• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Agniveer
ନିକିତା-ହେମନ୍ତଙ୍କ ସଂଘର୍ଷମୟ କାହାଣୀ.. ଆପଣ ବି ପାଇବେ ପ୍ରେରଣା

ଗାଁ ଦାଣ୍ଡ ହେଉ କି ପାହାଡ଼ ପର୍ବତ । ଯେତେବେଳେ ଯେଉଁଠି ଯେମିତି ସୁଯୋଗ ମିଳିଲା ସବୁ ସମୟରେ ଦୁଇଜଣ କରିଚାଲିଛନ୍ତି ବ୍ୟାୟାମ ।

Cold wave
ଥରୁଛି କନ୍ଧମାଳ, ସାରା ରାଜ୍ୟରେ ପ୍ରବଳ ଜାଡ଼

କନ୍ଧମାଳ ଜିଲ୍ଲାରେ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି । ଛୋଟ ପିଲାଠାରୁ ବୟସ୍କ ଲୋକେ ଶୀତରୁ ନିସ୍ତାର ପାଇବା ଲାଗି ନିଆଁ ଜାଳି ବସୁଥିବା ଦେଖିବାକୁ ମିଳିଛି ।

BoreWell
ଫସିଲା ଜୀବନ, ୫୫ ଫୁଟ୍ ତଳକୁ ଖସିଲା ୮ ବର୍ଷର ପୁଅ

ଫସି ରହିଥିବା ଶିଶୁ ନିକଟକୁ ଅମ୍ଲଜାନ ପଠାଇବାର ବ୍ୟବସ୍ଥା କରାଯାଉଛି ।

Archana Nag
ପୋଲିସ୍‌କୁ ଅର୍ଚ୍ଚନାର ନିଶାନା ! ୬୦ ଘଣ୍ଟା ଥାନାରେ ଅଟକ ରଖି ଦେଇଥିଲେ ମାନସିକ ଚାପ

ଅର୍ଚ୍ଚନା ନାଗକୁ ଗିରଫ ସବୁ ନିୟମ ଅନୁସାରେ କରିଛୁ କହିଲେ ଭୁବନେଶ୍ୱର ଡିସିପି ।

5T School
ସ୍ମାର୍ଟ ସ୍କୁଲକୁ ଉପହାସ ! ପରୀକ୍ଷାରେ ପିଲାଙ୍କୁ ମିଳୁନି ପ୍ରଶ୍ନପତ୍ର, କବାଟରେ ଲେଖାଯାଉଛି ପ୍ରଶ୍ନ

ଧର୍ମଶାଳା ଅଣ୍ଟିଆ ହାଇସ୍କୁଲରେ କବାଟରେ ଲେଖାଯାଉଛି ପ୍ରଶ୍ନ । ଅଳକୁଣ୍ଡରେ କଳାପଟାରେ ପ୍ରଶ୍ନ ଲେଖି କାମ ଚଳାଇଲେ ଶିକ୍ଷକ ।

PMAY
ରାଜ୍ୟକୁ କେନ୍ଦ୍ରର ଚେତାବନୀ, ଲୋକଙ୍କୁ ଜମି ପଟ୍ଟା ଦିଅ ନହେଲେ ଫେରିଯିବ ଆବାସ

ଅନିଶ୍ଚିତତାରେ ଭୂମିହୀନ ଆବାସ ଆଶାୟୀଙ୍କ ଭାଗ୍ୟ । ଡିସେମ୍ବର ୧୫ସୁଦ୍ଧା ହିତାଧିକାରୀଙ୍କୁ ଜମିପଟ୍ଟା ଦିଅ କହିଲା କେନ୍ଦ୍ର ।

Padmapur Bypoll
ରେକର୍ଡ ଭୋଟିଂ ! କାହାର ହେବ ପଦ୍ମପୁର ? ବିଜେଡିର ଦାବି ୫ ହଜାରରୁ ଅଧିକ ମାର୍ଜିନରେ ଜିତିବ

ବିଜେପିର ଦମ୍ଭୋକ୍ତି ୧୦ ହଜାର ଭୋଟ୍ ବ୍ୟବଧାନରେ ଜିତିବୁ । ୮ରେ ଫଳାଫଳ ଆସିବା ଆଗରୁ ହାତ ଟେକିଦେଲା ହାତ ଦଳ ।

Archana Nag
ଅର୍ଚ୍ଚନାଙ୍କ ଚେତାବନୀ ! ୩୦ ମିନିଟ୍ ଦିଅ ସବୁ ପ୍ରମାଣ ଦେବି, ନେତା କି ମନ୍ତ୍ରୀ ସବୁ କହିବି

ମୋତେ ଫସାଇବା ପଛରେ ନେତା-ମନ୍ତ୍ରୀ କି କିଏ, ପ୍ରମାଣ ଦେବି କହିଲେ ଅର୍ଚ୍ଚନା । ଇଡିଠୁ ବି ବଡ଼ ଯାଞ୍ଚ ଏଜେନ୍ସିକୁ ସାମ୍ନା ପାଇଁ ପ୍ରସ୍ତୁତ ଅଛି ।

Crime
ସେକ୍ସ ୱାର୍କରକୁ ଘରକୁ ଡାକିଥିଲା, ତାପରେ ଖଣ୍ଡ ଖଣ୍ଡ କରି ଡ୍ରମ୍‌ରେ ସିଲ୍‌ କରିଦେଲା !

ଘର ଭିତରେ ଥିବା ସିଲ୍ ଡ୍ରମରୁ ଜଣେ ମହିଳାଙ୍କ ଗଳିତ କଟା ଶବ ମିଳିଥିଲା ।

Black Rose
ବ୍ଲାକ୍‌ ରୋଜ ବୁଡ଼ି ଘଟଣା: କାହା ସ୍ୱାର୍ଥରେ ଅଟକିଲା CBI ତଦନ୍ତ ?

ବ୍ଲାକ୍‌ ରୋଜ ଘଟଣାର ସିବିଆଇ ତଦନ୍ତ କାହିଁକି ହେଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ସତ୍ୟପ୍ରକାଶ ।

5T School
5T ସ୍କୁଲରେ ନାହିଁ କଳାପଟା ! ପରୀକ୍ଷା ବେଳେ କବାଟରେ ପ୍ରଶ୍ନ ଲେଖୁଛନ୍ତି ଶିକ୍ଷକ

ସ୍କୁଲରେ କଳାପଟା ନଥିବାରୁ ଶିକ୍ଷକ ଜଣଙ୍କ ପ୍ରଶ୍ନପତ୍ର କବାଟରେ ଲେଖିଥିଲେ ।

Bhakti
ଭଗବାନଙ୍କୁ ପ୍ରସନ୍ନ କରିବାକୁ ପଶିଥିଲେ ହାତୀ ତଳେ, ଆଉ ବାହାରି ପାରିଲେନି..! ଦେଖନ୍ତୁ ଭିଡିଓ

ଏହି ଭାଇରାଲ ଭିଡିଓକୁ ଖୁବ୍ କମ୍‌ ସମୟ ମଧ୍ୟରେ ଏକ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ଯିଏ ବି ଭିଡିଓ ଦେଖୁଛି ହସି ହସି ବେଦମ ହେଉଛି । ଆପଣ ବି ସେହି ଭିଡିଓ ଦେଖିଲେ ହସି ହସି ଗଡ଼ିଯିବେ ।

Item In Puri
ରାଧାକୃଷ୍ଣଙ୍କ ନିକଟରେ ଲାଗି ହେଲା ୮୨୧ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ

ଦ୍ୱାଦଶୀରେ ରାଧା, କୃଷ୍ଣଙ୍କ ଦର୍ଶନ କରିବା ସହ ବ୍ୟଞ୍ଜନ ସେବନ କରି ପରମ ତୃପ୍ତି ଲାଭ କରିଛନ୍ତି ଶ୍ରଦ୍ଧାଳୁ ।

1 Rupee Rice
ବାହା ବାହାରେ ବ୍ୟବସ୍ଥା ! ୬ ଟଙ୍କା ଘୋଡ଼ାକୁ ନଅ ଟଙ୍କାର ଦାନା.. ୧୫ କିମି ଦୁରରେ ମିଳୁଛି ଚାଉଳ

ସରକାର ସାହାପୁର ପଞ୍ଚାୟତକୁ ଯୋଗାଉଥିବା ରାସନ ସାମଗ୍ରୀ ସାହାପୁର ପଞ୍ଚାୟତ ବଦଳରେ ହରସିଂହପୁର ପଞ୍ଚାୟତରେ ଦେଉଛନ୍ତି ।

