ଦୁଇ ମାସ ପୂର୍ବରୁ ସୁବ୍ରତ ଓ ଶାନ୍ତିଲତାଙ୍କ ମଧ୍ୟରେ ମନମାଳିନ୍ୟ ହୋଇଥିଲା।
କପେ ଚା’ ପାଇଁ ସ୍ୱାମୀର ନାରକୀୟ କାଣ୍ଡ । ସ୍ୱାମୀ-ସ୍ତ୍ରୀର ସମ୍ପର୍କ ଭୁଲିଗଲା ସ୍ୱାମୀ ।
ତେବେ ଶିଶୁ ଅପହରଣର କାରଣ ସ୍ପଷ୍ଟ ହୋଇନାହିଁ । ଏପଟେ ଅପହର୍ତ୍ତାଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।
ଲକ୍ଷ୍ୟଭ୍ରଷ୍ଟ ହେବାରୁ ଅଳ୍ପକେ ବର୍ତ୍ତିଗଲେ ବ୍ୟବସାୟୀ । କ୍ଷେତରାଜପୁର ଥାନା ପୋଦ୍ଦାର କଲୋନୀରେ ଫାୟାରିଂ
ନାଟକୀୟଭାବେ ଅପହରଣ, ଆଶ୍ଚର୍ଯ୍ୟଜନ ଢଙ୍ଗରେ ଉଦ୍ଧାର। ନିଜ ସାହସ ଓ ବୁଦ୍ଧିମତ୍ତା ପାଇଁ ସୁନ୍ଦରଗଡ଼ରୁ ସୁରକ୍ଷିତ ଉଦ୍ଧାର ହୋଇଛି ଦେବଗଡ଼ରୁ ଅପହୃତା କୁନି ଝିଅ ପିହୁ..
ଖୋଲିବ ସନ୍ଦିଗ୍ଧ ଆତଙ୍କୀ ବୁଖାରୀର କଳାଚିଠା। ୫ ଦିନିଆ ରିମାଣ୍ଡରେ ଆଣି ବୁଖାରୀକୁ ଭୁବନେଶ୍ବରରେ ଘାଣ୍ଟୁଛନ୍ତି କ୍ରାଇମବ୍ରାଞ୍ଚ STF ସହ IB ଅଧିକାରୀ। ଆତଙ୍କବାଦୀଙ୍କ ସହ ସମ୍ଭାବ୍ୟ ଲିଙ୍କ୍, ନିଜକୁ ଡାକ୍ତର ଦର୍ଶାଇ ବହୁ ବିବାହ ପଛର ରହସ୍ୟ ଏବଂ ଓଡ଼ିଶାରେ ଆତ୍ମଗୋପନ ପଛର ସତ ଉଗାରୁଛନ୍ତି ଅଧିକାରୀ..
ଗତକାଲି ଦେବଗଡରୁ ଅପହରଣ କରିନେଇଥିଲେ ଦୁର୍ବୃତ୍ତ । ଭୋରରୁ ସୁନ୍ଦରଗଡ଼ ବଡଗାଁରୁ ଉଦ୍ଧାର ହୋଇଥିଲା କୁନି ଝିଅ ।
ବୁଖାରୀକୁ ୫ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ STF । ବୁଖାରୀକୁ ପଚରାଉଚରା ପାଇଁ ଭୁବନେଶ୍ୱରରେ IB ।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବୁବାଲନ ନାମକ ବ୍ୟକ୍ତି କିଛି ଦିନ ପୂର୍ବରୁ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ସେ ଦୁଇ ଦିନ ହେବ ସେଠାରୁ ବାହାରିଛନ୍ତି । ପୂର୍ବରୂ ସେ ଖୁବ୍ ନିଶା ସେବନ କରୁଥିଲେ । ଯାହାର ପରିଣାମରେ ଏଭଳି ସ୍ଥିତି ଉପୁଜିଛି ।
