• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Bar Girl
ଖାଲି ନାଚିଲେ ଚଳିବନି, ଖୁସି କରିବାକୁ ପଡ଼ିବ...ଡ୍ୟାନ୍‌ସରଙ୍କୁ ଏମିତି କହୁଛନ୍ତି ବାର୍ ମାଲିକ !

ଦେହ ବ୍ୟବସାୟ ପାଇଁ ମନା କଲେ ବାର ମାଲିକ ଯୁବତୀଙ୍କୁ ମାଡ଼ ମାରୁଛନ୍ତି । ଠିକ୍ ସେମିତି ଜଣେ ଯୁବତୀ ବାର୍‌ ମାଲିକଙ୍କଠାରୁ ମାଡ଼ ଖାଇବା ପରେ ଏନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

  • Friday, 06 October 2023
  • Bar
UP BOY Shoot His Teachers Leg
ନାବାଳକଙ୍କ ଚେତାବନୀ ! ଶିକ୍ଷକଙ୍କୁ ଆମେ ଥରେ ଗୁଳି ମାରିଛୁ, ଜେଲ୍‌ରୁ ଫେରିଲେ ୩୯ ଥର ମାରିବୁ

ଆମର ଟାର୍ଗେଟ୍‌ ୪୦ ଥର ଗୁଳି ମାରିବା । ଏବେ ଥରେ ମାରିଛୁ । ଆହୁରି ୩୯ ଥର ମାରିବୁ । ଏମିତି କହି ଏକ ଭିଡିଓ ପୋଷ୍ଟ କରିଥିଲେ ଦୁଇ ବାଳକ ।

Medical Student
ରାଜଧାନୀରେ ମେଡିକାଲ ଛାତ୍ରୀଙ୍କ ଆତ୍ମହତ୍ୟା ! ହଷ୍ଟେଲରୁ ଝୁଲନ୍ତା ମୃତଦେହ ଉଦ୍ଧାର

ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ମିଳିଛି। ତାଙ୍କ ପରିବାର ମଧ୍ୟ ଆସି ପହଞ୍ଚିଛନ୍ତି।

Kapil Sharma, Mahadev AAP
ରଣବୀରଙ୍କ ପରେ କପିଲ ଶର୍ମା-ହୁମା କୁରେଶି-ହିନା ଖାନ୍‌ଙ୍କୁ ED ନୋଟିସ

ସିଧାସଳଖ ଇଡି ସ୍କାନରକୁ ଆସିଥିଲେ ସୌରଭ ଏବଂ ସେ ପ୍ରମୋଟର ଥିବା ମହାଦେବ ବେଟିଂ ଆପ୍ ।

Crackers Blast
ରାସ୍ତାରେ ଶୁଖୁଥିଲା ବାଣ ! ଚଢ଼ିଗଲା ଡାକ୍ତରଙ୍କ କାର୍, ବିସ୍ଫୋରଣ ପରେ ୧୫ ଫୁଟ ଉଚ୍ଚରୁ ପଡ଼ିଲା

ପୁଣି ବେଆଇନ୍ ବାଣ ତିଆରି ପାଇଁ ଅଘଟଣ । କେନ୍ଦ୍ରାପଡ଼ା ଜିଲ୍ଲା ଖଣ୍ଡିଆବନ୍ଧ ଗାଁର ଘଟଣାକୁ ନେଇ ଉଦବେଗ ।

  • Thursday, 05 October 2023
  • Blast
AAP MP Sanjay Singh
ଦିଲ୍ଲୀ ମଦ ଦୁର୍ନୀତି ମାମଲା: AAP ସାଂସଦ ସଞ୍ଜୟଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ED

ଦିଲ୍ଲୀର ରାଉଜ୍ ଏଭେନ୍ୟୁ କୋର୍ଟରେ ହାଜର । ୧୦ ଦିନ ପାଇଁ ରିମାଣ୍ଡରେ ନେବାକୁ ED କରିଥିଲା ଆବେଦନ ।

  • Thursday, 05 October 2023
Utkal University
ପୁଣି ବାଣୀବିହାର ଅଶାନ୍ତ ! ଛାତ୍ର ସଂସଦ ଅଫିସରେ ଅଣଛାତ୍ରଙ୍କ ଭଙ୍ଗାରୁଜା

ସଭାପତି ଓ ସାଧାରଣ ସମ୍ପାଦକଙ୍କ ନାମ ଫଳକୁ ଭାଙ୍ଗିଦେଲେ ଅଣ ଛାତ୍ର ।

policeman shoots wife, two daughters dies by suicide
ସ୍ତ୍ରୀ ଓ ଦୁଇ ଝିଅଙ୍କୁ ଗୁଳି କଲେ, ପରେ ନିଜେ ଆତ୍ମହତ୍ୟା କଲେ ପୋଲିସ୍‌କର୍ମୀ...

ଜଣେ ହେଡ୍‌ କନଷ୍ଟେବଲ ପରିବାରର ୩ ସଦସ୍ୟଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ପୋଲିସ୍‌କର୍ମୀଙ୍କ ଘରୁ ସୁଇସାଇଡ୍‌ ନୋଟ୍‌ ଜବତ ହୋଇଛି।

  • Thursday, 05 October 2023
Fake godman arrested in bhubaneswar
ସ୍ୱାମୀ ସାଜିଥିଲେ ତ୍ରିକାଳଦର୍ଶୀ, ସ୍ତ୍ରୀ କରୁଥିଲେ ଝଡାଫୁଙ୍କା: ଶୂନ୍ୟରେ ଭବିଷ୍ୟବାଣୀ କରୁଥିଲେ ଭଣ୍ଡ ବାବା...

ବ୍ୟବସାୟରେ ଉନ୍ନତି ହେବ, ସନ୍ତାନ ପ୍ରାପ୍ତି, ରୋଗରୁ ମୁକ୍ତି ମିଳିବ, ଏମିତି କିଛି ମିଛ ଆଶ୍ୱାସନା ଦେଇ ଦମ୍ପତିଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ରାଜଧାନୀର ମଡର୍ଣ୍ଣ ବାବା-ମାତା।

  • Thursday, 05 October 2023
OTP Sharing Scam
ଟଙ୍କା ପାଇଁ ପାକିସ୍ତାନକୁ ଶେୟାର କଲେ ଭାରତର ଗୁପ୍ତ ତଥ୍ୟ, ପାକିସ୍ତାନ ଏଜେଣ୍ଟଙ୍କ ସହ ଥିଲେ ଯୋଗାଯୋଗରେ...

ସାମାନ୍ୟ କିଛି ଟଙ୍କା ପାଇଁ ଭାରତର ଗୁପ୍ତ ତଥ୍ୟ ପାକିସ୍ତାନକୁ ପଠାଇ ଦିଆଯାଇଛି । ରିମାଣ୍ଡ ଅବଧି ମଧ୍ୟରେ ଅଭିଯୁକ୍ତ ଇକବାଲ୍‌ ହୁସେନ୍ ସମସ୍ତ ତଥ୍ୟ STF ଆଗରେ ଓଗାଳିଛି।

  • Thursday, 05 October 2023
Lady ASI accuses home guard of demanding physical favour for official work in Odisha’s Sonepur
ମହିଳା ASIଙ୍କୁ ଯୌନ ନିର୍ଯାତନା ! ‘ପ୍ରଥମେ ଶାରିରୀକ ସଂପର୍କ ରଖ, ତା’ପରେ ନିୟମିତ କରାଯିବ ଛୁଟି’

ଆଇଜିଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଏସପି ପାହ୍ୟାର ଜଣେ ଅଧିକାରୀ ତଦନ୍ତ ଜାରି ରଖିଛନ୍ତି । ସଂପୃକ୍ତ ମହିଳା ASIଙ୍କ ଅଭିଯୋଗ, ଗତ ଅଗଷ୍ଟରେ ନିଜ ଛୁଟିକୁ ନିୟମିତ କରିବା ପାଇଁ ସୋନପୁର ହେଡକ୍ୱାର୍ଟରର ହୋମଗାର୍ଡ ରାଜକୁମାର ପଧାନଙ୍କୁ ଯୋଗାଯୋଗ କରିଥିଲେ ।

case of police against police
ପୋଲିସ ବିରୋଧରେ ପୋଲିସର ମାମଲା; ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା କନଷ୍ଟେବଲ

ସହଦେବଖୁଣ୍ଟା ଥାନାରେ ମାମଲା ରୁଜୁ ହୋଇଛି । ପୋଲିସ ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।

  • Thursday, 05 October 2023
loots
କଟକରେ ମାତିଛନ୍ତି ନିଶାଦିଆ ଲୁଟେରା; ଅପହରଣର ଦୁଇ ଦିନ ପରେ ଯୁବକ ଉଦ୍ଧାର

କଟକରେ ପହଞ୍ଚିବା ବେଳକୁ ପାରାଦୀପ ବସ ଚାଲିଯାଇଥିଲା । ପ୍ରାୟ ରାତି ୮ଟା ବେଳେ ବାଇକରେ ଦୁଇ ଜଣ ଯୁବକ ତାପସଙ୍କୁ ଲିଫ୍ଟ ଯାଚିଥିଲେ ।

  • Thursday, 05 October 2023
VIMSAR
ବୁର୍ଲା ଭୀମସାରରେ ଉତ୍ତେଜନା; ଡାକ୍ତରୀ ଛାତ୍ର-ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ

କୌଣସି କାରଣକୁ କେନ୍ଦ୍ର କରି ଜଣେ PG ଛାତ୍ର ଓ ଜଣେ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ସୁରକ୍ଷା କର୍ମୀ ଜଣକ ଆହତ ହୋଇଥିଲେ ।

Scholarship Fraud
ଖାଇଗଲେ ପିଲାଙ୍କ ମେଧାବୃତ୍ତି ଟଙ୍କା ! ତାଲିକାରେ ନାଁ ପିଲାଙ୍କର, ଆକାଉଣ୍ଟ କଲେଜର

୪ ବର୍ଷରେ ୫୮ କୋଟିର ହେରଫେର । ଭୂତ ଆକାଉଣ୍ଟରେ ୧୫ କୋଟି ଟଙ୍କା ।

Crime
ମାଟ୍ରିମୋନି ସାଇଟରୁ ସଂପର୍କ, ପରେ ଯୁବତୀଙ୍କ ଗହଣା ଧରି ଚମ୍ପଟ ମାରିଲେ ଯୁବକ !

ଦେଢ଼ ଲକ୍ଷ ଟଙ୍କାର ଗହଣା ନେଇ ଛୁ ମାରିଲେ ଯୁବକ । ଆପତ୍ତିଜନକ ଭିଡିଓ ମାଗି ବ୍ଲାକମେଲିଂ ଅଭିଯୋଗ ।

  • Wednesday, 04 October 2023
  • Loot
Ranbir Kapoor
ଅଭିନେତା ରଣବୀର କପୁରଙ୍କୁ ଇଡିରୁ ସମନ, ଅକ୍ଟୋବର ୬ରେ ହେବେ ହାଜର

ଇଡି ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଶେୟାର ବଜାରରେ ବେଟିଂ ଟଙ୍କା ବ୍ୟବହାର କରାଯାଇଥିଲା । ଏହି ଅନଲାଇନ ବେଟିଂ ଆପ୍ ଯୋଗୁଁ, ଆହୁରି ମଧ୍ୟ ଅନେକ ବଲିଉଡ୍ ତାରକା ଇଡି ରାଡାରରେ ଥିବା ଜଣାପଡିଛି ।

AAP MP Sanjay Singh Arrested
ମଦ ଦୁର୍ନୀତି ! AAP ସାଂସଦ ସଂଜୟଙ୍କୁ ଗିରଫ କଲା ED

ଦିଲ୍ଲୀର ମଦ ଦୁର୍ନୀତି ଯାଞ୍ଚ ସହ ଜଡିତ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଛନ୍ତି ସଞ୍ଜୟ ସିଂହ। ଏହି ମାମଲାରେ ଆଜି ସାଂସଦଙ୍କ ଦିଲ୍ଲୀ ବାସଭବନରେ ଖୋଳତାଡ କରିଥିଲା ଇଡି।

  • Wednesday, 04 October 2023
sexual harassment allegations case against homeguard
ହୋମଗାର୍ଡଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ: ଚର୍ଚ୍ଚାରେ ସୋନପୁର ପୋଲିସ

ହୋମଗାର୍ଡ ରାଜକୁମାର ପ୍ରଧାନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ମାମଲାକୁ ନେଇ ଚର୍ଚ୍ଚାରେ ସୋନପୁର ପୋଲିସ।

  • Wednesday, 04 October 2023
ED raids underway at AAP MP Sanjay Singh's Delhi residence
ମଦ ଦୁର୍ନୀତି ମାମଲା: ଆପ୍ ସାଂସଦ ସଞ୍ଜୟ ସିଂହଙ୍କ ଘରେ ଇଡି ରେଡ୍

ଦିଲ୍ଲୀ ବାସଭବନରେ ଚଢ଼ଉ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ... ମଦ ଦୁର୍ନୀତି ମାମଲାରେ ଚଢ଼ଉ ଚାଲିଥିବା ସୂଚନା ...

NewsClick
ଗିରଫ ହେଲେ ଖବର ସଂସ୍ଥା ‘ନ୍ୟୁଜ୍‌କ୍ଲିକ୍’ର ମାଲିକ ଓ HR ହେଡ୍‌

ପୋଲିସ କିଛି ସାମ୍ବାଦିକଙ୍କୁ ପଚରାଉଚରା ପାଇଁ ନେଇଥିଲା । ଅଧିକ ଖୋଲତାଡ ପାଇଁ ସାମ୍ବାଦିକମାନଙ୍କ ଲାପଟପ୍ ଏବଂ ଫୋନ୍ ମଧ୍ୟ ଜବତ କରିଥିଲା । ସେହିପରି କିଛିଦିନ ତଳେ ନ୍ୟୁୟର୍କ ଟାଇମ୍ସର ଏକ ଅନୁସନ୍ଧାନ ଅଭିଯୋଗ କରିଥିଲା ଯେ, ନ୍ୟୁଜ୍‌କ୍ଲିକ୍ ପୋର୍ଟାଲ୍ ଚାଇନାର ପ୍ରଚାର କରିବା ପାଇଁ ଏକ ନେଟୱାର୍କରୁ ପାଣ୍ଠି ପାଉଛି ।

  • Tuesday, 03 October 2023
ASI Death
ମହିଳା ASIଙ୍କ ମୃତ୍ୟୁପୂର୍ବର ଗଣ୍ଡଗୋଳ ଭିଡିଓ; ସୁସ୍ଥ ଥାଇ ବି କେମିତି ହେଲା ମୃତ୍ୟୁ ?

ରାଉରକେଲା ଉଦିତନଗର ଥାନା ମହିଳା ASI ମୃତ୍ୟୁ ମାମଲା । ୨ ଜଣଙ୍କୁ ଗିରଫ କଲା ଉଦିତନଗର ଥାନା ପୋଲିସ । ସାମ୍ନାକୁ ଆସିଲା ମହିଳା ASIଙ୍କ ମୃତ୍ୟୁପୂର୍ବରୁ ଗଣ୍ଡଗୋଳର ଚିତ୍ର ।

Monika - Delhi Police
ଉପରେ ବେଟା.. ବେଟା.. ଡାକୁଥିଲେ, ମନ କହୁଥିଲା 'ମୋନିକା ଓ ମାଇଁ ଡାର୍ଲିଂ

ମୋନିକା ଯେତେବେଳେ ୨୦୨୦ରେ ଦିଲ୍ଲୀ ପୋଲିସରୁ ଇସ୍ତଫା ଦେଇ ମୁଖାର୍ଜୀ ନଗରରେ UPSC ତୟାରି ଆରମ୍ଭ କଲେ, ସେତେବେଳେ ବି ତାଙ୍କ ଉପରେ ଥିଲା ସୁରେନ୍ଦ୍ରର ୨୪ ଘଣ୍ଟିଆ ପାପ ନଜର ।

Sasmita - Alisha
କ’ଣ ଚାଲିଛି ? ସହକାରୀ ଜିଲ୍ଲାପାଳ ସୁସ୍ମିତାଙ୍କ ପରେ ASI ଆଲିଶାଙ୍କ ରହସ୍ୟଜନକ ମୃତ୍ୟୁ !

ସାରା ରାଉରକେଲାରେ ସୃଷ୍ଟି ହୋଇଛି ହଇଚଇ । ASI ଆଲିଶାଙ୍କୁ ହତ୍ୟା ଅଭିଯୋଗ ପରେ ମାମଲା ରୁଜୁ ।

Vigilance nabs OSAP commandant with ill-gotten bribe money in Bhubaneswar
ଲାଞ୍ଚ ଟଙ୍କା ସହ OSAP କମାଣ୍ଡାଣ୍ଟଙ୍କୁ ଧରିଲା ଭିଜିଲାନ୍ସ, ବେଆଇନ୍‌ ଭାବେ ଲକ୍ଷାଧିକ ଟଙ୍କା ପାଖରେ ରଖିଥିଲେ...

ବେଆଇନ୍‌ ଉପାୟରେ ସଂଗୃହୀତ ଲକ୍ଷାଧିକ ଟଙ୍କା ସହ ରଙ୍ଗେ ହାତ୍ ଧରା ପଡ଼ିବା ଅଭିଯୋଗରେ OSAP କମାଣ୍ଡାଣ୍ଟ ଗିରଫ ହୋଇଛନ୍ତି।