ଏହି ନକଲି ରେଡ୍ ରୁପଚନ୍ଦ ମୁଖାର୍ଜୀ ଲେନ୍ ସ୍ଥିତ ସୁରେଶଙ୍କ ଘରେ ପଡ଼ିଥିଲା ।
ସମ୍ବଲପୁର କୋର୍ଟରୁମ୍ରେ ଭଙ୍ଗାରୁଜା ଘଟଣାରେ ୧୬ ଗିରଫ ।
ପ୍ରଥମଥର ପାଇଁଁ ମୁହଁ ଖୋଲିଲେ ଅର୍ଚ୍ଚନାର ବାପା । ଝିଅକୁ ଫସାଇ ଦିଆଯାଇଥିବା ଅଭିଯୋଗ ଆଣିଲେ ।
ରିମାଣ୍ଡରେ ଯିବେ ଅର୍ଚ୍ଚନା ନାଗ ଏବଂ ସ୍ୱାମୀ ଜଗବନ୍ଧୁ ଚାନ୍ଦ । ଉଭୟଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ଦେଲେ ଜିଲ୍ଲା ଜଜ୍ କୋର୍ଟ । ଅର୍ଚ୍ଚନାଙ୍କୁ ଆଉ ୬ ଦିନ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି । ଜଗବନ୍ଧୁ ଚାନ୍ଦଙ୍କୁ ୯ ଦିନ ରିମାଣ୍ଡରେ ନେବାକୁ ମଧ୍ୟ ଅନୁମତି ।
ଆଲକେମ୍ ଭଳି ପ୍ରତିଷ୍ଠିତ ବ୍ରାଣ୍ଡର ନକଲି ମେଡିସିନ କେମିତି ଓ କେଉଁଠୁ ବଜାରକୁ ଆସିଲା, ସେନେଇ ଖୋଳତାଡ଼ ଜାରି ରହିଛି । ନକଲି ମେଡିସିନ୍ ପଛରେ ବିଭାଗୀୟ ଅଧିକାରୀଙ୍କ ସଂପୃକ୍ତି ଥାଇପାରେ ବୋଲି ସନ୍ଦେହ କରୁଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର ।
ଅଭିଯୁକ୍ତ ପୁଅ ବିଠାଲା କୁଲାଲିକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ମନି ଲଣ୍ଡରିଂ ଆକ୍ଟରେ ତାଙ୍କୁ ଗିରଫ କରାଯାଇଛି ।
ବାହା ହୋଇଗଲା ପ୍ରେମିକା । ଅସହ୍ୟ ହେଲା ବିଚ୍ଛେଦ, ନିଜକୁ ନିଜେ ଗୁଳି ମାରି ଜୀବନ ହାରିଲା ନାବାଳକ
ହାତୀ ସୁରକ୍ଷା କରିଡର ପାଇଁ କଣ ସବୁ ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ।
ସମ୍ପତ୍ତି ପାଇଁ ଶ୍ୱଶୁରଙ୍କୁ ନିର୍ଘାତ ମାଡ଼ ! ରାସ୍ତାକୁ ଘୋଷାଡ଼ି ଆଣିବା ପରେ ଛାତି ଉପରେ ବସି ପଡ଼ିଲା ନୃଶଂସ ବୋହୂ
ପୀଡିତା ଛାତ୍ରୀଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟର ହେଲ୍ପଲାଇନ୍ ନମ୍ବରରୁ ଅଭିଯୋଗ ଆସିବା ପରେ ଆକ୍ସନକୁ ଆସିଲା ପୁଲିସ।
ଗତ ନଭେମ୍ବର ୩୦ରେ ହୋଇଥିବା ଆନ୍ଦୋଳନର FIR ଅନୁୟାୟୀ ୨୯ ଜଣ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବାର କାଉନ୍ସିଲ୍ ଅଫ ଇଣ୍ଡିଆ।
ଶିମିଳିପାଳ ହାତୀ ମୃତ୍ୟୁ ଘଟଣାର ଭୟାନକ ସତ..ଖୋଲୁଛି ଶିମିଳିପାଳ ହାତୀ ମୃତ୍ୟୁର ଗୁମର..ବନ କର୍ମଚାରୀ ହିଁ ମୃତ ହାତୀକୁ ପୋଡ଼ି ନଈରେ ଭସାଇଛନ୍ତି
ବ୍ଲାକମେଲ କ୍ୱିନ୍ର କଳା କାରବାରର ଚାଞ୍ଚଲ୍ୟକର ତଥ୍ୟ..ରାଜଧାନୀରେ କେମିତି ଚାଲୁଥିଲା ସେକ୍ସ ସ୍କାଣ୍ଡାଲ, କିଭଳି ଫଶୁଥିଲେ ବଡ଼ ବଡ଼ିଆ..ଆଉ କିଏ ହେଉଥିଲେ ମାଲାମାଲ୍?
ସମସ୍ତ ଘଟଣାକୁ ମାନିଲେ ୩ ଅଭିଯୁକ୍ତ ବନ କର୍ମଚାରୀ । ଅନ୍ୟ ଜଣେ କର୍ମଚାରୀ ବିଷପିଇ ଅାତ୍ମହତ୍ୟା ଉଦ୍ୟମ ଅଭିଯୋଗ ।
ଶ୍ରଦ୍ଧାଞ୍ଜଳି ମୁହଁରେ ନାଗ ସାମ୍ରାଜ୍ୟର ଗୁମର । ସହଯୋଗୀ ଖୋଲିଦେଲେ ବ୍ଲାକମେଲ କ୍ୱିନ୍ର କଳା ଧନ୍ଦାର ପୁରା ପୋଲ ।
ଇନ୍ପୋସିଟି ଥାନା ଆଇଆଇସିଙ୍କୁ ଫିଲ୍ଡ ପୋଷ୍ଟିଂ ନଦେବାକୁ କହିବା ସହ ଟ୍ରେନିଂରେ ପଠାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ଓଟିପି ନଦେଇ ବି ଟଙ୍କା ଗାୟବ୍ । କେମିତି ଜଣେ ସୁରକ୍ଷା ଏଜେନ୍ସି ଚଳାଉଥିବା ବ୍ୟକ୍ତି ଠକାମିର ଶିକାର ହେଲେ ..
ଦୁଷ୍କର୍ମ କରିବା ପରେ ଡାକ୍ତର ଜଣକ ଛାତ୍ରୀଙ୍କୁ ଧମକାଇଥିବା ସୂଚନା ମିଳିଛି ।
ହତ୍ୟା କରି ମାଟିରେ ପୋତି ଦିଆଯାଇଥିବା ଜଣେ ବ୍ୟକ୍ତିଙ୍କ ମୃତଦେହକୁ ୧୦ ବର୍ଷ ପରେ ମାଟିତଳୁ ପୋଲିସ ଉଦ୍ଧାର କରିଛି। ହତ୍ୟା ପରେ ମୃତଦେହ ପୋତାଯାଇଥିବା ସ୍ଥାନକୁ ଦୁଇ ଦିନ ଧରି ପୋଲିସ ଜେସିବି ସାହାଯ୍ୟରେ ଖୋଳିଥିଲା।
୩୬ ଘଣ୍ଟା ପରେ ବି ମିଳୁନି ଗୋଟିଏ ପରିବାରର ୩ ଜଣ ସଦସ୍ୟ ଓ ସେମାନଙ୍କର ଜଣେ ପଡ଼ୋଶୀଙ୍କ ପତ୍ତା। ଶନିବାର ଦିନ ଛତିଶଗଡ଼ କାଙ୍କେରରୁ ବିବାହ ଭୋଜି ଖାଇ ୪ ଜଣ କୋଣ୍ଡାଗାଁକୁ ଫେରୁଥିଲେ।
ମାତ୍ର ୫ କିଲୋମିଟର ଆସିବା ପରେ ସେମାନଙ୍କ ଫୋନ୍ ଅପହଞ୍ଚ ହୋଇଥିଲା।
ଶିମିଳିପାଳ ଘଟଣା ରାଜ୍ୟରେ ସିରିଜ୍ ହାତୀ କଙ୍କାଳ ମିଳିବା ରହସ୍ୟର ସତ ପଦାକୁ ଆଣିବା ଆଶା କରାଯାଉଛି।
ଚୋରି ହେବାର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।
ପ୍ରଥମେ ସ୍ୱାମୀ ଉପରେ କରାଇଲା ଆକ୍ରମଣ, ବଞ୍ଚିଯିବାରୁ ପ୍ରତିଦିନ ଦେଉଥିଲା ବିଷ