• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

School Teacher Killed Student
ଏତେ ନିର୍ଦ୍ଦୟ ଶିକ୍ଷକ ! ପରୀକ୍ଷାରେ ଭୁଲ କଲା ବୋଲି ଛାତ୍ରକୁ ପିଟିପିଟି ମାରିଦେଲେ..

ଶିକ୍ଷକ ତାଙ୍କୁ ପିଟି ପିଟି ଗୁରୁତର କରିଥିଲେ, ଆଉ ତାପରେ ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଲା । ଛାତ୍ରଙ୍କ ନାଁ ନିଖିଲ ଧୋରେ ।

Sameer Das - Dharmendra Sahoo
ଧର୍ମେନ୍ଦ୍ରଙ୍କ ଘରେ ପହଞ୍ଚିଲା ପୋଲିସ, ପତ୍ନୀ ଓ ରୋଷେୟା ପରିବାରକୁ ପଚରାଉଚରା

ଜବତ ସିସିଟିଭି ଫୁଟେଜ ସହ ଧର୍ମେନ୍ଦ୍ରଙ୍କ ୨ଟି ମୋବାଇଲକୁ ଯାଞ୍ଚ୍ ପାଇଁ ଫୋରେନ୍ସିକ୍ ଲାବକୁ ପଠାଇଛି ପୋଲିସ ।

Jacqueline
ଜାକଲିନ୍‌ଙ୍କୁ ମିଳିଲା ଜାମିନ, ମନି ଲଣ୍ଡରିଂ ମାମଲାରେ ଗିରଫ କରିପାରିବନି ପୋଲିସ

ଜାକଲିନଙ୍କ ଓକିଲ ଆବେଦନ କରିଥିବା ବେଲର ଶୁଣାଣି କରି କୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।

Sameer Mohanty Vs Dharmendra Sahoo
ଋଣ ଚାପ-ପାରିବାରିକ ବିବାଦ ନା ଅନ୍ୟ କିଛି ? ଧର୍ମେନ୍ଦ୍ର ସାହୁ ମୃତ୍ୟୁ ପଛରେ ରହିଛି ଅନେକ ରହସ୍ୟ..

ସମୀର ଦାଶଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଦାବି କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ।

BJD Leader Dharmendra Sahoo
ବିଜେଡ଼ି ନେତା ଧର୍ମେନ୍ଦ୍ର ସାହୁ ରହସ୍ୟଜନକ ମୃତ୍ୟୁ ମାମଲା, ମୋବାଇଲ୍‌ରୁ ମିଳିବ କି ମନ୍ତ୍ରୀଙ୍କ ଗୁପ୍ତ ଭିଡିଓ..

ସେହି ଭିଡିଓଟି ଲୋକଲୋଚନକୁ ଆସିବା ଆଗରୁ ଝୁଲନ୍ତା ଅବସ୍ଥାରେ ବାସଭବନରୁ ତାଙ୍କ ମୃତଦେହ ଉଦ୍ଧାର କରାଗଲା ।

Crime
ପୋଲିସ ନାକେଦମ୍ ! ନବୀନ ନିବାସ ସାମ୍ନା ଗଛରେ ଚଢ଼ି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ପୋଲିସ ପକ୍ଷରୁ ମିଳିଥିବା ସୁଚନା ଅନୁଯାୟୀ ମହିଳାଙ୍କ ଘର ଭଦ୍ରକ ଅଞ୍ଚଳରେ ବୋଲି ଜଣାପଡ଼ିଛି । ଉକ୍ତ ମହିଳାଙ୍କୁ ଉଦ୍ଧାର କରିଛି ପୋଲିସ । ତାଙ୍କୁ ଏୟାରପୋର୍ଟ ଥାନାରେ ଅଟକ ରଖି ପଚରାଉଚରା କରାଯାଛି । 

Lady Municipality staff murdered in Bolangir
ଗୋଟିଏପଟେ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ, ସେପଟେ ସହର ଭିତରେ ବୋହିଲା ରକ୍ତ ନଦୀ

ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିକଟରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପୌରସଂସ୍ଥାର ଜଣେ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର ହୋଇଛି। କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ତାହା ଜଣାପଡ଼ିନି।

  • Sunday, 25 September 2022
  • Murder
Mystery over BJD ZP member’s death
ଧର୍ମେନ୍ଦ୍ର ମୃତ୍ୟୁ ରହସ୍ୟ: ମୋବାଇଲ ଦେବ କି ସୁରାଗ ?

