• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Govinda Sahu
ଗୋବିନ୍ଦଙ୍କ ପତ୍ନୀଙ୍କ ବଡ଼ ଅଭିଯୋଗ, ‘ମୋ ସ୍ୱାମୀଙ୍କୁ ପ୍ଲାନ୍ କରି ହତ୍ୟା କରାଯାଇଛି’

ଗତକାଲି ୧୧ଟାରେ ଗୋବିନ୍ଦ ଘରକୁ ଫୋନ୍ କରିଥିଲେ ଘରର ଭଲମନ୍ଦ କଥା ବୁଝାବୁଝି କରିଥିଲେ ବୋଲି କହିଛନ୍ତି ଗୋବିନ୍ଦଙ୍କ ପତ୍ନୀ । 

Amrit
୫ ଦିନର ଅପରେସନ ପରେ ଅମ୍ରିତ ଅପହରଣ ଘଟଣାର ଖୁଲାସା କଲା ପୋଲିସ, ୩ ଗିରଫ

ସମସ୍ତ ଅଭିଯୁକ୍ତଙ୍କୁ ଧରି ପୋଲିସ ସିନ ରିକ୍ରିଏସନ କରିବ ବୋଲି ଜଣାପଡ଼ିଛି ।

Hockey World Cup
ଏଥର ବି କ’ଣ ହେରଫେର୍‌ ! ମିଳିଲାନି ଟିକେଟ, କାଉଣ୍ଟର ଖୋଲିବା ପୂର୍ବରୁ ସୋଲ୍ଡ ଆଉଟ୍

ହକିପ୍ରେମୀଙ୍କୁ ଟିକଟ୍ ଟେନସନ୍ ଅଫଲାଇନ୍ ଟିକଟ୍ ବିକ୍ରି ବେଳେ ଅରମ୍ଭରୁ ଅବ୍ୟବସ୍ଥା ।

Varsha - Anubhav
ବର୍ଷା-ଅନୁଭବ ପାରିବାରିକ ବିବାଦ: ଅନୁଭବଙ୍କ ଓକିଲଙ୍କ ପ୍ରଶ୍ନ ଉପରେ ଆପତ୍ତି ଉଠାଇଲେ ବର୍ଷା 

ନାରୀର ମଯର୍ୟାଦା ପ୍ରତି ଆଞ୍ଚ ଭଳି ପ୍ରଶ୍ନ କରାଯାଇପାରିବନି । ବର୍ଷା କେଉଁ ଭାଷାରେ ଉତ୍ତର ଦେବେ ତାକୁ ନେଇ ବିବାଦ ।

Sambalpur  Court
ଅଚଳ ସମ୍ବଲପୁର କୋର୍ଟ ! ଆସୁନାହାନ୍ତି ଓକିଲ, ହେଉନି ବିଚାର ବିମର୍ଷ

ଓକିଲଙ୍କ ଅଭାବ ଓ ଅସହଯୋଗରୁ ବିନା ଆଇନ୍ ପରାମର୍ଶରେ ଦୈନିକ ଫେରିଯିବାକୁ ବାଧ୍ୟ ହେଉଛନ୍ତି ଶହ ଶହ ସାଧାରଣ ଜନତା ।

Farming
ଅଭାବୀ ବିକ୍ରିର ଅଭାବନୀୟ ଚିତ୍ର ! ନିଜ କୋବି କିଆରିକୁ ଟ୍ରାକ୍ଟର ଚଢ଼ାଇ ନଷ୍ଟ କରିଦେଲା ଚାଷୀ

ପାଟଣାଗଡ଼ରେ କ୍ଷେତରେ ସଢୁଛି ଲାଲ୍ ଟହ ଟହ ଟମାଟୋ । ସବୁଠି କୃଷି ଅଧିକାରୀ ଦେଖାଇଲେ ଶୀତଳଭଣ୍ଡାର ସ୍ୱପ୍ନ ।

Amrit Kidnapped
କିଡ୍‌ନାପ୍‌ ହୋଇଥିଲା ଅମ୍ରିତ୍‌ ! ପୋଲିସ କଲା ଖୁଲାସା..

