/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706697824.jpg)
Interim Budget
ଆଜି ସଂସଦରେ ଉପସ୍ଥାପିତ ହେଉଛି ଅନ୍ତରୀଣ ବଜେଟ୍-୨୦୨୪। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ସରକାରର ଏହା ହେବ ଶେଷ ବଜେଟ୍ । ସଂସଦରେ ବଜେଟ୍ ଉପସ୍ଥାପନ କରିବେ ଅଥମନ୍ତ୍ରୀ ନିର୍ମଳା ସୀତାରମଣ। କାହାକୁ ସେ କ’ଣ ଦେବେ, ତା’ ଉପରେ ରହିଛି ସାରା ଦେଶର ନଜର । ବଜେଟର ଟିକିନିକି ଖବର ଜାଣିବାକୁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ ଆଉ ଲଗ୍ ଇନ୍ କରନ୍ତୁ otvkhabar.in
- Feb 01, 2024 16:16 IST
ମହିଳାଙ୍କ ବିକାଶ ପାଇଁ ନିରନ୍ତର ପ୍ରୟାସ..୧ କୋଟି ମହିଳାଙ୍କୁ ଲକ୍ଷପତି ଦିଦି ମାନ୍ୟତା
ମହିଳାଙ୍କ ବିକାଶ ପାଇଁ ନିରନ୍ତର ପ୍ରୟାସ..୧ କୋଟି ମହିଳାଙ୍କୁ ଲକ୍ଷପତି ଦିଦି ମାନ୍ୟତା,. ୨-୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି ବନେଇବାକୁ ଟାର୍ଗେଟ୍ #NirmalaSitharaman#Budget2024#Budget#InterimBudget#OTVpic.twitter.com/0rp3PnfLis
— ଓଟିଭି (@otvkhabar) February 1, 2024
- Feb 01, 2024 16:16 IST
ପର୍ଯ୍ୟଟନର ବିକାଶ ପାଇଁ ଲାକ୍ଷାଦ୍ୱୀପ ଏବଂ ଅନ୍ୟ ଦ୍ୱୀପପୁଞ୍ଜର ବିକାଶ କରାଯିବ
ପର୍ଯ୍ୟଟନର ବିକାଶ ପାଇଁ ଲାକ୍ଷାଦ୍ୱୀପ ଏବଂ ଅନ୍ୟ ଦ୍ୱୀପପୁଞ୍ଜର ବିକାଶ କରାଯିବ #NirmalaSitharaman#Budget#Budget2024#InterimBudget#OTVpic.twitter.com/A6HG2knALL
— ଓଟିଭି (@otvkhabar) February 1, 2024
- Feb 01, 2024 15:43 IST
ଅନ୍ତରୀଣ ବଜେଟରେ ୨ଟି ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ ନିଆଯାଇଛି.. ଏନେଇ କଣ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଶୁଣନ୍ତୁ...
#ଅଗଣିତ_ରୋଜଗାର_ମିଳିବ !
ଅନ୍ତରୀଣ ବଜେଟରେ ୨ଟି ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ ନିଆଯାଇଛି.. ଏନେଇ କଣ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଶୁଣନ୍ତୁ.. #PMModi#NarendraModi#ModiGovt#InterimBudget#budget#OTVpic.twitter.com/67K0Mh268B— ଓଟିଭି (@otvkhabar) February 1, 2024
- Feb 01, 2024 15:42 IST
'ଯେପର୍ଯ୍ୟନ୍ତ ତୁଳନା ହୋଇନି ସଫଳତାକୁ ମାପି ହେବନି'
'ଯେପର୍ଯ୍ୟନ୍ତ ତୁଳନା ହୋଇନି ସଫଳତାକୁ ମାପି ହେବନି'#InterimBudget#Budget#ModiGovt#ManojTiwari#OTVpic.twitter.com/t1zhNNhhSj
— ଓଟିଭି (@otvkhabar) February 1, 2024
- Feb 01, 2024 15:24 IST
୧୦ଟି ପଏଣ୍ଟରେ କେନ୍ଦ୍ର ବଜେଟ୍ ।
/odishatv-khabar/media/post_attachments/media/GFPg4fCbAAA0mp5.jpeg)
- Feb 01, 2024 15:03 IST
ବଜେଟ ୨୦୨୪: ଗବେଷଣା ପାଇଁ 'ଜୟ ଅନୁସନ୍ଧାନ'...୫୦ ବର୍ଷ ଯାଏଁ ବିନା ସୁଧରେ ଋଣ
ବଜେଟ ୨୦୨୪: ଗବେଷଣା ପାଇଁ 'ଜୟ ଅନୁସନ୍ଧାନ'...୫୦ ବର୍ଷ ଯାଏଁ ବିନା ସୁଧରେ ଋଣ#BudgetSession#Budget2024#OTVhttps://t.co/Tm9ASsdlox
— ଓଟିଭି (@otvkhabar) February 1, 2024
- Feb 01, 2024 14:53 IST
ଅନ୍ତରୀଣ ବଜେଟ୍ କିନ୍ତୁ ଏହା ଅତୀତ ଓ ଭବିଷ୍ୟତ ଲାଗି ଏକ ମଜବୁତ ରାସ୍ତା ଦେଖାଉଛି
ଅନ୍ତରୀଣ ବଜେଟ୍ କିନ୍ତୁ ଏହା ଅତୀତ ଓ ଭବିଷ୍ୟତ ଲାଗି ଏକ ମଜବୁତ ରାସ୍ତା ଦେଖାଉଛି.. ଆମର ବିଜୟ ସୁନିଶ୍ଚିତ, ଜୁଲାଇରେ ଆମେ ପୂର୍ଣ୍ଣାଙ୍ଗ ବଜେଟ୍ ଦେବୁ: ରବି ଶଙ୍କର ପ୍ରସାଦ#Budget#RaviShankarPrasad#InterimBudget#Budget2024#OTVpic.twitter.com/FzhKidKQTk
— ଓଟିଭି (@otvkhabar) February 1, 2024
- Feb 01, 2024 14:51 IST
'୨୦୪୭ ସୁଦ୍ଧା ବିକଶିତ ଭାରତ ମୋଦି ସରକାରର ମୂଳ ଲକ୍ଷ୍ୟ..'
'୨୦୪୭ ସୁଦ୍ଧା ବିକଶିତ ଭାରତ ମୋଦି ସରକାରର ମୂଳ ଲକ୍ଷ୍ୟ..'#NirmalaSitharaman#Budget2024#InterimBudget#OTVpic.twitter.com/JCx0UiOd3D
— ଓଟିଭି (@otvkhabar) February 1, 2024
- Feb 01, 2024 14:36 IST
‘ଅର୍ଥମନ୍ତ୍ରୀ ସୀତାରମଣଙ୍କ ଅନ୍ତରୀଣ ବଜେଟକୁ ନେଇ କଣ କହିଲେ ବିରୋଧୀ ?
ଅର୍ଥମନ୍ତ୍ରୀ ସୀତାରମଣଙ୍କ ଅନ୍ତରୀଣ ବଜେଟକୁ ନେଇ କଣ କହିଲେ ବିରୋଧୀ ?#Budget#Budget2024#InterimBudget#OTVpic.twitter.com/EuFXgi7B11
— ଓଟିଭି (@otvkhabar) February 1, 2024
- Feb 01, 2024 14:35 IST
ବଜେଟ୍ ୨୦୨୪; ୧୦ଟି କ୍ଷେତ୍ରରେ ଅଧିକ ଫୋକସ୍..ଜାଣନ୍ତୁ ବଜେଟ୍ର ଟିକିନିକି ଖବର..
ବଜେଟ୍ ୨୦୨୪; ୧୦ଟି କ୍ଷେତ୍ରରେ ଅଧିକ ଫୋକସ୍..ଜାଣନ୍ତୁ ବଜେଟ୍ର ଟିକିନିକି ଖବର..#Budget2024#InterimBudget#freeelectricity#NirmalaSitharaman#parliament#OTVhttps://t.co/qS8EOzDju7
— ଓଟିଭି (@otvkhabar) February 1, 2024
- Feb 01, 2024 14:35 IST
'ଏହା ଏକ ଐତିହାସିକ ବଜେଟ୍..ଭାରତ ଆଗକୁ ବଢିସାରିଛି.. ପୂରା ବିଶ୍ୱ ଭାରତକୁ ଦେଖୁଛି..'
#୨୦୨୪_କାମଚଳା_ବଜେଟ୍
'ଏହା ଏକ ଐତିହାସିକ ବଜେଟ୍..ଭାରତ ଆଗକୁ ବଢିସାରିଛି.. ପୂରା ବିଶ୍ୱ ଭାରତକୁ ଦେଖୁଛି..'#InterimBudget#Budget#Budget2024#OTVpic.twitter.com/TK1zFebY5m— ଓଟିଭି (@otvkhabar) February 1, 2024
- Feb 01, 2024 14:05 IST
୨୦୧୪ରୁ ୨୦୨୩ ଭିତରେ ଲୋକଙ୍କ ପାଇଁ କଣ କରିଛି ମୋଦି ସରକାର..
#୨୦୨୪_କାମଚଳା_ବଜେଟ୍
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ମୁହଁରୁ ଶୁଣନ୍ତୁ ୨୦୧୪ରୁ ୨୦୨୩ ଭିତରେ ଲୋକଙ୍କ ପାଇଁ କଣ କରିଛି ମୋଦି ସରକାର..#ModiGovt#NirmalaSitharaman#InterimBudget#2024Budget#OTVpic.twitter.com/CrQ8Moxx65— ଓଟିଭି (@otvkhabar) February 1, 2024
- Feb 01, 2024 14:04 IST
ଇଣ୍ଡିଆ- ମିଡିଲ୍ ଇଷ୍ଟ-ୟୁରୋପ୍ ଇକୋନୋମିକ୍ କରିଡର ଭାରତ ପାଇଁ ଏକ ଗେମ୍ ଚେଞ୍ଜର୍
ଇଣ୍ଡିଆ- ମିଡିଲ୍ ଇଷ୍ଟ-ୟୁରୋପ୍ ଇକୋନୋମିକ୍ କରିଡର ଭାରତ ପାଇଁ ଏକ ଗେମ୍ ଚେଞ୍ଜର୍ #ModiGovt#NirmalaSitharaman#InterimBudget#2024Budget#OTVpic.twitter.com/m5cuSNPH4c
— ଓଟିଭି (@otvkhabar) February 1, 2024
- Feb 01, 2024 14:04 IST
ଦେଶର ଭବିଷ୍ୟତ ନିର୍ମାଣର ବଜେଟ- ମୋଦି
#ଦେଶର_ଭବିଷ୍ୟତ_ନିର୍ମାଣର_ବଜେଟ- ମୋଦି
ବଜେଟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିକ୍ରିୟା। ଏହି ବଜେଟ ଦେଶର ଭବିଷ୍ୟତ ନିର୍ମାଣର ବଜେଟ କହିଲେ ମୋଦି। ଯୁବକ, ମହିଳା, ଗରିବୀ, କୃଷକ ସମସ୍ତଙ୍କୁ ଏ ବଜେଟ ସଶକ୍ତ କରିବ। ୨୦୪୭ରେ ବିକଶିତ ଭାରତ ଲକ୍ଷ୍ୟକୁ ମଜବୁତ କରିବ ଏହି ବଜେଟ।#NarendraModi#Budget2024#InterimBudgetpic.twitter.com/6A9h5OiNhY— ଓଟିଭି (@otvkhabar) February 1, 2024
- Feb 01, 2024 13:40 IST
'ଏହା ଏକ ଐତିହାସିକ ବଜେଟ୍..ଭାରତ ଆଗକୁ ବଢିସାରିଛି.. ପୂରା ବିଶ୍ୱ ଭାରତକୁ ଦେଖୁଛି..'
- Feb 01, 2024 13:40 IST
ଦେଶର ଭବିଷ୍ୟତ ନିର୍ମାଣର ବଜେଟ ପ୍ରସ୍ତୁତ ହୋଇଛି କହିଲେ ମୋଦି
ବଜେଟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିକ୍ରିୟା
-ଏହି ବଜେଟ ଦେଶର ଭବିଷ୍ୟତ ନିର୍ମାଣର ବଜେଟ କହିଲେ ମୋଦି’
-‘ଯୁବକ, ମହିଳା, କୃଷକ ସମସ୍ତଙ୍କୁ ଏ ବଜେଟ ସଶକ୍ତ କରିବ’
-‘୨୦୪୭ରେ ବିକଶିତ ଭାରତ ଲକ୍ଷ୍ୟକୁ ମଜବୁତ କରିବ ବଜେଟ’
-‘ଯୁବ ଭାରତର ଆଶା ଆକାଂକ୍ଷାର ପ୍ରତିବିମ୍ବ ହେଉଛି ଏ ବଜେଟ’
-‘ଭିତ୍ତିଭୂମି ବିକାଶ ପାଇଁ ୧୧ ଲକ୍ଷ ୧୧ ହଜାର ୧୧୧ କୋଟି ବ୍ୟବସ୍ଥା’
-‘ଆଧୁନିକ ଭିତ୍ତିଭୂମି ଯୁବକଙ୍କ ପାଇଁ ରୋଜଗାର ସମ୍ଭାବନା ଆଣିବ’
BUDGET HIGHLIGHTS - Feb 01, 2024 13:35 IST
ଜୟ ଅନୁସନ୍ଧାନ ଯୋଜନାରେ ୧ ଲକ୍ଷ କୋଟି ଟଙ୍କାର ଋଣ ଦିଆଯିବ। ୫୦ ବର୍ଷିଆ ଦୀର୍ଘମିଆଦି ଯୋଜନାରେ ଗବେଷଣା ପାଇଁ ଋଣ ମିଳିବ
#ଗବେଷଣା_ପାଇଁ_ଜୟ_ଅନୁସନ୍ଧାନ_ଯୋଜନା- ନିର୍ମଳା ସୀତାରମଣ
ଜୟ ଅନୁସନ୍ଧାନ ଯୋଜନାରେ ୧ ଲକ୍ଷ କୋଟି ଟଙ୍କାର ଋଣ ଦିଆଯିବ। ୫୦ ବର୍ଷିଆ ଦୀର୍ଘମିଆଦି ଯୋଜନାରେ ଗବେଷଣା ପାଇଁ ଋଣ ମିଳିବ।#Budget2024#InterimBudget#OTVpic.twitter.com/UZhzQACeyC— ଓଟିଭି (@otvkhabar) February 1, 2024
- Feb 01, 2024 13:33 IST
ଡାଇରେକ୍ଟ ଓ ଇନ୍ ଡାଇରେକ୍ଟ ଟ୍ୟାକ୍ସ ଅପରିବର୍ତ୍ତିତ
#ଅପରିବର୍ତ୍ତିତ_ରହିଲା_ଆୟକର_ସୀମା
ଗତ ଥରର ଆୟକର ସ୍ଲାବ୍ ଏଥର ଲାଗୁ। ଡାଇରେକ୍ଟ ଓ ଇନ୍ ଡାଇରେକ୍ଟ ଟ୍ୟାକ୍ସ ଅପରିବର୍ତ୍ତିତ। ଆୟକର ସୀମାରେ କୌଣସି ପରିବର୍ତ୍ତନ ହେବନି ବୋଲି କହିଲେ ଅର୍ଥମନ୍ତ୍ରୀ। #Budget2024#InterimBudget#OTVpic.twitter.com/ZJYe6xee6S— ଓଟିଭି (@otvkhabar) February 1, 2024
- Feb 01, 2024 13:31 IST
ସଂସଦରେ ଆଗତ ହୋଇଛି କାମଚଳା ବଜେଟ୍
#ବଜେଟ୍_ଟପ୍_୧୦
ସଂସଦରେ ଆଗତ ହୋଇଛି କାମଚଳା ବଜେଟ୍। ତେବେ ଆଗତ ହୋଇଥିବା ବଜେଟ୍ର କେଉଁ ୧୦ଟି ଦିଗ ଉପରେ ସରକାର ଅଧିକ ଫୋକସ୍ କରିଛନ୍ତି ଦେଖନ୍ତୁ...#Budget2024#InterimBudget#OTVpic.twitter.com/qiCDDIaf59— ଓଟିଭି (@otvkhabar) February 1, 2024
- Feb 01, 2024 13:24 IST
ସଂସଦରେ ଆଗତ ହୋଇଛି କାମଚଳା ବଜେଟ୍
#ବଜେଟ୍_ଟପ୍_୧୦
ସଂସଦରେ ଆଗତ ହୋଇଛି କାମଚଳା ବଜେଟ୍। ତେବେ ଆଗତ ହୋଇଥିବା ବଜେଟ୍ର କେଉଁ ୧୦ଟି ଦିଗ ଉପରେ ସରକାର ଅଧିକ ଫୋକସ୍ କରିଛନ୍ତି ଦେଖନ୍ତୁ...#Budget2024#InterimBudget#OTVpic.twitter.com/qiCDDIaf59— ଓଟିଭି (@otvkhabar) February 1, 2024
- Feb 01, 2024 13:24 IST
‘ଦେଶରେ ୪ଟି ଜାତି ଅଛନ୍ତି । ଗରିବ, ମହିଳା, ଯୁବ ଏବଂ ଅନ୍ନଦାତା। ଏଭଳି କ୍ଷେତ୍ରକୁ ଦେଖି ହିଁ କେନ୍ଦ୍ର ସରକାର ଏମାନଙ୍କ ବିକାଶ ପାଇଁ ଲାଗିଛନ୍ତି ।’
‘ଦେଶରେ ୪ଟି ଜାତି ଅଛନ୍ତି। ଗରିବ, ମହିଳା, ଯୁବ ଏବଂ ଅନ୍ନଦାତା। ଏଭଳି କ୍ଷେତ୍ରକୁ ଦେଖି ହିଁ କେନ୍ଦ୍ର ସରକାର ଏମାନଙ୍କ ବିକାଶ ପାଇଁ ଲାଗିଛନ୍ତି’: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ#Budget2024#InterimBudget#OTVpic.twitter.com/gsJK3zsPSO
— ଓଟିଭି (@otvkhabar) February 1, 2024
- Feb 01, 2024 13:23 IST
୩ଟି ରେଳ କରିଡର୍ ଆରମ୍ଭ ହେବ
ବଜେଟ୍-୨୦୨୪: ୩ଟି ରେଳ କରିଡର୍ ଆରମ୍ଭ ହେବ। ସେହପରି ୪୦ ହଜାର ସାଧାରଣ ବଗି ବନ୍ଦେ ଭାରତ ବଗିକୁ ରୂପାନ୍ତର ହେବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ। #Budget2024#InterimBudget#OTVpic.twitter.com/o0WFS1vvCW
— ଓଟିଭି (@otvkhabar) February 1, 2024
- Feb 01, 2024 13:22 IST
ଟିକସ ବ୍ୟବସ୍ଥା ଅପରିବର୍ତ୍ତିତ
#ଟିକସ_ବ୍ୟବସ୍ଥା_ଅପରିବର୍ତ୍ତିତ
ଟିକସ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ବର୍ତ୍ତମାନ ପ୍ରଚଳିତ ଟିକସ ବ୍ୟବସ୍ଥା ଅପରିବର୍ତ୍ତନ ରହିବ। ସେହପରି କର୍ପୋରେଟ ଟିକସ ହାର ୩୦%ରୁ ୨୫%କୁ ହ୍ରାସ କରାଯିବା ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ।#Budget2024#InterimBudget#OTVpic.twitter.com/pUEDVCqWRP— ଓଟିଭି (@otvkhabar) February 1, 2024
- Feb 01, 2024 13:22 IST
‘ସରକାର ସବୁ ଚ୍ୟାଲେଞ୍ଜର ମୁକାବିଲା କରିଛନ୍ତି’
#୨୦୪୭_ସୁଦ୍ଧା_ବିକଶିତ_ଭାରତ
‘ସରକାର ସବୁ ଚ୍ୟାଲେଞ୍ଜର ମୁକାବିଲା କରିଛନ୍ତି’#Budget2024#InterimBudget#NirmalaSitharaman#OTVpic.twitter.com/ZcO34yYjGA— ଓଟିଭି (@otvkhabar) February 1, 2024
- Feb 01, 2024 13:21 IST
ଲାକ୍ଷାଦ୍ୱୀପର ବିକାଶ ହେବ
#ସମସ୍ତ_ପର୍ଯ୍ୟଟନସ୍ଥଳୀର_ବିକାଶ_କରାଯିବ
ପର୍ଯ୍ୟଟନର ବିକାଶ ପାଇଁ ଲାକ୍ଷାଦ୍ୱୀପର ବିକାଶ ହେବ। ତାସହ ଅନ୍ୟ ଦ୍ୱୀପପୁଞ୍ଜର ବିକାଶ କରାଯିବ। ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ରାଜ୍ୟକୁ ଶସ୍ତା ଓ ଦୀର୍ଘ ମିଆଦୀ ଋଣ ଦେବ କେନ୍ଦ୍ର।#Budget2024#InterimBudget#OTVpic.twitter.com/grehf6aGnL— ଓଟିଭି (@otvkhabar) February 1, 2024
- Feb 01, 2024 13:21 IST
‘ଏଯାବତ ୧ କୋଟି ମହିଳା ଲକ୍ଷପତି ଦିଦି ହୋଇସାରିଲେଣି’
#୩_କୋଟି_ଲକ୍ଷପତି_ଦିଦି_ସୃଷ୍ଟି_କରାଯିବାକୁ_ଲକ୍ଷ୍ୟ- ସୀତାରମଣ
‘୮୩ ଲକ୍ଷ ଏସ୍ଏଚ୍ଜିରେ ଏବେ ୯ କୋଟି ମହିଳା ସାମିଲ ଅଛନ୍ତି । ଏଯାବତ ୧ କୋଟି ମହିଳା ଲକ୍ଷପତି ଦିଦି ହୋଇସାରିଲେଣି। ’#Budget2024#InterimBudget#OTVpic.twitter.com/Th77XUhZht— ଓଟିଭି (@otvkhabar) February 1, 2024
- Feb 01, 2024 13:19 IST
ଏଥର ବଜେଟ୍ରେ ମୋଟାମୋଟି କ’ଣ ରହିଛି..? ପଢ଼ନ୍ତୁ...
/odishatv-khabar/media/post_attachments/media/GFPBatgaoAAxPuT.jpeg)
- Feb 01, 2024 12:59 IST
ବଜେଟ୍ରେ ସମାଜର ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ବ୍ୟବସ୍ଥା ହୋଇଛି
‘#୨୦୪୭_ସୁଦ୍ଧା_ବିକଶିତ_ଭାରତ’
ସଂସଦରେ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ୍ରେ ସମାଜର ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ବ୍ୟବସ୍ଥା ହୋଇଛି। ସବ୍କା ସାଥ ମନ୍ତ୍ରରେ ଦେଶ ଆଗେଇ ଚାଲିଛି । ୨୦୪୭ ସୁଦ୍ଧା ବିକଶିତ ଭାରତ ଆମର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ।#Budget2024#InterimBudget#OTVpic.twitter.com/guSU6aEUf6— ଓଟିଭି (@otvkhabar) February 1, 2024
- Feb 01, 2024 12:58 IST
ଡାଇରେକ୍ଟ ଓ ଇନ୍ ଡାଇରେକ୍ଟ ଟ୍ୟାକ୍ସ ଅପରିବର୍ତ୍ତିତ
#ଅପରିବର୍ତ୍ତିତ_ରହିଲା_ଆୟକର_ସୀମା
ଗତ ଥରର ଆୟକର ସ୍ଲାବ୍ ଏଥର ଲାଗୁ। ଡାଇରେକ୍ଟ ଓ ଇନ୍ ଡାଇରେକ୍ଟ ଟ୍ୟାକ୍ସ ଅପରିବର୍ତ୍ତିତ। ଆୟକର ସୀମାରେ କୌଣସି ପରିବର୍ତ୍ତନ ହେବନି ବୋଲି କହିଲେ ଅର୍ଥମନ୍ତ୍ରୀ। #Budget2024#InterimBudget#OTVpic.twitter.com/FP6iX0ymB7— ଓଟିଭି (@otvkhabar) February 1, 2024
- Feb 01, 2024 12:57 IST
ପିଏମ୍ କୃଷକ ସମ୍ମାନ ନିଧି ଯୋଜନାରେ ୧୧.୮ କୋଟି ଚାଷୀଙ୍କୁ ଲାଭ ମିଳୁଛି
ପିଏମ୍ କୃଷକ ସମ୍ମାନ ନିଧି ଯୋଜନାରେ ୧୧.୮ କୋଟି ଚାଷୀଙ୍କୁ ଲାଭ ମିଳୁଛି। ସେହିପରି ଜାତୀୟ ଶିକ୍ଷା ନୀତି ଜରିଆରେ ଶିକ୍ଷାକୁ ଅଧିକ ଉପାଦେୟ କରାଯାଇଛି। ଦେଶରେ ୭ଟି ଆଇଆଇଟି, ୧୬ଟି IIIT, ୭ଟି ଆଇଆଇଏମ୍ ପ୍ରତିଷ୍ଠା ହୋଇଛି। ୧୩ଟି ଏମ୍ସ ଓ ୩୯୦ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି।#Budget2024#InterimBudget#OTVpic.twitter.com/H1lyNdhAsx
— ଓଟିଭି (@otvkhabar) February 1, 2024
- Feb 01, 2024 12:57 IST
ବଜେଟ ୨୦୨୪: ଗରିବଙ୍କ ପାଇଁ ବଡ଼ ଘୋଷଣା, ୫ବର୍ଷରେ ମିଳିବ ୨କୋଟି ପକ୍କାଘର
ବଜେଟ ୨୦୨୪: ଗରିବଙ୍କ ପାଇଁ ବଡ଼ ଘୋଷଣା, ୫ବର୍ଷରେ ମିଳିବ ୨କୋଟି ପକ୍କାଘର#Budget2024#PuccaHouse#OTVhttps://t.co/6Deyftt2s4
— ଓଟିଭି (@otvkhabar) February 1, 2024
- Feb 01, 2024 12:45 IST
ବଜେଟ୍ ୨୦୨୪; ୧ କୋଟି ଘରକୁ ୩ ଶହ ୟୁନିଟ ମାଗଣା ବିଜୁଳି
#Budget2024
ବଜେଟ୍ ୨୦୨୪; ୧ କୋଟି ଘରକୁ ୩ ଶହ ୟୁନିଟ ମାଗଣା ବିଜୁଳି#Budget2024#InterimBudget#freeelectricity#NirmalaSitharaman#parliament#OTVhttps://t.co/JcJnSgo3jy— ଓଟିଭି (@otvkhabar) February 1, 2024
- Feb 01, 2024 12:03 IST
ଟିକସ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯିବ ନାହିଁ
ଟିକସ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯିବ ନାହିଁ
-ବର୍ତ୍ତମାନ ପ୍ରଚଳିତ ଟିକସ ବ୍ୟବସ୍ଥା ଅପରିବର୍ତ୍ତନ ରହିବ
-ବଜେଟ ଉପସ୍ଥାପନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା
-ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ ସହଜ ଏବଂ ସରଳ କରାଯିବ
-ବିକଶିତ ଭାରତ ନେଇ ଜୁଲାଇ ବଜେଟରେ ବ୍ୟାପକ ଘୋଷଣା ହେବ
-ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସୂଚନା
-ବିତ୍ତୀୟ ନିଅଣ୍ଟକୁ ୪.୫%କୁ ହ୍ରାସ କରାଯିବା ଲକ୍ଷ୍ୟ
-୨୦୨୪-୨୪ରେ ବିତ୍ତୀୟ ନିଅଣ୍ଟ ୫.୧% ହେବା ଲକ୍ଷ୍ୟ
-କର୍ପୋରେଟ ଟିକସ ହାର ୩୦%ରୁ ୨୫%କୁ ହ୍ରାସ ଘୋଷଣା
/odishatv-khabar/media/post_attachments/media/GFOzn_YWoAAav7D.jpeg)
- Feb 01, 2024 11:55 IST
ଉଡାନ୍ ଯୋଜନାରେ ଆଉ ୫୭୦ ନୂଆ ଏୟାର ରୁଟ୍ ହେବ
-୫୭୦ ନୂଆ ରୁଟ୍ରେ ୧.୦୩ କୋଟି ଯାତ୍ରୀ ସୁବିଧା ପାଇବେ
-ଲାକ୍ଷାଦ୍ୱୀପକୁ ଅଧିକ ପର୍ଯ୍ୟଟକ ଆକର୍ଷଣ ବ୍ୟବସ୍ଥା କରାଯିବ
-ଲାକ୍ଷାଦ୍ୱୀପରେ ଭିତ୍ତିଭୂମିର ବ୍ୟାପକ ବିକାଶ କରାଯିବ
-ରାଜ୍ୟମାନଙ୍କୁ ୭୫ ହଜାର କୋଟି ଟଙ୍କା ପ୍ରଦାନ କରାଯିବ
/odishatv-khabar/media/post_attachments/media/GFOs2K7WEAAubwZ.jpeg)
- Feb 01, 2024 11:54 IST
ବଜେଟ୍ ଉପସ୍ଥାପନ ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଦହି ଚିନି ଖୁଆଉଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
/odishatv-khabar/media/post_attachments/media/GFOxWdubsAAmsgd.jpeg)
- Feb 01, 2024 11:53 IST
ବଜେଟ୍ ଉପସ୍ଥାପନ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
/odishatv-khabar/media/post_attachments/media/GFOyEHibQAAqgEI.jpeg)
/odishatv-khabar/media/post_attachments/media/GFOyFUQakAAFaXq.jpeg)
- Feb 01, 2024 11:46 IST
ବରିଷ୍ଠ ନାଗରିକଙ୍କ ପାଇଁ ସରକାର କିଛି କରନ୍ତୁ..
ବରିଷ୍ଠ ନାଗରିକଙ୍କ ପାଇଁ ସରକାର କିଛି କରନ୍ତୁ...#Budget2024#BudgetExpectations#SeniorCitizen#OTVpic.twitter.com/u4v0IdyWVb
— ଓଟିଭି (@otvkhabar) February 1, 2024
- Feb 01, 2024 11:45 IST
ରୁଫ୍ ଟପ୍ ସୋଲାର ସିଷ୍ଟମ ଜରିଆରେ ହେବ ବିଜୁଳି ଯୋଗାଣ
-୯ରୁ ୧୪ ବର୍ଷର ବାଳିକାଙ୍କୁ ସର୍ଭାଇକାଲ କ୍ୟାନ୍ସର ଟିକା ଦିଆଯିବ
-ମଧ୍ୟବିତଙ୍କ ପାଇଁ ନୂଆ ଘର ନିର୍ମାଣ ଯୋଜନା ଆରମ୍ଭ ହେବ
-ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ
-୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରାଯିବାକୁ ଲକ୍ଷ୍ୟ- ସୀତାରମଣ
-୮୩ ଲକ୍ଷ ଏସ୍ଏଚ୍ଜିରେ ଏବେ ୯କୋଟି ମହିଳା ସାମିଲ ଅଛନ୍ତି
-ଏଯାବତ ୧ କୋଟି ମହିଳା ଲକ୍ଷପତି ଦିଦି ହୋଇସାରିଲେଣି
-ଗବେଷଣା ପାଇଁ ‘ଜୟ ଅନୁସନ୍ଧାନ’- ନିର୍ମଳା ସୀତାରମଣ
-ଜୟ ଅନୁସନ୍ଧାନ ଯୋଜନାରେ ୧ ଲକ୍ଷ କୋଟି ଟଙ୍କାର ଋଣ ଦିଆଯିବ
-୪୦ ହଜାର ସାଧାରଣ ବଗି ବନ୍ଦେ ଭାରତ ବଗିକୁ ରୂପାନ୍ତର ହେବ
/odishatv-khabar/media/post_attachments/media/GFOs2K7WEAAubwZ.jpeg)
- Feb 01, 2024 11:42 IST
ନୀର୍ମଳାଙ୍କୁ ଦହି ଚିନି ଖୁଆଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- Feb 01, 2024 11:33 IST
୧ କୋଟି ଘରକୁ ୩ ଶହ ୟୁନିଟ ମାଗଣା ବିଜୁଳି ଯୋଗାଣ ହେବ
-ଗରିବଙ୍କୁ ପକ୍କା ଘର ଯୋଗାଇ ଦିଆଯାଉଛି- ସୀତାରମଣ
-୫ ବର୍ଷରେ ଆଉ ୨ କୋଟି ପକ୍କା ଘର ଯୋଗାଇ ଦିଆଯିବ
-୧ କୋଟି ଘରକୁ ୩ ଶହ ୟୁନିଟ ମାଗଣା ବିଜୁଳି ଯୋଗାଣ ହେବ
/odishatv-khabar/media/post_attachments/media/GFOs2K7WEAAubwZ.jpeg)
- Feb 01, 2024 11:28 IST
‘ଆମ ଦେଶର ଋଣ ଭାର ବଢି ବଢି ଯାଉଛି’
#ଆମ_Fiscal_Deficit_କେତେ?
‘ଆମ ଦେଶର ଋଣ ଭାର ବଢି ବଢି ଯାଉଛି’#UnionBudget#Budget2024#InterimBudget#OTVpic.twitter.com/aP6goW8c4f— ଓଟିଭି (@otvkhabar) February 1, 2024
- Feb 01, 2024 11:28 IST
ଭାରତକୁ ବିକାଶର ଉତ୍ତୁଙ୍ଗ ଶିଖରକୁ ନେବା ଆମର ମୂଳ ଲକ୍ଷ୍ୟ
-ଭାରତକୁ ବିକାଶର ଉତ୍ତୁଙ୍ଗ ଶିଖରକୁ ନେବା ଆମର ମୂଳ ଲକ୍ଷ୍ୟ
-ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ସହ ବିକଶିତ ଭାରତ ଆମର ଲକ୍ଷ୍ୟ
-ରିଫର୍ମ, ପର୍ଫର୍ମ ଓ ଟ୍ରାନ୍ସଫର୍ମକୁ ଆମ ସରକାର ଗୁରୁତ୍ୱ ଦେଇଛି
-ଭାରତର ବିକାଶରେ ପୂର୍ବାଞ୍ଚଳ ରାଜ୍ୟକୁ ଡ୍ରାଇଭିଂ ସିଟ୍କୁ ନିଆଯାଉଛି
/odishatv-khabar/media/post_attachments/media/GFOq0gNWcAAH7ZV.jpeg)
- Feb 01, 2024 11:27 IST
ସଂସଦରେ କାମଚଳା ବଜେଟ୍ ଆଗତ ପୂର୍ବରୁ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ଅର୍ଥମନ୍ତ୍ରୀ
#ରାଷ୍ଟ୍ରପତିଙ୍କୁ_ଭେଟିଲେ_ଅର୍ଥମନ୍ତ୍ରୀ
ସଂସଦରେ ଆଜି ଆଗତ ହେବ କାମଚଳା ବଜେଟ୍। ଏହା ପୂର୍ବରୁ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।#Budget2024#InterimBudget#OTVpic.twitter.com/Pg1xngl0LX— ଓଟିଭି (@otvkhabar) February 1, 2024
- Feb 01, 2024 11:25 IST
ଜିଡିପିକୁ ସରକାର ଗୁରୁତ୍ୱ ଦେଉଥିବା କହିଲେ ଅର୍ଥମନ୍ତ୍ରୀ
#ଜିଡିପିକୁ_ଗୁରୁତ୍ୱ- ସୀତାରମଣ
-ଜିଡିପିକୁ ସରକାର ଗୁରୁତ୍ୱ ଦେଉଥିବା କହିଲେ ଅର୍ଥମନ୍ତ୍ରୀ
-ଜି-ଗଭର୍ଣ୍ଣାନ୍ସ, ଡି- ଡେଭଲପମେଣ୍ଟ, ପି- ପର୍ଫର୍ମାନ୍ସ#Budget2024#InterimBudget#OTVpic.twitter.com/VV1NsL4Yin— ଓଟିଭି (@otvkhabar) February 1, 2024
- Feb 01, 2024 11:24 IST
୨୦୨୧ରୁ ଇ-ବଜେଟ୍ ହେବା ପରେ ଟାବଲେଟ୍ରେ ପ୍ରଦର୍ଶନ କରି ଆସୁଛନ୍ତି ନିର୍ମଳା ସୀତାରମଣ
ପୂର୍ବରୁ ଅର୍ଥମନ୍ତ୍ରୀ ସୁଟକେସରେ ବଜେଟକୁ ପ୍ରଦର୍ଶନ କରୁଥିଲେ ପରେ ଏହା ଦସ୍ତାବିଜ୍କୁ ଆସିଲା ଏବଂ ୨୦୨୧ରୁ ଇ-ବଜେଟ୍ ହେବା ପରେ ଟାବଲେଟ୍ରେ ପ୍ରଦର୍ଶନ କରି ଆସୁଛନ୍ତି ନିର୍ମଳା ସୀତାରମଣ।
#କେମିତି_ପ୍ରସ୍ତୁତ_ହୁଏ_ବଜେଟ୍?
ପୂର୍ବରୁ ଅର୍ଥମନ୍ତ୍ରୀ ସୁଟକେସରେ ବଜେଟକୁ ପ୍ରଦର୍ଶନ କରୁଥିଲେ ପରେ ଏହା ଦସ୍ତାବିଜ୍କୁ ଆସିଲା ଏବଂ ୨୦୨୧ରୁ ଇ-ବଜେଟ୍ ହେବା ପରେ ଟାବଲେଟ୍ରେ ପ୍ରଦର୍ଶନ କରି ଆସୁଛନ୍ତି ନିର୍ମଳା ସୀତାରମଣ।#UnionBudget2024#NirmalaSitharaman#OTVpic.twitter.com/JJHmPb2vfT— ଓଟିଭି (@otvkhabar) February 1, 2024
- Feb 01, 2024 11:18 IST
୧୩ଟି ଏମ୍ସ ଓ ୩୯୦ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି
-୭ଟି ଆଇଆଇଟି, ୧୬ଟି ଟ୍ରିପଲ ଆଇଟି, ୭ଟି ଆଇଆଇଏମ୍ ପ୍ରତିଷ୍ଠା ହୋଇଛି
-୧୩ଟି ଏମ୍ସ ଓ ୩୯୦ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି#Budget2024#InterimBudget#OTV— ଓଟିଭି (@otvkhabar) February 1, 2024
- Feb 01, 2024 11:17 IST
ଡିବିଟି ଜରିଆରେ ୩୪ ଲକ୍ଷ କୋଟି ପ୍ରଦାନ କରାଯାଇଛି
-ଡିବିଟି ଜରିଆରେ ୩୪ ଲକ୍ଷ କୋଟି ପ୍ରଦାନ କରାଯାଇଛି
-ଜନଧନ ଆକାଉଣ୍ଟ ଜରିଆରେ ହିତାଧିକାରୀଙ୍କୁ ସିଧା ସହାୟତା ମିଳୁଛି
-ପିଏମ୍ କୃଷକ ସମ୍ମାନ ନିଧି ଯୋଜନାରେ ୧୧.୮ କୋଟି ଚାଷୀଙ୍କୁ ଲାଭ ମିଳୁଛି
-ଜାତୀୟ ଶିକ୍ଷା ନୀତି ଜରିଆରେ ଶିକ୍ଷାକୁ ଅଧିକ ଉପାଦେୟ କରାଯାଇଛି#Budget2024#InterimBudget#OTV— ଓଟିଭି (@otvkhabar) February 1, 2024
- Feb 01, 2024 11:15 IST
କେଉଁ କେଉଁ କ୍ଷେତ୍ରରୁ ସରକାରଙ୍କ ପାଖକୁ ଆସୁଛି ଅଧିକ ରାଜସ୍ୱ।
ବଜେଟ୍ ୨୦୨୪: କେଉଁ କେଉଁ କ୍ଷେତ୍ରରୁ ସରକାରଙ୍କ ପାଖକୁ ଆସୁଛି ଅଧିକ ରାଜସ୍ୱ। ସରକାରଙ୍କ ପାଖକୁ ଆସୁଥିବା ରାଜସ୍ୱ ଉତ୍ସ ଉପରେ ଚଳିତ ବଜେଟ୍ରେ କ’ଣ ପଦକ୍ଷେପ ନେବେ ସରକାର।
#ଭାରତ_ସରକାରଙ୍କ_ଆୟର_ଉତ୍ସ
ବଜେଟ୍ ୨୦୨୪: କେଉଁ କେଉଁ କ୍ଷେତ୍ରରୁ ସରକାରଙ୍କ ପାଖକୁ ଆସୁଛି ଅଧିକ ରାଜସ୍ୱ। ସରକାରଙ୍କ ପାଖକୁ ଆସୁଥିବା ରାଜସ୍ୱ ଉତ୍ସ ଉପରେ ଚଳିତ ବଜେଟ୍ରେ କ’ଣ ପଦକ୍ଷେପ ନେବେ ସରକାର। #Budget2024#InterimBudget#OTVpic.twitter.com/75Wr6JI6WI— ଓଟିଭି (@otvkhabar) February 1, 2024
- Feb 01, 2024 11:12 IST
୨୦୪୭ ସୁଦ୍ଧା ବିକଶିତ ଭାରତ ଆମର ମୂଳ ଲକ୍ଷ୍ୟ
-୨୦୪୭ ସୁଦ୍ଧା ବିକଶିତ ଭାରତ ଆମର ମୂଳ ଲକ୍ଷ୍ୟ
-ସବୁ ବର୍ଗର ଯୋଗ୍ୟ ବ୍ୟକ୍ତିଙ୍କୁ ସୁବିଧା ଯୋଗାଉଛନ୍ତି ସରକାର
-ଗରିବ, ମହିଳା, ଯୁବ ଏବଂ ଅନ୍ନଦାତାଙ୍କ ଉନ୍ନତିକୁ ସର୍ବାଧିକ ଗୁରୁତ୍ୱ
-ଗରିବ କଲ୍ୟାଣ,ଦେଶର କଲ୍ୟାଣ- ନିର୍ମଳା ସୀତାରମଣ
-୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତି ଦିଆଯାଇଛି#Budget2024#InterimBudget#OTV— ଓଟିଭି (@otvkhabar) February 1, 2024
- Feb 01, 2024 11:11 IST
ସଂସଦ ପରିସରରେ କ୍ୟାବିନେଟ୍ ବୈଠକ
#ଆରମ୍ଭ_ହେଲା_କ୍ୟାବିନେଟ୍_ବୈଠକ
ବଜେଟ୍କୁ ନେଇ ବସିଲା କ୍ୟାବିନେଟ୍ । ସଂସଦ ପରିସରରେ କ୍ୟାବିନେଟ୍ ବୈଠକ। କ୍ୟାବିନେଟ୍ରେ ଅନୁମୋଦନ ପରେ ଉପସ୍ଥାପନ ହେବ ବଜେଟ୍।#Budget2024#InterimBudget#OTVpic.twitter.com/WcN6iS0SBt— ଓଟିଭି (@otvkhabar) February 1, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)