ଧର୍ମେନ୍ଦ୍ର ଯେଉଁ ରାଜନୈତିକ କାରଣରୁ ପରିବାରରେ ବିବାଦ କଥା କହିଛନ୍ତି, ତାପଛର ସତ୍ୟତା କଣ? ରାଜନୈତିକ ପ୍ରସଙ୍ଗରେ କିଏ ଓ କାହିଁକି ତାଙ୍କ ପରିବାରକୁ ଡିଷ୍ଟର୍ବ କରୁଥିଲେ? ଏଭଳି ନାନା ପ୍ରଶ୍ନ ଛିଡ଼ା ହୋଇଥିବାବେଳେ ରହସ୍ୟ ବଢ଼ାଉଛି ଧର୍ମେନ୍ଦ୍ରଙ୍କ ପଡ଼ୋଶୀଙ୍କ ଘରେ ଲାଗିଥିବା ସିସିଟିଭିର ଫୁଟେଜ୍।

Father kills her mother
ଅଢେଇ ବର୍ଷର ଛୁଆ କହିଲା ମାଆ ହତ୍ୟାର ଟିକିନିଖି କାହାଣୀ

ଅଢେଇ ବର୍ଷ ଛୁଆ ମୁହଁରେ ମାଆ ହତ୍ୟାର ଟିକିନିଖି କାହାଣୀ। ତାରି ଆଖି ସାମ୍ନାରେ କିଏ, କେଉଁଠି ଏବଂ କେମିତି ମାରିଲା ସବୁ କିଛି ବଖାଣୁଛି ତାର ଏଇ କୁନି ମୁହଁ। ଜୀବନ କଣ, ମୃତ୍ୟୁ କଣ କିଛି ଜାଣି ନଥିଲେ ବି, ଥାନା ଭିତରେ ସମ୍ପର୍କୀୟ ପଚାରୁଥିବା ସବୁ ପ୍ରଶ୍ନର ଉତ୍ତର ଦେଉଛି କୁନି ଝିଅ।

Mystery over BJD ZP member’s death
ଖୋଲିବ କି ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଗୁମର? ପୋଲିସ ହାତରେ ଲାଗିଛି ରହସ୍ୟଜନକ ମୋବାଇଲ୍

ଯେଉଁ ମୋବାଇଲ୍‌ରେ ରହିଛି ସେହି ବିବାଦୀୟ ତଥ୍ୟ ଏବଂ ଭିଡ଼ିଓ, ଯାହାକୁ ଲୋକଲୋଚନକୁ ଆଣିବେ ବୋଲି ମୃତ୍ୟୁ ଆଗରୁ କହିଥିଲେ ଧର୍ମେନ୍ଦ୍ର ସାହୁ। 

Father kills her mother
ମାଆ ହତ୍ୟାର ଲୋମଟାଙ୍କୁରା କାହାଣୀ ପୋଲିସ ଆଗରେ ବଖାଣିଲା ଅଢ଼େଇ ବର୍ଷର କୁନିଝିଅ

ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପରେ ସେ ତାର ଅପରାଧ ସ୍ବୀକାର କରିଛି।

Mobile Phone Found
ମିଳିଲା ଧର୍ମେନ୍ଦ୍ରଙ୍କ ଦୁଇଟି ମୋବାଇଲ୍‌: ଏବେ ସାମ୍ନାକୁ ଆସିବ ମୃତ୍ୟୁ ପଛର ଗୁମର

ଫୋନ୍‌ରେ ତାଙ୍କର କେଉଁ ଦୁଇଟି ଭିଡିଓ ରହିଛି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

CCTV Footage
ଧର୍ମେନ୍ଦ୍ରଙ୍କ ମୃତ୍ୟୁରେ ଟୁଇଷ୍ଟ ଆଣିଲା ସିସିଟିଭି ଫୁଟେଜ୍

ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ଏବେ ଅନେକ ପ୍ରଶ୍ନ ଛିଡ଼ା ହୋଇଛି । ଆତ୍ମହତ୍ୟା କରିଥିଲେ ଧର୍ମେନ୍ଦ୍ର ନା ଆଉ କିଛି ? ପଡ଼ୋଶୀ ଘରେ ଲାଗିଥିବା ସିସିଟିଭିରୁ ମିଳିଲା ବଡ଼ ସୁରାକ ।

Man Kills His Wife
କୁନି ଝିଅ ମୁହଁରେ ମା’ ହତ୍ୟାର କାହାଣୀ- ‘ମୁଁ ସବୁ ଦେଖିଛି, ମୋ ବାପା ହିଁ ମା’କୁ ତଣ୍ଟି ଚିପି ମାରିଛି’

କିଏ ତା’ ମାଆକୁ ମାରିଛି, କେମତି ମାରିଛି ପୋଲିସ ଆଗରେ ଗୋଟି ଗୋଟି କରି ପ୍ରତି ମୂହୁର୍ତ୍ତର ଘଟଣା କହିଛି ଅଢେଇ ବର୍ଷର ଝିଅ। 

  • Saturday, 24 September 2022
  • Murder
Female serial killer Elizabeth bathory from hungary
ସୌନ୍ଦର୍ଯ୍ୟ ପାଇଁ କରୁଥିଲେ ରକ୍ତସ୍ନାନ; ୬୦୦ରୁ ଅଧିକ ଯୁବତୀ ପଡ଼ିଗଲେ ବଳି

ସେ ଥିଲେ ମହାରାଣୀ, ସେ ଥିଲେ ବର୍ବର। ନୃଶସ ମହିଳା ସିରିଏଲ୍ କିଲର୍‌ଭାବେ ସେ ଜଣାଶୁଣା। ନିଜ ସୌନ୍ଦର୍ଯ୍ୟ ପାଇଁ କରୁଥିଲେ ରକ୍ତସ୍ନାନ। ଏଥି ପାଇଁ ମାରି ଦେଇଛନ୍ତି ୬୦୦ରୁ ଅଧିକ ଯୁବତୀ। ସେମାନଙ୍କ ସହ ଆଉ କ’ଣ ସବୁ କରୁଥିଲେ ଜାଣିବା ପାଇଁ ପଢନ୍ତୁ।

Look Out Notice
ଆପାର୍ଟମେଣ୍ଟରେ ଫ୍ଲାଟ୍‌ ଦେବାକୁ କହି ୨୦ କୋଟିର ଠକେଇ; ବିଲ୍ଡରଙ୍କ ନାଁରେ ଲୁକ୍‌ଆଉଟ୍‌ ସର୍କୁଲାର୍‌ ଜାରି

ଭୁବନେଶ୍ୱର ସାଂପୁର ଗଣପତି ମୌଜାରେ ଆପାର୍ଟମେଣ୍ଟ ଓ ଫ୍ଲାଟ ଯୋଗାଇଦେବାକୁ କହି ମନୋଜ ଲୋକଙ୍କ ଠାରୁ ୨୦ କୋଟି ଟଙ୍କା ଠକିଥିବା ଅଭିଯୋଗ ଥିଲା ।

Police Raid
ଦଶହରା ପୂର୍ବରୁ କମିଶନରେଟ୍ ପୋଲିସର ସ୍ପେଶାଲ ଡ୍ରାଇଭ

ରାତିରେ ବସ୍ତି ବୁଲି ସ୍ଥିତି ପରଖିଲେ ବିଭିନ୍ନ ଥାନାର ଅଧିକାରୀ...

NDPS Raid
ଯାଇଥିଲେ ଗଂଜେଇ ଧରିବାକୁ ହେଲେ ପାଇଗଲେ ମାଳ ମାଳ ରୂପା ଇଟା

ଯାଇଥିଲେ ଗଂଜେଇ ଧରିବାକୁ ହେଲେ ପାଇଗଲେ ମାଳ ମାଳ ରୂପା ଇଟା । ଖାଲି ରୂପା ଇଟା ନୁହଁ, ବିପୁଳ ଅଳଙ୍କାର ସହ ମିଳିଛି ଲକ୍ଷ ଲକ୍ଷ ଟଙ୍କା । ଯାହାକୁ ଦେଖି ତାଜୁବ୍ ଅବକାରୀ ଅଧିକାରୀ । ଗଂଜେଇ ଚାଲାଣ ଖବର ପାଇ କଟକ ଟାଙ୍ଗି ଟୋଲ୍ ଗେଟ୍‌ରେ ଚେକିଂ ବେଳେ ହାତରେ ଲାଗିଛି ଏସବୁ ସାମଗ୍ରୀ ।

NDPS Raid
ଆଳୁ ଖୋଳୁ ଖୋଳୁ ମହାଦେବ; କାର୍‌ର ସିକ୍ରେଟ୍ ଚାମ୍ବରରୁ ମିଳିଲା କ୍ୱିଣ୍ଟାଲେ ରୂପା ଇଟା