Ration
ଦୁର୍ନୀତିର ଚରମ ସୀମା ! ତିନି ମାସ ହେଲା ରାସନ ନାହିଁ, ଖାତାରେ ନିଆଯାଇଛି ଦସ୍ତଖତ

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଖାଉଟିମାନେ ଚାଉଳ ନପାଇଥିବା ବେଳେ ରିଟେଲର ସେମାନଙ୍କ ଦସ୍ତଖତ କିନ୍ତୁ ଖାତାରେ କରାଇଛନ୍ତି । ଯାହାକୁ ନେଇ ଚରମସୀମାରେ ପହଞ୍ଚିଛି ଅସନ୍ତୋଷ ।

Corona
ପୁଣି ବିବାଦରେ କରୋନା, ଜୈବିକ ଅସ୍ତ୍ର ଭାବେ ଉହାନ ଲବ୍ରୋଟୋରୀରୁ ବାହାରିଛି ଭାଇରସ୍

ପୂର୍ବରୁ ବିଭିନ୍ନ ଦେଶ ଓ ଭିନ୍ନ ଭିନ୍ନ ବୈଜ୍ଞାନିକ ବହୁବାର ଏଭଳି ଦାବି କରି ଆସୁଥିବା ବେଳେ ଏ ସନ୍ଦେହକୁ ଏବେ ସତ ବୋଲି କହିଛନ୍ତି ଉହାନ ଗବେଷଣା କେନ୍ଦ୍ରରେ ଗବେଷଣା କରୁଥିବା ଆମେରିକୀୟ ବୈଜ୍ଞାନିକ  ଆଣ୍ଡ୍ର୍ୟୁ ହଫ୍‌ସ ।

Padmapur Bypoll
ବିଧାୟକ ବାଛିଲା ପଦ୍ମପୁର; ଆଦର୍ଶରୁ ପିଙ୍କ୍ ବୁଥ, ସବୁଠି ଭୋଟରଙ୍କ ଲମ୍ବା ଲାଇନ୍

ଘର ପାଖ କେନ୍ଦ୍ରରେ ଭୋଟ୍ ଦେଲେ ୩ ପ୍ରମୁଖ ଦଳର ପ୍ରାର୍ଥୀ । ସନ୍ଧ୍ୟା ୬ଟା ସୁଦ୍ଧା ରେକର୍ଡ ୮୦%ରୁ ଅଧିକ ମତଦାନ ।

Archana Nag
ରାଗ ଗରଗର ଅର୍ଚ୍ଚନା, ‘କହିବାକୁ ସୁଯୋଗ ଦେଉନି ପୋଲିସ.. ବନ୍ଦ କରିଦେଉଛି ମୁହଁ’

କୋର୍ଟ ହାଜିରା ବେଳେ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନାର ବିଷୋଦ୍‌ଗାର । କୁଆଡ଼େ ଗଲେ ସୋ କଲ୍ଡ଼ ଭିକ୍ଟିମ୍ ବୋଲି ପଚାରିଥିଲା ଅର୍ଚ୍ଚନା ।

Cyclone
ବଙ୍ଗୋପସାଗରରେ ପିଛା ଛାଡୁନି ପ୍ରକୃତି କୋପ ! ପୁରୀଠୁ ୪୨୧ କିମି ଦୂରରେ ବାତ୍ୟା

ବାତ୍ୟା ପାଇଁ ବଳ ଗୋଟାଉଛି ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ । ଓଡ଼ିଶାକୁ ବାତ୍ୟାର ନାହିଁ ସିଧା ପ୍ରଭାବ: ପାଣିପାଗ ବିଭାଗ ।

Nude Call-BlackMailing
PNB ମ୍ୟାନେଜର୍ ମୃତ୍ୟୁ ମାମଲା; ନ୍ୟୁଡକଲ୍-ବ୍ଲାକମେଲିଂରୁ ଆତ୍ମହତ୍ୟା, ୪ ମାସ ପରେ ହଟିଲା ପରଦା

ରାଜସ୍ଥାନରୁ ଗିରଫ ହେଲେ ଦୁଇ ଜଣ ଅଭିଯୁକ୍ତ । ଆତ୍ମହତ୍ୟା କରିଥିଲେ ମ୍ୟାନେଜର୍ ଦିବ୍ୟରଞ୍ଜନ ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।