରିଏସନ୍ ଓ ଜେରା ସତ୍ତ୍ୱେ ସ୍ପଷ୍ଟ ହେଲାନି ମାନସଙ୍କୁ ହତ୍ୟା କରିବାର ଅସଲ ଉଦ୍ଦେଶ୍ୟ : ଆଶଙ୍କାରେ କ୍ରାଇମବ୍ରାଞ୍ଚ, ଚିପ୍ ମିଳିବା ଆଶା କମ୍

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଶର୍ମିଷ୍ଠା ଆଣ୍ଡ କୋଙ୍କ ସରିଲା ପ୍ରଥମ ପର୍ଯ୍ୟାୟ କ୍ରାଇମବ୍ରାଞ୍ଚ ରିମାଣ୍ଡ । ଏବେ ଦ୍ୱିତୀୟ ପର୍ଯ୍ୟାୟର ରିମାଣ୍ଡକୁ ସାମ୍ନା କରିବେ ଶର୍ମିଷ୍ଠା ରାଉତ ଓ ସହଯୋଗୀ ଝୁନା ଭୋଇ । କାଲିଠୁ ଆରମ୍ଭ ହେବ ୩ଦିନିଆ ରିମାଣ୍ଡ ଅବଧି

Sarmistha Rout
ବଢିଲା ଶର୍ମିଷ୍ଠାଙ୍କ ରିମାଣ୍ଡ ଅବଧି

୫ ଦିନ ପାଇଁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ କୋର୍ଟଙ୍କୁ ଅନୁରୋଧ କରିଥିଲା।