ଗତ ୧୪ ତାରିଖରେ ଏପରି ଏକ ଅଦ୍ଭୁତଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ୨୬ ବର୍ଷୀୟ ଯୁବତୀ ଜଣେ ଅଜଣା ଯୁବକଙ୍କ ଏପରି ବ୍ୟବହାରକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି ।
ଉଭୟଙ୍କ ଘରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଡ୍ କରୁଛନ୍ତି ଭିଜିଲାନ୍ସ ଅଧିକାରୀ । ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ କରାଯାଉଥିବାବେଳେ ଭୁବନେଶ୍ୱର, ସମ୍ବଲପୁର, ଅନୁଗୁଳ ଓ ମୟୂରଭଞ୍ଜର ବିଭିନ୍ନ ସ୍ଥାନରେ ଚଢ଼ାଉ ହେଉଛି ।
ବୁଖାରୀକୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ STF ଆବେଦନ କରିଥିଲା । ହେଲେ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ମିଳିଛି । ବୁଖାରୀକୁ ପଚରାଉଚରା ପାଇଁ ଜମ୍ମୁ କାଶ୍ମୀର ଓ ପଂଜାବ ପୋଲିସ ମଧ୍ୟ ଓଡ଼ିଶା ଆସିପାରନ୍ତି ବୋଲି ସୂଚନା ମିଳିଛି ।
ନକଲି ସାର୍ଟିଫିକେଟ ଦେଇ କରିଥିଲେ ଚାକିରି ... ବହିଷ୍କୃତ କଲେ ଜିଲ୍ଲା ଶିକ୍ଷା ଅଧିକାରୀ ... ଆଗରୁ ମଧ୍ୟ ଏମିତି ୪ ଜାଲ୍ ଶିକ୍ଷକଙ୍କୁ ଚାକିରିରୁ ହଟାଇଥିଲେ ଡିଇଓ ...
୧୦ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଚାଲିଥିଲା ଡିଲ୍.. କେଉଁଠୁ ଆଣିଲେ ବାଘ ଚମଡ଼ା, ବନ ବିଭାଗର ଛାନଭିନ୍..
ସୁନ୍ଦରଗଡ଼ ବଡ଼ଗାଁ ରାସ୍ତାକଡ଼ରୁ ସ୍ଥାନୀୟ ଲୋକଙ୍କ ଦ୍ୱାରା କୁନି ଝିଅ ଉଦ୍ଧାର ହୋଇଛି ।
ଯେଉଁ ସମୟରେ ଆତଙ୍କବାଦୀଙ୍କ ଭୂସ୍ୱର୍ଗ ଥିଲା କାଶ୍ମୀର, ସେହି ସମୟରେ କାଶ୍ମୀରରୁ ଆସି ଯାଜପୁର ଧର୍ମଶାଳା ଅଞ୍ଚଳରେ ଆତ୍ମଗୋପନ କରିଥିଲା ବୁଖାରୀ । ବନିଥିଲା ନେଉଳପୁର ଗାଁର ଜ୍ୱାଇଁ ।
ସବୁଠାରୁ ବଡ଼ କଥା ହେଉଛି ତନ୍ତ୍ର ସାଧନା ପାଇଁ ଏହି ନିରୀହ ଝିଅକୁ ନୃଶଂସ ଭାବେ ହତ୍ୟା କରାଯାଇଥିଲା। ତେବେ ଏହି ମାମଲାରେ ୩ ବର୍ଷ ଧରି ଶୁଣାଣି ଚାଲିବା ପରେ ଶେଷରେ କୋର୍ଟ ଦମ୍ପତି ପର୍ଶୁରାମ ଓ ସୁନୈନା ଓ ତାଙ୍କ ଦୁଇ ସହଯୋଗୀ ଅଙ୍କୁଲ ଓ ବିରେନ୍ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
ପାକିସ୍ତାନରେ ଦାଉଦ୍ଙ୍କୁ ବିଷ ଦିଆଯାଇଥିବା ଖବର ପ୍ରସାରିତ ହେବା ପରେ ସେଠାରେ ହଲଚଲ୍ ଆରମ୍ଭ ହୋଇଯାଇଛି। ପାକିସ୍ତାନରେ ଇଣ୍ଟରନେଟ୍ ସର୍ଭର ଡାଉନ୍ ଥିବା ଖବର ଆସିଛି।
ଓଡ଼ିଶାରୁ ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ ଧରାପଡ଼ିବା ଘଟଣା। ବୁଖାରୀକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଆଜି ଆବେଦନ କରିବ କ୍ରାଇମବ୍ରାଞ୍ଚ STF।
ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କବାଦୀ ସଇଦ ଇଶାନ୍ ବୁଖାରୀର ଫିଟୁଛି ଆତଙ୍କୀ ଲିଙ୍କର ଗୁମର । ଆସିଛି ପାକିସ୍ତାନ ISI ଏଜେଣ୍ଟଙ୍କ ସଂସ୍ପର୍ଶରେ। ଦେଶ ଭିତରେ ଥାଇ କରିଛି ଇଣ୍ଟରନ୍ୟାସନାଲ୍ ଫୋନ କଲ୍। ବ୍ୟାଙ୍କ ଆକାଉଣ୍ଟରେ ହୋଇଛି ସନ୍ଦେହଜନକ ଆର୍ଥିକ କାରବାର। ଦ୍ୱିତୀୟ ଦିନର ତଦନ୍ତ ଭିତରେ ଆଜି ସାମ୍ନାକୁ ଆସିଛି ବୁଖାରୀର ଏଭଳି ଦେଶ ବିରୋଧୀ ଷଡ଼ଯନ୍ତ୍ରର ସୁରାକ୍ ।
ବହୁରୂପୀ ବୁଖାରୀ ୟୁଟ୍ୟୁବ ଦେଖି ଠକେଇ କଳା ଶିଖିଥିଲା। କେଉଁ ରୋଗ ପାଇଁ କେମିତି ଡାକ୍ତରୀ ଚିକିତ୍ସା କରାଯାଏ, ତାହା ବି ଶିଖୁଥିଲା। ଶେଷରେ ୟୁଟ୍ୟୁବରୁ ପ୍ରାପ୍ତ ଜ୍ଞାନକୁ ପ୍ରୟୋଗ କରି ଜଣେ ରୋଗୀଙ୍କ ଜୀବନ ନେଇଥିବା ମଧ୍ୟ କୁହାଯାଉଛି ।
ପିଏମଓରେ ଚାକିରି କରିଥିବା କହି ପୋଲିସ ଅଧିକାରୀଙ୍କ ସହ ରଖୁଥିଲା ସମ୍ପର୍କ। ପୋଷ୍ଟିଂ ଓ ଟ୍ରାନ୍ସଫର ପାଇଁ ପୋଲିସ ଅଧିକାରୀଙ୍କୁ ମଧ୍ୟ ଲଗାଇଛି ଚୁନା ।
ଗତକାଲିଠୁ ସେ ଫେସବୁକକୁ ବ୍ୟବହାର କରିପାରୁନାହାନ୍ତି। ଏନେଇ ସେ ସାଇବର୍ କ୍ରାଇମରେ ଅଭିଯୋଗ ଦେଇଛନ୍ତି ।
ଗତକାଲି ବିଳମ୍ବିତ ରାତିରେ ମଦନମୋହନ ମନ୍ଦିରରୁ ଦାନ ବାକ୍ସ ଚୋରାଇ ନେଲେ ଦୁର୍ବୃତ୍ତ….
ବଲାଙ୍ଗିରରେ ମାତିଛନ୍ତି ସୁନା ଠକେଇ ଗ୍ୟାଙ୍ଗ୍...ଘଟଣାର ପର୍ଦ୍ଦାଫାସ କଲା ସଦର ଥାନା ପୋଲିସ..୨ ଅଭିଯୁକ୍ତ ଗିରଫ, ୮୦ ହଜାର ଟଙ୍କା ଓ ବାଇକ୍ ଜବତ..