ସରକାର ଦେଉଥିବା ରାସନ ପାଇବା ପାଇଁ ଦିବ୍ୟାଙ୍ଗଙ୍କ ପରିବାର ବାରମ୍ବାର ଡିଲରଙ୍କୁ ଗୁହାରି କରିଥିଲା, ନେହୁରା ବି ହୋଇଥିଲା । ହେଲେ କିଛି ଶୁଣିନଥିଲେ ଡିଲର ।
କେଉଁ ଆଧାରରେ ସ୍ୱାମୀ ପ୍ରଶାନ୍ତଙ୍କ ପରିବାର ଲୋକେ କହିଥିଲେ, ପ୍ରଜ୍ଞାଙ୍କୁ କ୍ୟାନ୍ସର ହୋଇଛି ବୋଲି? ଏଭଳି କହିବା ପଛର ଉଦ୍ଦେଶ୍ୟ କଣ ?
ଶାଶୁ ଘର ଲୋକଙ୍କ ନିର୍ଯାତନା ସହିନପାରି ଶେଷରେ ଜୀବନ ହାରିଲେ ନବବଧୂ। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜିଜିପି କଲୋନୀରୁ ଏଭଳି ଅଭିଯୋଗ ଆସିଛି।
ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ମାଗିଛନ୍ତି ସୋ-କଜ୍ ନୋଟିସ । କୋକିଂ କୋଲ୍ ଚାଲାଣକୁ ନେଇ କାରଣ ଦର୍ଶାଅ ନୋଟିସ୍ ।
ଆଜି ସକାଳୁ ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ଗିରଫ କରିଛି ସିବିଆଇ । ଗିରଫ କରିବା ପରେ ତାଙ୍କୁ କୋର୍ଟ ଚାଲାଣ ମଧ୍ୟ କରିଛି ।
ଦୀପିକାଙ୍କୁ ଓ ପୁଅକୁ ତାଙ୍କ ସ୍ୱାମୀ ବା ପ୍ରେମିକ ଗ୍ରହଣ ନକଲା ଯାଏଁ ଏହି ଧାରଣା ଚାଲିବ ବୋଲି ସେ ଚେତାବନୀ ଦେଇଛନ୍ତି ।
ଚାକିରି ଖୋଜୁ ଖୋଜୁ ଅପରାଧୀ ପାଲଟିଥିବା ବିକାଶ ଏବେ ପୋଲିସ୍ ହାତରେ ଧରାପଡ଼ିଛି ।
ବେଆଇନ୍ ମଦ କାରବାର ଅଭିଯୋଗରେ ତହସିଲଦାର ଚଢ଼ାଉ କରିଥିଲେ
ଦୁଇ ଦୁଇ ଜଣଙ୍କ ବିୟୋଗ ପରେ ନିଃସଙ୍ଗ ସାନଝିଅ ଓ ବାପା, ରୋଜଗାର ନଥିବାରୁ ବଢ଼ିଲା ଚିନ୍ତା…
ଘରୋଇ କମ୍ପାନିକୁ ଅହେତୁକ ଅନୁକମ୍ପା ଅଭିଯୋଗରେ ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ ଦାସ ଗିରଫ, OSL DGMଙ୍କ ସହ ଆଉ ୩ ଜଣଙ୍କୁ ବାନ୍ଧିଲା ସିବିଆଇ...
ଅର୍ପିତା ମୁଖାର୍ଜୀ ଏବଂ ପାର୍ଥ ଚାଟାର୍ଜୀଙ୍କ ମିଲିଭଗତର ସମସ୍ତ ପ୍ରମାଣ ଇଡି ହାତରେ ।
ସାମାନ୍ୟ କେଇଟା ଟଙ୍କା ପାଇଁ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ । ବିହାର ବେଗୁସରାଇରେ ୨୧ ବର୍ଷୀୟା ନବବିବାହିତା ଅଞ୍ଜଳିଙ୍କୁ ହତ୍ୟା କରାଯାଇଛି ।
ମହିମା ମିଶ୍ରଙ୍କ ଘରେ ସିବିଆଇ ରେଡ୍ ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି...
