ନବୀନ ପଟ୍ଟନାୟକ ଓ ଭି.କେ ପାଣ୍ଡିଆନ୍ଙ୍କ ନାଁରେ ଦୁର୍ନୀତି ଅଭିଯୋଗ । ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ଏସ୍ପିଙ୍କ ଦ୍ୱାରସ୍ଥ ହେଲେ ଆଇନଜୀବୀ ।
ମ୍ୟାଟ୍ରିମୋନିରୁ ପରିଚୟ ହେବା ପରେ ଗତ ଅକଟୋବର ୨୩ରେ ହରିହରଙ୍କ ସହ ହୋଇଥିଲା ନିର୍ବନ୍ଧ। ପରେ ଫେବ୍ରୁୟାରୀ ୯ରେ ବୈଦିକ ରୀତିନୀତି ଅନୁଯାୟୀ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା କିନ୍ତୁ ପରେ ସବୁ କିଛି ବଦଳିଗଲା।
ସୁପ୍ରିମକୋର୍ଟଙ୍କ ତତ୍ୱାବଧାନରେ ହେବ ପେଗାସସ୍ ସଫଟୱେର ମାମଲାର ତଦନ୍ତ । ୩ ଜଣିଆ କମିଟି ଗଠନ କରିଛନ୍ତି ସୁପ୍ରିମକୋର୍ଟ । ଅଭିଯୋଗର ତଦନ୍ତ କରି ୮ ସପ୍ତାହ ମଧ୍ୟରେ ଅଦାଲତରେ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।