• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

Corona Report
ରାଜ୍ୟରେ କୋଭିଡ୍ ମହାମାରୀ ନେଇଛି ୨୦ ହଜାରରୁ ଅଧିକ ଜୀବନ

କୋଭିଡ୍ ମୃତ୍ୟୁ ତଥ୍ୟ; ସରକାର କୌଣସି ତଥ୍ୟ ଲୁଚାଇ ନାହାନ୍ତି ବୋଲି କହିଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ

Corona Report
କୋଭିଡ୍ ନେଇଛି କେତେ ଜୀବନ ? ଖୋଲୁଛି ରାଜ୍ୟ ସରକାରଙ୍କ ମିଛ ମୁଖା କହିଲେ ବିରୋଧୀ

ରାଜ୍ୟ ସରକାରଙ୍କ ତଥ୍ୟକୁ ମାନିବାକୁ ବିରୋଧୀ ନାରାଜ । ଶ୍ୱେତପତ୍ର ଆଣିବାକୁ ବିଜେପିର ଦାବି । ରାଜ୍ୟ ସରକାରଙ୍କୁ କଂଗ୍ରେସ ବି କଲା ଟାର୍ଗେଟ୍ ।

Xi Jinping
ଥମୁନି କରୋନା କଟକଣା ଆନ୍ଦୋଳନ ! ଜାଳିଦେଲେ ଆପାର୍ଟମେଣ୍ଟ, ଚାଲିଗଲା ୧୦ ଜୀବନ

ଲଗାତର ତୃତୀୟ ଦିନ ପାଇଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ପାର୍ କରିଛି । ମଙ୍ଗଳବାର ଚୀନରେ ଚିହ୍ନଟ ହୋଇଛନ୍ତି ୩୫ ହଜାର ୧୮୩ ନୂଆ ଆକ୍ରାନ୍ତ ।

corona
ମସ୍ତିଷ୍କ ଉପରେ କୁପ୍ରଭାବ ପକାଉଛି କରୋନା ! ଭଲ ହେବା ପରେ ବି . . .

ମସ୍ତିଷ୍କର ଫ୍ରୋଣ୍ଟାଲ ଲୋବ୍ ଓ ବ୍ରେନ୍ ଷ୍ଟେମ୍ ଅଧିକ ପ୍ରଭାବିତ ହେବା ଆଶଙ୍କା

corona
କରୋନା ପାଇଁ ବାଜିରେ ଜୀବନ ! ବିପଦପୂର୍ଣ୍ଣ ଭାବେ କମ୍ପାନୀର କାନ୍ଥ ଡେଇଁ ପଳାୟନ କଲେ ଶ୍ରମିକ

ଲକଡାଉନ୍ ଭୟରେ କର୍ମଚାରୀମାନେ କମ୍ପାନୀର ସବୁଠୁ ବଡ ଆସେମ୍ବଲି ସାଇଟ୍‌କୁ ଭାଙ୍ଗି ଦେଇଛନ୍ତି।

Boston University Created Artificial Covid-19 Virus In laboratory
ପୁଣି ସାରା ବିଶ୍ୱରେ କରୋନା ବ୍ୟାପିବା ଆଶଙ୍କା ! ସବୁଠୁ ଘାତକ ଭାଇରସ୍‌ ପ୍ରସ୍ତୁତ କଲେ ବୈଜ୍ଞାନିକ

ବୋଷ୍ଟନ ୟୁନିଭର୍ସିଟିର ଲ୍ୟାବ୍‌ ପକ୍ଷରୁ କୃତ୍ରିମ ଉପାୟରେ ଏମିତି ଏକ କୋଭିଡ୍-୧୯ ଭାଇରସ୍ ତିଆରି କରାଯାଇଛି, ଯାହାକି କରୋନାର ସବୁ ପ୍ରଜାତି ତଥା ଭାରିଆଣ୍ଟଠୁ ବି ଅଧିକ ଘାତକ।

COVID-19 Nasal Vaccine
କରୋନାକୁ ମାତ୍‌ ଦେବାକୁ ଆସିଲା ନୂଆ ଅସ୍ତ୍ର, ଭାରତର ପ୍ରଥମ ନାଜାଲ୍ କୋଭିଡ୍ ଟିକାକୁ ମିଳିଲା ମଂଜୁରୀ

ଭାରତ ବାୟୋଟେକ୍‌ର ଟିକାକୁ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ଅନୁମତି । ଏମରଜେନ୍ସି ବ୍ୟବହାର ପାଇଁ ଗ୍ରୀନ୍ ସିଗନାଲ ।

Covid Vaccine
୩୦ରେ ସରୁଛି ମାଗଣା କରୋନା ଟିକା

ତୁରନ୍ତ ଟିକା ନେବାକୁ ଲୋକଙ୍କୁ ନିବେଦନ କରିଛନ୍ତି କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ

Supreme Court On Dolo
ଡୋଲୋ-୬୫୦ ବିକ୍ରି ପଛରେ ୧୦୦୦ କୋଟିର ଲାଞ୍ଚ କାରବାର !

କରୋନା କାଳରେ ଜ୍ୱର ଉପଶମ ପାଇଁ ବ୍ୟବହୃତ ପାରାସିଟାମଲ ଟାବଲେଟ୍ ଡୋଲୋ- ୬୫୦ ବିକ୍ରି ପଛରେ ବଡ଼ ଧରଣର ଲାଞ୍ଚ କାରବାର । ଶହେ କି ଦୁଇ ଶହ ନୁହେଁ, ହଜାରେ କୋଟି ଟଙ୍କାର ଲାଞ୍ଚ ନେଣଦେଣ ଅଭିଯୋଗ ହୋଇଛି ।

Special story
ମାସ୍କ ନପିନ୍ଧିଲେ ଘରୁ ବାହାରିବା ମନା, ନିୟମ ଉଲ୍ଲଂଘନ କଲେ ୫୦୦ ଟଙ୍କା ଜରିମାନା

ରାଜଧାନୀ ଦିଲ୍ଲୀକୁ ପୁଣି ଫେରିଲା କଟକଣା । ମାସ୍କ ନପିନ୍ଧିଲେ ଦିଲ୍ଲୀବାସୀଙ୍କୁ ଘରୁ ବାହାରିବା ମନା ।

Covid 19
ଓଡ଼ିଶାରେ ବି ବଢ଼ିଲାଣି କରୋନା ପ୍ରକୋପ, ଦିନକରେ ୭୩୦ ନୂଆ ଆକ୍ରାନ୍ତ

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧୮ ହଜାର ୮୭୫କୁ ବୃଦ୍ଧି । ଆକ୍ଟିଭ୍ କେସ୍- ୫୮୫୧, ସୁସ୍ଥ ହେଲେଣି ୧୩ ଲକ୍ଷ ୩ ହଜାର ୮୨୩ ଜଣ ।

Corona
ପୁଣି କାୟା ବିସ୍ତାର କଲାଣି କରୋନା, ଦିନକରେ ୪୦ ମୁଣ୍ଡ ନେଲା

ଏବେ ସୁଦ୍ଧା କରୋନାରୁ ସୁସ୍ଥ ହେଲେଣି ୪ କୋଟି ୩୪ ଲକ୍ଷ ୮୪ ହଜାର ୧୧୦ ଜଣ ।

41 school students test Covid positive in Odisha
ଗୋଟିଏ ସ୍କୁଲ୍‌ରୁ ୪୧ କୋଭିଡ୍‌ ପଜିଟିଭ ଚିହ୍ନଟ

ରାୟଗଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୪୧ ଜଣ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି..

Reluctance to COVID-19 booster dose raises concerns in Odisha
ରାଜ୍ୟରେ ୮୭ % ଲୋକ ନେଇ ନାହାଁନ୍ତି ବୁଷ୍ଟର ଡୋଜ୍

ରାଜ୍ୟର ୮୭ ପ୍ରତିଶତ ଲୋକେ ବୁଷ୍ଟର ଡୋଜ୍ ନେଇ ନାହାଁନ୍ତି । ଅର୍ଥାତ୍ ରାଜ୍ୟର ୨ କୋଟି ୮୪ ଲକ୍ଷ ଲୋକ ବୁଷ୍ଟର ଡୋଜ୍‌ ନେଇ ନାହାଁନ୍ତି...

Faridabad janwar corona vaccine anchovax animal vaccine successful trial on zoo animals
ଏଣିକି କରୋନା କବଳରୁ ବଞ୍ଚିବେ ପଶୁ: ଦିଆଯିବ କୋଭିଡ୍ ଭ୍ୟାକ୍ସିନ

ପଶୁଙ୍କୁ ଦିଆଯିବ କରୋନା ଟିକା...୨ ବର୍ଷର କଠିନ ପରିଶ୍ରମ ପରେ ପ୍ରସ୍ତୁତ ହୋଇଛି ଆଙ୍କୋଭାକ୍ସ ଟିକା...

Vaccination
ଗଛ ତଳେ ଦିଆଯାଉଛି ଟିକା; ଭ୍ୟାକ୍ସିନେସନକୁ ନେଇ ଜୋର୍ ଧରିଛି ଚର୍ଚ୍ଚା

ବଲାଙ୍ଗିର ଗଛ ମୂଳେ ଚାଲିଛି କୋଭିଡ୍ ଭ୍ୟାକ୍ସିନେସନ୍ । ମାଗୁରପଡ଼ା ପଞ୍ଚାୟତର ବ୍ରାହ୍ମଣୀ ଡୁଙ୍ଗୁରୀ ଗାଁରେ ଗଛମୂଳେ ଲୋକଙ୍କୁ କୋଭିଡ୍ ଟିକା ଦେଲା ମେଡିକାଲ ଟିମ୍...

Odisha reports 872 Covid19 cases in last 24 hours
ସାମନ୍ୟ ଆଶ୍ୱସ୍ତି; ରାଜ୍ୟରେ କମିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ ସାମନ୍ୟ କମିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା...

Odisha reports 1030 new COVID19 cases
ରାଜ୍ୟରେ ପୁଣି ହଜାରେ ଟପିଲା କରୋନା ଆକ୍ରାନ୍ତ

ବଢ଼ୁଛି କରୋନା ସଂକ୍ରମଣଙ୍କ ସଂଖ୍ୟା...୨୪ ଘଣ୍ଟାରେ ଏତିକି ଆକ୍ରାନ୍ତ ଚିହ୍ନଟ....

Odisha logs 662 new COVID19 cases in last 24 hours
ରାଜ୍ୟରେ ୨୪ ଘଣ୍ଟାରେ ୬୬୨ ଆକ୍ରାନ୍ତ ଚିହ୍ନଟ

ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୦୪ ଜଣ ଆକ୍ରାନ୍ତ....

Covid 19
ରାଜ୍ୟରେ ଆଜି ବି ହଜାରେ ପାର୍‌ ସଂକ୍ରମଣ

ଆଜି ରାଜ୍ୟରେ ୨୪ ଘଣ୍ଟାରେ ୧୦୧୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

 COVID19
ରାଜ୍ୟରେ ଆଜି ବି ୧୧ ଶହ ଉପରେ କରୋନା ସଂକ୍ରମଣ

ରାଜ୍ୟରେ ୩ ଦିନ ହେଲା ୧୧ ଶହ ଉପରେ କରୋନା ଦୈନିକ ସଂକ୍ରମଣ...

Corona test
୧୨ ଶହ ନିକଟତର ହେଲା ରାଜ୍ୟରେ ଦୈନିକ କରୋନା ସଂକ୍ରମଣ

ଖୋର୍ଦ୍ଧାରୁ ସର୍ବାଧିକ ୩୧୨ ଚିହ୍ନଟ ହୋଇଛନ୍ତି।

BMC makes face masks mandatory in Berhampur  as COVID-19 cases rise
ଏଣିକି ବ୍ରହ୍ମପୁରରେ ବି ମାସ୍କ ବାଧ୍ୟତାମୂଳକ

ବ୍ରହ୍ମପୁରରେ ମାସ୍କ ବାଧ୍ୟତାମୂଳକ...ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି ।

Odisha reports 945 new COVID19 infections in last 24 hours taking total active cases to 6316
ରାଜ୍ୟରେ ପୁଣି ହଜାରେ ମୁହାଁ କରୋନା ସଂକ୍ରମଣ

ଆଜି ୯୪୫ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, କେବଳ ଖୋର୍ଦ୍ଧାରୁ ୩୭୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି...