ମୃତ୍ୟୁସଂଖ୍ୟା ୫ ଲକ୍ଷ ୨୧ ହଜାର ୯୬୬ରେ ପହଞ୍ଚିଛି।
ଦିଲ୍ଲୀ ଭଳି କିଛି ରାଜ୍ୟରେ ସଂକ୍ରମଣ ବଢିବା ପରେ ଓଡ଼ିଶା ସରକାର ସଜାଗ ହୋଇଛନ୍ତି। ୭ରୁ ୮ ଜିଲ୍ଲାକୁ ଛାଡ଼ି ଦେଲେ ବାକି ସବୁ ଜିଲ୍ଲାରେ ସଂକ୍ରମଣ କେସ୍ ନାହିଁ। ତେଣୁ ସେଭଳି ଆତଙ୍କିତ ହେବା ପରିସ୍ଥିତି ନାହିଁ ବୋଲି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।
୨୦ ତାରିଖରେ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ NDMA ପକ୍ଷରୁ ବସିବ ବୈଠକ
ଆବଶ୍ୟକ ପଡ଼ିଲେ ସ୍କୁଲକୁ ଆଂଶିକ ବନ୍ଦ କରାଯିବ ବୋଲି କହିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ।
ଡେଲ୍ଟାଟ୍ରୋନ୍ ଭାରିଏଣ୍ଟ ହେଉଛି ଡେଲଟା ଓ ଓମିକ୍ରନ୍ର ମିଳିତ ସବ୍ ଭାରିଏଣ୍ଟ । ଏହାର ସଂକ୍ରମଣ ହାର, କ୍ଲିନିକାଲ ରିପୋର୍ଟ ଓ ସିଭିୟରିଟି ବେଶି ନାହିଁ ।
ପୁଣି ଚୀନରେ କାୟା ମେଲାଇଛି କରୋନା। ପରିସ୍ଥିତି ସାଙ୍ଘାତିକ ହେଉଥିବାରୁ ଲକଡାଇନର କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଏବେ ସାଙ୍ଘାଇ ସହରରେ ଜରୁରୀ ସାମଗ୍ରୀ ମିଳୁନଥିବାରୁ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି ଲୋକେ। ଦେଖନ୍ତୁ ଏହି ଦୁଇଟି ଭିଜୁଆଲ୍...
କୋଭିଡର ନୂଆ ଭାରିଆଣ୍ଟ ମାରାତ୍ମକ ନୁହେଁ । କୋଭିଡ୍ XE ଭ୍ୟାରିଆଣ୍ଟକୁ ନେଇ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି NTAGI ମୁଖ୍ୟ ଏନ୍. କେ. ଅରୋରା ।
ଆଜିଠାରୁ ସମସ୍ତ ଘରୋଇ ହସ୍ପିଟାଲରେ ମିଳିବ କରୋନାର ବୁଷ୍ଟର୍ ଡୋଜ୍ । ୧୮ ବର୍ଷରୁ ଅଧିକ ବୟସର ସମସ୍ତେ ଦ୍ୱିତୀୟ ଡୋଜ୍ ନେବାର ୯ ମାସ ପରେ ବୁଷ୍ଟର୍ ଡୋଜ୍ ନେଇପାରିବେ ।
ଆସନ୍ତାକାଲିଠାରୁ ପ୍ରାଇଭେଟ ହସ୍ପିଟାଲରେ କରୋନାର ବୁଷ୍ଟର୍ ଡୋଜ୍ ମିଳିବ । ଦ୍ୱିତୀୟ ଡୋଜ୍ ନେବାର ୯ ମାସ ହୋଇଥିଲେ, ହିତାଧିକାରୀ ବୁଷ୍ଟର୍ ଡୋଜ୍ ନେଇପାରିବେ ।
ବ୍ୟକ୍ତି ଜଣକ ମାର୍ଚ୍ଚ ୧୩ରେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ।
ଆସନ୍ତାକାଲିଠାରୁ ସବୁ ପ୍ରାପ୍ତବୟସ୍କଙ୍କୁ ମିଳିବ କରୋନାର ପ୍ରିକସନ୍ ଡୋଜ୍ ବା ବୁଷ୍ଟର୍ ଡୋଜ୍ ।
ଘରୋଇ ଟିକାକରଣ କେନ୍ଦ୍ରରେ ଏହି ପ୍ରିକସନାରୀ ଡୋଜ୍ ଟିକା ମାଗଣାରେ ଉପଲବ୍ଧ ହେବ ନାହିଁ । ଏଥିପାଇଁ ଦେୟ ପୈଠ କରିବାକୁ ପଡ଼ିବ । ବିଶ୍ୱସ୍ତରରେ କରୋନାର ନୂଆ XE ଭ୍ୟାରିଆଣ୍ଟ୍ ପ୍ରକୋପ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି ।
ବିଶ୍ୱକୁ କରୋନା ମହାମାରୀ ଭଳି ମହାବିପତ୍ତି ଦେଇଥିବା ଚୀନ୍, ପ୍ରାଥମିକ ପର୍ଯ୍ୟାୟ ସଂକ୍ରମଣ ରୋକିବାରେ ସଫଳ ହୋଇଥିଲା । ମାତ୍ର ଏବେ ସାରା ବିଶ୍ୱ ଏକପ୍ରକାର ଆଶ୍ୱସ୍ତ ହୋଇଥିବା ବେଳେ, ଚୀନରେ କିନ୍ତୁ ପୁଣି ଥରେ ଉଗ୍ର ରୂପ ଧାରଣ କରିଛି ମହାମାରୀ । ବିଶେଷତଃ ସାଂଘାଇର ସ୍ଥିତି ସଂଗୀନ । ସାଂଘାଇ ସହରରରେ ସଂର୍ପୂଣ୍ଣ ଲକଡାଉନକୁ ନେଇ ବିପର୍ଯ୍ୟସ୍ତ ହୋଇପଡିଛି ଜନଜୀବନ । ସେହିପରି ଲକଠାଉନ ଯୋଗୁଁ ଚୀନ ଅର୍ଥନୀତି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ବଢିଯାଇଛି ।
XE ଭ୍ୟାରିଆଣ୍ଟ୍ ଦେଶରେ ଚତୁର୍ଥ ଲହର ଆଣିବ ନାହିଁ ବୋଲି ସେ ଆଶ୍ୱସ୍ତ କରିଛନ୍ତି । ବର୍ତ୍ତମାନ ସବୁଠାରୁ ଅଧିକ ସଂକ୍ରାମକ କୁହାଯାଉଥିବା ଓମିକ୍ରନ୍ର BA-2 ଭ୍ୟାରିଆଣ୍ଟ ଠାରୁ XE ଭ୍ୟାରିଆଣ୍ଟ ୧୦ ପ୍ରତିଶତ ଅଧିକ ସଂକ୍ରାମକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ।
କରୋନା ସଂକ୍ରମଣ ଚାଇନାର ଦୈନିକ ରେକର୍ଡ ଭାଙ୍ଗିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୨୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ପରେ ସମସ୍ତଙ୍କ ଚିନ୍ତା ବଢ଼ିଛି।
ସାମ୍ନାକୁ ଆସିଲା ମହାମାରୀ କରୋନାର ଆଉ ଏକ ମ୍ୟୁଟାଣ୍ଟ । XE ନାମକ କରୋନାର ଏହି ନୂଆ ରୂପ ପୂର୍ବ ମ୍ୟୁଟାଣ୍ଟ ତୁଳନାରେ ଅଧିକ ସଂକ୍ରାମକ ଓମିକ୍ରନର ସବ୍ ଭାରିଏଣ୍ଟ BA.2 ଏଯାଏ ସବୁଠାରୁ ଅଧିକ ସଂକ୍ରାମକ ଭାରିଏଣ୍ଟ ବୋଲି କୁହାଯାଉଥିଲା ।
ମହାମାରୀର ଉତ୍ପତିସ୍ଥଳ କୁହାଯାଉଥିବା ଚୀନରେ ପୁଣି ଥରେ କୋଭିଡ ହାହାକାର ସ୍ଥିତି ସୃଷ୍ଟି ହୋଇଛି । ଚୀନର ସବୁଠାରୁ ବଡ ସହର ସଂଘାଇକୁ ପୁଣି ଥରେ ଲକଡାଉନ୍ ଫେରିଛି । ସହରର ଅଧିକାଂଶ ଅଂଶରେ ଏକ ଲକଡାଉନ୍ ଲଗାଯାଇଛି ।
