• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

3 kg gold ornaments, Rs 2 lakh looted from Gunupur jeweler in broad daylight
ଦୋକାନ୍ ସାମ୍ନାରୁ ଲୁଟିନେଲେ ୩ କେଜି ସୁନା ଗହଣା

ଦୋକାନ ସାମ୍ନାରୁ ଲୁଟି ନେଲେ ୩ କେଜି ସୁନା ଗହଣା । ଗୁଣପୁର ହଳଦିଆ ନାଳ ନିକଟ ଗହଣା ଦୋକାନ ସାମ୍ନାରୁ ଏହି ଲୁଟ୍ ହୋଇଛି ।

 Former ward member of Manoharpur village beaten to death with iron rods allegedly by four miscreant
ଭୋଜି ଖାଇବାକୁ ଡାକିନେଇ ପିଟିପିଟି ମାରିଦେଲେ !

ଭୋଜି ହେଲା କାଳ । ଭୋଜି ଖାଇବାକୁ ଡାକିନେଇ ପୂର୍ବତନ ୱାର୍ଡମେମ୍ବରଙ୍କୁ ନୃଶଂସ ଭାବେ ପିଟିପିଟି ମାରିଦେଲେ ୪ ଦୃର୍ବୁତ୍ତ ।

Class 10 girl student was on her way to school reportedly to bring admit card for the upcoming board
ସ୍କୁଲ ଯାଉଥିବା ବେଳେ ମରଣାନ୍ତକ ଆକ୍ରମଣର ଶିକାର ହେଲେ ଛାତ୍ରୀ

ସ୍କୁଲ ଯାଉଥିବା ବେଳେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ । ସୁବର୍ଣ୍ଣପୁର ଜିଲ୍ଲା ଭଣ୍ଡାର ପଞ୍ଚାୟତର ଚୁଲିମାଳ ଗାଁରୁ ସାମ୍ନାକୁ ଆସିଛି ଏହି ଘଟଣା ।

Loot In Balangir
୫ ସେକେଣ୍ଡରେ ଖେଳ ଶେଷ ! ସ୍କୁଟି ଡିକି ତାଡ଼ି ଲୁଟି ନେଲେ ୨ ଲକ୍ଷ ଟଙ୍କା

ସ୍କୁଟି ଡିକି ତାଡ଼ି ୨ ଲକ୍ଷ ୪୦ ହଜାର ଟଙ୍କା ଲୁଟ୍‌ । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ ସ୍କୁଟି ଡିକି ତାଡ଼ି ୨ ଲକ୍ଷ ୪୦ ହଜାର ଟଙ୍କା ଲୁଟି ନେଲେ ଦୁଇ ଦୁର୍ବୃତ୍ତ ।

Fire
ମଦ୍ୟପ ମାମୁଁ ! ଭାଣିଜୀ ଦେହରେ ଲଗାଇଲା ନିଆଁ

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମାମୁକୁ ଅଟକ ରଖି ପଚରାଉଚରା କରୁଛି ।

Omfed Scam
ଓମଫେଡ୍‌ରେ ୨୦୭ କୋଟିର ହେରଫେର୍‌ ! କ୍ରାଇମ୍‌ବ୍ରାଞ୍ଚ କରିବ ତଦନ୍ତ

କେଉଁଠି ମିଛ ବିନିଯୋଗ ପ୍ରମାଣପତ୍ର ଦେଇ, ତ କେଉଁଠି ବିନା ଅନୁମୋଦନରେ ଗୋଟିଏ କାମ ପାଇଁ ଆସୁଥିବା ଟଙ୍କାକୁ ଅନ୍ୟତ୍ର ଖର୍ଚ୍ଚ କରି ଶହ ଶହ କୋଟି କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ହେରଫେର ହୋଇଛି ଏବଂ ଯାହାର ହିସାବ ଓମ୍ଫେଡ୍ ପାଖରେ ନଥିବା ଶୁଣିବାକୁ ମିଳିଛି ।

Chhatrapur Murder Case
ଭାବି ସ୍ୱାମୀଙ୍କୁ ହତ୍ୟା ଦୁଃଖ ସହିପାରିଲେନି ଭାବିପତ୍ନୀ, ଶେଷରେ ବିଷ ପିଇଦେଲେ

ଗଞ୍ଜାମ ହଂସପୁରରେ ତୁମୁଳକାଣ୍ଡ । ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ହିଂସାତ୍ମକ ମୋ଼ଡ ନେଲା ଆନ୍ଦୋଳନ ।

Chhatrapur Murder Case
ଭାବି ସ୍ୱାମୀଙ୍କ ହତ୍ୟା ଓ ଯୁବତୀଙ୍କ ଆତ୍ମହତ୍ୟାକୁ ନେଇ ତୁମୁଳକାଣ୍ଡ

ମେ ୧୩ ତାରିଖରେ ଧୂମଧାମରେ ହୋଇଥାନ୍ତା ବିବାହ। ପରସ୍ପରକୁ ଜୀବନ ସାଥୀ କରି ସାତ ଜନ୍ମ ପାଇଁ ଶପଥ ନେଇଥାନ୍ତେ ଉଭୟ ପତି-ପତ୍ନୀ। ହେଲେ ବ୍ୟବସାୟିକ ଶତ୍ରୁତାରୁ ଭାବି ସ୍ୱାମୀଙ୍କୁ ହତ୍ୟା ପରେ ନିୟତିର ଏ ନିଷ୍ଠୁର ବିଚାରକୁ ସହଜେ ଗ୍ରହଣ କରିପାରିଲେନି ଭାବି ପତ୍ନୀ।

Ganjam Police
ପୋଲିସକୁ ପିଟିଲେ; ସାମ୍ବାଦିକଙ୍କୁ ଦୁର୍ବ୍ୟହାର କଲେ, ମୋବାଇଲ ଛଡ଼ାଇନେଲେ

ତିନି ଦିନ ପୂର୍ବେ ଜଣେ ବ୍ୟବସାୟୀଙ୍କୁ ସେଠାରେ ହତ୍ୟା କରାଯାଇଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ସେହି ଉତ୍ତେଜନା ଟିକେ ନଥମୁଣୁ ତାଙ୍କ ଭାବି ପତ୍ନୀ ସେହି ଦୁଃଖରେ ଆତ୍ମହତ୍ୟା କରିଛନ୍ତି ।

Bulldozer ATM Booth
ବୁଲଡୋଜର ଲଗାଇ ତାଡ଼ିନେଲେ ଏଟିଏମ୍

କ୍ୟାପସନ୍‌ରେ ସେ ଉଲ୍ଲେଖ କରିଛନ୍ତି ଯେ - ପୁଣିଥରେ ବୁଲଡୋଜର।

Nayagarh CDMO Raid
କି ସାହସ.. ମାନିବାକୁ ପଡ଼ିବ ! ସରକାରୀ ଘରେ ମେଡିକାଲ ପରିସରରେ ଡାକ୍ତର ଖୋଲିଥିଲେ କ୍ଲିନିକ୍‌

ସରକାରୀ ଡାକ୍ତରଖାନାରେ ସେବା ପ୍ରଥମ । ତା’ ପରେ ଘରୋଇ ଚିକିତ୍ସା କରିପାରିବେ ଡାକ୍ତର । ହେଲେ ଡା. ଦୀକ୍ଷିତଙ୍କର ଓପିଡି ଲିଷ୍ଟରେ କେବେ ବି ନାଁ ନାହିଁ।

Vigilance Raid
ଏଠି GRS ବି କୋଟିପତି ! ୫୯ଟି ପ୍ଲଟ୍‌ ସହ ସମ୍ପତ୍ତି ଦେଖିଲେ ଆଖି ଟେରା ହୋଇଯିବ

ରଘୁନାଥପୁର ପୈତୃକ ଘର ଓ କଳାରାହାଙ୍ଗ ଅଫିସ୍ ସମେତ ୬ଟି ସ୍ଥାନରେ ରେଡ୍ ।

 Chatrapur Trader Murder
ଅଧୁରା ରହିଗଲା ସ୍ୱପ୍ନ: ବିବାହ ପୂର୍ବରୁ ବ୍ୟବସାୟୀଙ୍କୁ ହତ୍ୟା, ଜୀବନ ହାରିଲେ ଭାବି ପତ୍ନୀ

ବ୍ୟବସାୟୀଙ୍କୁ ପିଟିପିଟି ହତ୍ୟା ପରେ ଆତ୍ମହତ୍ୟା କଲେ ଯୁବତୀ। ବ୍ୟବସାୟୀଙ୍କ ସହ ବିବାହ ସ୍ଥିର ହୋଇଥିବା ଯୁବତୀ ଆତ୍ମହତ୍ୟା କରିଛନ୍ତି।

Loot In Bhubaneswar
ଅସୁରକ୍ଷିତ ରାଜଧାନୀ, ଭୟଭୀତ ଲୋକେ: ବନ୍ଧୁକ ମୁନ୍‌ରେ ଲୁଟ୍‌, ଲୁଟେରାଙ୍କୁ ଧରିବାରେ ପୋଲିସ୍‌ ଫେଲ୍‌ !

ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ୱର। ଲୁଟ୍‌ ଲାଗି ସୁନା ଦୋକାନୀଙ୍କୁ ଫାୟାରିଂ କରି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

double murder
ସଇତାନ୍‌ ସ୍ୱାମୀର ନୃଶଂସକାଣ୍ଡ: ପତ୍ନୀ ସହ ଶାଳୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା

ଗତ ଗୁରୁବାର ଦିନ ନର୍ସ ଭାବେ ରାଜଧାନୀର ଏକ ଘରୋଇ ମେଡିକାଲରେ କାମ କରୁଥିବା ଶାଳୀ ସରସ୍ୱତୀଙ୍କୁ ଅପରାହ୍ନ ସାଢ଼େ ୩ଟାବେଳେ ନିଜ ଘରକୁ ଆଣିଥିଲା

Accused Actor Arrested
'ମୋ ସହ ୨ ବର୍ଷ ସମ୍ପର୍କ ରଖି ଛାଡିଦେଲେ, ସବୁ ପ୍ରମାଣ ରଖିଛି'

 ସେ ମୋତେ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ

Bolangir MBBS Student Death
ରହସ୍ୟ ଘେରରେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ: ସାମ୍ନାକୁ ଆସିଲା ଚାଟିଂ

ବିଦେଶରେ ଥିବା ଜଣେ ବନ୍ଧୁଙ୍କ ସହ ନିଶାନ୍ତଙ୍କ ହ୍ୱାଟ୍ସଆପ୍‌ ଚାଟିଂ ଏବେ ସାମ୍ନାକୁ ଆସିଛି। କଲେଜରେ କିଭଳି ରାଗିଂ ଚାଲିଥିଲା ସେନେଇ ଚାଟିଂରେ ନିଶାନ୍ତ ବନ୍ଧୁଙ୍କ ଶେୟାର କରିଥିବା ଦେଖିବାକୁ ମିଳିଛି। 

Gang Rape
ଯୁବତୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ...୩ ଗିରଫ

ଯୁବତୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ ଅଭିଯୋଗ । ସୁବର୍ଣ୍ଣପୁରରୁ ଆସିଛି ଏହି ସଙ୍ଗୀନ ଅଭିଯୋଗ ।

SCB Hospital Doctor Arrested
SCB ଡାକ୍ତରଙ୍କ ୩ ପତ୍ନୀ, ଏକାଧିକ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ...

ବହୁ ମହିଳାଙ୍କୁ ବିବାହ କରିବା ଅଭିଯୋଗରେ କଟକ ଏସ୍‌ସିବି ମେଡିକାଲ୍‌ କଲେଜର ଡାକ୍ତର ଆଶିଷ ପଟ୍ଟନାୟକଙ୍କୁ ପୋଲିସ୍‌ ଗିରଫ କରିଛି।

Additional Tehsildar Arrested
ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଅତିରିକ୍ତ ତହସିଲଦାର, ହେଲେ ଜାଣି ନଥିଲେ ଦିନେ ଏମିତି ହେବ....

ବିବାହିତ ହୋଇ ମଧ୍ୟ ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ ଅତିରିକ୍ତ ତହସିଲଦାର। ଏପରିକି ସମ୍ପୃକ୍ତ ଯୁବତୀଙ୍କ ଅନିଚ୍ଛା ସତ୍ତ୍ୱେ ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ, ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ।

 Double Murder In Bhubaneswar
ରାଜଧାନୀରେ ଡବଲ୍‌ ମର୍ଡର, ଘର ଭିତରୁ ମିଳିଲା ୨ ମହିଳାଙ୍କ ମୃତଦେହ

ରାଜଧାନୀରେ ଡବଲ୍‌ ମର୍ଡର। ଘର ଭିତରୁ ଜଣେ ମହିଳା ଓ ତାଙ୍କ ସାନ ଭଉଣୀଙ୍କ  ମୃତଦେହ ଉଦ୍ଧାର କରାଯାଇଛି। 

BJD Leader Murdered In Ganjam
ଗଞ୍ଜାମରେ ବିଜେଡି ନେତାଙ୍କୁ ମର୍ଡର ! ବିଲରୁ ମିଳିଲା ମୃତଦେହ

ଗଞ୍ଜାମ ଜିଲ୍ଲାରେ ୨ଜଣ ବିଜେଡି ନେତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି।

ଅଭିଯୁକ୍ତା ସିଲସିଲା ବେହେରା
ଡ୍ରାଇଭର ଅଶୋକ ସାହୁଙ୍କ ସହ ମୋର ସମ୍ପର୍କ ଭାଇ-ଭଣଣୀ ପରି

ଗତ ୪ ବର୍ଷ ଧରି ସେ ପରକୀୟା ସମ୍ପର୍କରେ ରହିଆସୁଛନ୍ତି।

Hanuman coins recovered from a dacoit gang
ଡକାୟତି ଘଟଣାର ତଦନ୍ତ କରୁ କରୁ ପୋଲିସ୍‌କୁ ମିଳିଲା ହନୁମାନ ପଇସା

ଡକାୟତ ଗ୍ୟାଙ୍ଗ ଠାରୁ ୨ଟି ହନୁମାନ ପଇସା ମିଳିଛି। ୨ଟି ପୃଥକ ଡକାୟତି ମାମଲାରେ ୧୦ ଡକାୟତଙ୍କୁ ପୋଲିସ ଗିରଫ କରିଛି।

MBBS Student Death: Family Alleges Murder
‘ମୋ ପୁଅକୁ ମାରି ଦେଇଛନ୍ତି, ମୃତ୍ୟୁ ଦିନ ମୋ ସହ ସେ ଭିଡିଓ କଲିଂରେ କଥା ହୋଇଥିଲା’

ପୁଅକୁ ହତ୍ୟା କରାଯାଇଥିବା ନେଇ ନିଶାନ୍ତଙ୍କ ବାପା, ମା’ ଅଭିଯୋଗ ଆଣିଛନ୍ତି। ବଲାଙ୍ଗିରରେ ପହଞ୍ଚିବା ପରେ ନିଶାନ୍ତଙ୍କ ବାପା, ମା’ ଏହି ହତ୍ୟା ଅଭିଯୋଗ ଆଣିଛନ୍ତି।