ଜବରଦଖଲ ଉଚ୍ଛେଦ ବେଳେ ବଡ଼ ଧରଣର ବିଦ୍ୟୁତ ଚୋରି ସାମ୍ନାକୁ ଆସିଥିଲା । କିନ୍ତୁ ଶନିବାର ସକାଳେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଆଜ୍ଞା ହଁ, ଆମେ କହୁଛୁ ତେଲେଙ୍ଗାନାର ଅନୁଦୀପ ଦୂରଶେଟ୍ଟୀଙ୍କ କଥା । ଯିଏ କି ୨୦୧୭ରେ UPSC ଟପ୍ପର ରହିଥିଲେ । ସବୁଠାରୁ ବଡ଼ କଥା ହେଲା, ଟପ୍ପର ହେବା ପୂର୍ବରୁ ସେ ତିନିଥର ଏହି ପରୀକ୍ଷାରେ ଫେଲ୍ ହୋଇଛନ୍ତି ।
ଡିସେମ୍ବର ୪ ରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା।
ଇସ୍ତାନବୁଲରେ ଫସି ରହିଥିବା ଏହି ଯାତ୍ରୀମାନେ ଦାବି କରିଛନ୍ତି, ଇଣ୍ଡିଗୋ ବିମାନ କର୍ତ୍ତୃପକ୍ଷ ଏଥିପାଇଁ କ୍ଷମା ପ୍ରାର୍ଥନା କରିବା ସହ କ୍ଷତିପୂରଣ ଦେବା ଉଚିତ୍ ।
ତେଲେଙ୍ଗାନା ହାଇକୋର୍ଟରୁ ଅଲ୍ଲୁଙ୍କୁ ଏ ମାମଲାରେ ଜାମିନ୍ ମିଳିଯିବା ପରେ ଆଶ୍ବସ୍ତ ହୋଇଥିଲେ ଅଲ୍ଲୁ ଓ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ।
ମୋଦି କହିଛନ୍ତି ଏଥରର ମେଳା ହେବ ଦିବ୍ୟ-ଭବ୍ୟ ଓ ଡିଜିଟାଲ୍, ଏଠି ଚାଲିବ ଏକତାର ମହାଯଜ୍ଞ । ସାରା ବିଶ୍ୱର ନଜର ରହିଥିବାରୁ ଶ୍ରଦ୍ଧାଳୁଙ୍କୁ ସବୁ ସୁବିଧା ପହଞ୍ଚାଇବା ଆମ ଦାୟିତ୍ୱ ।
କେମିତି ଅପରାଧର ବାଟ କଢ଼ାଇ ନେଉଛି ଏହି ଅନଲାଇନ୍ ଜୁଆ, ବରଗଡ଼ ଓ ବଲାଙ୍ଗିର ଜିଲ୍ଲାରୁ ଦେଖନ୍ତୁ ସ୍ବତନ୍ତ୍ର ରିପୋର୍ଟ।
ଏଭଳି ସ୍ଥିତିରେ 24 ଘଣ୍ଟିଆ ଟ୍ରାକିଂ ସତ୍ତ୍ବେ କେମିତି ନଜରରୁ ଖସିଗଲା ଜିନତ୍ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ।
ବିଜେପି କହିଛି, ବିଜେଡି ଭାଡି ଫାଙ୍କା ହେଇଯିବ।
ଶ୍ରଦ୍ଧାଳୁଙ୍କୁ ସବୁ ପ୍ରକାର ସୁବିଧା ପହଞ୍ଚାଇବା ଆମ ସରକାରଙ୍କ ଦାୟିତ୍ୱ । ପୂଜାର୍ଚ୍ଚନା ସହ ଅକ୍ଷୟ ବଟ ପରିକ୍ରମା କଲେ ପ୍ରଧାନମନ୍ତ୍ରୀ ।
ବିଜେଡିର ସଭ୍ୟସଂଗ୍ରହ ଅଭିଯାନ ଏକପ୍ରକାର ଫେଲ୍ । ଜାତୀୟ ରାଜନୀତିରୁ ପ୍ରଭାବ ହରାଇ ଚାଲିଛି ବିଜେଡି ।
ସୁପ୍ରିମକୋର୍ଟରେ ଆଦେଶ ଅବମାନନା ମାମଲା ହେବା ପରେ ଚେତିଛି ପ୍ରଶାସନ।
୬ ମାସରେ କିନ୍ତୁ ନବୀନ ସରକାର ଅମଳରେ ହୋଇଥିବା ଦୁର୍ନୀତି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାକୁ ନେଇ ଉଠିଛି ପ୍ରଶ୍ନ।
ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ଷ୍ଟାଡିୟମରେ ୮ଟି କୋର୍ଟ ସହ ୪ଶହ ଦର୍ଶକଙ୍କ ପାଇଁ ବ୍ୟବସ୍ଥା ରହିଛି। ପ୍ରଥମ ପର୍ଯ୍ୟାୟରେ ୫୦ ଜଣ ପ୍ରତିଭାଙ୍କୁ ଚିହ୍ନଟ କରି ଦିଆଯିବ ଟ୍ରେନିଂ।
ଆଇନ ମନ୍ତ୍ରୀ କହିଛନ୍ତି, ଖୁବ୍ଶୀଘ୍ର ମହାପ୍ରସାଦ ଦର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯିବ।
କିଏ ଓ କାହିଁକି ଭିଆଇଲା ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ, ସେନେଇ ପୋଲିସ ଖୋଳତାଡ଼ କରୁଥିବାବେଳେ ଏହି ମର୍ଡର ମିଷ୍ଟ୍ରିକୁ ନେଇ ଉଠୁଛି ନାନା ପ୍ରଶ୍ନ।
ବାସଗୃହ କ୍ରେତାଙ୍କୁ କ୍ଷତିପୂରଣ ଦେବାରେ ଅହେତୁକ ବିଳମ୍ବ । ରିୟଲ ଇଷ୍ଟେଟ୍ ସଂସ୍ଥା ବିପୁଲ ଏମଡିଙ୍କ ଉପରେ ଆକ୍ସନ ।
ଆମ ଓଡ଼ିଆରେ ଗୋଟିଏ କଥା ଅଛି, ‘ଅତି ରୁ ଇତି’ । ଠିକ୍ ସେମିତି ଯେକୌଣସି ଜିନିଷକୁ ଆମେ ଅଧିକ ଖାଇବା ତାହା ଖରାପ ହେବ । ଫଳ ଯଦି ଆମେ ଅଧିକ ଖାଇବା ତେବେ ଏହା ଶରୀର ଉପରେ ନାକାରାତ୍ମକ ପ୍ରଭାବ ପକାଇପାରେ ।
ବିହାରରୁ ଗୋଆ ଯାଉଥିଲେ ଏକ ପରିବାର । ରାସ୍ତା ନପାଇବାରୁ ନେଇଥିଲେ ଗୁଗଲ୍ ମ୍ୟାପ୍ର ସାହାଯ୍ୟ । ହେଲେ ଗୁଗୁଲ ମ୍ୟାପ୍ ଦେଲା ସାଂଘାତିକ ଧୋକ୍କା ।
ଓଡ଼ିଆ ପୁଅ କମାଣ୍ଡର ରାହୁଲ ପଟ୍ଟନାୟକଙ୍କ ନେତୃତ୍ବରେ ସବମେରିନ୍ INS ଶଲ୍-କୀ ପରାକ୍ରମ ଦେଖାଇବା ପରେ ଆରମ୍ଭ ହୋଇଥିଲା ଶୌର୍ଯ୍ୟ, ସାହସ, ସମନ୍ବୟର ଅଭୂତପୂର୍ବ ପ୍ରଦର୍ଶନ।