ଭାରତକୁ ଆଣିବାକୁ ହେଲେ ଲାଇସେନ୍ସ କିମ୍ବା ସରକାରୀ ଅନୁମତି ବାଧ୍ୟତାମୂଳକ ହେବ ।
ଗତ ୩୧ ତାରିଖ ଥିଲା ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲର ଶେଷ ଦିନ । ଗତବର୍ଷ ଅପେକ୍ଷା ଏଥର ୧୬.୧ ପ୍ରତିଶତ ଅଧିକ ରିଟର୍ଣ୍ଣ ଫାଇଲ୍ ହୋଇଛି ।
ହୋଇପାରେ ଜେଲ ଦଣ୍ଡ । ରିଟର୍ଣ୍ଣ ଦାଖଲ ଯାଞ୍ଚ ଲାଗି AI ସହାୟତା ନେଇଛି ଆଇଟି ବିଭାଗ ।
ଟମାଟୋ ପରେ ଏବେ ଅମୂଲ ମୂଲ ଚାଉଳ । କେଜି ପିଛା ବଢ଼ିଛି ୧୦ରୁ ୧୫ ଟଙ୍କା । ମାସକ ତଳେ ଯେଉଁ ଉଷୁନା ଚାଉଳ ୩୫ରୁ ୪୦ ଟଙ୍କାରେ ବିକ୍ରି ହେଉଥିଲା, ଏବେ ତାହା ୪୫ରୁ ୫୦ ଛୁଇଁଲାଣି ।
ଟମାଟୋର ଚଢ଼ାଦର ଥିବାରୁ ୧ କେଜି ବଦଳରେ ୨୫୦ ଗ୍ରାମ କିଣୁଛନ୍ତି ଗ୍ରାହକ । ହେଲେ ଏହାରି ଭିତରେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଚିକତ କରିଦେବ । ଜଣେ ବ୍ୟବସାୟୀ ଟମାଟୋ ବିକ୍ରି କରି ରୋଜଗାର କରିଛନ୍ତି ୪ କୋଟି ଟଙ୍କା ।
Hotstar ୟୁଜର୍ସ, ସଂସ୍ଥାର ଏଭଳି ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି । ଅନେକ ୟୁଜର କହିଛନ୍ତି ହଟ୍ଷ୍ଟାର ନଦେଖିଲେ ଆମର କିଛି ଅସୁବିଧା ହେବ ନାହିଁ ।
ସାଧାରଣତଃ LICକୁ ଲୋକମାନେ ସୁରକ୍ଷା ତଥା ସଂଚୟର ପ୍ରମୁଖ ମାଧ୍ୟମ ଭାବେ ବାଛିଥା’ନ୍ତି । ଅନ୍ୟ କୌଣସି ଯୋଜନାରେ ବିନିଯୋଗ କରିବା ପରିବର୍ତ୍ତେ, LICକୁ ଅଧିକ ବାଛିଥା’ନ୍ତି ଲୋକମାନେ ।
ପ୍ରବାସୀ ଭାରତୀୟଙ୍କୁ ଘାରିଛି ଭାତ ଚିନ୍ତା । ଚାଉଳ ବସ୍ତା ନେବାକୁ ଠେଲାପେଲା ସ୍ଥିତି । ସୁପରମାର୍କେଟରେ ଲମ୍ବା ଲାଇନ୍
ଆମ୍ବ ଚାଷ ଦେଇଛି ପରିଚୟ । ପରିବେଶ ସନ୍ତୁଳନ ପାଇଁ ସେ ବାଡିରେ ଲଗେଇଛନ୍ତି ଶହଶହ ଗଛ । ଏବେ ଜାପାନୀ ମିଆକାଜି ଆମ୍ବ ଫଳାଇ ଚର୍ଚ୍ଚାରେ ଶିକ୍ଷକ ରକ୍ଷାକର ।
ପିଲା ଦିନେ ମହିପାଲ ସ୍କୁଲ ଯାଉଥିଲେ । ହେଲେ ପାଠ ତାଙ୍କ ଦ୍ୱାରା ହେଲା ନାହିଁ । ଦଶମରେ ଫେଲ୍ ହେଲେ । ତା’ପରେ ଚାଷ କାମ ଆରମ୍ଭ କଲେ । ଚାଷରେ ବି ଫେଲ୍ ମାରିଲେ । ମାନେ ନିୟମିତ ଭାବେ ଯେଉଁ ଧାନ ଚାଷ ହୁଏ ସେଥିରେ ସେ ଫେଲ୍ ମାରିଲେ ।
ତଥ୍ୟ କହୁଛି ଚାଉଳ ଦର ୧୧ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ସେମିତି ୧୦୦ରୁ ୧୧୦ ଟଙ୍କାରେ ମିଳୁଥିବା ହରଡ଼ ଡାଲି ଏବେ ଦେଢ଼ ଶହ ପାର୍। ମୁଗ, ବୁଟ ଓ ବିରି ଡାଲି, ଏସବୁ ଯେମିତି ହରଡ଼ ଡାଲି ପିଛା ଧରିଛନ୍ତି।
କମ୍ପାନୀର ଇଲେକ୍ଟ୍ରିକ୍ କାର ଗୁଡିକର ପ୍ରାରମ୍ଭିକ ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହୋଇପାରେ । ଏନେଇ TELSA ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ସହିତ ଆଲୋଚନା କରୁଛି ।
୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟକ୍ତିଗତ ଋଣ ନେଇପାରିବେ । ଏହା ବାଦ୍ ଘରର ନବୀକରଣ ପାଇଁ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଉଛି ।
ଦେଶରେ ଜୁଲାଇ ୭ରୁ ପରୀକ୍ଷାମୂଳକ ଭାବେ ପ୍ରଥମେ ୧୦ ଲକ୍ଷ ଜିଓ ଭାରତ ଫୋନ୍ ଲଞ୍ଚ କରାଯିବ ।
ବଜାରରେ କାର୍ଟୁନ୍ ପ୍ୟାକେଜିଂର ଚାହିଦା ଯେଉଁଭଳି ଭାବେ ଦ୍ରୁତ ଗତିରେ ବଢ଼ି ଚାଲିଛି, ତାକୁ ଦେଖି କହିହେବ ଯେ ଏହି ବ୍ୟବସାୟରେ କ୍ଷତି ହେବାର ସମ୍ଭାବନା ଖୁବ୍ କମ୍ ।
ଏବେ ସେଂଚୁରୀ ପାର୍ ଟମାଟୋ ପାଇଁ ରାଜ୍ୟରେ ଶୀତଳଭଣ୍ଡାର ଅଭାବକୁ ଦାୟୀ କରିଛନ୍ତି ଚାଷୀ। ଏହାରି ଭିତରେ ଆଗକୁ ଶ୍ରାବଣ ମାସ ଥିବାରୁ ଏଥର ପରିବା ଦର ସବୁ ରେକର୍ଡ ଭାଙ୍ଗିବ ବୋଲି ଆଶଙ୍କା କରାଯାଉଛି।
ତେବେ ଏବେ ପ୍ରଶ୍ନ କାହିଁକି ହଠାତ୍ ଅମୂଲମୂଲ ହେଲା ଟମାଟୋ ?
ଲୁଲୁ ଗ୍ରୁପ୍ ଭାରତରେ ୧୦ ହଜାର କୋଟି ଟଙ୍କା ନିବେଶ କରିବା ପାଇଁ ଯୋଜନା କରିଛି। ଆସନ୍ତା ୩ ବର୍ଷ ମଧ୍ୟରେ ନିବେଶ ସହ ଦେଶରେ ଅନେକ ଡେଷ୍ଟିନେସନ୍ ସପିଂ ମଲ୍ ଖୋଲିବ ବୋଲି ସୂଚନା ମିଳିଛି। ଫଳରେ ୫୦ ହଜାର ନିଯୁକ୍ତି ସୃଷ୍ଟି ହେବ।
ଯଦି ଆପଣ ଏଥିପାଇଁ ଆଗ୍ରହୀ ରହିଛନ୍ତି, ତେବେ ଆପଣଙ୍କୁ ଏକ ଭଲ ମ୍ୟୁଚୁଆଲ୍ ଫଣ୍ଡ ସ୍କିମ୍ ବାଛିବାକୁ ପଡ଼ିବ । ଯେଉଁଥିରେ ପ୍ରତି ମାସରେ ଆପଣଙ୍କୁ ୨୦୦୦ ଟଙ୍କା ବିନିଯୋଗ କରିବାକୁ ହେବ ।
ଭାରତ ସରକାରଙ୍କ ଏହି ଯୋଜନାର ନାଁ ହେଉଛି ‘ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା’ । ତେବେ ଆସନ୍ତୁ ଏ ସମ୍ପର୍କରେ ଜାଣିବା ଅଧିକ ତଥ୍ୟ...
UPI ଦ୍ୱାରା ଗୋଟିଏ ବ୍ୟାଙ୍କରୁ ଅନ୍ୟ ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ଟଙ୍କା ପଠାଯାଇଥାଏ । ହେଲେ ସେହି କାମକୁ ଯଦି ଆପଣ UPI Lite ଦ୍ୱାରା କରନ୍ତି ତେବେ ଆପଣଙ୍କୁ କିଛି ଭିନ୍ନ ଉପାୟ ଆପଣେଇବାକୁ ପଡ଼ିଥାଏ।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୫୫୦ ଟଙ୍କା ହୋଇଛି।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୬୮୦ ଟଙ୍କା ହୋଇଛି।
ଡାଲି ଦରରେ ଅନିୟନ୍ତ୍ରିତ ବୃଦ୍ଧି ! ତିନି ମାସ ତଳେ ଯେଉଁ ହରଡ଼ ଡାଲି ଦର ଶହେ ଟଙ୍କା ଥିଲା। ଏବେ ବଢ଼ି ବଢ଼ି ତାହା ୧୪୫ରେ ପହଞ୍ଚିଲାଣି। ୟେ ତ ହୋଲସେଲ ରେଟ୍।
ହାଣ୍ଡିଶାଳ ବଜେଟ୍ ବିଗିଡୁଥିବାରୁ ଖାଉଟି କିଲେ ବଦଳରେ ଅଧ କେଜିରେ କାମ ଚଳାଉଥିଲା ବେଳେ, ବ୍ୟବସାୟ ବି ପ୍ରଭାବିତ ହେଉଛି।