• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Poor

Road Problem
ରାସ୍ତା ଏମିତି ଯେ ଚାଲିକି ଯିବା କଷ୍ଟ

ରାସ୍ତା ଦେଇ ବାଇକ ଓ ଚାରିକିଆ ଯାନ ଯିବା ତ ଦୁରର କଥା ଚାଲି ଚାଲିକି ଯିବା ମଧ୍ୟ କଷ୍ଟ l ଆଉ ରାସ୍ତାରେ ରହିଥିବା କଲଭଟ୍ କଥା ନକହିବା ଭଲ l କାରଣ ସବୁ କଲଭଟ ବିପଦ ସଂକୁଳ ଅବସ୍ଥାରେ ରହିଥିବା ବେଳେ ପ୍ଲାଷ୍ଟର ଛାଡି ଲୁହାରଡ଼ ଦେଖାଗଲାଣି l

Budget
ମୋଦି ସରକାରଙ୍କ ନିର୍ବାଚନୀ ବଜେଟ୍, ଭିତ୍ତିଭୂମି ବିକାଶ ଉପରେ କେନ୍ଦ୍ରର ଜୋର୍

ମୁଣ୍ଡ ଉପରେ ସାଧାରଣ ନିର୍ବାଚନ । ଏଇ ବେଳାରେ ବିକଶିତ ଭାରତର ଲକ୍ଷ୍ୟ ନେଇ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ । ଯେଉଁଥିରେ ଗରିବ, ମହିଳା, ଯୁବକ ଓ ଅନ୍ନଦାତା ବା ଚାଷୀକୁ ପ୍ରାଧାନ୍ୟ ଦେଇ ଆୟବ୍ୟୟ ଅଟକଳ କରିଛନ୍ତି ।

Odisha Doctor Launches ‘One Rupee’ Medical Service For Poor
ମାତ୍ର ୧ ଟଙ୍କାରେ ଚିକିତ୍ସା ସହ ମିଳୁଛି ମେଡ଼ିସିନ୍‌, ରୋଗ ଦେଖାଇବାକୁ ଲାଗୁଛି ଲାଇନ୍‌

ମାତ୍ର ୧ ଟଙ୍କାରେ ଚିକିତ୍ସା ସହ ମିଳୁଛି ସହୁ ଔଷଧ। ରୋଗ ଦେଖାଇବାକୁ ଏହି ଡାକ୍ତରଙ୍କ ପାଖରେ ଲାଗିଛି ଲମ୍ବା ଲାଇନ୍‌। ବିଭିନ୍ନ ରୋଗ ଦେଖାଇ ଭଲ ହେଉଛନ୍ତି ରୋଗୀ...୧ ଟଙ୍କିଆ କ୍ଲିନ୍‌କକୁ ଏହାରି ମଧ୍ୟରେ ପୂରିଛି ୧ ବର୍ଷ

NSO Report
ଓଡ଼ିଶାରେ ଧନୀ ଅଧିକରୁ ଅଧିକ ଧନୀ, ଗରିବ ସମ୍ପୂର୍ଣ୍ଣ ନିର୍ଧନ; ଜାଣନ୍ତୁ କେମିତି ?

ବଢ଼ି ଚାଲିଛି ଧନୀ-ଗରିବ ତାରତମ୍ୟ । ବଢୁଛି ଧନୀଙ୍କ ଧନ ପରିମାଣ, ଅଧିକରୁ ଅଧିକ ଗରିବ ହେଉଛନ୍ତି ନିର୍ଧନ । କରୋନା ସଂକ୍ରମଣ କାଳରେ ଏହି ପ୍ରଭେଦ ମାତ୍ରାଧିକ ବୃଦ୍ଧି ପାଇଥିବା NSO ସର୍ବେକ୍ଷଣରୁ ନଜରକୁ ଆସିଛି ।