ମୃତ୍ୟୁ ସାର୍ଟିଫିକେଟ ଦେଖାଇ ସେ ଜୁଲାଇ ମାସରେ ଇନ୍ସୁରାନ୍ସ କମ୍ପାନୀଠାରୁ ଏକ କୋଟି ଟଙ୍କା କ୍ଲେମ୍ କରିଥିଲେ ।
ରାମନିବାସଙ୍କ ପତ୍ନୀ ନିଜ ପ୍ରେମିକ ସହ ରହିବାକୁ ଚାହୁଁଥିଲେ। ସ୍ୱାମୀଙ୍କ ଦେହ ପ୍ରାୟତଃ ଖରାପ ରହୁଥିଲା। ପ୍ରେମିକ ସହ ମିଶି ତାଙ୍କୁ ହତ୍ୟା କରିବାର ଯୋଜନା କରିଥିଲେ। ୩ମାସ ପୂର୍ବେ ଜନସେବା କେନ୍ଦ୍ରର ପରିଚାଳକ ରାମକିଶନଙ୍କ ନିକଟରେ ୨୦ଲକ୍ଷର ଜୀବନବୀମା କରିଥିଲେ।
ଭାଉଜକୁ ଏକ ତରଫା ପ୍ରେମ । ବିରୋଧ କରିବାରୁ ଭାଇକୁ ନିର୍ମମ ହତ୍ୟା । ରାଜଧାନୀ ଉପକଣ୍ଠରେ ଏଭଳି ହତ୍ୟାକାଣ୍ଡ ଘଟିଛି ।
ରାଜସ୍ଥାନରେ ଲୁଟେରାଙ୍କ ଟାର୍ଗେଟରେ ମନ୍ଦିର। ଠାକୁରଙ୍କ ଟଙ୍କା ସୁନାଗହଣା ଉପରେ ଲୁଟେରାଙ୍କ ଲୋଲୁପ ଦୃଷ୍ଟି। ଚୋରି ପୂର୍ବରୁ କରୁଛନ୍ତି ପ୍ରାର୍ଥନା। ଆଉ ତା’ପରେ ବୁଲାଉଛନ୍ତି କଳାକନା।
ନକଲି ED ଅଧିକାରୀଙ୍କ ପାଖରେ ୩୪୦ ଜଣିଆ ସରକାରୀ ବାବୁଙ୍କ ତାଲିକା। ସେମାନଙ୍କ ମଧ୍ୟରୁ ୩୦ରୁ ୪୦ଜଣଙ୍କୁ ରେଡ୍ ଭୟ ଦେଖାଇ ଲକ୍ଷାଧିକ ଟଙ୍କା ଚୂନ ଲଗାଇଛନ୍ତି ଦୁଇ ଭାଇ। ତେବେ ଛତ୍ରପୁର ଉପଜିଲ୍ଲାପାଳଙ୍କୁ ଠକିବାକୁ ଉଦ୍ୟମ କରିବା ବେଳେ ଧରାପଡିଯାଇଛନ୍ତି ଅଭିଯୁକ୍ତ। ଦୁଇ ଭାଇ ତାରିଣୀସେନ ଓ ବ୍ରହ୍ମାଶଙ୍କରଙ୍କୁ ଗିରଫ କରିଛି କ୍ରାଇମବ୍ରାଂଚ STF। ଅଧିକ ତଦନ୍ତ ପାଇଁ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ STF।
ନକଲି ED ଅଧିକାରୀ ସାଜି ୨ ଭାଇଙ୍କ କଳାକାରନାମା । ରେଡ୍ ଭୟ ଦେଖାଇ ଲଗାଇଛନ୍ତି ଲକ୍ଷାଧିକ ଟଙ୍କାର ଚୂନା ।ଛତ୍ରପୁର ଏସଡିଏମଙ୍କ ଅଭିଯୋଗ ଆଧାରରେ ଦୁଇ ନକଲି ED ବାବୁ ଗିରଫ ।
ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଉଲ୍ଲଂଘନ ମାମଲାରେ ଗିରଫ ହୋଇଛନ୍ତି ଏଲଭିଶ। ନୋଏଡାର ସେକ୍ଟର-୨୦ ପୋଲିସ ୟୁଟ୍ୟୁବର୍ ଏଲଭିଶଙ୍କୁ ଗିରଫ କରିଛି।
ହତ୍ୟାକାଣ୍ଡର କାରଣ ଶୁଣି ଆଶ୍ଚର୍ଯ୍ୟ ହୋଇଛି ପୋଲିସ। ପ୍ରେମିକ ଲଲନ ଅଣ୍ଡା ତରକାରୀ କହିଥିଲେ ମାତ୍ର ପ୍ରେମିକା ମନା କରିବାରୁ ସେ ରାଗି ଯାଇଥିଲେ। ମଦ୍ୟପାନ କରିଥିବାରୁ ସେ ଉତକ୍ଷିପ୍ତ ହୋଇ ତାଙ୍କୁ ହାତୁଡ଼ି ଓ ବେଲ୍ଟରେ ପିଟିପିଟି ହତ୍ୟା କରିଥିଲେ।
ନିଜକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ED ଅଧିକାରୀ ପରିଚୟ ଦେଇ ଲୋକଙ୍କୁ ଠକିଛନ୍ତି ଦୁଇ ଭାଇ।
ଅଭିଜିତ୍ ଇଞ୍ଜିନିୟରିଂ ସିଟ୍ ପାଇବା ପରେ ବୋଷ୍ଟନ୍ ୟୁନିଭରସିଟିରେ ନାମ ଲେଖାଇଥିଲେ। ଆମେରିକାରେ ଅଜ୍ଞାତ ଆକ୍ରମଣକାରୀମାନେ ତାଙ୍କୁ ହତ୍ୟା କରିବା ପରେ ମୃତଦେହକୁ କାରରେ ନେଇ ଜଙ୍ଗଲରେ ଫିଙ୍ଗି ଦେଇଛନ୍ତି। ପୋଲିସ ତାଙ୍କର ମୃତଦେହ ଜବତ କରିଛି।
ଜ୍ଞାନପୁର ଥାନା ଅଧିକାରୀ ବିନୋଦ କୁମାର ତିୱାରୀଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତ ରାହୁଲ ଯାଦବ ତାଙ୍କ ବଡ଼ ଭାଇଙ୍କ ଶ୍ୱଶୂର ଘରକୁ ଯିବା ଆସିବା କରନ୍ତି। ଏହି ସମୟରେ ସେହି ଯୁବତୀଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ମାର୍ଚ୍ଚ ୩ରେ ରାହୁଲ ତାଙ୍କୁ ବାଇକରେ ନେଇ ଦୁଷ୍କର୍ମ କରିଥିଲା।
ମୃତଦେହକୁ ଖଣ୍ଡ ଖଣ୍ଡ କରି ପେଟିରେ ଓ ଫ୍ରିଜରେ ଭର୍ତ୍ତି କରି ନାବାଳିକାକୁ ଅପହରଣ କରି ଫେରାର ହୋଇଯାଇଛି। ଏପରି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି।
ଅଭିଯୋଗ ଆଣିଲେ ବାଲେଶ୍ବରର ସୁମନ୍ତ ପ୍ରଧାନ । BSKY କାର୍ଡ ପାଇନଥିବା କହିଛନ୍ତି ସୁମନ୍ତ ।
ଏଟିଏମକୁ ଟଙ୍କା ଉଠାଇବାକୁ ଗଲା ବେଳେ ମେସିନ୍ କାମ କରୁନି କି ? ଏଟିଏମ୍ ଭିତରେ କାର୍ଡ ଲାଖି ଯାଉଛି କି ? ଯଦି ଏମିତି ହେଉଛି, ତାହେଲେ ସାବଧାନ ହୋଇଯାଆନ୍ତୁ ।
ଏଟିଏମକୁ ଟଙ୍କା ଉଠାଇବାକୁ ଗଲା ବେଳେ ମେସିନ୍ କାମ କରୁନି କି ? ଏଟିଏମ୍ ଭିତରେ କାର୍ଡ ଲାଖି ଯାଉଛି କି ? ଯଦି ଏମିତି ହେଉଛି, ତାହେଲେ ସାବଧାନ ହୋଇଯାଆନ୍ତୁ ।
ଜଲି ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ରହୁଥିଲେ ଏବଂ ବିବାହ ପାଇଁ ଜୟଙ୍କୁ କ୍ରମାଗତ ଭାବରେ ଚାପ ପକାଉଥିଲେ। ସେ ସବୁବେଳେ ଧମକ ଦେଉଥିଲେ ଯଦି ସେ ତାଙ୍କୁ ବିବାହ ନକରନ୍ତି ତେବେ ସେ ପୋଲିସରେ ଅଭିଯୋଗ କରିବେ।
ବର୍ଷ ବର୍ଷ ଧରି ଝାଳବୁହା ପରିଶ୍ରମରେ ନିଜ ସ୍ୱପ୍ନର ଘର ତୋଳିଲା ବେଳକୁ ଯଦି କେହି ତାକୁ ଭାଙ୍ଗି ଛାରଖାର କରିଦିଏ.. ସେତେବେଳେ ଗରିବର ମେରୁଦଣ୍ଡ ଭାଙ୍ଗିଯାଏ..