ନୟାଗଡ଼ର ନାବାଳକ ଅମ୍ରିତ୍ ଅପହରଣର ଫିଟିବ ଗୁମର ? ବାପାଙ୍କଠୁ ଟଙ୍କା ପାଇଁ ୩ ମୁଖାପିନ୍ଧା ଦୁର୍ବୃତ୍ତଙ୍କ କିଡ୍‌ନାପ୍ ଆଶଙ୍କା।

Whatsapp New Feature
ଭୁଲ ସୁଧାରିବାକୁ ହ୍ୱାଟ୍‌ସଆପ୍‌ ଆଣିଲା ନୂଆ ଫିଚର, ଆକ୍ସିଡେଣ୍ଟାଲ ଡିଲିଟ୍...

ଏହି ନୂଆ ଫିଚର ଦ୍ୱାରା ବଡ଼ ସମସ୍ୟାରୁ ସହଜରେ ବର୍ତ୍ତି ହେବ । ସବୁଠାରୁ ବଡ଼ କଥା ହେଲା, ଏହି ଫିଚର ଆଜିଠୁ ଲଞ୍ଚ କରିଛି ।

Lottery
ଏମିତି ଲଟେରୀ ସମସ୍ତଙ୍କ ଭାଗ୍ୟରେ ନଥାଏ ! ମନ କହିଲା ବୋଲି କିଣିଲି ଆଉ ଜିତିଗଲି...

ୟୁଏସ୍‌ ମାସ୍‌କୁସେଟ୍‌ସର ଜଣେ ବ୍ୟକ୍ତି ଯିଏ କି ରେମଣ୍ଡ ରବର୍ଟ ସିନିୟର ଭାବେ ଖୁବ୍‌ ପରିଚିତ । ତାଙ୍କର ୧୯ କୋଟି ଟଙ୍କାର ଲଟେରୀ ଲାଗିଛି । ଯାହାକି ଏକ ବମ୍ଫର ଲଟେରୀ ।

Gas Cylinder
ଗେହଲଟଙ୍କ ବଡ଼ ଘୋଷଣା ! ଏଣିକି ୫୦୦ ଟଙ୍କାରେ ମିଳିବ ରନ୍ଧନ ଗ୍ୟାସ

ଏବେ ସାରା ଦେଶରେ ତଥା ଆମ ରାଜ୍ୟରେ ଗ୍ୟାସ୍ ଦର ହଜାରେ ଟଙ୍କା ପରେ ରହିଥିବା ବେଳେ ରାଜସ୍ଥାନରେ ଏପ୍ରିଲ୍‌ରୁ ୫୦୦ ଟଙ୍କାରେ ମିଳିବ ଗ୍ୟାସ ।

Salt
ଯେଉଁମାନେ ଅଧିକ ମାତ୍ରାରେ ଲୁଣ ଖାଉଛନ୍ତି, ସେମାନଙ୍କ ପାଇଁ ସତର୍କ ଘଣ୍ଟି...

ଆପଣ ଜାଣନ୍ତି କି, ଯଦି ଆମ ଦୈନନ୍ଦିନ ଜୀବନରେ ଲୁଣର ବ୍ୟବହାର ଆବଶ୍ୟକ ଠାରୁ ଅଧିକ ହୁଏ ତେବେ କ’ଣ ସବୁ କ୍ଷତି ହୋଇପାରେ । ଶରୀରରେ ଏହାର କି ପ୍ରଭାବ ପଡ଼ିଥାଏ ।

Inspirational
ଲୋକଙ୍କ କଥାରେ ନିର୍ବାଚନ ଲଢ଼ିଲେ, ଆଉ ଏବେ ତାଙ୍କ ପାଇଁ ସେ ଭଗବାନ ! ଜାଣନ୍ତୁ ପୁରା କାହାଣୀ..

ପେଶା ସିନା ରାଜନୀତି ହେଲେ ଲୋକଙ୍କ ସେବା କରିବାର ନିଶା ତାଙ୍କୁ ଆଜି ଚର୍ଚ୍ଚିତ କରିଦେଇଛି ।

Beggar
କିଏ ବୁଝିବ ଦୁଃଖ ? ଆଖିକୁ ଦେଖାଯାଉନି, ମୁଣ୍ଡ ଉପରେ ତିନି ପ୍ରାଣୀଙ୍କ ବୋଝ ! ଜାଣନ୍ତୁ ପୁରା କାହାଣୀ

ନ୍ନକ୍ଷମ ହୋଇଥିବାରୁ ରୋଜଗାର ପାଇଁ ଅକ୍ଷମ । ଏପଟେ ସାଙ୍ଗରେ ସ୍ତ୍ରୀ ଓ ତିନି ତିନିଟି ପିଲାଙ୍କ ବୋଝ ।

Amrit
ଘରଠୁ ୫୦ ମିଟର ଦୂରରେ ଥିଲା ପୁଅ, ହଠାତ୍‌ ହୋଇଗଲା ଗାୟବ ! ୪ ଦିନ ହେଲାଣି ପତ୍ତାମିଳୁନି

ଛୋଟମୋଟ ବେପାର କରି ପୁଅକୁ ନେଇ ଭବିଷ୍ୟତ ଦେଖୁଥିବା ବାପାର ବି ଦମ୍ଭ ଭାଙ୍ଗିଯାଉଛି । ଚାରିଦିନ ହେଲା ଘରେ ଚୁଲି ଜଳିନି ।

Messi, FIFA World Cup
ଫିଫା ବିଶ୍ୱକପ୍ ମହାକୁମ୍ଭ ! ଜୋରଦାର ହେବ ଫାଇନାଲ ଫାଇଟ୍, ମେସିଙ୍କ ଉପରେ ଫୋକସ୍‌

ଟାଇଟଲ୍ ପାଇଁ ମୁହାଁମୁହିଁ ହେବେ ଫ୍ରାନ୍ସ-ଆର୍ଜେଣ୍ଟିନା । ତୃତୀୟ ଓ ଚତୁର୍ଥ ସ୍ଥାନ ଲାଗି କାଲି ହେବ ମ୍ୟାଚ୍ ।

Archana Nag
ଇଡି ଆଗରେ ସତ ଓଗାଳୁଛି ଅର୍ଚ୍ଚନା ! ଶ୍ରଦ୍ଧାଞ୍ଜଳି-ଜଗବନ୍ଧୁ-ଅର୍ଚ୍ଚନାକୁ ମୁହାଁମୁହିଁ ଜେରା 

ଇଡି ଆଗରେ ଅର୍ଚ୍ଚନା ମୁହଁ ଖୋଲିଥିବା ସୂଚନା । ଗାଡ଼ି, ଘର ପରେ ଏବେ ସୁନା କିଣାର ଚାଲିଛି ଖୋଳତାଡ଼ ।

Hate Story
ଏ କି ପ୍ରେମ ! ପ୍ରେମିକାଙ୍କ ମୃତଦେହ ଦେଖି ଡରି ଫେରି ଆସିଲେ ପ୍ରେମିକ

ସମ୍ପର୍କକୁ ଘରେ ଅସ୍ୱୀକାର ପରେ ନେଇଥିଲେ ଚରମ ନିଷ୍ପତ୍ତି । ନାବାଳିକାଙ୍କୁ ହତ୍ୟା ହୋଇଥିବା ଅଭିଯୋଗ ଆଣିଲେ ପରିବାର ।

Maoist Killed
ଲାଲ୍ ବାହିନୀର ଆତଙ୍କ, ପୋଲିସ ଇନ୍‌ଫର୍ମର ସଂଦେହରେ ହତ୍ୟା

କନ୍ଧମାଳ ବଣ୍ଡାପିପିଲିରେ ଜଣକୁ ଗୁଳି କରି ହତ୍ୟା କଲେ ମାଓବାଦୀ । ହାଟପଦା ପଛପାଖ ଜଙ୍ଗରେ ପଡ଼ି ରହିଛି ମୃତଦେହ  ।

Injection
ବ୍ଲେଡ୍‌ରେ ହାତ କଟିଥିଲା, ଡାକ୍ତର ଲେଖିଲେ କୁକୁର କାମୁଡ଼ା ଇଞ୍ଜେକ୍ସନ୍

ପିଲାଟି କୁକୁର କାମୁଡ଼ା ରୋଗୀଙ୍କ ଲାଇନ୍‌ରେ ଛିଡ଼ା ହୋଇଥିଲା ।

Avatar -2
ଅଧିକ ଉତ୍ସାହିତ ହୋଇଗଲେ ଯୁବକ ! ଅବତାର-୨ ଦେଖିବା ବେଳେ ଚାଲିଗଲା ଜୀବନ

ଆନ୍ଧ୍ରପ୍ରଦେଶ କାକିନାଡ଼ାର ପେଡ୍ଡାପୁରମ୍‌ ସହରରେ ଜଣେ ବ୍ୟକ୍ତି ଅବତାର-୨ ଦେଖୁଥିବା ବେଳେ ପ୍ରାଣ ହରାଇଛନ୍ତି । ଫିଲ୍ମ ଚାଲିଥିବା ବେଳେ ହଠାତ୍‌ ତାଙ୍କର ହୃଦ୍‌ଘାତ ହୋଇଥିଲା ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।