• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Corona Report
କୋଭିଡ୍ ନେଇଛି କେତେ ଜୀବନ ? ଖୋଲୁଛି ରାଜ୍ୟ ସରକାରଙ୍କ ମିଛ ମୁଖା କହିଲେ ବିରୋଧୀ

ରାଜ୍ୟ ସରକାରଙ୍କ ତଥ୍ୟକୁ ମାନିବାକୁ ବିରୋଧୀ ନାରାଜ । ଶ୍ୱେତପତ୍ର ଆଣିବାକୁ ବିଜେପିର ଦାବି । ରାଜ୍ୟ ସରକାରଙ୍କୁ କଂଗ୍ରେସ ବି କଲା ଟାର୍ଗେଟ୍ ।

Padmapur Bypoll
ରାଜ୍ୟରେ ପଶିଲା କାଷ୍ଟ ପଲିଟିକ୍ସ ! ଫୋକସ୍‌ରେ ବିଂଝାଲ୍-ସହରା-କୁଲତା-ମେହେର-ତେଲି ସମାଜ

ବିଜେଡିର ଦାବି ଶଙ୍ଖକୁ ଯିବ ୭୦ ପ୍ରତିଶତ ଜାତି ଭୋଟ୍ । ଜାତି ରାଜନୀତି କାର୍ଡ ଖେଳୁଥିବା କହି ବର୍ଷିଲେ ବିରୋଧୀ ।

Narco Test
ଶ୍ରଦ୍ଧା ୱାକର ହତ୍ୟା ମାମଲା: ଅଫ୍‌ତାବର କେମିତି ହେଲା ନାର୍କୋ ଟେଷ୍ଟ ? ଜାଣନ୍ତୁ...

ଅଫ୍‌ତାବ ଏବେ ସୁସ୍ଥ ଅଛି । ଦିଲ୍ଲୀ ରୋହିଣୀର ,କ ହସ୍ପିଟାଲରେ ଏହି ନାର୍କୋଟେଷ୍ଟ କରାଯାଇଥିଲା ।

Jual Oram
ବର୍ଷା ସିଂ ବରିହା ନୁହେଁ, ବର୍ଷା ବଳିୟାର ସିଂ ! ଜୁଏଲଙ୍କ ଡାଇରେକ୍ଟ ଆଟାକ୍

ବାହା ପରେ କେମିତି ଆଦିବାସୀ ହେଲେ ବର୍ଷା ? ଯେ ଜାତିର ନୁହେଁ, ସେ ପାର୍ଟିର କେମିତି ହେବେ ପ୍ରଶ୍ନ କଲେ ଜୁଏଲ ।

Weather News
ଶୀତରେ ଆସୁଛି ଲଘୁଚାପ ! ପାଣିପାଗ ବିଭାଗ ଦେଲା ସୂଚନା..

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

Jual Oram
ବିଜେଡି ପ୍ରାର୍ଥୀ ବର୍ଷା ବରିହାଙ୍କୁ ନେଇ ଜୁଏଲଙ୍କ କଡ଼ା ମନ୍ତବ୍ୟ, ଶୁଣନ୍ତୁ...

ଆମ ଜାତିର ବୋଲି ଆମେ ଜାଣିନୁ, ଆମେ ତ ଜାତି ଭୋଜି ଖାଇନୁ । ଯିଏ ଜାତିର ନୁହେଁ, ସେ ପାର୍ଟିର ନୁହେଁ; ଯିଏ ପାର୍ଟିର ନୁହେଁ, ସେ ମାଟିର ନୁହେଁ ।

Crime
ପ୍ରେମିକ ପାଲଟିଲା ଜହ୍ଲାଦ ! ପ୍ରେମିକାକୁ ପୋଡ଼ି ଜଙ୍ଗଲରେ ଫିଙ୍ଗିଲା

ଖାଲି ସେତିକି ନୁହେଁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉକ୍ତ ପ୍ରେମିକାକୁ ଜଙ୍ଗଲରେ ଫିଙ୍ଗି ଦେଇଥିଲା ପ୍ରେମିକ ।

Indian Army
ଭାରତ-ପାକ ସୀମାରେ ଦମ୍ ଦେଖାଇଲେ ବିଏସଏଫ୍ ମହିଳା

ପାକିସ୍ତାନ ପଟୁ ଭାରତର ପଞ୍ଜାବର ଅମ୍ରିତସର ଜିଲ୍ଲା ଚାହାରପୁର ଆଡକୁ ଏକ ଡ୍ରୋନ ଆସୁଥିବା ଦେଖି ଏହି ଦୁଇ ମହିଳା କମାଣ୍ଡର ତାକୁ ଟ୍ରାକ କରିଥିଲେ । ଆଉ ଗୁଳି କରି ଖସାଇ ଦେଇଥିଲେ ।

Killer Mother
ମାଆ ହେବା ପୂର୍ବରୁ ମାଆର ଏ କି ରୂପ ? ଏତେ ନୃଶଂସ...

ସାବତ ଝିଅକୁ ମାରିବା ପାଇଁ ଏକ ବାକ୍ସରେ ବନ୍ଦ କରିଦେଇଛି ମାଆ । ଆଉ ସେହି କୁନି ଝିଅକୁ ମାତ୍ର ୯ ବର୍ଷ । 

Office Work 4 Days
୬ ଦିନ ବଦଳରେ ୪ ଦିନ କାମ କଲେ ବି ମିଳୁଛି ସମାନ ରେଜଲ୍ଟ , ତେବେ...

ଅନେକ କର୍ମଚାରୀ କହିଛନ୍ତି ଏହାଦ୍ୱାରା ମାନସିକ ସ୍ଥିତି ଭଲ ରହିବ । କାମ ଭଲରେ ହେବ । ଖାଲି ସେତିକି ନୁହେଁ ଏହା ଅର୍ଥ ବ୍ୟବସ୍ଥାକୁ ମଧ୍ୟ ବାଲାନ୍ସ କରିବ ।

Kite Drone Fight
ଶତ୍ରୁ ପକ୍ଷର ଗୁଇନ୍ଦା ଡ୍ରୋନ୍‌କୁ ମାଡ଼ି ବସିବ ଚିଲ

ଚିଲ ଶତ୍ରୁପକ୍ଷର ଡ୍ରୋନ୍‌କୁ ଟାର୍ଗେଟ କରି ଖସାଇବ ।

Whatsapp New Feature
ଏଣିକି ହ୍ୱାଟ୍‌ସଆପ୍‌ରେ ସୁରକ୍ଷିତ ରହିବ ଡକ୍ୟୁମେଣ୍ଟ, ଆସିଲା ନୂଆ ଫିଚର

ଭିନ୍ନ ଉପାୟରେ ମେସେଜ୍‌ ସେଭ୍‌ କରିବାକୁ ଚାହୁଁଥିଲେ, ୟୁଜର ଅନ୍ୟ ଜଣଙ୍କୁ ସେହି ମେସେଜ୍‌ ପଠାଉଥିଲା ଏବଂ ଆବଶ୍ୟକ ପଡ଼ିଲେ ସେହିଠାରୁ ହିଁ ପୁଣି ମେସେଜ୍‌ ଦେଖୁଥିଲା ।

Pramod Swain
EDରେ ହାଜର ହେଲେ ଫିଲ୍ମ ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁ, କହିଲେ ମୋତେ ବ୍ଲାକ୍‌ମେଲ୍‌ କରୁଥିଲା ଅର୍ଚ୍ଚନା

ପଚରାଉଚରା ବେଳେ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କ ସହ ଲିଙ୍କ୍‌ର ଗୁମର ଖୋଲିବାକୁ ଇଡି ପ୍ରୟାସ କରିବ ।

Mother Tortured
ପୁଅ-ବୋହୂ ନିର୍ଯାତନା ଦେଲେ, କୋର୍ଟରୁ ଅର୍ଡର ଆଣି ଘରୁ ବାହାର କରିଦେଲା ମାଆ..

ଏହି ଘଟଣା ଏବେ ଗାଁରେ ଚର୍ଚ୍ଚାର ବିଷୟ ପାଲଟିଛି । ସମସ୍ତେ ଏହାକୁ ନେଇ ଆଲୋଚନା କରୁଛନ୍ତି । ଅନେକ ଲୋକ ମାଆର ଏଭଳି ନିଷ୍ପତ୍ତିକୁ ସ୍ୱାଗତ ମଧ୍ୟ କରିଛନ୍ତି ।

Father - Son Fight
କି ଅଜବ ! ବାପାକୁ ପାଇଖାନା କରିବାକୁ ଦେଉନି ପୁଅ.. ମାମଲା ଯାଇ ଥାନାରେ

ପୁଅ ବିରୋଧରେ ଉପେନ୍ଦ୍ର ପ୍ରଶାସନର ଦ୍ୱାରସ୍ଥ ବି ହୋଇଥିଲେ । ହେଲେ କିଛି ଲାଭ ପାଇନଥିଲେ ।

Aftab
ଖଣ୍ଡ ଖଣ୍ଡ କରିବା ପରେ ଶ୍ରଦ୍ଧାଙ୍କ ହାତରୁ ମୁଦି କାଢ଼ି ନୂଆ ଗର୍ଲଫ୍ରେଣ୍ଡକୁ ପିନ୍ଧାଇଥିଲା ଅଫତାବ୍

ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ତିହାର ଜେଲ୍‌ରେ ରହିବ ବୋଲି ଅଦାଲତ ନିର୍ଦେଶ ଦେଇଛନ୍ତି ।

Teachers Protest
୨ୟ ଦିନରେ ବି ଗର୍ଜିଲେ ପ୍ରାଥମିକ ଶିକ୍ଷକ, ପଦ୍ମପୁରରେ ପାନେ ଚଖାଇବାକୁ ଚେତାବନୀ

କଂପିଲା ବିଧାନସଭା, ବିରୋଧୀଙ୍କ ନିଶାନାରେ ରାଜ୍ୟ ସରକାର ।

IT GST Raid
ରେଡ୍‌ ରାଜନୀତି ! BJD ନେତାଙ୍କ ଘରେ IT, BJP ନେତାଙ୍କ ଦୋକାନରେ GST ରେଡ୍

୩ ନେତା ଦିବଙ୍ଗତ ବିଜୟ ବରିହାଙ୍କ ଅନୁଗତ ଥିବା ଚର୍ଚ୍ଚା । ଆୟକର ବିଭାଗ ରେଡ୍‌ରୁ କଣ ପାଇଛି, ତାହା ଅସ୍ପଷ୍ଟ ।

Love Story
ଏମିତି ପ୍ରେମ ଭାଗ୍ୟରେ ଥିଲେ ମିଳେ ! ସମୁଦ୍ରକୁ ଡେଇଁପଡ଼ିଲେ, ପାଣି ଭିତରୁ ରିଙ୍ଗ ଆଣିଲେ.. ଦେଖନ୍ତୁ ଭିଡିଓ

ଭିଡିଓରେ ଜଣେ ଯୁବକ ଜଣେ ଯୁବତୀଙ୍କୁ ପ୍ରପୋଜ କରୁଛନ୍ତି । ଆଉ ଏଭଳି ପ୍ରପୋଜ୍‌ ଆପଣ କେବେ ଦେଖିନଥିବେ ।

Padmapur politics
ପଦ୍ମପୁର ଉପନିର୍ବାଚନ: ବଢୁଛି ଚର୍ଚ୍ଚା...ଦଳ ନୁହେଁ ଦୁଇ କଳ କରୁଛନ୍ତି ଫାଇଟ୍‌..!

ପାଇକମାଲ, ଝାରବନ୍ଧରେ ଥିବା କିଛି ବ୍ୟବସାୟ ପ୍ରତିଷ୍ଠାନରେ ମଧ୍ୟ GST ରେଡ୍ କରାଯାଇଛି । ଉପନିର୍ବାଚନ ବେଳେ ଅଚାନକ ଏଭଳି ରେଡ୍‌ କାହିଁକି ବୋଲି ଲୋକଙ୍କ ମନରେ ପ୍ରଶ୍ନ ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।