• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

corona
ପୁଣି କରୋନା ଆତଙ୍କ ! ଓଡ଼ିଶାରେ ଚୀନ୍ ଭାଇରସ୍‌...

ସଂପ୍ରତି BF.7 ଭାରିଏଣ୍ଟ ଚୀନରେ ଆତଙ୍କ ସୃଷ୍ଟି କରିଛି ।

Coronavirus
ବିଶେଷଜ୍ଞଙ୍କ ଚେତାବନୀ : ଚୀନର ୬୦ ପ୍ରତିଶତ ଲୋକ କରୋନା ସଂକ୍ରମିତ ହେବେ, ଯାଇପାରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ

ମହାମାରୀ ବିଶେଷଜ୍ଞଙ୍କ ଚେତାବନୀ । ପୁଣି ଲକ୍ଷ ଲକ୍ଷ ଲୋକ କରୋନାରେ ଜୀବନ ହରାଇ ପାରନ୍ତି ।

corona virus
ଚୀନରେ ପୁଣି କୋଭିଡ୍ ବିସ୍ଫୋରଣ : ହସ୍ପିଟାଲରେ ରୋଗୀଙ୍କୁ ମିଳୁନି ବେଡ୍

ଚୀନରେ ପୁଣି ହାହାକାର । ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମଣ ।

Covid-19 was man-made virus in Wuhan, claims researcher
ପୁଣି ବିବାଦରେ କରୋନା, ଜୈବିକ ଅସ୍ତ୍ର ଭାବେ ଉହାନ ଲବ୍ରୋଟୋରୀରୁ ବାହାରିଛି ଭାଇରସ୍

ପୂର୍ବରୁ ବିଭିନ୍ନ ଦେଶ ଓ ଭିନ୍ନ ଭିନ୍ନ ବୈଜ୍ଞାନିକ ବହୁବାର ଏଭଳି ଦାବି କରି ଆସୁଥିବା ବେଳେ ଏ ସନ୍ଦେହକୁ ଏବେ ସତ ବୋଲି କହିଛନ୍ତି ଉହାନ ଗବେଷଣା କେନ୍ଦ୍ରରେ ଗବେଷଣା କରୁଥିବା ଆମେରିକୀୟ ବୈଜ୍ଞାନିକ ଆଣ୍ଡ୍ର୍ୟୁ ହଫ୍‌ସ ।

Corona
ପୁଣି ବିବାଦରେ କରୋନା, ଜୈବିକ ଅସ୍ତ୍ର ଭାବେ ଉହାନ ଲବ୍ରୋଟୋରୀରୁ ବାହାରିଛି ଭାଇରସ୍

ପୂର୍ବରୁ ବିଭିନ୍ନ ଦେଶ ଓ ଭିନ୍ନ ଭିନ୍ନ ବୈଜ୍ଞାନିକ ବହୁବାର ଏଭଳି ଦାବି କରି ଆସୁଥିବା ବେଳେ ଏ ସନ୍ଦେହକୁ ଏବେ ସତ ବୋଲି କହିଛନ୍ତି ଉହାନ ଗବେଷଣା କେନ୍ଦ୍ରରେ ଗବେଷଣା କରୁଥିବା ଆମେରିକୀୟ ବୈଜ୍ଞାନିକ  ଆଣ୍ଡ୍ର୍ୟୁ ହଫ୍‌ସ ।

Covid Was Man-Made Virus
'କରୋନା ଭୂତାଣୁକୁ ତିଆରି କରିଛି ମଣିଷ'

ହଫ୍‌ଙ୍କ ଦ୍ୱାରା ଲିଖିତ ପୁସ୍ତକ ଦ ଟ୍ରୁଥ୍ ଏବାଉଟ୍ ଉହାନ ପୁସ୍ତକରେ ଏନେଇ ଉଲ୍ଲେଖ କରିଛନ୍ତି।

Corona Report
ରାଜ୍ୟରେ କୋଭିଡ୍ ମହାମାରୀ ନେଇଛି ୨୦ ହଜାରରୁ ଅଧିକ ଜୀବନ

କୋଭିଡ୍ ମୃତ୍ୟୁ ତଥ୍ୟ; ସରକାର କୌଣସି ତଥ୍ୟ ଲୁଚାଇ ନାହାନ୍ତି ବୋଲି କହିଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ

Corona Report
କୋଭିଡ୍ ନେଇଛି କେତେ ଜୀବନ ? ଖୋଲୁଛି ରାଜ୍ୟ ସରକାରଙ୍କ ମିଛ ମୁଖା କହିଲେ ବିରୋଧୀ

