ଆଜି ସଂସଦରେ ଉପସ୍ଥାପିତ ହେଉଛି ଅନ୍ତରୀଣ ବଜେଟ୍-୨୦୨୪। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ସରକାରର ଏହା ହେବ ଶେଷ ବଜେଟ୍ । ସଂସଦରେ ବଜେଟ୍ ଉପସ୍ଥାପନ କରିବେ ଅଥମନ୍ତ୍ରୀ ନିର୍ମଳା ସୀତାରମଣ। କାହାକୁ ସେ କ’ଣ ଦେବେ, ତା’ ଉପରେ ରହିଛି ସାରା ଦେଶର ନଜର । ବଜେଟର ଟିକିନିକି ଖବର ଜାଣିବାକୁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ ଆଉ ଲଗ୍ ଇନ୍ କରନ୍ତୁ otvkhabar.in
16:16 PM(12 months ago )
ମହିଳାଙ୍କ ବିକାଶ ପାଇଁ ନିରନ୍ତର ପ୍ରୟାସ..୧ କୋଟି ମହିଳାଙ୍କୁ ଲକ୍ଷପତି ଦିଦି ମାନ୍ୟତା,. ୨-୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି ବନେଇବାକୁ ଟାର୍ଗେଟ୍ #NirmalaSitharaman #Budget2024 #Budget #InterimBudget #OTV pic.twitter.com/0rp3PnfLis
— ଓଟିଭି (@otvkhabar) February 1, 2024
16:16 PM(12 months ago )
ପର୍ଯ୍ୟଟନର ବିକାଶ ପାଇଁ ଲାକ୍ଷାଦ୍ୱୀପ ଏବଂ ଅନ୍ୟ ଦ୍ୱୀପପୁଞ୍ଜର ବିକାଶ କରାଯିବ #NirmalaSitharaman #Budget #Budget2024 #InterimBudget #OTV pic.twitter.com/A6HG2knALL
— ଓଟିଭି (@otvkhabar) February 1, 2024
15:43 PM(12 months ago )
#ଅଗଣିତ_ରୋଜଗାର_ମିଳିବ !
— ଓଟିଭି (@otvkhabar) February 1, 2024
ଅନ୍ତରୀଣ ବଜେଟରେ ୨ଟି ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ ନିଆଯାଇଛି.. ଏନେଇ କଣ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଶୁଣନ୍ତୁ.. #PMModi #NarendraModi #ModiGovt #InterimBudget #budget #OTV pic.twitter.com/67K0Mh268B
15:42 PM(12 months ago )
'ଯେପର୍ଯ୍ୟନ୍ତ ତୁଳନା ହୋଇନି ସଫଳତାକୁ ମାପି ହେବନି'#InterimBudget #Budget #ModiGovt #ManojTiwari #OTV pic.twitter.com/t1zhNNhhSj
— ଓଟିଭି (@otvkhabar) February 1, 2024
15:24 PM(12 months ago )
15:03 PM(12 months ago )
ବଜେଟ ୨୦୨୪: ଗବେଷଣା ପାଇଁ 'ଜୟ ଅନୁସନ୍ଧାନ'...୫୦ ବର୍ଷ ଯାଏଁ ବିନା ସୁଧରେ ଋଣ#BudgetSession #Budget2024 #OTV https://t.co/Tm9ASsdlox
— ଓଟିଭି (@otvkhabar) February 1, 2024
14:53 PM(12 months ago )
ଅନ୍ତରୀଣ ବଜେଟ୍ କିନ୍ତୁ ଏହା ଅତୀତ ଓ ଭବିଷ୍ୟତ ଲାଗି ଏକ ମଜବୁତ ରାସ୍ତା ଦେଖାଉଛି.. ଆମର ବିଜୟ ସୁନିଶ୍ଚିତ, ଜୁଲାଇରେ ଆମେ ପୂର୍ଣ୍ଣାଙ୍ଗ ବଜେଟ୍ ଦେବୁ: ରବି ଶଙ୍କର ପ୍ରସାଦ#Budget #RaviShankarPrasad #InterimBudget #Budget2024 #OTV pic.twitter.com/FzhKidKQTk
— ଓଟିଭି (@otvkhabar) February 1, 2024
14:51 PM(12 months ago )
'୨୦୪୭ ସୁଦ୍ଧା ବିକଶିତ ଭାରତ ମୋଦି ସରକାରର ମୂଳ ଲକ୍ଷ୍ୟ..'#NirmalaSitharaman #Budget2024 #InterimBudget #OTV pic.twitter.com/JCx0UiOd3D
— ଓଟିଭି (@otvkhabar) February 1, 2024
14:36 PM(12 months ago )
ଅର୍ଥମନ୍ତ୍ରୀ ସୀତାରମଣଙ୍କ ଅନ୍ତରୀଣ ବଜେଟକୁ ନେଇ କଣ କହିଲେ ବିରୋଧୀ ?#Budget #Budget2024 #InterimBudget #OTV pic.twitter.com/EuFXgi7B11
— ଓଟିଭି (@otvkhabar) February 1, 2024
14:35 PM(12 months ago )
ବଜେଟ୍ ୨୦୨୪; ୧୦ଟି କ୍ଷେତ୍ରରେ ଅଧିକ ଫୋକସ୍..ଜାଣନ୍ତୁ ବଜେଟ୍ର ଟିକିନିକି ଖବର..#Budget2024 #InterimBudget #freeelectricity #NirmalaSitharaman #parliament #OTV https://t.co/qS8EOzDju7
— ଓଟିଭି (@otvkhabar) February 1, 2024
14:35 PM(12 months ago )
#୨୦୨୪_କାମଚଳା_ବଜେଟ୍
— ଓଟିଭି (@otvkhabar) February 1, 2024
'ଏହା ଏକ ଐତିହାସିକ ବଜେଟ୍..ଭାରତ ଆଗକୁ ବଢିସାରିଛି.. ପୂରା ବିଶ୍ୱ ଭାରତକୁ ଦେଖୁଛି..'#InterimBudget #Budget #Budget2024 #OTV pic.twitter.com/TK1zFebY5m
14:05 PM(12 months ago )
#୨୦୨୪_କାମଚଳା_ବଜେଟ୍
— ଓଟିଭି (@otvkhabar) February 1, 2024
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ମୁହଁରୁ ଶୁଣନ୍ତୁ ୨୦୧୪ରୁ ୨୦୨୩ ଭିତରେ ଲୋକଙ୍କ ପାଇଁ କଣ କରିଛି ମୋଦି ସରକାର..#ModiGovt #NirmalaSitharaman #InterimBudget #2024Budget #OTV pic.twitter.com/CrQ8Moxx65
14:04 PM(12 months ago )
ଇଣ୍ଡିଆ- ମିଡିଲ୍ ଇଷ୍ଟ-ୟୁରୋପ୍ ଇକୋନୋମିକ୍ କରିଡର ଭାରତ ପାଇଁ ଏକ ଗେମ୍ ଚେଞ୍ଜର୍ #ModiGovt #NirmalaSitharaman #InterimBudget #2024Budget #OTV pic.twitter.com/m5cuSNPH4c
— ଓଟିଭି (@otvkhabar) February 1, 2024
14:04 PM(12 months ago )
#ଦେଶର_ଭବିଷ୍ୟତ_ନିର୍ମାଣର_ବଜେଟ- ମୋଦି
— ଓଟିଭି (@otvkhabar) February 1, 2024
ବଜେଟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିକ୍ରିୟା। ଏହି ବଜେଟ ଦେଶର ଭବିଷ୍ୟତ ନିର୍ମାଣର ବଜେଟ କହିଲେ ମୋଦି। ଯୁବକ, ମହିଳା, ଗରିବୀ, କୃଷକ ସମସ୍ତଙ୍କୁ ଏ ବଜେଟ ସଶକ୍ତ କରିବ। ୨୦୪୭ରେ ବିକଶିତ ଭାରତ ଲକ୍ଷ୍ୟକୁ ମଜବୁତ କରିବ ଏହି ବଜେଟ।#NarendraModi #Budget2024 #InterimBudget pic.twitter.com/6A9h5OiNhY
13:40 PM(12 months ago )
13:40 PM(12 months ago )
ବଜେଟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିକ୍ରିୟା
-ଏହି ବଜେଟ ଦେଶର ଭବିଷ୍ୟତ ନିର୍ମାଣର ବଜେଟ କହିଲେ ମୋଦି’
-‘ଯୁବକ, ମହିଳା, କୃଷକ ସମସ୍ତଙ୍କୁ ଏ ବଜେଟ ସଶକ୍ତ କରିବ’
-‘୨୦୪୭ରେ ବିକଶିତ ଭାରତ ଲକ୍ଷ୍ୟକୁ ମଜବୁତ କରିବ ବଜେଟ’
-‘ଯୁବ ଭାରତର ଆଶା ଆକାଂକ୍ଷାର ପ୍ରତିବିମ୍ବ ହେଉଛି ଏ ବଜେଟ’
-‘ଭିତ୍ତିଭୂମି ବିକାଶ ପାଇଁ ୧୧ ଲକ୍ଷ ୧୧ ହଜାର ୧୧୧ କୋଟି ବ୍ୟବସ୍ଥା’
-‘ଆଧୁନିକ ଭିତ୍ତିଭୂମି ଯୁବକଙ୍କ ପାଇଁ ରୋଜଗାର ସମ୍ଭାବନା ଆଣିବ’
13:35 PM(12 months ago )
#ଗବେଷଣା_ପାଇଁ_ଜୟ_ଅନୁସନ୍ଧାନ_ଯୋଜନା- ନିର୍ମଳା ସୀତାରମଣ
— ଓଟିଭି (@otvkhabar) February 1, 2024
ଜୟ ଅନୁସନ୍ଧାନ ଯୋଜନାରେ ୧ ଲକ୍ଷ କୋଟି ଟଙ୍କାର ଋଣ ଦିଆଯିବ। ୫୦ ବର୍ଷିଆ ଦୀର୍ଘମିଆଦି ଯୋଜନାରେ ଗବେଷଣା ପାଇଁ ଋଣ ମିଳିବ।#Budget2024 #InterimBudget #OTV pic.twitter.com/UZhzQACeyC
13:33 PM(12 months ago )
#ଅପରିବର୍ତ୍ତିତ_ରହିଲା_ଆୟକର_ସୀମା
— ଓଟିଭି (@otvkhabar) February 1, 2024
ଗତ ଥରର ଆୟକର ସ୍ଲାବ୍ ଏଥର ଲାଗୁ। ଡାଇରେକ୍ଟ ଓ ଇନ୍ ଡାଇରେକ୍ଟ ଟ୍ୟାକ୍ସ ଅପରିବର୍ତ୍ତିତ। ଆୟକର ସୀମାରେ କୌଣସି ପରିବର୍ତ୍ତନ ହେବନି ବୋଲି କହିଲେ ଅର୍ଥମନ୍ତ୍ରୀ। #Budget2024 #InterimBudget #OTV pic.twitter.com/ZJYe6xee6S
13:31 PM(12 months ago )
#ବଜେଟ୍_ଟପ୍_୧୦
— ଓଟିଭି (@otvkhabar) February 1, 2024
ସଂସଦରେ ଆଗତ ହୋଇଛି କାମଚଳା ବଜେଟ୍। ତେବେ ଆଗତ ହୋଇଥିବା ବଜେଟ୍ର କେଉଁ ୧୦ଟି ଦିଗ ଉପରେ ସରକାର ଅଧିକ ଫୋକସ୍ କରିଛନ୍ତି ଦେଖନ୍ତୁ...#Budget2024 #InterimBudget #OTV pic.twitter.com/qiCDDIaf59
13:24 PM(12 months ago )
#ବଜେଟ୍_ଟପ୍_୧୦
— ଓଟିଭି (@otvkhabar) February 1, 2024
ସଂସଦରେ ଆଗତ ହୋଇଛି କାମଚଳା ବଜେଟ୍। ତେବେ ଆଗତ ହୋଇଥିବା ବଜେଟ୍ର କେଉଁ ୧୦ଟି ଦିଗ ଉପରେ ସରକାର ଅଧିକ ଫୋକସ୍ କରିଛନ୍ତି ଦେଖନ୍ତୁ...#Budget2024 #InterimBudget #OTV pic.twitter.com/qiCDDIaf59
13:24 PM(12 months ago )
‘ଦେଶରେ ୪ଟି ଜାତି ଅଛନ୍ତି। ଗରିବ, ମହିଳା, ଯୁବ ଏବଂ ଅନ୍ନଦାତା। ଏଭଳି କ୍ଷେତ୍ରକୁ ଦେଖି ହିଁ କେନ୍ଦ୍ର ସରକାର ଏମାନଙ୍କ ବିକାଶ ପାଇଁ ଲାଗିଛନ୍ତି’: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ#Budget2024 #InterimBudget #OTV pic.twitter.com/gsJK3zsPSO
— ଓଟିଭି (@otvkhabar) February 1, 2024
13:23 PM(12 months ago )
ବଜେଟ୍-୨୦୨୪: ୩ଟି ରେଳ କରିଡର୍ ଆରମ୍ଭ ହେବ। ସେହପରି ୪୦ ହଜାର ସାଧାରଣ ବଗି ବନ୍ଦେ ଭାରତ ବଗିକୁ ରୂପାନ୍ତର ହେବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ। #Budget2024 #InterimBudget #OTV pic.twitter.com/o0WFS1vvCW
— ଓଟିଭି (@otvkhabar) February 1, 2024
13:22 PM(12 months ago )
#ଟିକସ_ବ୍ୟବସ୍ଥା_ଅପରିବର୍ତ୍ତିତ
— ଓଟିଭି (@otvkhabar) February 1, 2024
ଟିକସ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ବର୍ତ୍ତମାନ ପ୍ରଚଳିତ ଟିକସ ବ୍ୟବସ୍ଥା ଅପରିବର୍ତ୍ତନ ରହିବ। ସେହପରି କର୍ପୋରେଟ ଟିକସ ହାର ୩୦%ରୁ ୨୫%କୁ ହ୍ରାସ କରାଯିବା ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ।#Budget2024 #InterimBudget #OTV pic.twitter.com/pUEDVCqWRP
13:22 PM(12 months ago )
#୨୦୪୭_ସୁଦ୍ଧା_ବିକଶିତ_ଭାରତ
— ଓଟିଭି (@otvkhabar) February 1, 2024
‘ସରକାର ସବୁ ଚ୍ୟାଲେଞ୍ଜର ମୁକାବିଲା କରିଛନ୍ତି’#Budget2024 #InterimBudget #NirmalaSitharaman #OTV pic.twitter.com/ZcO34yYjGA
13:21 PM(12 months ago )
#ସମସ୍ତ_ପର୍ଯ୍ୟଟନସ୍ଥଳୀର_ବିକାଶ_କରାଯିବ
— ଓଟିଭି (@otvkhabar) February 1, 2024
ପର୍ଯ୍ୟଟନର ବିକାଶ ପାଇଁ ଲାକ୍ଷାଦ୍ୱୀପର ବିକାଶ ହେବ। ତାସହ ଅନ୍ୟ ଦ୍ୱୀପପୁଞ୍ଜର ବିକାଶ କରାଯିବ। ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ରାଜ୍ୟକୁ ଶସ୍ତା ଓ ଦୀର୍ଘ ମିଆଦୀ ଋଣ ଦେବ କେନ୍ଦ୍ର।#Budget2024 #InterimBudget #OTV pic.twitter.com/grehf6aGnL
13:21 PM(12 months ago )
#୩_କୋଟି_ଲକ୍ଷପତି_ଦିଦି_ସୃଷ୍ଟି_କରାଯିବାକୁ_ଲକ୍ଷ୍ୟ- ସୀତାରମଣ
— ଓଟିଭି (@otvkhabar) February 1, 2024
‘୮୩ ଲକ୍ଷ ଏସ୍ଏଚ୍ଜିରେ ଏବେ ୯ କୋଟି ମହିଳା ସାମିଲ ଅଛନ୍ତି । ଏଯାବତ ୧ କୋଟି ମହିଳା ଲକ୍ଷପତି ଦିଦି ହୋଇସାରିଲେଣି। ’#Budget2024 #InterimBudget #OTV pic.twitter.com/Th77XUhZht
13:19 PM(12 months ago )
12:59 PM(12 months ago )
‘#୨୦୪୭_ସୁଦ୍ଧା_ବିକଶିତ_ଭାରତ’
— ଓଟିଭି (@otvkhabar) February 1, 2024
ସଂସଦରେ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ୍ରେ ସମାଜର ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ବ୍ୟବସ୍ଥା ହୋଇଛି। ସବ୍କା ସାଥ ମନ୍ତ୍ରରେ ଦେଶ ଆଗେଇ ଚାଲିଛି । ୨୦୪୭ ସୁଦ୍ଧା ବିକଶିତ ଭାରତ ଆମର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ।#Budget2024 #InterimBudget #OTV pic.twitter.com/guSU6aEUf6
12:58 PM(12 months ago )
#ଅପରିବର୍ତ୍ତିତ_ରହିଲା_ଆୟକର_ସୀମା
— ଓଟିଭି (@otvkhabar) February 1, 2024
ଗତ ଥରର ଆୟକର ସ୍ଲାବ୍ ଏଥର ଲାଗୁ। ଡାଇରେକ୍ଟ ଓ ଇନ୍ ଡାଇରେକ୍ଟ ଟ୍ୟାକ୍ସ ଅପରିବର୍ତ୍ତିତ। ଆୟକର ସୀମାରେ କୌଣସି ପରିବର୍ତ୍ତନ ହେବନି ବୋଲି କହିଲେ ଅର୍ଥମନ୍ତ୍ରୀ। #Budget2024 #InterimBudget #OTV pic.twitter.com/FP6iX0ymB7
12:57 PM(12 months ago )
ପିଏମ୍ କୃଷକ ସମ୍ମାନ ନିଧି ଯୋଜନାରେ ୧୧.୮ କୋଟି ଚାଷୀଙ୍କୁ ଲାଭ ମିଳୁଛି। ସେହିପରି ଜାତୀୟ ଶିକ୍ଷା ନୀତି ଜରିଆରେ ଶିକ୍ଷାକୁ ଅଧିକ ଉପାଦେୟ କରାଯାଇଛି। ଦେଶରେ ୭ଟି ଆଇଆଇଟି, ୧୬ଟି IIIT, ୭ଟି ଆଇଆଇଏମ୍ ପ୍ରତିଷ୍ଠା ହୋଇଛି। ୧୩ଟି ଏମ୍ସ ଓ ୩୯୦ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି।#Budget2024 #InterimBudget #OTV pic.twitter.com/H1lyNdhAsx
— ଓଟିଭି (@otvkhabar) February 1, 2024
12:57 PM(12 months ago )
ବଜେଟ ୨୦୨୪: ଗରିବଙ୍କ ପାଇଁ ବଡ଼ ଘୋଷଣା, ୫ବର୍ଷରେ ମିଳିବ ୨କୋଟି ପକ୍କାଘର#Budget2024 #PuccaHouse #OTV https://t.co/6Deyftt2s4
— ଓଟିଭି (@otvkhabar) February 1, 2024
12:45 PM(12 months ago )
#Budget2024
— ଓଟିଭି (@otvkhabar) February 1, 2024
ବଜେଟ୍ ୨୦୨୪; ୧ କୋଟି ଘରକୁ ୩ ଶହ ୟୁନିଟ ମାଗଣା ବିଜୁଳି#Budget2024 #InterimBudget #freeelectricity #NirmalaSitharaman #parliament #OTV https://t.co/JcJnSgo3jy
12:03 PM(12 months ago )
ଟିକସ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯିବ ନାହିଁ
-ବର୍ତ୍ତମାନ ପ୍ରଚଳିତ ଟିକସ ବ୍ୟବସ୍ଥା ଅପରିବର୍ତ୍ତନ ରହିବ
-ବଜେଟ ଉପସ୍ଥାପନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା
-ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ ସହଜ ଏବଂ ସରଳ କରାଯିବ
-ବିକଶିତ ଭାରତ ନେଇ ଜୁଲାଇ ବଜେଟରେ ବ୍ୟାପକ ଘୋଷଣା ହେବ
-ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସୂଚନା
-ବିତ୍ତୀୟ ନିଅଣ୍ଟକୁ ୪.୫%କୁ ହ୍ରାସ କରାଯିବା ଲକ୍ଷ୍ୟ
-୨୦୨୪-୨୪ରେ ବିତ୍ତୀୟ ନିଅଣ୍ଟ ୫.୧% ହେବା ଲକ୍ଷ୍ୟ
-କର୍ପୋରେଟ ଟିକସ ହାର ୩୦%ରୁ ୨୫%କୁ ହ୍ରାସ ଘୋଷଣା
11:55 AM(12 months ago )
-୫୭୦ ନୂଆ ରୁଟ୍ରେ ୧.୦୩ କୋଟି ଯାତ୍ରୀ ସୁବିଧା ପାଇବେ
-ଲାକ୍ଷାଦ୍ୱୀପକୁ ଅଧିକ ପର୍ଯ୍ୟଟକ ଆକର୍ଷଣ ବ୍ୟବସ୍ଥା କରାଯିବ
-ଲାକ୍ଷାଦ୍ୱୀପରେ ଭିତ୍ତିଭୂମିର ବ୍ୟାପକ ବିକାଶ କରାଯିବ
-ରାଜ୍ୟମାନଙ୍କୁ ୭୫ ହଜାର କୋଟି ଟଙ୍କା ପ୍ରଦାନ କରାଯିବ
11:54 AM(12 months ago )
11:53 AM(12 months ago )
11:46 AM(12 months ago )
ବରିଷ୍ଠ ନାଗରିକଙ୍କ ପାଇଁ ସରକାର କିଛି କରନ୍ତୁ...#Budget2024 #BudgetExpectations #SeniorCitizen #OTV pic.twitter.com/u4v0IdyWVb
— ଓଟିଭି (@otvkhabar) February 1, 2024
11:45 AM(12 months ago )
-୯ରୁ ୧୪ ବର୍ଷର ବାଳିକାଙ୍କୁ ସର୍ଭାଇକାଲ କ୍ୟାନ୍ସର ଟିକା ଦିଆଯିବ
-ମଧ୍ୟବିତଙ୍କ ପାଇଁ ନୂଆ ଘର ନିର୍ମାଣ ଯୋଜନା ଆରମ୍ଭ ହେବ
-ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ
-୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରାଯିବାକୁ ଲକ୍ଷ୍ୟ- ସୀତାରମଣ
-୮୩ ଲକ୍ଷ ଏସ୍ଏଚ୍ଜିରେ ଏବେ ୯କୋଟି ମହିଳା ସାମିଲ ଅଛନ୍ତି
-ଏଯାବତ ୧ କୋଟି ମହିଳା ଲକ୍ଷପତି ଦିଦି ହୋଇସାରିଲେଣି
-ଗବେଷଣା ପାଇଁ ‘ଜୟ ଅନୁସନ୍ଧାନ’- ନିର୍ମଳା ସୀତାରମଣ
-ଜୟ ଅନୁସନ୍ଧାନ ଯୋଜନାରେ ୧ ଲକ୍ଷ କୋଟି ଟଙ୍କାର ଋଣ ଦିଆଯିବ
-୪୦ ହଜାର ସାଧାରଣ ବଗି ବନ୍ଦେ ଭାରତ ବଗିକୁ ରୂପାନ୍ତର ହେବ
11:42 AM(12 months ago )
11:33 AM(12 months ago )
-ଗରିବଙ୍କୁ ପକ୍କା ଘର ଯୋଗାଇ ଦିଆଯାଉଛି- ସୀତାରମଣ
-୫ ବର୍ଷରେ ଆଉ ୨ କୋଟି ପକ୍କା ଘର ଯୋଗାଇ ଦିଆଯିବ
-୧ କୋଟି ଘରକୁ ୩ ଶହ ୟୁନିଟ ମାଗଣା ବିଜୁଳି ଯୋଗାଣ ହେବ
11:28 AM(12 months ago )
#ଆମ_Fiscal_Deficit_କେତେ?
— ଓଟିଭି (@otvkhabar) February 1, 2024
‘ଆମ ଦେଶର ଋଣ ଭାର ବଢି ବଢି ଯାଉଛି’#UnionBudget #Budget2024 #InterimBudget #OTV pic.twitter.com/aP6goW8c4f
11:28 AM(12 months ago )
-ଭାରତକୁ ବିକାଶର ଉତ୍ତୁଙ୍ଗ ଶିଖରକୁ ନେବା ଆମର ମୂଳ ଲକ୍ଷ୍ୟ
-ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ସହ ବିକଶିତ ଭାରତ ଆମର ଲକ୍ଷ୍ୟ
-ରିଫର୍ମ, ପର୍ଫର୍ମ ଓ ଟ୍ରାନ୍ସଫର୍ମକୁ ଆମ ସରକାର ଗୁରୁତ୍ୱ ଦେଇଛି
-ଭାରତର ବିକାଶରେ ପୂର୍ବାଞ୍ଚଳ ରାଜ୍ୟକୁ ଡ୍ରାଇଭିଂ ସିଟ୍କୁ ନିଆଯାଉଛି
11:27 AM(12 months ago )
#ରାଷ୍ଟ୍ରପତିଙ୍କୁ_ଭେଟିଲେ_ଅର୍ଥମନ୍ତ୍ରୀ
— ଓଟିଭି (@otvkhabar) February 1, 2024
ସଂସଦରେ ଆଜି ଆଗତ ହେବ କାମଚଳା ବଜେଟ୍। ଏହା ପୂର୍ବରୁ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।#Budget2024 #InterimBudget #OTV pic.twitter.com/Pg1xngl0LX
11:25 AM(12 months ago )
#ଜିଡିପିକୁ_ଗୁରୁତ୍ୱ- ସୀତାରମଣ
— ଓଟିଭି (@otvkhabar) February 1, 2024
-ଜିଡିପିକୁ ସରକାର ଗୁରୁତ୍ୱ ଦେଉଥିବା କହିଲେ ଅର୍ଥମନ୍ତ୍ରୀ
-ଜି-ଗଭର୍ଣ୍ଣାନ୍ସ, ଡି- ଡେଭଲପମେଣ୍ଟ, ପି- ପର୍ଫର୍ମାନ୍ସ#Budget2024 #InterimBudget #OTV pic.twitter.com/VV1NsL4Yin
11:24 AM(12 months ago )
ପୂର୍ବରୁ ଅର୍ଥମନ୍ତ୍ରୀ ସୁଟକେସରେ ବଜେଟକୁ ପ୍ରଦର୍ଶନ କରୁଥିଲେ ପରେ ଏହା ଦସ୍ତାବିଜ୍କୁ ଆସିଲା ଏବଂ ୨୦୨୧ରୁ ଇ-ବଜେଟ୍ ହେବା ପରେ ଟାବଲେଟ୍ରେ ପ୍ରଦର୍ଶନ କରି ଆସୁଛନ୍ତି ନିର୍ମଳା ସୀତାରମଣ।
#କେମିତି_ପ୍ରସ୍ତୁତ_ହୁଏ_ବଜେଟ୍?
— ଓଟିଭି (@otvkhabar) February 1, 2024
ପୂର୍ବରୁ ଅର୍ଥମନ୍ତ୍ରୀ ସୁଟକେସରେ ବଜେଟକୁ ପ୍ରଦର୍ଶନ କରୁଥିଲେ ପରେ ଏହା ଦସ୍ତାବିଜ୍କୁ ଆସିଲା ଏବଂ ୨୦୨୧ରୁ ଇ-ବଜେଟ୍ ହେବା ପରେ ଟାବଲେଟ୍ରେ ପ୍ରଦର୍ଶନ କରି ଆସୁଛନ୍ତି ନିର୍ମଳା ସୀତାରମଣ।#UnionBudget2024 #NirmalaSitharaman #OTV pic.twitter.com/JJHmPb2vfT
11:18 AM(12 months ago )
-୭ଟି ଆଇଆଇଟି, ୧୬ଟି ଟ୍ରିପଲ ଆଇଟି, ୭ଟି ଆଇଆଇଏମ୍ ପ୍ରତିଷ୍ଠା ହୋଇଛି
— ଓଟିଭି (@otvkhabar) February 1, 2024
-୧୩ଟି ଏମ୍ସ ଓ ୩୯୦ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି#Budget2024 #InterimBudget #OTV
11:17 AM(12 months ago )
-ଡିବିଟି ଜରିଆରେ ୩୪ ଲକ୍ଷ କୋଟି ପ୍ରଦାନ କରାଯାଇଛି
— ଓଟିଭି (@otvkhabar) February 1, 2024
-ଜନଧନ ଆକାଉଣ୍ଟ ଜରିଆରେ ହିତାଧିକାରୀଙ୍କୁ ସିଧା ସହାୟତା ମିଳୁଛି
-ପିଏମ୍ କୃଷକ ସମ୍ମାନ ନିଧି ଯୋଜନାରେ ୧୧.୮ କୋଟି ଚାଷୀଙ୍କୁ ଲାଭ ମିଳୁଛି
-ଜାତୀୟ ଶିକ୍ଷା ନୀତି ଜରିଆରେ ଶିକ୍ଷାକୁ ଅଧିକ ଉପାଦେୟ କରାଯାଇଛି#Budget2024 #InterimBudget #OTV
11:15 AM(12 months ago )
ବଜେଟ୍ ୨୦୨୪: କେଉଁ କେଉଁ କ୍ଷେତ୍ରରୁ ସରକାରଙ୍କ ପାଖକୁ ଆସୁଛି ଅଧିକ ରାଜସ୍ୱ। ସରକାରଙ୍କ ପାଖକୁ ଆସୁଥିବା ରାଜସ୍ୱ ଉତ୍ସ ଉପରେ ଚଳିତ ବଜେଟ୍ରେ କ’ଣ ପଦକ୍ଷେପ ନେବେ ସରକାର।
#ଭାରତ_ସରକାରଙ୍କ_ଆୟର_ଉତ୍ସ
— ଓଟିଭି (@otvkhabar) February 1, 2024
ବଜେଟ୍ ୨୦୨୪: କେଉଁ କେଉଁ କ୍ଷେତ୍ରରୁ ସରକାରଙ୍କ ପାଖକୁ ଆସୁଛି ଅଧିକ ରାଜସ୍ୱ। ସରକାରଙ୍କ ପାଖକୁ ଆସୁଥିବା ରାଜସ୍ୱ ଉତ୍ସ ଉପରେ ଚଳିତ ବଜେଟ୍ରେ କ’ଣ ପଦକ୍ଷେପ ନେବେ ସରକାର। #Budget2024 #InterimBudget #OTV pic.twitter.com/75Wr6JI6WI
11:12 AM(12 months ago )
-୨୦୪୭ ସୁଦ୍ଧା ବିକଶିତ ଭାରତ ଆମର ମୂଳ ଲକ୍ଷ୍ୟ
— ଓଟିଭି (@otvkhabar) February 1, 2024
-ସବୁ ବର୍ଗର ଯୋଗ୍ୟ ବ୍ୟକ୍ତିଙ୍କୁ ସୁବିଧା ଯୋଗାଉଛନ୍ତି ସରକାର
-ଗରିବ, ମହିଳା, ଯୁବ ଏବଂ ଅନ୍ନଦାତାଙ୍କ ଉନ୍ନତିକୁ ସର୍ବାଧିକ ଗୁରୁତ୍ୱ
-ଗରିବ କଲ୍ୟାଣ,ଦେଶର କଲ୍ୟାଣ- ନିର୍ମଳା ସୀତାରମଣ
-୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତି ଦିଆଯାଇଛି#Budget2024 #InterimBudget #OTV
11:11 AM(12 months ago )
#ଆରମ୍ଭ_ହେଲା_କ୍ୟାବିନେଟ୍_ବୈଠକ
— ଓଟିଭି (@otvkhabar) February 1, 2024
ବଜେଟ୍କୁ ନେଇ ବସିଲା କ୍ୟାବିନେଟ୍ । ସଂସଦ ପରିସରରେ କ୍ୟାବିନେଟ୍ ବୈଠକ। କ୍ୟାବିନେଟ୍ରେ ଅନୁମୋଦନ ପରେ ଉପସ୍ଥାପନ ହେବ ବଜେଟ୍।#Budget2024 #InterimBudget #OTV pic.twitter.com/WcN6iS0SBt
11:09 AM(12 months ago )
11:08 AM(12 months ago )
-ପ୍ରଥମ ଏବଂ ଦ୍ୱିତୀୟ ପାଳି ସରକାରର ଅର୍ଥନୀତି ଅବତାରଣା କଲେ
-ସମାଜର ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ବ୍ୟବସ୍ଥା ହୋଇଛି
-ସବ୍କା ସାଥ୍, ସବକା ବିକାଶ ଓ ସବ୍କା ପ୍ରୟାସ ଚାଲୁ ରହିଛି
11:06 AM(12 months ago )
‘ଏହି ଅନ୍ତରୀଣ ବଜେଟ୍ରେ ସାଧାରଣ ଲୋକଙ୍କ ଯେଉଁ ଆଶା ରହିଛି ତାହାକୁ ସରକାର ପୂରଣ କରିପାରନ୍ତି। ଏହା ବ୍ୟତୀତ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦେଇପାରନ୍ତି ସରକାର ।’
ବଜେଟ୍ ୨୦୨୪: ‘ଏହି ଅନ୍ତରୀଣ ବଜେଟ୍ରେ ସାଧାରଣ ଲୋକଙ୍କ ଯେଉଁ ଆଶା ରହିଛି ତାହାକୁ ସରକାର ପୂରଣ କରିପାରନ୍ତି। ଏହା ବ୍ୟତୀତ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦେଇପାରନ୍ତି ସରକାର’#Budget2024 #InterimBudget #OTV pic.twitter.com/GkMQzI2TUq
— ଓଟିଭି (@otvkhabar) February 1, 2024
11:03 AM(12 months ago )
ରାଷ୍ଟ୍ରପତି ଭବନରୁ ସଂସଦ ଅଭିମୁଖେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଉ କିଛି ସମୟ ପରେ ସଂସଦରେ କାମଚଳା ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ। ସାଧାରଣ ବର୍ଗଙ୍କୁ ନିର୍ମଳା କ’ଣ ଦେବେ ତାହା ଉପରେ ରହିଛି ସମସ୍ତଙ୍କ ନଜର।
#ସଂସଦ_ଅଭିମୁଖେ_ଅର୍ଥମନ୍ତ୍ରୀ
— ଓଟିଭି (@otvkhabar) February 1, 2024
ରାଷ୍ଟ୍ରପତି ଭବନରୁ ସଂସଦ ଅଭିମୁଖେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଉ କିଛି ସମୟ ପରେ ସଂସଦରେ କାମଚଳା ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ। ସାଧାରଣ ବର୍ଗଙ୍କୁ ନିର୍ମଳା କ’ଣ ଦେବେ ତାହା ଉପରେ ରହିଛି ସମସ୍ତଙ୍କ ନଜର।#Budget2024 #InterimBudget #OTV pic.twitter.com/PgLnnOSxDr
11:01 AM(12 months ago )
ଆଜି ସଂସଦରେ ଆଗତ ହେବ କାମଚଳା ବଜେଟ୍ । ଏହା ପୂର୍ବରୁ ସମସ୍ତଙ୍କ ନଜର ସାଧାରଣ ବର୍ଗଙ୍କୁ କ’ଣ ଦେବେ ଅର୍ଥମନ୍ତ୍ରୀ। ତେବେ ଯଦିଓ ଏହା କମଚଳା ବଜେଟ୍ କିନ୍ତୁ ଏହା ସନ୍ତୋଷଜନକ ହେବ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି।
#ସଂସଦ_ଅଭିମୁଖେ_ଅର୍ଥମନ୍ତ୍ରୀ
— ଓଟିଭି (@otvkhabar) February 1, 2024
ଆଜି ସଂସଦରେ ଆଗତ ହେବ କାମଚଳା ବଜେଟ୍ । ଏହା ପୂର୍ବରୁ ସମସ୍ତଙ୍କ ନଜର ସାଧାରଣ ବର୍ଗଙ୍କୁ କ’ଣ ଦେବେ ଅର୍ଥମନ୍ତ୍ରୀ। ତେବେ ଯଦିଓ ଏହା କମଚଳା ବଜେଟ୍ କିନ୍ତୁ ଏହା ସନ୍ତୋଷଜନକ ହେବ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି। #Budget2024 #InterimBudget #OTV pic.twitter.com/mxCXVVGutc
10:43 AM(12 months ago )
-ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ରେ ମିଳିଲା ମଞ୍ଜୁରୀ
-୧୧ଟାରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ସୀତାରମଣ
10:42 AM(12 months ago )
#ଅନ୍ତରୀଣ_ବଜେଟ୍_କଣ
— ଓଟିଭି (@otvkhabar) February 1, 2024
ଆଜି ସଂସଦରେ ଆଗତ ହେବ ଅନ୍ତରୀଣ ବଜେଟ୍। ଅନ୍ତରୀଣ ବଜେଟ୍ ହେଉଛି ଏକ ସାମୟିକ ବଜେଟ୍। ପ୍ରତିଥର ସାଧାରଣ ନିର୍ବାଚନର ଠିକ୍ ପୂର୍ବ ଆସିଥାଏ ଅନ୍ତରୀଣ ବଜେଟ୍ । ଏଥିରେ କୌଣସି ବଡ଼ ଯୋଜନା ଆରମ୍ଭ କରାଯାଏ ନାହିଁ।#Budget2024 #InterimBudget #OTV pic.twitter.com/6YOkG8OAn0
10:41 AM(12 months ago )
ବଜେଟ୍ ୨୦୨୪: ଏହି ମୋବାଇଲ ଆପରେ ମିଳିବ ଟିକିନିକି ତଥ୍ୟ#Budget2024 #MobileApp #OTV https://t.co/lMXhZxYkZV
— ଓଟିଭି (@otvkhabar) February 1, 2024
10:32 AM(12 months ago )
ବଜେଟ୍-୨୦୨୪: ‘ଗତବର୍ଷ ପରି ଚଳିତ ବଜେଟ୍ରେ ମଧ୍ୟ ଗ୍ରୀନ୍ ଏନେର୍ଜି, EV ଓ ସୋଲାର ପାୱାର କ୍ଷେତ୍ରରେ ଅଧିକ ଫୋକସ୍ ରହିବ’#Budget2024 #InterimBudget #OTV pic.twitter.com/8MY0riYbPD
— ଓଟିଭି (@otvkhabar) February 1, 2024
10:19 AM(12 months ago )
ବଜେଟ୍-୨୦୨୪: ‘ବଜେଟ୍ରେ ସାଧାରଣ ନାଗରିକଙ୍କ ପାଇଁ କିଛି ଆକର୍ଷଣୀୟ କଥା କରୁନାହାନ୍ତି’#Budget2024 #InterimBudget #OTV pic.twitter.com/minpMhEgOF
— ଓଟିଭି (@otvkhabar) February 1, 2024
10:19 AM(12 months ago )
ବଜେଟ୍-୨୦୨୪: ‘ନିର୍ବାଚନ ବୈତରଣୀ ପାର୍ ହେବା ପାଇଁ କେନ୍ଦ୍ର ସରକାର ବହୁମୁଖୀ ଯୋଜନା ପ୍ରସ୍ତୁତ କରିଥିବେ’#Budget2024 #InterimBudget #OTV pic.twitter.com/btQdPwiZfv
— ଓଟିଭି (@otvkhabar) February 1, 2024
10:18 AM(12 months ago )
ବଜେଟ୍ ଆଗତ ପୂର୍ବରୁ କ୍ୟାବିନେଟ୍ ବୈଠକ ।
କ୍ୟାବିନେଟ୍ ବୈଠକରେ ଅନ୍ତରୀଣ ବଜେଟ୍କୁ ମିଳିବ ମଞ୍ଜୁରୀ ।
10:17 AM(12 months ago )
ସଂସଦରେ ପହଞ୍ଚିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ୍ ଉପସ୍ଥାପନ ପୂର୍ବରୁ ପହଞ୍ଚିଲେ ସୀତାରମଣ ।
09:52 AM(12 months ago )
#ଅର୍ଥମନ୍ତ୍ରୀଙ୍କ_ହାତରେ_ବଜେଟ୍_ବହି
— ଓଟିଭି (@otvkhabar) February 1, 2024
ଆଜି ସଂସଦରେ କାମଚଳା ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ। ବଜେଟ୍ ଆଗତ ପୂର୍ବରୁ ବଜେଟ୍ ବହି ଧରି ଅର୍ଥ ମନ୍ତ୍ରାଳୟରୁ ବାହାରିଲେ ଅର୍ଥମନ୍ତ୍ରୀ।#Budget2024 #InterimBudget #Parliament #OTV pic.twitter.com/3iFo0sFFPB
09:41 AM(12 months ago )
ଆଜି ସଂସଦରେ ଆଗତ ହେବ ବଜେଟ। ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ବଜେଟ୍। ଅଳ୍ପଦିନ ପରେ ସାଧାରଣ ନିର୍ବାଚନ ଥିବାରୁ କାମଚଳା ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।#Parliament #Budget2024 #InterimBudget #OTV pic.twitter.com/3gr0F7QIjp
— ଓଟିଭି (@otvkhabar) February 1, 2024
09:39 AM(12 months ago )
Budget 2024: ଭାରତର ପ୍ରଥମ ଆର୍ଥିକ ବଜେଟ୍ର ପ୍ରସ୍ତୁତ କରିଥିଲେ ଜଣେ ଟୋପି ନିର୍ମାତା#Budget2024 #Parliament #InterimBudget #OTV https://t.co/yFp1l2MUaK
— ଓଟିଭି (@otvkhabar) February 1, 2024
09:27 AM(12 months ago )
କିପରି ଆରମ୍ଭ ହେଲା ବଜେଟ...କିଏ ପ୍ରଥମେ ଆଗତ କରିଥିଲେ...ଜାଣନ୍ତୁ ୧୨ଟି ରୋଚକ ତଥ୍ୟ https://t.co/qImpsHIFrR #otv
— ଓଟିଭି (@otvkhabar) February 1, 2024
09:20 AM(12 months ago )
Budget 2024: ବଜେଟ୍ କେତେ ପ୍ରକାର; ଏହା କିପରି ଦେଶବାସୀଙ୍କୁ ସହଯୋଗ କରେ#India #Budget2024 #InterimBudget #OTV https://t.co/PWyZZ5ZJKC
— ଓଟିଭି (@otvkhabar) February 1, 2024
08:49 AM(12 months ago )
#ଆଜି_ସଂସଦରେ_ଆସିବ_ବଜେଟ
— ଓଟିଭି (@otvkhabar) February 1, 2024
ଆଜି ସଂସଦରେ ଆଗତ ହେବ ବଜେଟ। ମୋଦି ସରକାରର ଦ୍ବିତୀୟ ପାଳିରେ ଏହା ହେଉଛି ଶେଷ ବଜେଟ।ଅଳ୍ପ ଦିନ ପରେ ନିର୍ବାଚନ ଥିବାରୁ କାମଚଳା ବଜେଟ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।#Parliament #Budget2024 #OTV pic.twitter.com/Q3fzBFdIUj
08:48 AM(12 months ago )
ଆସନ୍ତାକାଲି ସଂସଦରେ ଉପସ୍ଥାପିତ ହେବ କାମଚଳା ବଜେଟ୍। ଆଗକୁ ନିର୍ବାଚନ ଆସୁଥିବାରୁ ଏବେଠୁ ବଜେଟ ଉପରେ ସାଧାରଣ ଲୋକଙ୍କଠୁ ଆରମ୍ଭ କରି ଅର୍ଥନୀତିଜ୍ଞଙ୍କର ନଜର ରହିଛି । କିନ୍ତୁ ବଜେଟ ବିଷୟରେ ଏପରି କିଛି ରୋଚକ କଥା ଅଛି ଯାହା ଆପଣ ଜାଣି ନଥିବେ । ତେବେ ଏହି ରୋଚକ ତଥ୍ୟକୁ ସମସ୍ତେ ଜାଣିବା ଉଚିତ। ଅଧିକ ପଢ଼ନ୍ତୁ...
08:47 AM(12 months ago )
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ମୋଦୀ ସରକାରଙ୍କ କାର୍ଯ୍ୟକାଳ ପାଇଁ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରିବେ। ଚଳିତ ବର୍ଷ ନିର୍ବାଚନ ଥିବାରୁ ଆସନ୍ତା ଆର୍ଥିକ ବର୍ଷ ପାଇଁ ସରକାରଙ୍କ ଦୃଷ୍ଟିକୋଣ ଏହି ବଜେଟ୍ରେ ରଖାଯିବ। ତଥାପି, ଏହା ସତ୍ତ୍ୱେ ଜନସାଧାରଣ ଆଶା କରନ୍ତି ଯେ ବର୍ତ୍ତମାନ ସମୟରେ ଅନେକ କିଛି ଶସ୍ତା ହୋଇପାରେ। ଅନେକ କ୍ଷେତ୍ର ମଧ୍ୟ ସରକାରଙ୍କଠାରୁ ଟିକସ ଛାଡ ଦାବି କରିଛନ୍ତି, ଯାହା ସାଧାରଣ ଜନତାଙ୍କୁ ମଧ୍ୟ ଆରାମ ପ୍ରଦାନ କରିପାରେ। ଅଧିକ ପଢ଼ନ୍ତୁ...
08:46 AM(12 months ago )
ଆଜି ସଂସଦରେ ଆଗତ ହେବ ବଜେଟ। ମୋଦି ସରକାରର ଦ୍ବିତୀୟ ପାଳିରେ ଏହା ହେଉଛି ଶେଷ ବଜେଟ। ଅଳ୍ପ ଦିନ ପରେ ନିର୍ବାଚନ ଥିବାରୁ କାମଚଳା ବଜେଟ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନିର୍ବାଚନ ଆସୁଥିବାରୁ ନିର୍ମଳାଙ୍କ ଏହି ବଜେଟରୁ ଅନେକ ଆଶା ରଖିଛନ୍ତି ସମସ୍ତେ। ଅଧିକ ପଢ଼ନ୍ତୁ...