ପାରାଦୀପ ବନ୍ଦର ଗେଷ୍ଟ ହାଉସ୍ରେ ମହିମା ମିଶ୍ର ଓ ତାଙ୍କ ପୁଅ ଚନ୍ଦନଙ୍କୁ ସିବିଆଇ ୬ ଘଣ୍ଟା ଜେରା କରିଥିଲା। ଗତକାଲି ସକାଳୁ ସିବିଆଇ ଟିମ୍ ମହିମାଙ୍କ କଟକ ସ୍ଥିତ ଘର, ଅଫିସ୍ ଓ ପାରାଦୀପ ଅଫିସ୍ରେ ରେଡ୍ କରିଥିଲା।
ଆକ୍ରୋଶର ନିଆଁରେ ଜଳୁଥିବା ଅମର କିନ୍ତୁ ଥିଲେ ନଛୋଡ଼ବନ୍ଧା।
ଅନଲାଇନରେ୍ ତୁରନ୍ତ ଲୋନ୍ ଖୋଜୁଛନ୍ତି କି? ସର୍ଚ୍ଚ କରୁଛନ୍ତି କି ଅନଲାଇନ୍ ଲୋନ୍ ଆପ୍? ଯଦି ହଁ, ଆପଣ ପଡିପାରନ୍ତି ଠକେଇ ଜାଲରେ । କାରଣ, ସହଜରେ ଏବଂ ହାତପାହାନ୍ତାରେ ଲୋନ୍ ଦେବା ଆଳରେ ଚାଲିଛି ବଡ ଧରଣର ଚିଟିଂ ବ୍ଲାକ୍ମେଲିଂ, ମାନସିକ ନିର୍ଯାତନା ଏବଂ ଫଟୋକୁ ଅଶ୍ଳୀଳ କରି ଭାଇରାଲ କରିବା ଭଳି ଘଟଣା ବଢିଚାଲିଛି ।
କେତେବେଳେ କେଉଁଠୁ କଲ ଆସିବ କିମ୍ବା ମୋବାଇଲ୍ରେ କେଉଁ ସୁଇଚ୍ ଚିପି ହୋଇଯିବ, ଆଉ ଆଖି ପିଛୁଳାକେ ସାରା ଜୀବନର ସଞ୍ଚୟ ଉଭାନ ହୋଇଯିବ ।
ପୁଣି ସାମ୍ନାକୁ ଆସିଲା ଏସସିବିର ସତ। ବିନା ଲାଞ୍ଚରେ କାମ କରୁନି କିଛି ବିଭାଗ? ହାତଗୁଞ୍ଜା ନଦେଲେ ଅଲଟ୍ରାସାଉଣ୍ଡ ହେଉଛି ସ୍ୱପ୍ନ...ମନମୁଖି ରୋଗୀ ଓ ସମ୍ପର୍କୀୟଙ୍କୁ ଲୁଟ୍ କରୁଛନ୍ତି ଠିକା ସଂସ୍ଥାର ସିକ୍ୟୁରିଟି। ଦେଖନ୍ତୁ ଓଟିଭିର ଗ୍ରାଉଣ୍ଡ ରିପୋର୍ଟ
କଟକସ୍ଥିତ OSL ଅଫିସ୍ରେ ସିବିଆଇ ରେଡ୍ ।
ପଟିଆଲାସ୍ଥିତ ଏସବିଆଇର ମୁଖ୍ୟ ଶାଖାରେ ଏଟିଏମରେ ରଖିବାକୁ ବ୍ୟାଗରେ ନଗଦ ଟଙ୍କା ରଖାଯାଇଥିଲା। ତେବେ ହଠାତ୍ ବ୍ୟାଗଟି ଉଭାନ୍ ହୋଇଯାଇଥିଲା।
ଫେରାର ମାରିବା ପୂର୍ବରୁ ଲାଞ୍ଚୁଆ ଅଧିକାରୀଙ୍କୁ ଧରିଲା ପୋଲିସ୍ ।
ଏବେ ସବୁଠୁ ଅଧିକ ହେଉଛି ନ୍ୟୁଡ୍ କଲ୍ ଠକେଇ । ଲୋକଲଜ୍ଜାକୁ ଡରି ଥାନାକୁ ଆସୁନାହାନ୍ତି ପୀଡ଼ିତ । ତୁରନ୍ତ ଏତଲା ଦେବାକୁ ଭୁବନେଶ୍ୱର ଡିସିପିଙ୍କ ପରାମର୍ଶ ।
ସାଇବର କ୍ରାଇମ ନେଇ ଲୋକଙ୍କୁ ସତର୍କ ହେବା ନେଇ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ।
ସାବଧାନ ହୁଅନ୍ତୁ...କାରଣ ଆପ୍ ଡାଉନଲୋଡ୍ କରିବା ମାତ୍ରେ ଖାଲି ହୋଇପାରେ ଆକାଉଣ୍ଟ
ଦାରିଦ୍ର୍ୟତା ଯୋଗୁଁ ବିଧବା ମାଆ, ଝିଅ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି ।