• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Archana Nag
ଅର୍ଚ୍ଚନାଙ୍କଠାରୁ ED ବାହାର କରିବ ସତ, ମିଳିଲା ୭ ଦିନିଆ ରିମାଣ୍ଡ ଅନୁମତି

୧୫ ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା ED । ହେଲେ ୭ ଦିନ ପାଇଁ ମିଳିଲା ଅନୁମତି ।

Exit poll
କିଏ ମାରିବ ବାଜି ? ବିଜେପିର ସ୍ଥିତି କେଉଁଠି ? କ’ଣ କହୁଛି ଏକ୍‌ଜିଟ୍‌ ପୋଲ୍‌.. ଦେଖନ୍ତୁ

ସର୍ଭେ ରିପୋର୍ଟକୁ ନେଇ ଆମେ ପ୍ରସ୍ତୁତ କରିଛୁ ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ ।

Viral Video
Viral Video: ଦାମୀ ଫୁଲ ସଜା କାର ନାହିଁ, ସିଧା ବାଇକ୍‌ରେ ଆସି ପହଞ୍ଚିଲା ବର

ଏହି ବାହାଘରିଆ ଫଟୋ ଭିଡିଓ ଭିତରେ ଆମ ସାମ୍ନାକୁ ଏମିତି ଏକ ଭିଡିଓ ଆସିଛି ଯାହା ଦେଖିଲେ ଆପଣ ବି ଖୁସି ହେବେ ଏବଂ ଟିକେ ଆଶ୍ଚର୍ଯ୍ୟ ବି ହେବେ । ଆଉ କହିବେ ଏଇ ବୋଧେ ଭଲ ପାଇବା ।

Robot
ବଜାରକୁ ଆସିବ ରଜନୀକାନ୍ତଙ୍କ ‘ଚିଟ୍ଟି’, ଯାହାକୁ ଦିଆଯିବ ଲାଇସେନ୍ସ ଟୁ କିଲ୍..!

ଏକ ମେସିନ୍‌କୁ ନିଜ ବୁଦ୍ଧିରେ ଗୁଳି କରିବା ପାଇଁ କ୍ଷମତା ଦେବା ସାଧାରଣ ମଣିଷ ସମାଜ ପାଇଁ କ୍ଷତିକାରକ ହୋଇପାରେ ବୋଲି ଅନେକ ତର୍କ କରୁଛନ୍ତି ।

Mobile Ban In Temple
କୋର୍ଟଙ୍କ ବଡ଼ ନିଷ୍ପତ୍ତି, କୌଣସି ବି ମନ୍ଦିରକୁ ମୋବାଇଲ ନେଇପାରିବେନି ଭକ୍ତ

ମନ୍ଦିରର ପବିତ୍ରତା ବଜାୟ ରଖିବାକୁ ଏହି ପଦକ୍ଷେପ ।

Sand Mafia
ମାଲେମାଲ ବାଲି ମାଫିଆ ! ଓଡ଼ିଶା ବାଲିକୁ ନେଇ ବଙ୍ଗରେ କରୁଛନ୍ତି ବିକ୍ରି

ଯୁଆଡେ ଦେଖିବେ, ଯେତେ ଦୂର ଯାଏଁ ଦେଖିବେ । କେବଳ ବାଲି ଲୋଡ୍‌ ହେଉଥିବ । ଆଉ ଟ୍ରକ୍‌ ଓ ଟ୍ରାକ୍ଚରରେ ବୋହି ନିଆଯାଉଥିବ । କିଏ ନେଉଛି, କେତେ ନେଉଛି ତାହାର ହିସାବ ନାହିଁ । ହେଲେ ଦିନ ଦ୍ୱିପ୍ରହରେ ଚୋରାଚାଲାଣ ହେଉଛି ବାଲି ଆଉ ମାଲେ...

Bishnu
କି ଦୁଃଖ ! ବାହାରକୁ ଯାଇଥିଲେ ରୋଜଗାର କରିବାକୁ, ଆଣିଲେ ରୋଗ

ଦୈବ ୟାଙ୍କ ଭାଗ୍ୟରେ ଏମିତି ଦୁଃଖ ଦେଲା ଯେ, ଏବେ କାନ୍ଦି କାନ୍ଦି ଜିଉଁଛନ୍ତି ପୂରା ପରିବାର ।

Phonepe OTP
ସାବଧାନ ! ଏଥର ଫୋନ୍‌ ପେ’ରୁ ପେମେଣ୍ଟ ବେଳେ ଚୋରି ହେଉଛି ଟଙ୍କା, ଜାଣନ୍ତୁ...

ଓଟିପିକୁ କ୍ଲିକ୍ କଲା ପରେ ଆକାଉଣ୍ଟରୁ ଗାଏବ ହୋଇଗଲା ୬ ଲକ୍ଷ ୫୦ ହଜାର ଟଙ୍କା । ଠକେଇ ବୋଲି ଜାଣିଲା ବେଳକୁ ସବୁକିଛି ସରିଯାଇଥିଲା ।

Olive Ridley
ଅଲିଭ୍‌ ରିଡ୍‌ଲେଙ୍କ ପାଇଁ ବ୍ୟାପକ ପ୍ରସ୍ତୁତି; ଘନ ଘନ ପାଟ୍ରୋଲିଂ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ବନ ବିଭାଗର ଗୋଟିଏ ଲକ୍ଷ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଯେଭଳି ସର୍ବକାଳିନ ରେକର୍ଡ ସଂଖ୍ୟକ ଅଣ୍ଡାଦାନ ହୋଇପାରିବ ।

OTM
ଯଥାଶୀଘ୍ର ଅକ୍ତିଆରକୁ ନିଅ OTM, ନଚେତ୍ ଜରିମାନା ଦେବ

ବିଭିନ୍ନ ଆଳ ଦେଖାଇ ଓଟିଏମ୍‌କୁ ରାଜ୍ୟ ସରକାର ନିଜ ଦଖଲକୁ ନେଉନାହାନ୍ତି ବୋଲି ଅଫିସିଆଲ୍ ଲିକ୍ୟୁଡେଟର ଅଭିଯୋଗ କରିଥିଲେ ।

Aparajita Sarangi
ଦିନରେ ଗର୍ଜିଲେ ରାତିରେ ଗାଁ ଗାଁ ବୁଲି ପ୍ରଚାର କଲେ, ଘର ଘର ବୁଲି ଭୋଟ ମାଗିଲେ..

ପଦ୍ମପୁର କାହିଁକି ଜିଲ୍ଲା ହୋଇପାରିବ ନାହିଁ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି । ବିଜେଡି ପ୍ରାର୍ଥୀ ବର୍ଷା ସିଂଙ୍କୁ କଟାକ୍ଷ କରି ସେ ପୁଣି କହିଥିଲେ, ବୋହୂ ଭାବେ ବର୍ଷା ସତ୍ୟବାଦୀରେ ଶାଶୁ ସେବା କରିବା ଉଚିତ ।

International  Disability Day
କାହିଁକି ପାଳନ କରାଯାଏ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ? କେବେଠୁ ଆରମ୍ଭ ହେଲା ଏହି ଧାରା..

୧୯୮୧ ମସିହାକୁ ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ବର୍ଷ’ ଭାବେ ପାଳନ କରାଯାଇଥିଲା । ୧୯୭୬ ମସିହାରେ ଜାତିସଂଘ ଏହାକୁ ଭିନ୍ନକ୍ଷମ ବର୍ଷ ଭାବେ ଘୋଷିତ କରିଥିଲା ।

Aparajita Sarangi
ପଦ୍ମପୁର ଉପନିର୍ବାଚନ: ଅପରାଜିତାଙ୍କ ମାରାଥନ୍ ପ୍ରଚାର, ବର୍ଷାଙ୍କୁ ସତ୍ୟବାଦୀର ବୋହୂ କହି ମାରିଲେ ତେରଛା ବାଣ

ପଦ୍ମପୁର ଜିଲ୍ଲା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଅପରାଜିତା।

BJP Politics
ଚାଷୀଙ୍କ ପାଇଁ ବିଜେପିର ରଣହୁଙ୍କାର; ଟ୍ରାକ୍ଟର-ଶଗଡ଼ ସାଙ୍ଗକୁ ହଳ ଲଙ୍ଗଳ ଧରି ଘେରିଲେ 

ଗୃହ ଭିତରେ ଓ ବାହାରେ ହଲ୍ଲାବୋଲ୍ । ଗୃହରେ ଉଠିଲା ଇନ୍‌ପୁଟ୍ ସବ୍‌ସିଡି-ସାର ବିହନ ପ୍ରସଙ୍ଗ ।

JNU
JNUରେ ବ୍ରାହ୍ମଣ-ବଣିଆଙ୍କୁ ଟାର୍ଗେଟ, କାନ୍ଥରେ ଲେଖିଲେ ଧମକ ଭରା ସ୍ଲୋଗାନ୍

ଘଟଣାର ତଦନ୍ତ କରି ଖୁବ ଶୀଘ୍ର ରିପୋର୍ଟ ଦେବକୁ JNU କୁଳପତି ନିର୍ଦ୍ଦେଶ ଦେଇଛନ୍ତି ।

Barcode
ମୋବାଇଲ ଧରିବାକୁ କଷ୍ଟ, ହାତରେ ଆଙ୍କିଲେ ବାରକୋଡ୍‌ ଟାଟୁ; ଶେଷରେ କହିଲେ ପରିଣାମ

ତାଇୱାନ୍‌ର ଜଣେ ବ୍ୟକ୍ତି ଯିଏ କି ଏତେ ଅଳସୁଆ ଯେ, ସାଙ୍ଗରେ ମୋବାଇଲ ନେବାକୁ ବି ତାଙ୍କୁ କଷ୍ଟ ଲାଗେ ।

Pathetic
ହସ ଖୁସିରେ ଚଳୁଥିଲା ପରିବାର, ପକ୍ଷାଘାତ ସବୁ ଉଜାଡ଼ିଦେଲା ! ଏବେ ଭାରି ହୀନସ୍ତା...

ରୋଜଗାର ବନ୍ଦ ହୋଇଗଲା । ପୂରା ପରିବାର ବେସାହାରା ହୋଇପଡିଲା ।

Emotional Story
ସ୍କୁଲ ଯାଉଥିଲା, ପାଠ ସାଠ ଭଲ ଥିଲା; ହଠାତ୍ ବିଗିଡ଼ିଗଲା ମାନସିକ ସ୍ଥିତି ! ଗୋଡ଼ରେ ପଡ଼ିଲା ବେଡ଼ି..

ପାଦେ ପାଦେ ଏମାନଙ୍କ ପ୍ରତି ରହିଛି ବିପଦ । କାରଣ ଦୁନିଆରେ କଣ ହେଉଛି କଣ ହେଉନି ଏମାନେ କିଛି ଜାଣନ୍ତି ନାହିଁ ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।