ପୁଣି ଥରେ ଖୋଲିବ ଅନେକ ପୁରୁଣା ଫାଇଲ୍। ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ଦେଢ଼ ବର୍ଷ ପରେ, ପୁଣି ଏହି କେସ୍ ରି-ଓପନ୍ କରିବେ ବିଜେପି ସରକାର । ଏନେଇ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ବେଳେ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ୨୦୨୩- ନବ ଦାସ ହତ୍ୟାକାଣ୍ଡ । ୨୦୨୧- ମମିତା ମେହେର ହତ୍ୟାକାଣ୍ଡ । ୨୦୦୮- ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ । ପୁଣି ଖୋଲିବ ଏହି ୩ ବହୁଚର୍ଚ୍ଚିତ ହତ୍ୟା ମାମଲାର ପୁରୁଣା ଫାଇଲ୍ । କେଉଁ ସତ ଲୁଚାଇବାକୁ ଚେଷ୍ଟା କରିଥିଲେ ତତ୍କାଳୀନ ବିଜେଡି ସରକାର ? ଅନେକ ମର୍ଡର୍ ମିଷ୍ଟ୍ରିର ଗୁମର ଖୋଜିବାକୁ ବିଜେପି ସରକାରର ବଡ଼ ନିଷ୍ପତ୍ତି ।
Published By: Satyendu Shekher Mishra
Last updated: 13 August 2024, 10:57 PM IST
କଟକ ଆଉ ଭୁବନେଶ୍ବରରେ ଆଡ୍ଡା ଜମାଇ ଟୁଇନ ସିଟିର ସେକ୍ସ କାରବାରକୁ କବଜା କରି ନେଲେଣି କି ବାଂଲାଦେଶୀ ଯୁବତୀ? ନିକଟରେ କଟକରୁ ଜଣେ ସନ୍ଦିଗ୍ଧ ବାଂଲାଦେଶୀ ନାବାଳିକା ଉଦ୍ଧାର ହେବା ଆଉ CWC ଆଗରେ ଚାଞ୍ଚଲ୍ୟକର ବୟାନ ରଖିବା ପରେ ପୁଣି ସତେଜ ହୋଇଛି ବାଂଲାଦେଶୀ ସେକ୍ସ ରାକେଟ୍ ପ୍ରସଙ୍ଗ।