ଯାଞ୍ଚବେଳେ ମିଳିଲା ଆଖି ତରାଟିଲା ଭଳି ୧୩୯ କେଜିର ରୂପା ଇଟା, ୩୭ କେଜିର ଚାନ୍ଦି ଅଳଙ୍କାର ଓ ପାଖାପାଖି ୧୨ ଲକ୍ଷ ନଗଦ ଟଙ୍କା ।

Hanging Body
ଲିଭ୍‌ ଇନ୍‌ରେ ରହୁଥିଲେ ଯୁବତୀ; ମୃତ୍ୟୁ ପୂର୍ବରୁ ଆସିଥିଲା ବୟଫ୍ରେଣ୍ତ୍‌ର କଲ୍‌

ପୁରୁଷ ବନ୍ଧୁଙ୍କ ସହ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିଲେ । ହଠାତ୍‌ କ’ଣ ହେଲା ଯେ ନିଜ ଆପାର୍ଟମେଣ୍ଟରେ ଝୁଲି ପଡ଼ିଲେ ଯୁବତୀ । ଆଜି ଏପରି ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି।

Mo Bus
କାଲି ୧୫ ହଜାର ଆଜି ୨ ମୋବାଇଲ୍‌ ; କେତେ ସୁରକ୍ଷିତ ‘ମୋ ବସ୍‌’ ?

ଗତକାଲି ରାଜଧାନୀ ଭୁବନେଶ୍ୱରରେ ‘ମୋ ବସ୍‌’ରୁ ଜଣେ ଯାତ୍ରୀଙ୍କ ଠାରୁ ୧୫ ହଜାର ଟଙ୍କା ଲୁଟ୍ ହୋଇଥିବା ବେଳେ ଆଜି ଦୁଇ ଜଣ ଛାତ୍ରୀଙ୍କ ମୋବାଇଲ୍ ଚୋରି ହୋଇଯାଇଛି।

CHOR
ମିଛରେ ଚିତ୍କାର କଲେ ‘ବନ୍ଧୁକ ଆଣ.. ବନ୍ଧୁକ ଆଣ’, ଜୀବନ ବିକଳରେ ପଳାଇଲା ଚୋର... ଦେଖନ୍ତୁ ଭିଡିଓ

ଆଜି ଆପଣଙ୍କୁ ଆମେ ଯେଉଁ ଘଟଣା ସମ୍ପର୍କରେ କହିବୁ ତାହା ମିଛ ଉପରେ ଆଧାରିତ । ଜଣେ ବ୍ୟକ୍ତି ମିଛ କହି କିଭଳି ଲାଭ ପାଇଲେ ଏବଂ ଏକ ବଡ଼ ବିପଦରୁ ବର୍ତ୍ତିଗଲେ ତାହା ଆମେ ଆପଣଙ୍କୁ ଜଣାଇବୁ ।

Special story
‘ପରପୁରୁଷ ସହ ପତ୍ନୀର ଅବୈଧ ସମ୍ପର୍କ’ : ସ୍ୱପ୍ନରେ ଦେଖିଲେ ସ୍ୱାମୀ, ତା’ପରେ...

ସ୍ୱାମୀ ନା ସଇତାନ୍ । ସ୍ୱପ୍ନ ପାଇଁ ପତ୍ନୀକୁ ଛୁରୀରେ ଆକ୍ରମଣ ।

special report
ଗଞ୍ଜେଇ ରେଡ୍ ବେଳେ କାର୍‌ରୁ ଏକ କୁଇଣ୍ଟାଲ ରୁପା ଇଟା ଓ ୧୪ ଲକ୍ଷ ଜବତ

ଟାଙ୍ଗି ଟୋଲଗେଟରେ ଯାଞ୍ଚ ବେଳେ ଧରିଲେ ଅବକାରୀ ସ୍କ୍ୱାଡ୍

Sundargarh Addl Tehsildar under vigilance scanne
୨୨ଟି ପ୍ଲଟ୍, ୨ଟି ବହୁତଳ କୋଠା, ୨ଟି ବୋଲେରୋ : ବାବୁଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା

ଟାଙ୍ଗରପାଲିର ଅତିରିକ୍ତ ତହସିଲଦାରଙ୍କ ଘରେ ଚାଲିଛି ରେଡ୍ । ଦ୍ୱିତୀୟ ଦିନ ପାଇଁ ଭିଜିଲାନ୍ସ ରେଡ୍ ଜାରି । ଠାବ ହେଲାଣି ୨କୋଟିରୁ ଅଧିକ ସମ୍ପତ୍ତି ।