ଦୀର୍ଘ ୨ ବର୍ଷ ପରେ ମହାମାରୀ ଆଇନ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କେସ୍ ଲୋଡ୍, ଡେଲି ପଜିଟିଭିଟି ହାର କମିବାରୁ ଏନେଇ କେନ୍ଦ୍ରର ନିଷ୍ପତ୍ତି । ଏନେଇ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ କେନ୍ଦ୍ର ଗୃହ ସଚିବଙ୍କ ଚିଠି ।
ପୁଣି ବିଶ୍ୱକୁ ଡରାଇବା ଆରମ୍ଭ କଲାଣି। କରୋନା ଭୂତାଣୁର ନୂଆ ରୂପ ଗଲା କିଛି ମାସ ଧରି ଚୀନ, କୋରିଆ, ହଂକଂ, ତାଇଓ୍ୱାନ୍ ଭଳି ଦେଶରେ ଓମିକ୍ରନ୍ ବିଏ.୨ ଭାରିଆଣ୍ଟର ଦ୍ରୁତ ସଂକ୍ରମଣ ପରେ ବଢ଼ିଛି ଭୟ।
କରୋନାର ୪ର୍ଥ ଲହରକୁ ନେଇ ବଢିଲାଣି ଚିନ୍ତା। ଚାଇନାରେ କିଛି ସହରରେ ଲକ୍ଡାଉନ୍ । ଏହାକୁ ନେଇ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢିଲାଣି।
ଇସ୍ରାଏଲରେ ଦୁଇ କିଶୋର ବୟସ୍କ ଯାତ୍ରୀଙ୍କ ଠାରେ ଏହି ନୂଆ ଭ୍ୟାରିଆଣ୍ଟ ଠାବ ହେବା ପରେ ବଢିଛି ଚିନ୍ତା । କୋଭିଡର ଏହି ନୂଆ ଭ୍ୟାରିଆଣ୍ଟରେ ଓମିକ୍ରନର ଦୁଇଟି ସବ୍ ଭ୍ୟାରିଆଣ୍ଟ BA.1 ଏବଂ BA.2 ରହିଛି ।
ଇସ୍ରାଏଲରେ ଦୁଇ କିଶୋର ବୟସ୍କ ଯାତ୍ରୀଙ୍କ ଠାରେ ଏହି ନୂଆ ଭ୍ୟାରିଆଣ୍ଟ ଠାବ ହେବା ପରେ ବଢିଛି ଚିନ୍ତା । କୋଭିଡର ଏହି ନୂଆ ଭ୍ୟାରିଆଣ୍ଟରେ ଓମିକ୍ରନର ଦୁଇଟି ସବ୍ ଭ୍ୟାରିଆଣ୍ଟ BA.1 ଏବଂ BA.2 ରହିଛି । ତେବେ କୋଭିଡର ନୂଆ ଭ୍ୟାରିଆଣ୍ଟ ଯାହା ଦୁଇ ପ୍ରକାର ଭ୍ୟାରିଆଣ୍ଟକୁ ଏକାଠି କରେ ।
କିଛି ଦିନର ବିରତି ପରେ ପୁଣି ମାଡି ଆସୁଛି ମହାମାରୀ। ଚାଇନାରେ ହୁ ହୁ ହୋଇ କରୋନା ମାଡ଼ି ଛାଲିଥିବା ବେଳେ ଇସ୍ରାଏଲରେ ଚିହ୍ନଟ ହେଲାଣି ନୂଆ ଭାରିଆଣ୍ଟ। ଯାହାକୁ ନେଇ ବିଶ୍ୱରେ ଖେଳି ଯାଇଛି ଆତଙ୍କ
ଏବେ ଇସ୍ରାଏଲରେ ଠାବ ହୋଇଛି କୋଭିଡ୍ର ଏକ ନୂଆ ଭ୍ୟାରିଆଣ୍ଟ । ଇସ୍ରାଏଲରେ ଦୁଇ କିଶୋର ବୟସ୍କ ଯାତ୍ରୀଙ୍କ ଠାରେ ଏହି ନୂଆ ଭ୍ୟାରିଆଣ୍ଟ ଠାବ ହେବା ପରେ ବଢିଛି ଚିନ୍ତା ।
ଆଗକୁ ହୋଲି ଆସୁଥିବାରୁ ଭିଡ଼ ନକରିବାକୁ ପରାମର୍ଶ