• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Ayodhya Ram Mandir Updates

Lord Ram Idol
ଗର୍ଭଗୃହରେ ସ୍ଥାପନ ହେଲା ରାମଲାଲାଙ୍କ ବିଗ୍ରହ, ଜୟ ଶ୍ରୀରାମ ନାରାରେ କମ୍ପିଲା ସାରା ଅଯୋଧ୍ୟା

ଏକ ବଡ଼ କ୍ରେନ୍‌ ସହାୟତାରେ ରାମଲାଲାଙ୍କ ବିଗ୍ରହକୁ ଗର୍ଭଗୃହକୁ ନିଆଯାଇଛି ।

Ayodhya Rammandir
ପ୍ରାଣପ୍ରତିଷ୍ଠା ପୂର୍ବରୁ ଗର୍ଭଗୃହକୁ ଆସୁଛନ୍ତି ରାମଲାଲା

ସିଂହାସନ ପୂଜାର୍ଚ୍ଚନା ସହ ସରଜୁ ତଟରେ ହେଲା କଳସ ପୂଜନ । ବିଗ୍ରହ ପ୍ରତିଷ୍ଠା ଦିନକ ପୂର୍ବରୁ ଗର୍ଭଗୃହରେ ଶଙ୍ଖଧ୍ବନି ଓ ବେଦମନ୍ତ୍ର ।

Ram Mandir
ଅଯୋଧ୍ୟା ଶ୍ରୀରାମ ମନ୍ଦିର ଅଭିମୁଖେ ରାମଲାଲାଙ୍କ ନବନିର୍ମିତ ବିଗ୍ରହ

ରାମଲାଲାଙ୍କ ବିଗ୍ରହ ଏକ ଟ୍ରକ ସାହାଯ୍ୟରେ ରାମ ପଥ ଦେଇ ମନ୍ଦିର ପରିସରରେ ପ୍ରବେଶ କରିଛି।

Ayodhya Rammandir
ମନ୍ତ୍ର ଧ୍ୱନିରେ କମ୍ପିଲାଣି ଅଯୋଧ୍ୟା, ପ୍ରାଣପ୍ରତିଷ୍ଠା ପୂର୍ବରୁ ଗର୍ଭଗୃହକୁ ଆସୁଛନ୍ତି ରାମଲାଲା...

ସିଂହାସନ ପୂଜାର୍ଚ୍ଚନା ସହ ସରଜୁ ତଟରେ ହେଲା କଳସ ପୂଜନ । ବିଗ୍ରହ ପ୍ରତିଷ୍ଠା ଦିନକ ପୂର୍ବରୁ ଗର୍ଭଗୃହରେ ଶଙ୍ଖଧ୍ବନି ଓ ବେଦମନ୍ତ୍ର ।

Holiday
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା: ଛୁଟି ଘୋଷଣା କଲେ ଏହି ସବୁ ରାଜ୍ୟ...

ଦେଶ ରାମମୟ .. ଦେଶବାସୀ ରାମମୟ .. ତନ, ମନ, ପ୍ରାଣ ମଧ୍ୟ ରାମମୟ । ରାମଭକ୍ତିରେ ଭିଜୁଛି ପୁରା ଅଯୋଧ୍ୟା । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଭାବୁକ ହୋଇ ପଡ଼ିଛି ପୁରା ଭାରତ । ଏହି ମହତ୍ ହିନ୍ଦୁ ସମାରୋହକୁ ଆଗେଇ ନେବା ପାଇଁ କିଛି ରାଜ୍ୟ ଆସନ୍ତା ଜାନୁଆରୀ ୨୨ କୁ ଛୁଟି ଘୋଷଣା କରିଛନ୍ତି ।

Arun Yogiraj
ଆଖିରେ ଥିଲା ଯନ୍ତ୍ରଣା, ତଥାପି ଅଟକିଲାନି ପ୍ରଭୁଙ୍କ କାର୍ଯ୍ୟ

ସ୍ଥପତି ଅରୁଣ ଯୋଗୀରାଜ .. ରାତାରାତି ପ୍ରସିଦ୍ଧି ପାଇଥିଲେ .. ଯେବେ ତାଙ୍କ ନିର୍ମିତ ମୂର୍ତ୍ତି ରାମ ମନ୍ଦିରରେ ସ୍ଥାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲା । କୁହାଯାଏ, କିଛି ପାଇବାକୁ ହେଲେ ବହୁତ କିଛି ହରାଇବାକୁ ପଡ଼ିଥାଏ । ଆଉ ଇୟେ ତ ପ୍ରଭୁ ଶ୍ରୀରାମଙ୍କର ମୂର୍ତ୍ତି ନିର୍ମାଣର କଥା .. ଭକ୍ତ ହୋଇ ପ୍ରଭୁଙ୍କ ସ୍ଥୂଳ ନିର୍ମାଣ କେତେ ଯେ କଷ୍ଟ, ତାହା କେବଳ ଭକ୍ତ ହିଁ କହିପାରେ ।

Ayodhya Ram Mandir
ଆସୁଛନ୍ତି ପ୍ରଭୁ ଶ୍ରୀରାମ, ପ୍ରାଣ ପ୍ରତିଷ୍ଠା ପାଇଁ ଆରମ୍ଭ ହେଲା ଆଦ୍ୟ ପର୍ବ

ରାମ ମନ୍ଦିରରେ ଶ୍ରୀରାମଙ୍କ ବିଗ୍ରହ ସ୍ଥାପନ ଓ ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଦେଶରେ ଉତ୍କଣ୍ଠା । ଉତ୍ସବ ମୁଖର ହୋଇ ଉଠିଛି ରାମ ଜନ୍ମଭୂମି ଅଯୋଧ୍ୟା ନଗରୀ । ପ୍ରାଣପ୍ରତିଷ୍ଠାର ଆଦ୍ୟପର୍ବ ଆରମ୍ଭ ହୋଇ ଯାଇଛି ।

Holiday on January 22
ରାମମନ୍ଦିର ପ୍ରତିଷ୍ଠା ଦିନ ବି ରାଜ୍ୟରେ ସରକାରୀ ଛୁଟି ଘୋଷଣା ପାଇଁ ଉଠିଲା ଦାବି

ଏବେ ସୁଦ୍ଧା ୭ଟି ରାଜ୍ୟ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ମଦ ବନ୍ଦ ପାଇଁ ନିଷ୍ପତ୍ତି ନେଇଛନ୍ତି।

  • Tuesday, 16 January 2024
Ram Mandir
ସଂଗୀତରେ ରାମ... ଭଜନ-କୀର୍ତ୍ତନରେ ରାମ... ସରଜୁ ତଟରେ ରାମ... ଦୀପରେ ଦୀପରେ ରାମ

ପ୍ରାୟଶ୍ଚିତ ଓ କର୍ମକୁଟି ପୂଜନ ଅନୁଷ୍ଠିତ ହୋଇଥିବା ବେଳେ, କାଲି ମୂର୍ତ୍ତିର ପରିସର ପ୍ରବେଶ କାର୍ଯ୍ୟକ୍ରମ ରହିଛି।

Ram Mandir
ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଆଦ୍ୟପର୍ବର ଶୁଭାରମ୍ଭ, ଆଜି ସଂପନ୍ନ ହେଲା ପ୍ରାୟଶ୍ଚିତ ଓ କର୍ମକୁଟି ପୂଜନ

ରାମମନ୍ଦିର ଗର୍ଭଗୃହରେ ଲାଗିଛି ୧୨ଟି ମୟୂର ଖୋଦିତ ଏହି ସୁନା ଚଦର ଲାଗିଥିବା ବିରାଟ କବାଟ।

Virat Kohli
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା: ବିରାଟ ଓ ଅନୁଷ୍କାଙ୍କୁ ମିଳିଲା ନିମନ୍ତ୍ରଣ ପତ୍ର

ରାମାଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହେବା ପାଇଁ ଆଜି ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ତାଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ନିମନ୍ତ୍ରଣ ପତ୍ର ମିଳିଛି।

makers will donate Rs 5 from each ticket will be donated to Ram Mandir.
Ayodhya Ram Mandir: ରାମ ମନ୍ଦିର ପାଇଁ ତେଲୁଗୁ ଫିଲ୍ମ ‘ହନୁମାନ’ର ପ୍ରତି ଟିକେଟ୍‌ରୁ ୫ ଟଙ୍କା ଦିଆଯିବ

ଫିଲ୍ମ ‘ହନୁମାନ’କୁ ବକ୍ସ ଅଫିସରେ ବହୁତ ପସନ୍ଦ କରାଯାଉଛି। ମାତ୍ର ୨୦ କୋଟି ଟଙ୍କା ବଜେଟ୍‌ରେ ନିର୍ମିତ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ୫୪ କୋଟିରୁ ଅଧିକ ରୋଜଗାର କରିସାରିଲାଣି। ଫିଲ୍ମର ନିର୍ମାତା ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦିଗରେ ପ୍ରତ୍ୟେକ ଟିକେଟ୍‌ରୁ ୫ ଟଙ୍କା ଦାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।

Ayodhya Ram Mandir
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମନ୍ଦିର ଟ୍ରଷ୍ଟର ଅପିଲ୍‌, #ShriRamHomecoming ଦେଇ ପୋଷ୍ଟ କରନ୍ତୁ ସର୍ଟସ୍ ଭିଡିଓ

୫ ଶହ ବର୍ଷ ପରେ କେବଳ ଭବ୍ୟ ମନ୍ଦିରକୁ ନୁହେଁ, ନିଜ ଜନ୍ମସ୍ଥଳୀ ମୂଳ ଆସ୍ଥାନକୁ ଫେରିବେ ପ୍ରଭୁ ରାମଲାଲା।

Ayodhya Ram Mandir
Ayodhya Ram Mandir: ଦେଢ଼ ମାସ ପର୍ଯ୍ୟନ୍ତ ଜଳିବ ଧୂପକାଠି, ୫୦ କିଲୋମିଟର ଯାଏଁ ବାସିବ..!

ଏହି ଧୂପକାଠି ପ୍ରାୟ ଦେଢ଼ ମାସ ପର୍ଯ୍ୟନ୍ତ ଜଳିବ ବୋଲି ଅନୁମାନ କରାଯାଉଛି । ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରାୟ ୬ ମାସ ସମୟ ଲାଗିଥିଲା ।

these celebraty not invited to ram temple consecration but give big donation
Ayodhya Ram Mandir: ଏହି ୫ ସେଲିବ୍ରେଟି ରାମଲାଲାଙ୍କ ମନ୍ଦିର ନିର୍ମାଣ ପାଇଁ ଦେଇଛନ୍ତି ଦାନ; ପ୍ରାଣ ପ୍ରତିଷ୍ଠା ପାଇଁ ମିଳିଲାନି ନିମନ୍ତ୍ରଣ

ଅଯୋଧ୍ୟାରେ ଐତିହାସିକ ରାମ ମନ୍ଦିର ନିର୍ମାଣରେ ଅନେକ ସେଲିବ୍ରେଟି ଆର୍ଥିକ ସହଯୋଗ କରିଛନ୍ତି। ଏଥିମଧ୍ୟରେ କ୍ରିକେଟର, ବଲିଉଡ୍‌ ଏବଂ ଦକ୍ଷିଣ ସିନେମା ତାରକାମାନେ ଅନ୍ତର୍ଭୁକ୍ତ ଥିବାବେଳେ କିଛି ସେଲିବ୍ରିଟି ଅଛନ୍ତି ଯେଉଁମାନେ କୋଟି କୋଟି ଟଙ୍କା ଦାନ କରିଛନ୍ତି, ତଥାପି ସେମାନଙ୍କୁ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇ ନାହିଁ। ଆସନ୍ତୁ ଜାଣିବା ସେମାନେ କିଏ…

Hotel Booking
Ayodhya Ram Mandir : ଅଯୋଧ୍ୟାରେ ୫ ଗୁଣା ବଢ଼ିଲା ହୋଟେଲ୍‌ ଭଡ଼ା; ଟପିପାରେ ୧ ଲକ୍ଷ

ବିଭିନ୍ନ ଟ୍ରାଭେଲ୍‌ ପୋର୍ଟାଲ ଗୁଡ଼ିକର ତଥ୍ୟ ଆପଣ ଜାଣିଲେ ନିଶ୍ଚୟ ଚକିତ ହେବେ । କାରଣ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ଇଚ୍ଛୁକ ଅଛନ୍ତି ଲକ୍ଷ ଲକ୍ଷ ଲୋକ ।

Ayodhya Ram Mandir
ଉତ୍ସବମୁଖର ଅଯୋଧ୍ୟା; ଆଜିଠୁ ଆରମ୍ଭ ହେବ ଧାର୍ମିକ ରୀତିନୀତି

ଆଜି ପ୍ରାୟଶ୍ଚିତ ଓ କର୍ମକୁଟି ପୂଜନ କାର୍ଯ୍ୟକ୍ରମ ରହିଛି । ସେହିପରି ଆସନ୍ତାକାଲି ଭବ୍ୟ ମୂର୍ତ୍ତି ପରିସର ପ୍ରବେଶ ହେବ ।

Ayodhya Ram Mandir
ଗର୍ଭଗୃହରେ ସ୍ଥାପନ ହେବ ଶିଳ୍ପୀ ଅରୁଣ ଯୋଗୀରାଜଙ୍କ କୃଷ୍ଣଶିଳା ବିଗ୍ରହ

ଶ୍ରୀରାମ ମନ୍ଦିର ଗର୍ଭଗୃହରେ ସ୍ଥାପନ ହେବ ଭାସ୍କର୍ଯ୍ୟ ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ନିର୍ମିତ ବିଗ୍ରହ। 3ଟି ବିଗ୍ରହ ମଧ୍ୟରୁ ଅରୁଣଙ୍କ ଦ୍ବାରା କୃଷ୍ଣଶିଳାରେ ନିର୍ମିତ ପ୍ରତିମାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କରାଯିବ ବୋଲି ସୂଚନା ଦେଇଛି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର..

Ayodhya Ram Mandir
ରାତି ପାହିଲେ ଆରମ୍ଭ ହେବ ରାମଲାଲାଙ୍କ ରୀତିନୀତି; ୧୮ ରେ ଆସ୍ଥାନରେ ବସିବେ, ୨୨ ରେ ପ୍ରାଣ ପ୍ରତିଷ୍ଠା

୨୨ ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ୫ ଦିନ ପୂର୍ବରୁ କାଲିଠୁ ଆରମ୍ଭ ହୋଇଯିବ ଧାର୍ମିକ ରୀତିନୀତି। ଏଥିପାଇଁ ଉଦ୍ଭାସିତ ଅଯୋଧ୍ୟା। ଉତ୍ସାହିତ ଦେଶ, ଉଲ୍ଲସିତ ପ୍ରତି ରାମପ୍ରେମୀଙ୍କ ପ୍ରାଣ।

Arun Yogiraj
କିଏ ସେ ଅରୁଣ ଯୋଗୀରାଜ ? ଯାହାଙ୍କ ହାତରେ ଗଢ଼ାଯାଇଛି ରାମଲାଲାଙ୍କ ପ୍ରତିମୂର୍ତ୍ତି ?

ଆଦିଶଙ୍କରାଚାର୍ଯ୍ୟ, ନେତାଜୀ ଆଉ ଏବେ ସ୍ୱଂୟ ଶ୍ରୀରାମ । ରାମଲାଲାଙ୍କ ବିଗ୍ରହ ନିର୍ମାଣ କରିଛନ୍ତି ଅରୁଣ ଯୋଗୀରାଜ । ୫ ପିଢ଼ି ମୂର୍ତ୍ତିରେ ଜୀବନ ଦେଇ ଆସୁଛନ୍ତି ଅରୁଣଙ୍କ ପରିବାର ।

Ram Mandir
୨୨ ତାରିଖ ଯେତିକି ପାଖେଇ ଆସୁଛି ଭକ୍ତଙ୍କ ଉତ୍କଣ୍ଠା ସେତିକି ବଢ଼ୁଛି

ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି ୧୬ ତାରିଖରୁ ଆରମ୍ଭ ହେବ କାର୍ଯ୍ୟକ୍ରମ ।

Champat Ray
ଏମିତି ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା; ଜାଣନ୍ତୁ ସବୁ ରୀତିନୀତି..

ଆଉ ୭ ଦିନ ବାକି ରହିଲା, ସମସ୍ତ ମନ୍ଦିରରେ ସଫେଇ କରାଯାଉଛି । ସବୁ ମନ୍ଦିରରେ ଶଙ୍ଖଧ୍ୱନି, ଭଜନ କୀର୍ତ୍ତନ କରି ପ୍ରଚାର କରାଯାଉଛି ।

7 Day Schedule of Ayodhya Ram Mandir Inauguration
Ayodhya Ram Mandir: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପ୍ରସ୍ତୁତି; ଜାଣନ୍ତୁ କେଉଁଦିନ ହେବ କେଉଁ ନୀତି

ମନ୍ଦିର ଟ୍ରଷ୍ଟ୍‌ ଯତ୍ନର ସହ ଏକ ସାତ ଦିନିଆ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି ଯେଉଁଥିରେ ରୀତିନୀତି ଏବଂ କାର୍ଯ୍ୟକ୍ରମର ଏକ ଶୃଙ୍ଖଳା ରହିଛି। ଅଭିଷେକ ସମାରୋହ ପାଇଁ ମାହୋଲ ଦେଖାଯାଉଥିବା ବେଳେ ପ୍ରାୟଶ୍ଚିତ ସମାରୋହ ଏବଂ ଦଶବିଧ ସ୍ନାନ ସହ ଏହି କାର୍ଯ୍ୟକ୍ରମ ୧୬ ଜାନୁୟାରୀରୁ ଆରମ୍ଭ ହେଉଛି। ଆସନ୍ତୁ ପୂରା କାର୍ଯ୍ୟକ୍ରମ ବିଷୟରେ ଜାଣିନେବା।

Manmohan Samal
ଭୁବନେଶ୍ୱର ରାମ ମନ୍ଦିର ପରିସରରେ ସ୍ୱଚ୍ଛତା ଅଭିଯାନ

ଆଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଦିବସ ପୂର୍ବରୁ ସ୍ୱଚ୍ଛତା ଅଭିଯାନ ।

Ayodhya Ram Mandir
ଚମକୁଛି ଭବ୍ୟ ରାମ ମନ୍ଦିର

ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ତରଫରୁ ଏହି ଫଟୋ ସେୟାର କରାଯାଇଛି।