୨୦୧୯ ଡିସେମ୍ୱର ୨ରେ PWD କଣ୍ଟ୍ରାକ୍ଟର ରାକେଶ ଯାଦବଙ୍କୁ ଦିନ ଦ୍ୱିପ୍ରହରେ ଗୁଳି କରି ହତ୍ୟା କରିବା ଅଭିଯୋଗରେ ଆସିଫ ଗିରଫ ହୋଇଥିଲା। ଦିଲ୍ଲୀର ସଦର ବଜାର ପୋଲିସ ଷ୍ଚେସନ ଅଂଚଳର ଶାହାଜାହାନପୁରରେ ଏହି ହତ୍ୟାକାଣ୍ଡ ଘଟିଥିଲା।
ମାମଲାର ପ୍ରାରମ୍ଭିକ ଶୁଣାଣିରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦୀପଙ୍କ ପ୍ରସଙ୍ଗରେ ଆପତ୍ତି ଉଠାଇଥିଲେ ଆଡ଼ଭୋକେଟ ଜେନେରାଲ।
ବରଗଡ ଜିଲ୍ଲା ଗାଇସିଲାଟ ବ୍ଲକ ଫିରିଙ୍ଗିମାଲ ପଞ୍ଚାୟତ ହାଇସ୍କୁଲର ଘଟଣା ।
ମୟୁରଭଞ୍ଜରୁ ନେଇ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବିକ୍ରି । ଦୁଇ ଯୁବତୀଙ୍କୁ ଉଦ୍ଧାର କଲା ବିଶୋଇ ଥାନା ପୋଲିସ ।
ଭୁବନେଶ୍ବର ସାଲିଆସାହି ଅଞ୍ଚଳରେ ଚାଞ୍ଚଲ୍ୟ । ମଦ ପିଇ ମାତାଲ ହେଉଥିବାରୁ ପତ୍ନୀର ପ୍ରାଣ ନେଲା ସ୍ବାମୀ ! ହତ୍ୟା ପରେ ୨ ପିଲାଙ୍କୁ ଧରି ପତ୍ନୀ ଶବ ସହ ରହିଲା ୩ ଦିନ ।
ସ୍ତ୍ରୀ ଶବ ସହ ୩ ଦିନ ବିତାଇଲା ସ୍ୱାମୀ । ଭୁବନେଶ୍ୱର ମୈତ୍ରୀ ବିହାର ହତ୍ୟା ଘଟଣାର ପର୍ଦ୍ଦାଫାସ୍ କରିଛି ପୋଲିସ୍ । ମୈତ୍ରୀ ବିହାର ତାରିଣୀ ନଗର ଅଞ୍ଚଳରେ ମହିଳାକୁ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।
ପୋଲିସର ଗୁଳିମାଡ଼ରେ ନେମପାଲ ସିଂ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ନେମପାଲଙ୍କ ପରିବାର ଲୋକ ଗୁଳି କରିଥିବା ଅଭିଯୁକ୍ତ ବିନୋଦକୁ ପିଟିପିଟି ହତ୍ୟା କରିଛନ୍ତି।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଲାଲ ବାହାଦୂର ଶାସ୍ତ୍ରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ କାର୍ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି।