• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Javelin Throw
ଚାଲିଥିଲା ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା, ହଠାତ୍ ଘଟିଲା ଏଭଳି ଦୁର୍ଘଟଣା

ଛାତ୍ର ଜଣକ ଗୁରୁତର ଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି ।

Hippo
କୁନି ଛୁଆକୁ ଜୀଅନ୍ତା ଗିଳିଦେଲା ଜଳହସ୍ତୀ, ପୁଣି ପାଟିରୁ ବାହାର କରିଦେଲା..!

ପାଖରେ ଥିବା ଏକ ହ୍ରଦରୁ ଜଳହସ୍ତୀ ବାହାରି ଏଣେତେଣେ ବୁଲୁଥିବା ବେଳେ ସେହି କୁନି ଛୁଆ ତା’ଆଖିରେ ପଡ଼ିଥିଲା ।

Fire Mishap
ହଠାତ୍‌ ଘରେ ଲାଗିଲା ନିଆଁ, ଜୀଅନ୍ତା ପୋଡ଼ି ହୋଇଗଲେ ପୂରା ପରିବାର

ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Fake Medicine
ଓଡିଶାରେ କେମିତି ପଶୁଛି ନକଲି ମେଡିସିନ୍ ? ସତ ସାମ୍ନାକୁ ଆଣିଲେ ଡ୍ରଗ୍ସ କଣ୍ଟ୍ରୋଲର

ମୁନାଫାଖୋର ବ୍ୟବସାୟୀଙ୍କ ପାଇଁ ବଢୁଛି ନକଲି ମେଡିସିନ କାରବାର । ଟେଲ୍ମା-୪୦ ପରେ କ୍ଲାଭାମ୍-୬୨୫ର ନକଲି ମେଡିସିନ୍‌କୁ ନେଇ ଚିନ୍ତା ।

18 years after husband's death, widow finally gets justice; compensation amount
ମୃତ୍ୟର ୧୮ ବର୍ଷ ପରେ ବିଧବା ପତ୍ନୀଙ୍କୁ ମିଳିଲା ନ୍ୟାୟ

ମୃତକଙ୍କ ପରିବାର ପାଇଲେ ସରକାରୀ ସହାୟତା ।

Archana Nag
ED ହାତରେ ଅର୍ଚ୍ଚନା ନାଗ୍‌ଙ୍କ ଡାଏରୀ, ଲେଖା ଅଛି ଅନେକ ବଡ଼ ବଡ଼ିଆଙ୍କ ନାଁ

କଣ ପାଇଁ ଫୋରେନ୍‌ସିକ୍ ଟିମ୍ ଡିଜିଟାଲ ଏଭିଡେନ୍ସ ଦେବାରେ ବିଳମ୍ବ କରୁଛି, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Puri Diarrhoea
ବିଷାକ୍ତ ପାଣି ପିଇ ଜଣକ ପରେ ଜଣକର ହେଉଛି ମୃତ୍ୟୁ !

ବିଷାକ୍ତ ପାଣି ପିଇ ବାସନ୍ତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାର ସଦସ୍ୟ ।

Murder
ସ୍ତ୍ରୀକୁ ମାରି ଶେଷକୃତ୍ୟ କଲା.. ଥାନାରେ ଦେଲା ନିଖୋଜ ମାମଲା..

ଧିରେ ଧିରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରତ୍ୟେକ ଦିନ ଝଗଡ଼ା ହେବା ଆରମ୍ଭ ହେଲା ।

Helicoptor
ମନ୍ଦିର ପ୍ରାଙ୍ଗଣରେ ଓହ୍ଲାଇଲା ହେଲିକପ୍ଟର, ପୂଜାର୍ଚ୍ଚନା କଲେ ପୂଜାରୀ

ମନ୍ଦିର ପାଖରେ ଥିବା ଏକ ପଡ଼ିଆରେ ହେଲିକପ୍ଟର ଓହ୍ଲାଇଲା। ଦୁଇ ଜଣ ପୂଜାରୀ ଆସି ହେଲିକପ୍ଟରକୁ ପୂଜା କଲେ ।

Train Firemishap
ଅଫିସରଙ୍କ ଆଖି ଆଗରେ ଜଳିଗଲା ଟ୍ରେନ୍‌, କିନ୍ତୁ ସମସ୍ତେ ଥିଲେ ଚୁପ୍‌

ପ୍ରଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ, ଟ୍ରେନ୍‌ଟି କିଛି ମାସ ହେବ ଷ୍ଟେସନରେ ଛିଡ଼ା ହୋଇ ରହିଥିଲା ।

Vijay Dibas
ଆଜି ବିଜୟ ଦିବସ; ମନେ ପଡ଼େ ପାକିସ୍ତାନ ବିରୋଧରେ ଭାରତର ବଡ଼ ବିଜୟ

ସ୍ଥାନୀୟ ଲୋକେ ନିୟାଜୀଙ୍କୁ ପିଟି ପିଟି ହତ୍ୟା କରିବାକୁ ଆଗେଇ ଆସିଥିଲେ । ଭାରତୀୟ ସେନାର ବରିଷ୍ଠ ଅଧିକାରୀମାନେ ନିୟାଜୀଙ୍କୁ ଚାରି ପଟୁ ସୁରକ୍ଷା ଦେଲେ । ଏହାସହ ସୁରକ୍ଷିତ ଭାବେ ସେଠାରୁ କର୍ଡନ କରି ତାଙ୍କୁ ଉଦ୍ଧାର କରିଥିଲେ ।

Vigilance Raid
ଭିଜିଲାନ୍ସ ଜାଲରେ କୁବେର SI ! ରାଜଧାନୀରେ ୪ ମହଲା କୋଠା, ୮ ପ୍ଲଟ୍ 

ଭୁବନେଶ୍ୱର ତମାଣ୍ଡୋ ଥାନା ସବ୍ ଇନ୍ସପେକ୍ଟର ଅଭିମନ୍ୟୁ ଚୌଧୁରୀ । ୬ ବର୍ଷରେ ଧରାପଡ଼ିଲେଣି ୪୫ ପୋଲିସ ଅଧିକାରୀ ।

Odisha Politics
ଆଗୁଆ ହେବ ନିର୍ବାଚନ ! ବିଜେଡିରେ ପଦ୍ମପୁର ମଡେଲ୍ ମାନିଆ, ପ୍ରତି ଭୋଟରକୁ ଭେଟିବେ ନେତା

ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଓହ୍ଲାଇବ ବିଜେପି । ୮୦ ପ୍ରତିଶତ ଯୁବ ପ୍ରାର୍ଥୀ ଦେବ କଂଗ୍ରେସ ।

Mosquito Drone
ରାଜଧାନୀରେ ମଶା ମାରିବ ଡ୍ରୋନ୍ ! BMC ପ୍ରସ୍ତୁତ୍ କରୁଛି ମାଷ୍ଟର୍ ପ୍ଲାନ୍ 

ପରୀକ୍ଷାମୂଳକ ଭାବରେ ଖୁବ ଶୀଘ୍ର ଆରମ୍ଭ ହେବ ଯୋଜନା ।

Odisha Politics
ହେବ କି ଆଗୁଆ ନିର୍ବାଚନ, ବିଜେଡି ଆରମ୍ଭ କଲାଣି କି ପ୍ରସ୍ତୁତି ?

ପଦ୍ମପୁର ଯିବେ, ଦେଇଥିବା ପ୍ରତିଶ୍ରୁତି ପୂରଣ କରିବେ । ପଦ୍ମପୁର ମଡେଲରେ ଅାଗକୁ ନିର୍ବାଚନ ଲଢ଼ିବୁ କହିଲେ ପ୍ରଦୀପ ମାଝୀ ।

Pooja Singh
ସହିପାରିଲେନି ଟାହି ଟାପରା ! ଭଗବାନ ବିଷ୍ଣୁଙ୍କ ନାଁରେ ମଥାରେ ସିନ୍ଦୂର ପିନ୍ଧିଲେ ପୂଜା...

ରାଜସ୍ଥାନର ଯେଉଁଠି ଦେଖିବ କେବଳ ସେହି କଥା । ସୋସିଆଲ ମିଡିଆରେ ବି ଏନେଇ ଖୁବ୍‌ ଭାଇରାଲ ହେଉଛି ଫଟୋ ଏବଂ ଭିଡିଓ ।

Fraud Delivery Boy
ସ୍ମାର୍ଟ ଡେଲିଭରୀ ବୟ ! ଫ୍ଲିପ୍‌କାର୍ଟରୁ ମୋବାଇଲ ମଗାଉଥିଲା, ପୁଣି ଖାଲି ଡବା ଫେରାଉଥିଲା

ଅନଲାଇନରେ ଠକେଇ କରି ବନ୍ଧା ହେଲେ ଡେଲିଭରି ବୟ । ୩ଟି ଦାମୀ ମୋବାଇଲ ଓ ୩ ଟି ବ୍ଲୁ-ଟୁଥ୍ ଜବତ ।

Ajab Gajab Temple
୬ ବିଚିତ୍ର ମନ୍ଦିର, ଅଜବ ପରମ୍ପରା ! ଠାକୁରଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ, ଠେଙ୍ଗା ଧରି ମାରପିଟ୍

ଯଦି ଆପଣ ଦେଶର ବିଭିନ୍ନ କୋଣ ଅନୁକୋଣକୁ ଯାଇ ଏହି ସବୁ ନିଆରା ପରମ୍ପରାର ମଜା ନେବାକୁ ଚାହିଁବେ ତେବେ ଆପଣଙ୍କ ପାଇଁ ଗୋଟିଏ ଜୀବନ ବି ନିଅଣ୍ଟ ପଡ଼ିବ ।

MLA Salary
MLAଙ୍କ ଦରମା ଲକ୍ଷେରୁ ଅଢେଇ ଲକ୍ଷକୁ ବୃଦ୍ଧି ଦାବି, ଏହା କେତେ ଜରୁରୀ ?

ବିଧାନସଭା କାର୍ଯ୍ୟ ପରାମର୍ଶଦାତା କମିଟିର ସୁପାରିଶ । ପୂର୍ବତନ ବିଧାୟକଙ୍କ ପେନ୍‌ସନ୍ ଲକ୍ଷେ କରିବାକୁ ବି କମିଟି ପକ୍ଷରୁ ପ୍ରସ୍ତାବ ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।