ରାଜ୍ୟ ସରକାରଙ୍କ ତଥ୍ୟକୁ ମାନିବାକୁ ବିରୋଧୀ ନାରାଜ । ଶ୍ୱେତପତ୍ର ଆଣିବାକୁ ବିଜେପିର ଦାବି । ରାଜ୍ୟ ସରକାରଙ୍କୁ କଂଗ୍ରେସ ବି କଲା ଟାର୍ଗେଟ୍ ।

Xi Jinping
ଥମୁନି କରୋନା କଟକଣା ଆନ୍ଦୋଳନ ! ଜାଳିଦେଲେ ଆପାର୍ଟମେଣ୍ଟ, ଚାଲିଗଲା ୧୦ ଜୀବନ

ଲଗାତର ତୃତୀୟ ଦିନ ପାଇଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ପାର୍ କରିଛି । ମଙ୍ଗଳବାର ଚୀନରେ ଚିହ୍ନଟ ହୋଇଛନ୍ତି ୩୫ ହଜାର ୧୮୩ ନୂଆ ଆକ୍ରାନ୍ତ ।

corona
ମସ୍ତିଷ୍କ ଉପରେ କୁପ୍ରଭାବ ପକାଉଛି କରୋନା ! ଭଲ ହେବା ପରେ ବି . . .

ମସ୍ତିଷ୍କର ଫ୍ରୋଣ୍ଟାଲ ଲୋବ୍ ଓ ବ୍ରେନ୍ ଷ୍ଟେମ୍ ଅଧିକ ପ୍ରଭାବିତ ହେବା ଆଶଙ୍କା

corona
କରୋନା ପାଇଁ ବାଜିରେ ଜୀବନ ! ବିପଦପୂର୍ଣ୍ଣ ଭାବେ କମ୍ପାନୀର କାନ୍ଥ ଡେଇଁ ପଳାୟନ କଲେ ଶ୍ରମିକ

ଲକଡାଉନ୍ ଭୟରେ କର୍ମଚାରୀମାନେ କମ୍ପାନୀର ସବୁଠୁ ବଡ ଆସେମ୍ବଲି ସାଇଟ୍‌କୁ ଭାଙ୍ଗି ଦେଇଛନ୍ତି।

Boston University Created Artificial Covid-19 Virus In laboratory
ପୁଣି ସାରା ବିଶ୍ୱରେ କରୋନା ବ୍ୟାପିବା ଆଶଙ୍କା ! ସବୁଠୁ ଘାତକ ଭାଇରସ୍‌ ପ୍ରସ୍ତୁତ କଲେ ବୈଜ୍ଞାନିକ

ବୋଷ୍ଟନ ୟୁନିଭର୍ସିଟିର ଲ୍ୟାବ୍‌ ପକ୍ଷରୁ କୃତ୍ରିମ ଉପାୟରେ ଏମିତି ଏକ କୋଭିଡ୍-୧୯ ଭାଇରସ୍ ତିଆରି କରାଯାଇଛି, ଯାହାକି କରୋନାର ସବୁ ପ୍ରଜାତି ତଥା ଭାରିଆଣ୍ଟଠୁ ବି ଅଧିକ ଘାତକ।

COVID-19 Nasal Vaccine
କରୋନାକୁ ମାତ୍‌ ଦେବାକୁ ଆସିଲା ନୂଆ ଅସ୍ତ୍ର, ଭାରତର ପ୍ରଥମ ନାଜାଲ୍ କୋଭିଡ୍ ଟିକାକୁ ମିଳିଲା ମଂଜୁରୀ

ଭାରତ ବାୟୋଟେକ୍‌ର ଟିକାକୁ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ଅନୁମତି । ଏମରଜେନ୍ସି ବ୍ୟବହାର ପାଇଁ ଗ୍ରୀନ୍ ସିଗନାଲ ।

Covid Vaccine
୩୦ରେ ସରୁଛି ମାଗଣା କରୋନା ଟିକା

ତୁରନ୍ତ ଟିକା ନେବାକୁ ଲୋକଙ୍କୁ ନିବେଦନ କରିଛନ୍ତି କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ

Supreme Court On Dolo
ଡୋଲୋ-୬୫୦ ବିକ୍ରି ପଛରେ ୧୦୦୦ କୋଟିର ଲାଞ୍ଚ କାରବାର !

କରୋନା କାଳରେ ଜ୍ୱର ଉପଶମ ପାଇଁ ବ୍ୟବହୃତ ପାରାସିଟାମଲ ଟାବଲେଟ୍ ଡୋଲୋ- ୬୫୦ ବିକ୍ରି ପଛରେ ବଡ଼ ଧରଣର ଲାଞ୍ଚ କାରବାର । ଶହେ କି ଦୁଇ ଶହ ନୁହେଁ, ହଜାରେ କୋଟି ଟଙ୍କାର ଲାଞ୍ଚ ନେଣଦେଣ ଅଭିଯୋଗ ହୋଇଛି ।

Special story
ମାସ୍କ ନପିନ୍ଧିଲେ ଘରୁ ବାହାରିବା ମନା, ନିୟମ ଉଲ୍ଲଂଘନ କଲେ ୫୦୦ ଟଙ୍କା ଜରିମାନା

ରାଜଧାନୀ ଦିଲ୍ଲୀକୁ ପୁଣି ଫେରିଲା କଟକଣା । ମାସ୍କ ନପିନ୍ଧିଲେ ଦିଲ୍ଲୀବାସୀଙ୍କୁ ଘରୁ ବାହାରିବା ମନା ।

Covid 19
ଓଡ଼ିଶାରେ ବି ବଢ଼ିଲାଣି କରୋନା ପ୍ରକୋପ, ଦିନକରେ ୭୩୦ ନୂଆ ଆକ୍ରାନ୍ତ

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧୮ ହଜାର ୮୭୫କୁ ବୃଦ୍ଧି । ଆକ୍ଟିଭ୍ କେସ୍- ୫୮୫୧, ସୁସ୍ଥ ହେଲେଣି ୧୩ ଲକ୍ଷ ୩ ହଜାର ୮୨୩ ଜଣ ।

Corona
ପୁଣି କାୟା ବିସ୍ତାର କଲାଣି କରୋନା, ଦିନକରେ ୪୦ ମୁଣ୍ଡ ନେଲା

ଏବେ ସୁଦ୍ଧା କରୋନାରୁ ସୁସ୍ଥ ହେଲେଣି ୪ କୋଟି ୩୪ ଲକ୍ଷ ୮୪ ହଜାର ୧୧୦ ଜଣ ।

41 school students test Covid positive in Odisha
ଗୋଟିଏ ସ୍କୁଲ୍‌ରୁ ୪୧ କୋଭିଡ୍‌ ପଜିଟିଭ ଚିହ୍ନଟ

ରାୟଗଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୪୧ ଜଣ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି..

Reluctance to COVID-19 booster dose raises concerns in Odisha
ରାଜ୍ୟରେ ୮୭ % ଲୋକ ନେଇ ନାହାଁନ୍ତି ବୁଷ୍ଟର ଡୋଜ୍

ରାଜ୍ୟର ୮୭ ପ୍ରତିଶତ ଲୋକେ ବୁଷ୍ଟର ଡୋଜ୍ ନେଇ ନାହାଁନ୍ତି । ଅର୍ଥାତ୍ ରାଜ୍ୟର ୨ କୋଟି ୮୪ ଲକ୍ଷ ଲୋକ ବୁଷ୍ଟର ଡୋଜ୍‌ ନେଇ ନାହାଁନ୍ତି...

Faridabad janwar corona vaccine anchovax animal vaccine successful trial on zoo animals
ଏଣିକି କରୋନା କବଳରୁ ବଞ୍ଚିବେ ପଶୁ: ଦିଆଯିବ କୋଭିଡ୍ ଭ୍ୟାକ୍ସିନ

ପଶୁଙ୍କୁ ଦିଆଯିବ କରୋନା ଟିକା...୨ ବର୍ଷର କଠିନ ପରିଶ୍ରମ ପରେ ପ୍ରସ୍ତୁତ ହୋଇଛି ଆଙ୍କୋଭାକ୍ସ ଟିକା...

Vaccination
ଗଛ ତଳେ ଦିଆଯାଉଛି ଟିକା; ଭ୍ୟାକ୍ସିନେସନକୁ ନେଇ ଜୋର୍ ଧରିଛି ଚର୍ଚ୍ଚା

ବଲାଙ୍ଗିର ଗଛ ମୂଳେ ଚାଲିଛି କୋଭିଡ୍ ଭ୍ୟାକ୍ସିନେସନ୍ । ମାଗୁରପଡ଼ା ପଞ୍ଚାୟତର ବ୍ରାହ୍ମଣୀ ଡୁଙ୍ଗୁରୀ ଗାଁରେ ଗଛମୂଳେ ଲୋକଙ୍କୁ କୋଭିଡ୍ ଟିକା ଦେଲା ମେଡିକାଲ ଟିମ୍...

Odisha reports 872 Covid19 cases in last 24 hours
ସାମନ୍ୟ ଆଶ୍ୱସ୍ତି; ରାଜ୍ୟରେ କମିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ ସାମନ୍ୟ କମିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା...