କାଲି ଭାଇ-ଭଉଣୀ, ଆଉ ଆଜି ମାଆ। ତିନିହେଁ ଚିରଦିନ ପାଇଁ ଆଖିବୁଜିଥିବା ବେଳେ, ବାପା ଏବେବି ଗୁରୁତର। ଗୋଟିଏ ପରିବାର ଉପରେ ହଠାତ୍ ଏଭଳି ଅକାଳ ବିପଦ ମାଡ଼ି ଆସିବା ପଛରେ କାରଣ କଣ? ଫୁଡ୍ ପଏଜନିଂ, ସୁଇସାଇଡ୍, ନା ପ୍ରି-ପ୍ଲାନ୍ଡ ମର୍ଡର୍?
Published: Chandan Shishu
Last updated: 04 September 2022, 11:46 PM IST
ଏବେବି ଅସ୍ପଷ୍ଟ କିଏ ହଂସିତାଙ୍କ ସ୍ବାମୀ? ଗୋଟିଏ ପଟେ ସରୋଜ ସାହୁଙ୍କୁ ନିଜର ସ୍ବାମୀ କହି ନିଜର ଅନ୍ତରୀଣ ଜାମିନ ଆବେଦନ କରିଛନ୍ତି। ସେପଟେ ନିୟମିତ ଜାମିନ ପାଇଁ ଦାଖଲ କରିଥିବା ପିଟିସନରେ ନିଜର ସ୍ବାମୀ ଭାବେ ଅନୀଲ ମହାନ୍ତିଙ୍କୁ ଦର୍ଶାଇଛନ୍ତି। ଯାହାକୁ ନେଇ କୋର୍ଟ ହଂସିତାଙ୍କ ଅନ୍ତରୀଣ ଜାମିନ ଆବେଦନ ଖାରଜ କରିଛନ୍ତି।